ସ୍ବଚ୍ଛତା ହିଁ ଉତ୍ତମ ସ୍ବାସ୍ଥ୍ୟର ଚାବିକାଠି: ମିଳିତ ସ୍ବଚ୍ଛତା ଅଭିଯାନ ଆରମ୍ଭ
କେସିଙ୍ଗା,୭।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ସାମୂହିକ ସ୍ବଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି। ସ୍ବଚ୍ଛ ରୁହ ସୁସ୍ଥ ରୁହ, ସ୍ବଚ୍ଛତା ହିଁ ଉତ୍ତମ ସ୍ବାସ୍ଥ୍ୟର ଚାବିକାଠି ସେଥିପାଇଁ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ…
ମୁଖ୍ୟ ରାସ୍ତା ଉପରେ ଜମୁଛି ଡ୍ରେନ ପାଣି
ପାଟଣାଗଡ ୭।୭ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ସହରର ବ୍ଳକ ଛକର ଅନତି ଦୂରରେ ମୁଖ୍ୟ ରାସ୍ତର ଦୁଇ ପାର୍ଶରେ ଡ୍ରେନ ନ ଥିବାରୁ ଦୀର୍ଘ ଦିନ ହେଲା ମୁଖ୍ୟ ରାସ୍ତା ଉପରେ ଡ୍ରେନ ପାଣି ଜମିରହୁଛି । ଯାହାଫଳରେ…
ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ
ମାଲକାନଗିରି,୭ା୭: ଦୁର୍ଦ୍ଦାନ୍ତ ମାଓବାଦୀ ସୋଡ଼ି କନ୍ନା ଓରଫ ପଦନାମ ନିହତ ହୋଇଛନ୍ତି। ଛତିଶଗଡ଼ସ୍ଥିତ ବିଜାପୁର ନ୍ୟାଶନାଲ ପାର୍କ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି। ପିଏଲ୍ଜିଏ ବାଟାଲିଅନ ନଂ-୧ର ଡେପୁଟି କମାଣ୍ଡର ଥିଲେ। ସୋଡ଼ି କନ୍ନାଙ୍କୁ ଧରାଇଦେବାକୁ ୮ ଲକ୍ଷ ପୁରସ୍କାର…
ଦିଗପହଣ୍ଡି ବ୍ୟାପୁଛି ଝାଡାବାନ୍ତି: ୧୧ ଅସୁସ୍ଥ, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି
ଦିଗପହଣ୍ଡି,୭।୬(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା ପଞ୍ଚାୟତ ଜନଜାତି ବହୁଳ ଦୁର୍ଗମ ଉସ୍ତପଲ୍ଲୀ ଗ୍ରାମରେ ଗତ ପ୍ରାୟ ୫ ଦିନ ହେଲା ଝାଡାବାନ୍ତି ଲାଗିରହିଛି। ୯ ଜଣ ଆକ୍ରାନ୍ତ ହୋଇଥିବା ୨ ମହିଳା ଗୁରୁତର ହୋଇ ବ୍ରହ୍ମପୁର…
ସାହୁ ସମାଜର ସଭାପତି ହେଲେ ତୁମେଶ୍ୱର, ମୁରଲୀଧର ସମ୍ପାଦକ
କର୍ଲାମୁଣ୍ଡା,୭ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅଇଁଲାପାଲି ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ମ.ରାମପୁର ବ୍ଲକ ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ବ୍ଲକ ସ୍ତରୀୟ ନିର୍ବାଚନ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲାର ସଭାପତି ନୀଳମଣି…
ସାମାନ୍ୟ ବର୍ଷାରେ କୃତ୍ରିମ ବନ୍ୟା: ରାସ୍ତା ମରାମତି ଦାବି
କର୍ଲାମୁଣ୍ଡା,୭ା୭(ପ୍ରଦୀପ ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜର ଜାନିପଡ଼ା ପିଚୁ ରାସ୍ତାରେ ବର୍ଷା ପାଣି ଜମି ରହିଛି। ଫଳରେ ଲୋକଙ୍କୁ ଯିବା ଆସିବା କରିବାରେ ସମସ୍ୟା ସୃଷ୍ଟି ହେଉଛି। ଗତ କିଛି ମାସ ତଳେ କର୍ଲାମୁଣ୍ଡା ବ୍ଲକ ସଦର ରିଞ୍ଜଛକଠାରୁ…
ପ୍ରକ୍ରିୟାକରଣ ହେବ ଷ୍ଟ୍ରବେରୀ-ହଳଦୀ-କଫି, ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ଦାରିଙ୍ଗବାଡ଼ି ଆସି…
ଦାରିଙ୍ଗବାଡ଼ି,୭ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ରବିବାର ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ତଥା ଆଇଏଏସ୍ ମନିକା ପ୍ରିୟଦର୍ଶିନୀ ଦାରିଙ୍ଗବାଡ଼ି ଗସ୍ତରେ ଆସିଥିଲେ। ସେ ଶନିବାର ସନ୍ଧ୍ୟାରେ ଦାରିଙ୍ଗବାଡ଼ି ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ପହଞ୍ଚିବା ପରେ ବିଡିଓ…
ଖୋଲିଲା ମା’ ମଝିଘରିଆଣୀଙ୍କ ୯ ହୁଣ୍ଡି, କଡ଼ାସୁରକ୍ଷାରେ ଚାଲିଛି ଗଣତି
ରାୟଗଡ଼ା,୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ସୋମବାର ସକାଳ ୯ଟାରେ ଖୋଲାଯାଇଛି। ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଚଳିତ ଥର ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ,…
କଟ୍ ଅଫ୍ ମାର୍କ ଆଗରେ ରେଭେନ୍ସା
କଟକ,୭ା୭: ସୋମବାର ପ୍ରକାଶ ପାଇଛି ଯୁକ୍ତ ଦୁଇ କଟ୍ ଅଫ୍ ମାର୍କ ତାଲିକା। ଏହି କଟ୍ ଅଫ୍ ମାର୍କରେ ରେଭେନ୍ସା ଆଗରେ ରହିଛି। କଳା, ବିଜ୍ଞାନ ଏବଂ ବାଣିଜ୍ୟରେ ରେଭେନ୍ସା ଆଗରେ ରହିଛି। କଳାରେ ୮୧.୩୩% ଥିବାବେଳେ ବିଜ୍ଞାନରେ ୯୧.୮୩% ଏବଂ…
ଅଟୋ ଓଲଟି ୨ ଗୁରୁତର, ୮ରୁ ଊର୍ଦ୍ଧ୍ୱ ଆହତ
ବଣାଇ,୭ା୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଡଲେଇସରା ଗ୍ରାମରୁ ପ୍ରାୟ ୨୦ ଜଣ ଶ୍ରମିକଙ୍କୁ ଶିହିଡିହା ଗ୍ରାମକୁ ଚାଷ ଜମିରେ ତଳି କାମ ପାଇଁ ଆଣୁଥିବା ବେଳେ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୨…
ଘର ସମ୍ମୁଖରେ ବ୍ୟକ୍ତିଙ୍କୁ ହାଣି ଗଣ୍ଡିମୁଣ୍ଡ ଅଲଗା କରିଦେଲେ ଦୁର୍ବୃତ୍ତ
ଗୋପାଳପୁର,୭ା୭(ନବୀନ ରାଜ ଆଚାରୀ): ଗତ କିଛି ମାସ ହେଲା ଗଞ୍ଜାମ ଜିଲା ଅଶାନ୍ତ ହୋଇପଡ଼ିଛି। କେତେବେଳେ ହତ୍ୟା ଆଉ କେତେବେଳେ ଗଣବଳାତ୍କାର ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି। କିଛି ଦିନର ନୀରବତା ପରେ ପୁଣି ରବିବାର ରାତି ଗୋଳନ୍ଥରା ଥାନା…
ପରିବା କିଆରି ଜଗିଥିବାବେଳେ ଚାଷୀଙ୍କ ଉପରେ ଅଜାଡ଼ି ହୋଇପଡ଼ିଲା କାନ୍ଥ, ଆଉ ତା’ ପରେ…
ବଣାଇଁ,୭ା୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଟିକାୟତପାଲି ଥାନା ଅନ୍ତର୍ଗତ ସରସରା ଗ୍ରାମରେ ଲଗାଣ ବର୍ଷା ଯୋଗୁ ନିଜ ପରିବା ବଗିଚାରେ ଜଗିଥିବା ଜଣେ ଚାଷୀଙ୍କ ଘର କାନ୍ଥ ପଡ଼ି ମୃତ୍ୟୁ ହୋଇଥିବା ଜଣାଯାଇଛି। ଗତ ପ୍ରାୟ ୧୩ ଦିନ…
Archives


