ଆମ ଜିଲା ଖବର

ୟୁରିଆ, ଡିଏପି ସାର କଳାବଜାର, ତେଜୁଛି ଚାଷୀ ଅସନ୍ତୋଷ

ବରଗଡ଼,୧୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କୃଷି ଓ କୃଷକଙ୍କ ସମସ୍ୟା ଅସମାହିତ ରହିଛି। ନିକଟରେ ରବିଧାନ ବିକ୍ରି ନେଇ ଜିଲାର ଚାଷୀମାନଙ୍କୁ ଖୁବ୍‌ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନ୍ୟପଟେ ଏବେ ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭରୁ ଚାଷୀଙ୍କୁ ସାର ଅଭାବ ସମସ୍ୟା…

ତହସିଲ କାର୍ଯ୍ୟାଳୟରେ ସଠିକ୍‌ ସମୟରେ ମିଳୁନି ପ୍ରମାଣପତ୍ର, ଲୋକେ ହଟହଟା

ଦାରିଙ୍ଗବାଡ଼ି,୧୧ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟରେ ଉପଭୋକ୍ତା ନାନା ହଇରାଣ ହରକତ ହେଉଛନ୍ତି। ଲୋକଙ୍କ ସେବାରେ ଥିବା ଅଧିକାରୀମାନେ ସାଧାରଣ ଲୋକଙ୍କ କାର୍ଯ୍ୟକୁ ସଠିକ ସମୟସୀମା ମଧ୍ୟରେ କରି ଦେଉ ନ ଥିବା ଅଭିଯୋଗ ହେଉଛି। ଏବେ ବିଦ୍ୟାର୍ଥୀଙ୍କ…

ବାଲିଗୁଡ଼ାରେ ଚୋର ଭାବି ପୋଲିସକୁ ନିର୍ଧୁମ ମାଡ଼

ବାଲିଗୁଡ଼ା,୧୧ା୭: କଳାହାଣ୍ଡି ଜିଲାର ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ରେ ଏକ ଅଭାବନୀୟ ଘଟଣାରେ ଚୋର କିମ୍ବା ଅପହରଣକାରୀ ସନ୍ଦେହରେ ଅଞ୍ଚଳବାସୀ ପୋଲିସକୁ ନିର୍ଧୁମ ମାଡ଼ ମାରିଛନ୍ତି। ସୂଚନା ଅନୁଯାୟୀ, ଜଣେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ସାଧା ପୋଷାକରେ କୁର୍ତ୍ତମଗଡ଼ ଅଞ୍ଚଳକୁ…

ଗଞ୍ଜାମ ଗସ୍ତରେ ଆସିବେ ଷ୍ଟାଣ୍ଡିଂ କମିଟି, ସ୍ଥିତି ସମୀକ୍ଷା କଲେ ଉପଜିଲାପାଳ

ଭଞ୍ଜନଗର,୧୧ା୭(ବାବୁଲା ପ୍ରଧାନ): ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି -୪ ଆସନ୍ତା ୧୫ ଓ ୧୬ ତାରିଖ ଦୁଇ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସିବେ। କମିଟିର ଚେୟାରମ୍ୟାନ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ୧୨ ଜଣିଆ କମିଟି ଜିଲାର…

ବିନିକାରେ ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା, ପୋଲିସ ତଦନ୍ତ ଆରମ୍ଭ

ବିନିକା,୧୧।୭: ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକର ଡୁଙ୍ଗୁରିପାଲି ଗଜବନ୍ଧ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀଙ୍କୁ ଦୁର୍ବୃତ୍ତମାନେ ନିର୍ମମ ଭାବେ ହତ୍ୟା କରିଛନ୍ତି। ରାମପୁର ଥାନା ଅନ୍ତର୍ଗତ ପଣ୍ଡରାପାଲି ଗାଁ ନିକଟରେ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସରପଞ୍ଚଙ୍କ ସ୍ବାମୀ ଘରକୁ ଫେରୁଥିବା…

ବିବାହ ପରେ ୨ କି.ମି. କାଦୁଅ ରାସ୍ତାରେ ଚାଲିଲେ ବରକନ୍ୟା

ଚାନ୍ଦବାଲି,୧୧।୭ (କିଷାନ ପାତ୍ର): ବିଲ ଭଳି କାଦୁଅ ପଚ ପଚ ହୋଇଛି ଗାଁ ରାସ୍ତା। ବର୍ଷାଋତୁରେ ଗାଁକୁ ଗାଡ଼ି ମୋଟର ତ ଦୂରର କଥା, ଚାଲି ଚାଲି ଯିବା କଷ୍ଟକର। ଆଣ୍ଠୁଏ କାଦୁଅରେ ଯାତାୟାତ ପାଇଁ ଗାଁ ଲୋକେ ହଇରାଣ ହେଉଛନ୍ତି।…

ବିଡିଓଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ସରପଞ୍ଚ

ରାଜନଗର, ୧୦ା୭(ଭାସ୍କର ରାଉତରାୟ): ରାଜନଗର ବ୍ଲକରେ ଦୀର୍ଘଦିନ ହେବ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହେଉନାହିଁ। ସରପଞ୍ଚମାନେ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ କରିଲେ ବି କୌଣସି ବିଲରେ ବିଡିଓ ଦସ୍ତଖତ କରୁ ନାହାନ୍ତି। ସରପଞ୍ଚ ଓ ସମିତି ସଭ୍ୟାସଭ୍ୟମାନେ ବିଡିଓଙ୍କୁ ଫୋନ କଲେ…

ମନ୍ଦିର ବସି ଖାଉଥିଲେ ନିଶା: ବାରଣ କରିବାରୁ ଛୁରାମାଡ଼

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ସମେତ ଜିଲାରେ ନିଶା କାରବାର ବଢ଼ି ଚାଲିଛି। ନିଶାଖୋର୍‌ ଲୋକେ ମାରପିଟ୍‌ଠାରୁ ଆରମ୍ଭ କରି ହତ୍ୟାକାଣ୍ଡ ଭଳି ଅପରାଧ ଘଟାଉଥିବା ନଜିର ରହିଛି। ଗୁରୁବାର ସନ୍ଧ୍ୟାରେ ବରଗଡ଼ ସହରସ୍ଥିତ ହାଟପଦା ଶିବ ମନ୍ଦିର ନିକଟରେ ଏଭଳି…

ଉଦ୍ଧାର ହେଲା ଅଜଗର

କର୍ଲାମୁଣ୍ଡା,୧୦ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ନିକଟରୁ ବନ ବିଭାଗ ଗୁରୁବାର ୮ଫୁଟ୍‌ ଲମ୍ବର ଏକ ଅଜଗର ଉଦ୍ଧାର କରିଛି। ସୂଚନା ମତେ ଅବୁଜବାହାଲ ଗ୍ରାମର ରଞ୍ଜନ ସାହୁ ତାଙ୍କ ଜମିକୁ ଯାଇଥିବା ବେଳେ…

ବସୁଧା ପ୍ରକଳ୍ପରୁ ଲକ୍ଷ୍ୟାଧିକ ଟଙ୍କାର କେବୁଲ ଚୋରି

କର୍ଲାମୁଣ୍ଡା,୧୦ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ବସୁଧା ପ୍ରକଳ୍ପରୁ ଲକ୍ଷାଧିକ ଟଙ୍କାର ତମ୍ବା କେବୁଲ ଚୋରି ହେଉଥିବା ବେଳେ ପୋଲିସ ଦୁର୍ବୃତ୍ତଙ୍କୁ ଧରିବାରେ ବିଫଳ ହୋଇଛି। ସୂଚନା ଅନୁସାରେ ଏହି ବ୍ଲକରେ ୫୦ ଦିନ ଭିତରେ…

ଗାଧୋଇବା ବେଳେ ଭାସିଗଲେ ୨ ଭାଇ: ମିଳିଲା ବଡ଼ ଭାଇର ମୃତଦେହ, ସାନ ଏବେ ବି…

ଡୁଙ୍ଗୁରିପାଲି ୧୦।୭ (ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ଅଧୀନ ଧର୍ମଦାଣ୍ଡି ନାଳରେ ଏକ ଅଘଟଣ ଘଟିଛି। ମାଝୀମୁଣ୍ଡା ଗାଁର ୨ ଭାଇ ଧର୍ମଦାଣ୍ଡି ନାଳରେ ବୁଧବାର ଗାଧୋଇବାକୁ ଯାଇ ଭାସିଯାଇ ଥିଲେ। ଖବର ପାଇ ଡୁଙ୍ଗୁରିପାଲି ଅଗ୍ନିଶମ ବାହୀନି…

ବାଇକ୍‌-ବୁଲେଟ ମୁହାଁମୁହିଁ ଧକ୍କା: ବାପ-ପୁଅଙ୍କ ସହ ଚାଲିଗଲା ୩ ଜୀବନ

ପାତ୍ରପୁର,୧୦ା୭(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ଅନ୍ତର୍ଗତ ଠଣାଗାଁ ରାସ୍ତା ନିକଟରେ ଗୁରୁବାର ବାଇକ୍‌-ବୁଲେଟ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଜରଡ଼ା ଥାନା ଅଧୀନ ସାମନ୍ତରାପୁର ଗ୍ରାମର ଦଉ ଗୌଡ(୫୫) ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri