ଜୀବିତ ଭାବି ମଶାଣିରୁ ଉଠାଇ ଆଣିଲେ: ଆଉ ତା’ପରେ ଡାକ୍ତରଖାନାରେ ଘଟିଲା…
ଦେବଗଡ଼,୨୩ା୭(ଶଶାଙ୍କ ଶେଖର ଝାଙ୍କର):ନାବାଳକ ଜୀବିତ ଥିବା ଭାବି ମଶାଣିରୁ ଉଠାଇ ଡାକ୍ତରଖାନାକୁ ଆଣିଲେ ଜ୍ଞାତି ପରିଜନ। ହେଲେ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ବୁଡିଦୋ…
କଲେଜ କର୍ମଚାରୀଙ୍କ ଦରମା ବନ୍ଦ:ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ
କଟକ,୨୩।୭: କଟକ ଜିଲାର ଅଧାରୁ ଅଧିକ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC) ରିପୋର୍ଟ ଦାଖଲ କରି ନ ଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଜିଲାର ୨୧୦ଟି କଲେଜଙ୍କୁ ICC ରିପୋର୍ଟ ମାଗିଥିଲା…
୭ ବର୍ଷର ଶିଶୁକନ୍ୟାଙ୍କୁ କରିଥିଲେ ବଳାତ୍କାର, ମିଳିଲା ଏମିତି ଦଣ୍ଡ
ସମ୍ବଲପୁର,୨୩ା୭(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳରେ ୨୦୧୮ ମସିହାରେ ସଂଘଟିତ ଶିଶୁକନ୍ୟା ବଳାତ୍କାର ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ସମ୍ବଲପୁର ଅତିରିକ୍ତ ଜିଲା ଜଜ୍ ତଥା ପୋକ୍ସୋ ଅଦାଲତ ସ୍ବତନ୍ତ୍ର ବିଚାରପତି ଅଭିଳାଷ ସେନାପତି ଏହି ମାମଲାରେ ରାୟ…
ବର୍ଷେ ହେଲା ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ତାଲା: ସେବା ନ ପାଇ ଯାତ୍ରୀ ହନ୍ତସନ୍ତ
ଭବାନୀପାଟଣା,୨୩ା୭(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ଅଧୀନରେ ଥିବା ୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଗତ ବର୍ଷେରୁ ଊଦ୍ଧର୍ବ ହେଲା ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଫଳରେ ଯାତ୍ରୀମାନେ ସେବା ନ ପାଇ ହନ୍ତସନ୍ତ ହୋଇଛନ୍ତି। ପ୍ରକାଶ ଯେ,…
ଦୁର୍ଗମ ଅଞ୍ଚଳରେ ଅବହେଳିତ ଆଦିବାସୀ: ବର୍ଷା ଦିନରେ ବାଧକ ସାଜୁଛି ଡୁଡୁଙ୍ଗପଟା ନାଳ
ଥୁଆମୂଳ ରାମପୁର,୨୩ା୬ (ଦୁର୍ଗା କୀର୍ତ୍ତି):ଆଦିବାସୀମାନଙ୍କ ପାଇଁ ସରକାର ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଆଜି ବି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଅବହେଳିତ ଅବସ୍ଥାରେ ରହୁଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ମୋବାଇଲ…
ବରଗଡ଼ରେ ବଢୁଛି ବ୍ରାଉନସୁଗାର କାରବାର: ସହରରୁ ଜବତ, ଗ୍ରାମାଞ୍ଚଳକୁ ବି ଚେର
ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲାରେ ନିଶା କାରବାର ଚିନ୍ତାଜନକ ହୋଇ ପଡ଼ିଛି। ଏଠାରେ ଚୋରାମଦଠାରୁ ଆରମ୍ଭ କରି ଗଞ୍ଜେଇ, କଫ୍ ସିରପ, ନିଶା ବଟିକା ଏବଂ ବ୍ରାଉନସୁଗାର ବେପାର ଚାଲିଛି। ପୋଲିସ ଏବଂ ଅବକାରୀ ଚିରାଚରିତ ଢ଼ଙ୍ଗରେ ଚଢ଼ାଉ କରୁଛନ୍ତି। ନିଶାଦ୍ରବ୍ୟ ସହିତ…
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଶିଶୁପୁତ୍ର: ୨ ମିନିଟ୍ରେ ଦେଲେ ୧୦୦ ପ୍ରଶ୍ନର ଉତ୍ତର
ବରଗଡ଼,୨୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ବ୍ଲକ ଧାଙ୍ଗେର ଗ୍ରାମର ଶିଶୁପୁତ୍ର ସ୍ମୁତି ସାଲୋମ ଭୋସାଗର(୪ବର୍ଷ ୯ମାସ) ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ମାତ୍ର ୨ ମିନିଟରେ ୧୦୦ଟି ପ୍ରଶ୍ନର ତ୍ୱରିତ ଉତ୍ତର ଦେଇ ସେ ଏଭଳି କୃତିତ୍ୱ ଅର୍ଜନ କରି…
ପୁଣି ଉଦିତ୍ଙ୍କୁ ନେଇ ରାଜନୀତି ସରଗରମ: ଭକ୍ତଦାସଙ୍କ କୁଶପୁତ୍ତଳିକା ଦାହକଲେ …
କଲ୍ୟାଣ ସିଂହପୁର,୨୨।୭ (ଦୀପକ କୁମାର ପରିଡ଼ା): କଂଗ୍ରେସ ଜୁବ ନେତା ଉଦିତ ପ୍ରଧାନ ବଳାତ୍କାର ଅଭିଯୋଗ ଓ ଗିରଫ ଘଟଣାକୁ ନେଇ କଂଗ୍ରେସ ରାଜ୍ୟ ସଭାପତି ଭକ୍ତଦାସ ଓ ରାହୁଲ ଗାନ୍ଧୀଙ୍କର କୁଶପୂତ୍ତଳିକା ଦାହ ହୋଇଛି। ରାୟଗଡ଼ା ଜଲାକଲ୍ୟାଣସିଂହପୁର ବ୍ଲକ ଭାଜପା…
ଚଢ଼ାଉ ବେଳେ ମିଳିଲା ମଦ ସହ ୨ ବନ୍ଧୁକ: ପରେ….
ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ମଙ୍ଗଳବାର ଭୋରରେ ମହୁଡା ଗ୍ରାମ ନିକଟସ୍ଥ ଦୁର୍ଗମ କେରାଣ୍ଡିମାଳ ଜଙ୍ଗଲ ସଂଲଗ୍ନ ଲୁଣ୍ଡୁରିଗୁଡା ଗ୍ରାମରେ ଅତର୍କିତ ଚଢାଉ କରାଯାଇ ଅବକାରୀ ଧରପଗଡ କରିଥିଲେ । ଗ୍ରାମର ସୁରେନ୍ଦ୍ର…
ରାସ୍ତାକଡରେ ଗାଡ଼ି ରଖି ଯାଇଥିଲେ ପାଣି ପିଇବାକୁ ଆଇଲା ବେଳକୁ ନଥିଲା, ଏବେ ଚୋରଗଲେ…
ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କେଦାର ଦାସଙ୍କ ଠାରୁ ପୋଲିସ ଦୁଇଟି ଚୋରି ବାଇକ ଜବତ କରଛି। ଥାନା ମାମଲା ନଂ. ୨୫୫/୨୫ ଅନୁଯାୟୀ ମଙ୍ଗଳବାର ତାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛିି। ଜାମିନ…
ଆକ୍ସନରେ ମୋଡ଼ରେ ଅଧିକାରୀ
ନୂଆପଡ଼ା,୨୨ା୭ (ମକାରୁ ବେମାଲ): ସାର କଳାବଜାରୀ, ରାସାୟନିକ ସାରର କୃତ୍ରିମ ଅଭାବ ଓ ଚଢ଼ା ଦରରେ ସାର ବିକ୍ରୟକୁ ରୋକିବା ପାଇଁ ନୂଆପଡ଼ା ଜିଲା କୋମନା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ସାର ବିକ୍ରୟ କେନ୍ଦ୍ରକୁ କୃଷି ବିଭାଗ ପକ୍ଷରୁ ଯାଞ୍ଚ…
ଆକ୍ସନ ମୋଡରେ ବରଗଡ଼ ପୋଲିସ: ବ୍ରାଉନସୁଗାର ସହିତ ଦମ୍ପତି ଗିରଫ
ବରଗଡ଼,୨୨।୭(ପ୍ରେମାନନ୍ଦ ଖମାରୀ) : ବରଗଡ଼ ପୋଲିସ୍ ନିଶା କାରବାର ଦମନ ଅଭିଯାନକୁ କଡାକଡି କରିଛି। ମଙ୍ଗଳବାର ସକାଳୁ ସ୍ଥାନୀୟ ଘରୋଇ ବସଷ୍ଟାଣ୍ଡ ନିକଟରୁ ୭୦ ଗ୍ରାମ ବ୍ରାଉନସୁଗାର ସହିତ ଦମ୍ପତିଙ୍କୁ ଗିରଫ କରିଛି। ଗିରଫ ଦମ୍ପତି ହେଲେ, ସ୍ଥାନୀୟ ୱାର୍ଡ଼ ନଂ-…
Archives


