ଆଜି ଅପରାହ୍ନ ୨ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
ପୁରୀ, ୧୦।୬(ଅଜିତ୍ କୁମାର ମହାନ୍ତି): ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ଅବସରରେ ମଙ୍ଗଳବାର ମହାପ୍ରଭୁଙ୍କ ସେନାପଟା ନୀତି ଅନୁଷ୍ଠିତ ହେବ। ସେନାପଟା ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ପ୍ରଦାନ କରିଥାଏ। ତେଣୁ ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପହଣ୍ଡି ପୂର୍ବରୁ ଦଇତାପତି ସେବକମାନେ…
ମହାପ୍ରଭୁ ନିଜେ ସବୁ କରାନ୍ତି, ସୁରୁଖୁରୁରେ ହେବ ରଥଯାତ୍ରା: ମନ୍ତ୍ରୀ
ପୁରୀ,୫ା୬: ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରାକୁ ନେଇ ସୋମବାର ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ରଥଯାତ୍ରା ଲାଗି ପ୍ରାୟ ୮୦% ପ୍ରସ୍ତୁତି ଶେଷ ହୋଇ ସାରିଲାଣି। ଗୁଣ୍ଡିଚାରର…
ଶ୍ରୀମନ୍ଦିର ଭୋଗ ମଣ୍ଡପରେ ଅଘଟଣ: ଗରମ ଡାଲି ପଡ଼ି ୭ ଭକ୍ତ ଆହତ
ପୁରୀ,୮।୬: ପୁରୀ ଶ୍ରୀମନ୍ଦିର ଭୋଗ ମଣ୍ଡପରେ ରବିବାର ଏକ ଅଘଟଣ ଘଟିଛି। ଗରମ ଡାଲି ପଡ଼ି ୭ଜଣ ଭକ୍ତ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ହୋଇଥିବା ସମସ୍ତ ଭକ୍ତ ନୟାଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି। ମିଳିଥିବା…
ମହାପ୍ରଭୁଙ୍କ ଲାଗି ଖୋଲାଯିବ ଡିଜିଟାଲ ହୁଣ୍ଡି: UPI ଜରିଆରେ…
ଭୁବନେଶ୍ୱର,୭।୬: ପୁରୀ ଜଗନ୍ନାଥ ମନ୍ଦିରର ଦାନ ପ୍ରକ୍ରିୟାକୁ ଆଧୁନିକୀକରଣ କରାଯିବ। ଏନେଇ ସମର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର କୋଣ ଅନୁକୋଣରେ ଥିବା ବ୍ୟାଙ୍କର ବିଭିନ୍ନ ଶାଖାରେ ଡିଜିଟାଲ ହୁଣ୍ଡି ସ୍ଥାପନ ବ୍ୟବସ୍ଥା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହାକୁ କାର୍ଯ୍ୟକାରୀ କରିବାକୁ…
ସ୍ନାନପୂର୍ଣ୍ଣିମାରେ ପୁରୀକୁ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ
ପୁରୀ,୫ା୬: ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା ନେଇ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାଞ୍ଚଳ ଆଇଜିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସୁରକ୍ଷା ବୈଠକରେ ସ୍ନାନପୂର୍ଣ୍ଣିମା ଓ ରଥଯାତ୍ରା କିପରି ଶୃଙ୍ଖଳିତ ବ୍ୟବସ୍ଥା ମଧ୍ୟରେ ସମ୍ପନ୍ନ ହେବ ସେନେଇ ଆଲୋଚନା ହୋଇଥିଲା। ତେବେ ସ୍ନାନପୂର୍ଣ୍ଣିମା…
ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର, ୬୦୦୦ ଟଙ୍କା ଲାଞ୍ଚ ନେବାବେଳେ…
ପୁରୀ,୫ା୬: ଆଜି ଅର୍ଥାତ୍ ଗୁରୁବାର କିଛି ସମୟ ପୂର୍ବରୁ, ପୁରୀର SDVO (ସ୍ବଡିଭିଜିଓଆଲ ଭେଟେନାରୀ ଅଫିସର)ର ସେକ୍ସନ ଅଫିସର ମନୋଜ ମହାନ୍ତି ୬୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ଅଭିଯୋଗକାରୀ ଏବଂ ଅନ୍ୟ ତିନି ଜଣଙ୍କ ସମ୍ପର୍କରେ EV…
ଆକ୍ସନରେ ପ୍ରଶାସନ: ସବୁ ଖଜା ଦୋକାନର ହେବ ଯାଞ୍ଚ
ପୁରୀ,୩ା୬(ଅଜିତ୍ କୁମାର ମହାନ୍ତି): ପୁରୀ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚାରିପାଖ ସମେତ ସହରର ଅନେକ ସ୍ଥାନରେ ଲୋକଙ୍କୁ ଠକି ଅପମିଶ୍ରିତ ଖଜା ବିକ୍ରି କରାଯାଉଛି। ସେହିପରି ଅସାଧୁ ବ୍ୟବସାୟୀମାନେ ଓଜନରେ ମଧ୍ୟ ଠକୁଥିବା ଦେଖିବାକୁ ମିଳୁଛି। ଏପରିକି ବାହାରେ ବିକ୍ରି ହେଉଥିବା…
ଜଳସେଚନ ସୁବିଧା ପାଇଁ ଶହେ କୋଟି ଟଙ୍କାର ବ୍ୟୟବରାଦ, ଉପକୃତ ହେବେ ଚାଷୀ: ମୁଖ୍ୟମନ୍ତ୍ରୀ
ସାକ୍ଷୀଗୋପାଳ,୨୯ା୫(କିଶୋର ମହାପାତ୍ର/ପ୍ରଶାନ୍ତ): କୃଷି ବୈଜ୍ଞାନିକଙ୍କ ଦ୍ବାରା ଚାଷୀ ଭଉଣୀଭାଇମାନଙ୍କୁ ଚାଷ ସମ୍ବନ୍ଧୀୟ ସଦ୍ୟତମ ଜ୍ଞାନକୌଶଳ ସମ୍ପର୍କରେ ଅବଗତ କରାଇବା ସହ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନା ସମୂହକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ନେଇ ସାକ୍ଷୀଗୋପାଳରେସ୍ଥିତ ପୁରୀ ଜିଲାର କୃଷି ବିଜ୍ଞାନ…
କୋଣାର୍କ ମନ୍ଦିର ପରିସରରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ, ପର୍ଯ୍ୟଟକ ହନ୍ତସନ୍ତ
କୋଣାର୍କ,୨୮ା୫: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ପୁରୀ ଜିଲାର ବିଭିନ୍ନ ଅଞ୍ଚଳରେ ସ୍ଥିତି ବେହାଲ ହୋଇଥିବା ବେଳେ ବୁଧବାର ସକାଳୁ ଲଗାଣ ବର୍ଷା ଲାଗି ରହିଛି। ଫଳରେ ବିଶ୍ୱ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ମନ୍ଦିର ବେଶ ପ୍ରଭାବିତ ହୋଇଛି।…
ଶୃଙ୍ଖଳିତ ରଥଯାତ୍ରା ନେଇ ଆକ୍ସନରେ ପ୍ରଶାସନ: ମୋବାଇଲ ନେଲେ ହେବ ଫୌଜଦାରୀ ମାମଲା
ପୁରୀ,୨୬ା୫: ଜୁନ ୨୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥଖଳାରେ ଚାଲିଛି ମହାପ୍ରସ୍ତୁତି। ରତ୍ନବେଦୀରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧାମୂର୍ତ୍ତି। ରଥଯାତ୍ରା ପାଇଁ ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବାକୁ ପୁରୀ ପ୍ରଶାସନ ସଜାଗ ହୋଇଉଠିଛି। ରଥଯାତ୍ରା କିପରି ସୁରୁଖୁରୁରେ ଆରମ୍ଭ ହେବ ଏବଂ…
ରଥଯାତ୍ରାକୁ ଆସିବେ ମୋଦି, ନିମନ୍ତ୍ରଣ କଲେ ମୋହନ
ପୁରୀ,୨୬।୫: ଆସନ୍ତା ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁରୀକୁ ନିମନ୍ତ୍ରଣ କରାଯାଇଛି। ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସମସ୍ତ କେନ୍ଦ୍ରମନ୍ତ୍ରୀ, NDA ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣ ହୋଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…
ଏ ଯୁଗର ସାବିତ୍ରୀ: ଦିବ୍ୟାଙ୍ଗ ଶଯ୍ୟାଶାୟୀ ସ୍ବାମୀଙ୍କ ସେବାରେ ରମା
ଅସ୍ତରଙ୍ଗ,୨୬ା୫(ପ୍ରଦୀପ୍ତ କୁମାର ଦୀକ୍ଷିତ): ପବିତ୍ର ସାବିତ୍ରୀ ବ୍ରତରେ ସବୁ ସ୍ତ୍ରୀମାନେ ତାଙ୍କ ସ୍ବାମୀଙ୍କ ଦୀର୍ଘାୟୁ କାମନାକରି ଏହି ଓଷା କରୁଛନ୍ତି। ହେଲେ ଏମିତି ଜଣେ ସ୍ତ୍ରୀ ଅଛନ୍ତି, ଯିଏ ସ୍ବାମୀଙ୍କ ପାଇଁ ଦୀର୍ଘଦିନ ହେଲା ତପସ୍ୟା କରୁଛନ୍ତି କହିଲେ ଚଳେ। ଅଚାନକ…
Archives


