ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନବାଙ୍କ ବେଶ
ପୁରୀ ଅଫିସ, ୧୪ା୧: ମକର ସଂକ୍ରାନ୍ତି ପୂର୍ବଦିନ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଲାଣ ଓ ଫୁଲ ମେଲାଣ ଉତ୍ସବ ସମ୍ପନ୍ନ ହୋଇଛି। ଖୁଣ୍ଟିଆ ଓ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ସନ୍ଧ୍ୟା ଆଳତି ବେଶରେ ମାଳଚୂଳମାନ ଲାଗିକରିଥିଲେ। ବଡ଼ସିଂହାର...
ପ୍ରସ୍ତାବ ଦିଆଯିବା ସତ୍ତ୍ୱେ ପଦକ୍ଷେପ ନେଉନି ପ୍ରଶାସନ
ପୁରୀ ଅଫିସ, ୧୩ା୧: ଭଙ୍ଗା ରତ୍ନପଲଙ୍କରେ ମହାପ୍ରଭୁଙ୍କ ଶୟନ ନୀତି ହେଉଛି। ରତ୍ନପଲଙ୍କ ଦୁର୍ବଳ ହୋଇ ପଡ଼ିଥିବାବେଳେ ଏହାର ଗୋଡ଼ ଦୋହଲୁଛି। ରୁପା କାରୁକାର୍ଯ୍ୟ ନଷ୍ଟ ହେବାକ ବସିଲାଣି। ବାରମ୍ବାର ଦାବି ସତ୍ତ୍ୱେ ଶ୍ରୀମନ୍ଦିର ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେଉନାହିଁ...
ଆଜି ମହାପ୍ରଭୁଙ୍କ ନବାଙ୍କ ବେଶ
ପୁରୀ ଅଫିସ,୧୩।୧: ଶ୍ରୀମନ୍ଦିରରେ ଶୁକ୍ରବାର ମହାପ୍ରଭୁଙ୍କ ନବାଙ୍କ ବେଶ ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତି ପୂର୍ବଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଏହିଦିନ ସନ୍ଧ୍ୟା...
ଜାତୀୟ ପତାକାକୁ ଅସମ୍ମାନ କରି ପିଇଓ ଗିରଫ
ଗୋପ/କୋଣାର୍କ,୧୩।୧(ଡି.ଏନ୍.ଏ.): ଭାରତର ଜାତୀୟ ପତାକାକୁ ଅସମ୍ମାନ କରିଥିବା ଅଭିଯୋଗରେ କୋଣାର୍କ ଥାନା ପୋଲିସ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଗୁରୁବାର ଗିରଫ କରିଛି। ସେ ହେଲେ ଉକ୍ତ ଥାନା ତଥା ଗୋପ ବ୍ଲକ ଅନ୍ତର୍ଗତ ଶିମିଳି ପଞ୍ଚାୟତର ପ୍ରଶାନ୍ତ କୁମାର...
ରିଭର୍ସ ସ୍ପିଡ୍ ପେଣ୍ଟିଂ ମାଧ୍ୟମରେ ବିଶ୍ୱକପ୍ର ଶୁଭେଚ୍ଛା ଜଣାଇଲେ ଆୟୁଷ
ପୁରୀ ଅଫିସ, ୧୨ା୧: ବୁଧବାରଠାରୁ ହକି ବିଶ୍ୱକପ୍ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସାରା ଦେଶରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ପୁରୀର ଚିତ୍ରଶିଳ୍ପୀ ଆୟୁଷ ମହାପାତ୍ର ଓଲଟା ବା ରିଭର୍ସ ସ୍ପିଡ୍ ପେଣ୍ଟିଂ କରି ବିଶ୍ୱକପ୍ର ଶୁଭେଛା ଜଣାଇଛନ୍ତି।...
ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ନେଇ ଦ୍ୱନ୍ଦ୍ୱ
ପୁରୀ ଅଫିସ, ୧୨।୧: ଶ୍ରୀମନ୍ଦିରରେ ଅସରପା ଓ ମୂଷାଙ୍କ ଉତ୍ପାତ ଯୋଗୁ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ପ୍ରତି ବିପଦ ସୃଷ୍ଟି ହୋଇଥିବା ଆଶଙ୍କା ଦେଖାଦେଇଛି। ଏନେଇ କେତେଜଣ ସେବାୟତ ଅଭିଯୋଗ ଆଣିବା ସହ ଉଦ୍ବେଗ ପ୍ରକାଶ କରିଛନ୍ତି। ଗର୍ଭଗୃହରେ ଅନ୍ଧାରର ସୁଯୋଗ...
ଆଜି ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ପୁରୀ ଅଫିସ, ୧୧ା୧: ମାଘ ମାସ କୃଷ୍ଣ ପକ୍ଷ ଚତୁର୍ଥୀ ତିଥିରେ ବୁଧବାର ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତନୀତି ହୋଇଥିବାରୁ ଏହି ନୀତି ସମୟରେ ଅର୍ଥାତ୍ ସନ୍ଧ୍ୟା ୫ଟାରୁ ରାତି...
୧୩ରୁ ଆରମ୍ଭ ହେବ ହକି ବିଶ୍ୱକପ୍: ମ୍ୟାଚ୍ ଦେଖିବା ଲାଗି ଏଲ୍ଇଡି ଟିଭି ବ୍ୟବସ୍ଥା
ପୁରୀ ଅଫିସ, ୧୦ା୧: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍। ଚଳିତ ଥର ଏହାକୁ ଓଡ଼ିିଶା ଆୟୋଜନ କରୁଛି। ଏହାକୁ ସ୍ମରଣୀୟ ଓ ଆକର୍ଷଣୀୟ କରିବା ପାଇଁ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବିବିଧ...
କାବୁ ହେଲା ସହରକୁ ପଶି ଆସିଥିବା ହାତୀ
ପୁରୀ ଅଫିସ,୧୦।୧: ଶେଷରେ ଟ୍ରାଙ୍କୁଲାଇଜ୍ ହେଲା ପୁରୀ ସହରରେ ପଶିଥିବା ଦନ୍ତାହାତୀ। ମଙ୍ଗଳବାର ବାଲୁଖଣ୍ଡ ଅଭୟାରଣ୍ୟରେ ହାତୀକୁ ଟ୍ରାଙ୍କୁଲାଇଜ୍ କରିବାରେ ବନବିଭାଗ ସଫଳ ହୋଇଛି। ଏହାପରେ ତାକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି। ପ୍ରକାଶ ଯେ, ଗତ...
କାଲି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ,୧୦।୧: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ବୁଧବାର ଅନୁଷ୍ଠିତ ହେବ। ଅପରାହ୍ନରେ ଏହି ନୀତି ସମ୍ପନ୍ନ ହେବ । ଭକ୍ତମାନେ ଅପରାହ୍ନ ପ୍ରାୟ ୩ରୁ ୪ଘଣ୍ଟା ଧରି ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ। ଅପରାହ୍ନରେ ଦ୍ୱିତୀୟ ଭୋଗମଣ୍ଡପ ନୀତି ସରିବା...
ସମୁଦ୍ର ଉପକୂଳ ଜୀବନଜୀବିକା ବିପଦସଙ୍କୁଳ ହୋଇପଡ଼ୁଛି
ପୁରୀ ଅଫିସ, ୧୦ା୧: ପୁରୀ ଜିଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରତିକାର କ୍ରିୟାନୁଷ୍ଠାନ କମିଟି ଏବଂ ଓଡ଼ିିଶା ଜନଶକ୍ତି ମଞ୍ଚ ତରଫରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜଳବାୟୁ ପରିବର୍ତ୍ତନ ଓ ପ୍ରତିକୂଳ ପାଗ...
ସହରରେ ପଶିଲା ହାତୀ
ପୁରୀ ଅଫିସ, ୧୦ା୧: ପୁରୀ ସହରରେ ହାତୀ ଆତଙ୍କ। ସୋମବାର ଭୋର ସମୟରେ ଚନ୍ଦନପୁର ଅଞ୍ଚଳର ପ୍ରତାପ ପୁରୁଷୋତ୍ତମପୁର ଜଙ୍ଗଲ ନିକଟରେ ଏକ ଦନ୍ତାହାତୀ ଦେଖିବାକୁ ମିଳିଥିଲା। ପରେ କୃଷ୍ଣରଞ୍ଜନପୁର ଗାଁକୁ ହତୀଟି ପଶିଆସିଥିଲା। ରାତି ୯ଟାରେ ହାତୀଟି ତଳଜଙ୍ଘ...
Archives


