ବାରମ୍ବାର ଘଟୁଛି ଦୁର୍ଘଟଣା, ଅସୁରକ୍ଷିତ ଖଣି ଅଞ୍ଚଳ
କେନ୍ଦୁଝର, ୧୮ା୫ (ସ୍ବ.ପ୍ର.)-ସରକାରଙ୍କ ଓଡିଶା ଖଣି ନିଗମ ଅଧୀନ ଶୁଆକାଠି ଗନ୍ଧମାର୍ଦ୍ଦନ ଖଣିରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏହା ଅସୁରକ୍ଷିତ ହୋଇପଡ଼ିଛି। ଉପଯୁକ୍ତ ତଦାରଖର ଅଭାବରୁ ଖଣି ଅଞ୍ଚଳର ରାସ୍ତାଘାଟ ଅସୁରକ୍ଷିତ ହୋଇଥିବାରୁ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି…
ପୁଞ୍ଜିସିଲର ଶୋଭା ବଢ଼ାଉଛି ମୁରାନ ଝରଣା : ପର୍ଯ୍ୟଟକଙ୍କ ପାଇଁ ସାଜିଛି ଆକର୍ଷଣ, ଚାଷୀଙ୍କ ପାଇଁ ବରଦାନ
କୋରାପୁଟ,୧୭ା୫(ସ୍ବ.ପ୍ର.) : ବଣ ପାହାଡ଼ ଘେର ଭିତରେ ରହିଛି ବିସ୍ତ୍ରୀର୍ଣ୍ଣ ପଥର ଚଟାଣ। ତାରି ଉପରେ ଧୀର ସ୍ରୋତରେ ବହିଯାଉଛି ମୁରାନ ଝରଣାର ଜଳରାଶି। ପ୍ରାକୃତିକ ପରିବେଶ ଭିତରେ ଏଭଳି ନିରାପଦ ପ୍ରପାତର ଦୃଶ୍ୟ ଟିକେ ନିଆରା। କୋରାପୁଟ ଜିଲା ଦାମନଯୋଡ଼ିର…
ନିର୍ମାଣ ହେଉନି ଯାତ୍ରୀ ବିଶ୍ରାମାଗାର: ପଥଚାରୀ ହନ୍ତସନ୍ତ
ବଇଣ୍ଡା,୧୮।୫(ଡି.ଏନ.ଏ.)-୫୫ ନଂ. ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ବିଭିନ୍ନ ଛକରେ ଥିବା ଯାତ୍ରୀ ବିଶ୍ରାମଗାର ଗୁଡ଼ିକୁ ଭାଙ୍ଗି ଦିଆଯାଇଛି। ସେହିପରି ରାସ୍ତାର ଉଭୟ ପାର୍ଶ୍ୱରୁ ମଧ୍ୟ ବହୁ ଗଛ ଗୁଡ଼ିକୁ କାଟି ଦିଆଯାଇଛି। ଫଳରେ ଦୂରଦୂରାନ୍ତକୁ ଯାଉଥିବା ଯାତ୍ରୀମାନେ ବିଶ୍ରାମଗାର ନ…
ଆର୍ଥିକ ଅନିୟମିତତା ଅଭିଯୋଗ : ସମବାୟ ବ୍ୟାଙ୍କର ୨ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ
କାମାକ୍ଷାନଗର, ୧୮।୫(ଡି.ଏନ୍.ଏ.)-ଆର୍ଥିକ ହେର୍ଫେର ମାମଲାରେ କ୍ରାଇମ୍ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀଙ୍କ ସମେତ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପରଜଙ୍ଗ ଶାଖାର ସୁପରଭାଇଜର ଶାନ୍ତନୁ କୁମାର ବରାଳ (୫୫)…
‘ନୃତ୍ୟଗୀତ ମାନସିକ ଶାନ୍ତି ଦିଏ’
ଭୁବନ, ୧୮ା୫(ଡି.ଏନ.ଏ.)-ସାଂସ୍କୃତିକ ଅନୁଷ୍ଠାନ ‘ନଟରାଜ କଳାବିକାଶ କେନ୍ଦ୍ର’ର ୭ମ ବାର୍ଷିକ ଉତ୍ସବ ସ୍ଥାନୀୟ ରାମମନ୍ଦିର ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ବରିଷ୍ଠ କର୍ମକର୍ତ୍ତା ଶନି ଭଳ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ନୃତ୍ୟଗୀତ ମାନସିକ ଶାନ୍ତି ଦିଏ।…
ଦୁର୍ଘଟଣାରେ କାର୍ ଡ୍ରାଇଭର ଗୁରୁତର
ଧର୍ମଶାଳା,୧୮।୫(ଡି.ଏନ.ଏ.)- ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ନେଉଳପୁରଠାରେ ଶନିବାର ଅପରାହ୍ନ ୪ଟାରେ ବସ୍, ଟ୍ରକ୍ ସହ କାରର ମୁହଁାମୁହଁି ଧକ୍କା ହେବା ଫଳରେ କାର୍ ଡ୍ରାଇଭର ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ବଡ଼ଚଣା ଥାନା କଡେଇ…
ପୁରୀ ପଠାଗଲା ୭ ବେତା ତୁଳସୀପତ୍ର
ଧର୍ମଶାଳା,୧୮।୫(ଡି.ଏନ.ଏ.)- ସାମୁଦ୍ରିକ ବାତ୍ୟା ‘ଫନୀ’ ପରେ ସମଗ୍ର ପୁରୀ ସହରରେ ତୁଳସୀପତ୍ରର ଅଭାବ ସୃଷ୍ଟି ହୋଇଥିବା ଜଣାପଡିଛି। ଏହା ଜଣାପଡ଼ିବା ପରେ ଧର୍ମଶାଳା ଥାନା ଜାରକା ଅନ୍ତର୍ଗତ ଭାଲୁଖାଇସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ୭ବେତା ତୁଳସୀପତ୍ର ଓ ଗୋଟିଏ ପଦ୍ମଫୁଲ ଝୁଡି…
ଟ୍ରେନ୍ରେ କଟି ଟ୍ରକ୍ ଡ୍ରାଇଭରଙ୍କ ଜୀବନ ଗଲା
ଧର୍ମଶାଳା,୧୮।୫(ଡି.ଏନ.ଏ.): ଧାନମଣ୍ଡଳ ଷ୍ଟେଶନରେ ଶୁକ୍ରବାର ରାତି ୨ଟାରେ ଜଣେ ଟ୍ରକ୍ ଡ୍ରାଇଭର ରେଳଧାରଣା ପାର ହେଉଥିବାବେଳେ ଟ୍ରେନରେ କଟି ମୃତ୍ୟୁ ଘଟିଛି। ମୃତକ ନିରଞ୍ଜନ ମଲିକ (୪୨)ଙ୍କ ଘର କୁଆଖିଆ ଥାନା ମସୁରପୁର ଗ୍ରାମରେ। ସେ ଧର୍ମଶାଳା ଥାନା ଅନ୍ତର୍ଗତ ଛେଳିଆପଦା…
ଘରୁ ୮୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଚୋରି
ଭଣ୍ଡାରିପୋଖରୀ, ୧୮।୫ (ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀରୋଡ ଫାଣ୍ଡି ଅନ୍ତର୍ଗତ ନାଆଁମୀ ପଞ୍ଚାୟତ ନାୟକସାହିର କିଶୋର ନାୟକଙ୍କ ଘରୁ ଗତ ୧୧ ତାରିଖ ରାତିରେ ନଗଦ ୮୦ ହଜାର ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି ହୋଇଥିବା…
ବାଇକ୍ ଦୁର୍ଘଟଣାରେ ଗୁରୁତର ବୃଦ୍ଧଙ୍କ ଜୀବନ ଗଲା : ପ୍ରତିବାଦରେ ରାସ୍ତା ଅବରୋଧ
ଦିଗପହଣ୍ଡି,୧୮ା୫(ଡି.ଏନ୍.ଏ.):ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାର ବାଗଡ଼ା ଗାଁ ଛକ ନିକଟରେ ବାଇକ ଦୁର୍ଘଟଣାରେ ଶନିବାର ପୂର୍ବାହ୍ନରେ ୨ ଯୁବକଙ୍କ ସମେତ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଏହାର ପ୍ରତିବାଦରେ ଲୋକେ ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି। ପ୍ରକାଶଥାଉ କି, ସେହି ସ୍ଥାନରେ ଶୁକ୍ରବାର…
ଦେଶୀ ମଦ ଜବତ, ଜଣେ ଗିରଫ
ଦିଗପହଣ୍ଡି,୧୮ା୫(ଡି.ଏନ୍.ଏ.): ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟ ପାନ ଦୋକାନରେ ଦେଶୀ ମଦ ବିକ୍ରି କରୁଥିବା ସୀମାଞ୍ଚଳ ପାତ୍ରଙ୍କୁ ଶନିବାର ପୋଲିସ କୋର୍ଟଚାଲାଣ କରିଛି। ଶୁକ୍ରବାର ସନ୍ଧ୍ୟାରେ ସୀମାଞ୍ଚଳ ଦୋକାନ ପାଖରେ ଏକ ଜରି ବ୍ୟାଗ ଧରି ଠିଆ ହୋଇଥିଲେ। ପୋଲିସ ଏସ୍ଆଇ…
ଅନର କିଲିଂ ମାମଲା : ୩ ଅଭିଯୁକ୍ତଙ୍କୁ କାରାଦଣ୍ଡାଦେଶ
ବ୍ରହ୍ମପୁର ଅଫିସ,୧୮ା୫ : ଅନର କିଲିଂ ମମଲାରେ ଅତିରିକ୍ତ ଜିଲା ଦୌରା ଜଜ୍ – ୧ ସଞ୍ଜୟ ସାହୁ ୩ ଅଭିଯୁକ୍ତଙ୍କୁ ଶନିବାର ଉପଯୁକ୍ତ ପ୍ରମାଣ ମିଳିବାରୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି।
Archives


