ଆନ୍ଦୋଳନକୁ ଓହ୍ଲାଇବ ଡ୍ରାଇଭର ସଂଘ
ଭଞ୍ଜନଗର,୭ା୭(ବାବୁଲା ପ୍ରଧାନ): ୬ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ଆନ୍ଦୋଳନକୁ ଓହ୍ଲାଇବ। ଭଞ୍ଜନଗର ଶାଖା କର୍ମକର୍ତ୍ତାମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହେବେ। ଏନେଇ ସୋମବାର ଭଞ୍ଜନଗର ଶାଖା କର୍ମକର୍ତ୍ତାମାନେ ଏନ୍ଏସି ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। କର୍ମକର୍ତ୍ତାମାନେ…
ଖୋଲିଲା ମଝିଘରିଆଣିଙ୍କ ୯ ହୁଣ୍ଡି: ମିଳିଲା ୧ କୋଟି ୪ ଲକ୍ଷ, ୧୨ ବିଦେଶୀ ନୋଟ୍ ସହ ୩୮ ଗ୍ରାମ ସୁନା
ରାୟଗଡ଼ା, ୭।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ହୁଣ୍ଡିରୁ ନଗଦ ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮…
କୁଟିଆ ଜନଜାତି ମହିଳା ଏକକାଳୀନ ଜନ୍ମଦେଲେ ତିନି ସନ୍ତାନ, କନ୍ଧମାଳରେ ଚର୍ଚ୍ଚା
ତୁମୁଡିବନ୍ଧ,୭।୭(ଦିପକ କୁମାର ପରାସେଠ): କନ୍ଧମାଳ ଜିଲାର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ପଞ୍ଚାୟତରେ ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କୁଟିଆ ଜନଜାତିର ଜଣେ ମହିଳା ରଂଜିତା ମାଝି (୨୬), ଦେଉଗାଡ଼ା ଗ୍ରାମର କଂସ ମାଝିଙ୍କ ସ୍ତ୍ରୀ, ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ…
ମନ୍ଦିର ସମ୍ମୁଖରେ ପହଞ୍ଚିଲେ ମହାପ୍ରଭୁ, ଅଧରପଣା ନୀତି ସମ୍ପନ୍ନ
ଦାରିଙ୍ଗବାଡ଼ି, ୭ା୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ୍ ସିମନବାଡିଠାରେ ବାଟରେ ଅଟକି ରହିଥିବା ମହାପ୍ରଭୁଙ୍କ ସୋମବାର ଅଧରପଣା ନୀତିକାନ୍ତି କରାଯିବା ପରେ ପୁଣି ରଥଟଣା ଯାଇଥିଲା। ରଥ ବର୍ତ୍ତମାନ ଶ୍ରୀ ମନ୍ଦିରରେ ନିକଟରେ ପହଞ୍ଚି ଯାଇଛି। ମଙ୍ଗଳବାର ମହାପ୍ରଭୁଙ୍କ…
ବସ ଧକ୍କାରେ ଘଟଣାସ୍ଥଳରେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ
ବାଲେଶ୍ୱର,୭।୭: ବାଲେଶ୍ୱର ଜିଲାର ଔପଦା ବ୍ଲକ ଅନ୍ତର୍ଗତ ଅଘିରାପଦା ପଞ୍ଚାୟତର ଜଣେ ଅଙ୍ଗନୱାଡ଼ି କର୍ମୀଙ୍କର ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ ମହିଳା ହେଉଛନ୍ତି କୁନ୍ତଳା ପ୍ରଧାନ (୪୦)। ସୂଚନା ଅନୁଯାୟୀ, କୁନ୍ତଳା ନୀଳଗିରିକୁ ଟ୍ରେନିଂ ପାଇଁ ଯାଇଥିଲେ।…
ଆଉ କିଛି ସମୟ ପରେ ରଥାରୂଢ଼ ମହାପ୍ରଭୁଙ୍କ ହେବ ଅଧରପଣା ନୀତି
ପୁରୀ,୭ା୭: ଆଉ କିଛି ସମୟ ପରେ ରଥାରୂଢ଼ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହେବ। ଅଧର ପଣା ତିଆରି ପାଇଁ ତୁମ୍ଭାକାର ହାଣ୍ଡି ମଧ୍ୟ ଆସିଯାଇଛି। ଏପରିକି ଦିବ୍ୟ କୂଅରୁ ପାଣି ଆଣିବା ଆରମ୍ଭ ହୋଇଗଲାଣି। ଦିବ୍ୟ କୂଅ ପାଣିରେ ତିଆରି…
ଚାଷ କରିବା ବେଳେ ଆକାଶରୁ ଖସିଲା ବଜ୍ରାଘାତ; ୨ ଭଇ ମୃତ
ଭଦ୍ରକ,୭।୭: ଭଦ୍ରକ ଜିଲାର ତିହିଡି ବ୍ଲକ ଅନ୍ତର୍ଗତ ହରସିଂହପୁର ପଞ୍ଚାୟତର ଚଣ୍ଡିସାହି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଚାଷ କରୁଥିବା ବେଳେ ବଜ୍ରାଘାତରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି, ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଚଣ୍ଡିସାହି…
ଭିଜିଲାନ୍ସ ଜାଲରେ ରେଢ଼ାଖୋଲ ଉପଖଣ୍ଡର BVO, PA; ଟଙ୍କା ୫ ହଜାର ପାଇଁ…
ସମ୍ବଲପୁର,୭।୭: ରେଢ଼ାଖୋଲ ଉପଖଣ୍ଡରେ ସମ୍ବଲପୁର ଭିଜିଲାନ୍ସ ଟିମ୍ ଏକ ବଡ଼ ଧରଣର ଅଭିଯାନ ଚଳାଇ ବ୍ଲକ ଭେଟନାରୀ ଅଫିସର (BVO) ଡା. ସୁବାସ ପ୍ରକାଶ ସୋରେନ ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ (PA) ମହେଶ୍ୱର ସାହୁଙ୍କୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ…
ବିଭିନ୍ନ ଉନ୍ନତିମୂଳକ କାମ ଠପ୍ ପ୍ରସଙ୍ଗ:ଲଗାଣ ବର୍ଷା ସତ୍ତ୍ୱେ ସମିତି ସଭ୍ୟାସଭ୍ୟଙ୍କ ଧାରଣା ଜାରି
ପାଟଣାଗଡ଼ ୭/୭ (ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକରେ ସମିତି ସଭ୍ୟସଭ୍ୟା ଓ ଏନଏସି ରେ କାଉନସିଲର ମାନଙ୍କ ଆନ୍ଦୋଳନ ଆଜି ଦଶ ଦିନରେ ପହଞ୍ଚିଛି । ଏହି ଆନ୍ଦୋଳନ ଧିରେ ଧିରେ ଉଗ୍ରରୂପ ନେଉଛି । ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ…
୨ ମହିଳାଙ୍କ ସମେତ ୩ ମାଓବାଦୀଙ୍କ ଆତ୍ମସମର୍ପଣ
ଫୁଲବାଣୀ, ୭।୭(ରାକେଶ କୁମାର ରାଉତ): କନ୍ଧମାଳ ପୋଲିସ ପାଖରେ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୨ ମହିଳା ଏବଂ ଜଣେ ଯୁବକ ରହିଛନ୍ତି। ସେମାନେ ହେଲେ ଛତିଶଗଡର ଚମ୍ପା, ମଞ୍ଜୁ ଏବଂ ଅଜୟ। ଚମ୍ପା ବିଜିଏନ ସଂଗଠନରେ…
ପୁନଃରୁଦ୍ଧାର ହେଉଛି ଗଦଡ଼ି-କିଲୁକୁପା ଜଙ୍ଗଲ: ୫୫ ହେକ୍ଟର ଜମିରେ ୧୮ ହଜାର ଚାରା ରୋପଣ
ଦାରିଙ୍ଗବାଡ଼ି,୭।୭(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳରେ ଜଙ୍ଗଲ ସୁରକ୍ଷା ଓ ଉଜୁଡିଯାଇଥିବା ଜଙ୍ଗଲର ପୁନଃରୁଦ୍ଧାର ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଉକ୍ତ ବନାଞ୍ଚଳର ସିମନବାଡି ସେକ୍ସନର ବାଡାବାଙ୍ଗା ପଞ୍ଚାୟତ ଗଦଡ଼ି ଜଙ୍ଗଲର ଉଜୁଡିଯାଇଥିବା ୫୦ ହେକ୍ଟର ଜମି ଚି଼ହ୍ନଟ କରାଯିବା ସହ…
ସୌନ୍ଦର୍ଯ୍ୟ ହରାଉଛି କଫି ବଗିଚା ଅଞ୍ଚଳ: ନାକ ଟେକୁଛନ୍ତି ପର୍ଯ୍ୟଟକ
ଦାରିଙ୍ଗବାଡି, ୭/୭ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ବେସ ପରିଚିତ। କଫି ବଗିଚା ଦାରିଙ୍ଗବାଡିକୁ ସ୍ବତନ୍ତ୍ର ପରିଚୟ ଦେଇଛି। ପର୍ଯ୍ୟଟକ କଫି ବଗିଚା ବୁଲିବାକୁ ନିୟମିତ ବର୍ଷା, ଖରା ଓ…
Archives


