ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେଇ…
ଦିଗପହଣ୍ଡି,୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଘୋଡ଼ାହାଡ଼ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ଏ ଗୋପାଳ ରାଓଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଜଣାପଡ଼ିଛି। ଦୀର୍ଘ ୫ ବର୍ଷ ଧରି ଦିଗପହଣ୍ଡି ଘୋଡ଼ାହାଡ଼ ଜଳସେଚନ ପ୍ରକଳ୍ପର ବହୁ ଉନ୍ନତିମୂଳକ କାର୍ଯ୍ୟ…
ଦେଖିଥିଲେ କାଉ ମିଳନ: ଏବେ ଗାଁକୁ ଗଲା ପ୍ରଶାସନ
ଜୟପୁର,୧ା୮(ପବନ ପାଣିଗ୍ରାହୀ):କାଉ ମିଳନ ଦେଖିବାରୁ ବଞ୍ଚି ଥାଉ ଥାଉ ପରିବାର ଶୁଦ୍ଧି ହେବା ଘଟଣାକୁ ନେଇ ପ୍ରଶାସନ ତତ୍ପର ହୋଇଉଠିଛି। CDPOଙ୍କ ନେତୃତ୍ୱରେ କୋରାପୁଟ ଜିଲା ଜୟପୁର ପାତ୍ରଗୁଡ଼ା ଗାଁ ଯାଇ ଲୋକଙ୍କ ସହ ଏକ ଟିମ୍ ଆଲୋଚନା କରିଛି। ଏଭଳି…
ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଅପଡେଟ୍: ଅଗଷ୍ଟ ୩୧ରେ ହେବ ସ୍ପେଶାଲ OTET ପରୀକ୍ଷା
ଭୁବନେଶ୍ୱର,୧।୮: ବୋର୍ଡ ପକ୍ଷରୁ OTET ପରୀକ୍ଷାର୍ଥୀଙ୍କ ପାଇଁ ଶୁକ୍ରବାର ଏକ ବଡ଼ ସୂଚନା ଦିଆଯାଇଛି। ଅଗଷ୍ଟ ୩୧ ତାରିଖରେ ସ୍ପେଶାଲ OTET ପରୀକ୍ଷା ହେବା ନେଇ ଅବଗତ କରାଯାଇଛି। ସ୍ପେଶାଲ OTET ପରୀକ୍ଷା ଦୁଇଟି ସିଟିଂରେ କରାଯିବ। ସକାଳ ୯ଟାରୁ ସାଢେ…
ଅଧିକରୁ ଅଧିକ ଗଛ ଲଗାଇବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ, ଏହାକୁ ରକ୍ଷା କରି…
ଭଞ୍ଜନଗର,୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଏନ୍ସିସି ଆର୍ମି ଓ୍ବିଙ୍ଗ୍ ଏବଂ ଜାତୀୟ ସେବା ଯୋଜନା ଶାଖା (୧) ଏନ୍ଏସ୍ଏସ୍ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ ଶୁକ୍ରବାର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ…
ଓଡ଼ିଆ ଠିକାସଂସ୍ଥା ହାତରେ ଅଣଓଡ଼ିଆଙ୍କ କ୍ରେନ୍, ମାଲିକ ପୋଲିସର ଦ୍ୱାରସ୍ଥ
ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): ମୋ’ କ୍ରେନ୍ ମୋତେ ଫେରାଇ ଦିଅ ମୁଁ ୬ ମାସ ପାଇଁ ଚୁକ୍ତି କରି ତେଲେଙ୍ଗାନାର ଜଣେ ଠିକାଦାରଙ୍କୁ ଦେଇଥିଲି ଆଉ ଚୁକ୍ତି ସରିବାର ୬ ମାସ ବିତିଲାଣି। ହେଲେ ଏବେ ନା ମୋ’ କ୍ରେନ୍ ମୋତେ ଫେରାଉଛନ୍ତି…
ରାଜ୍ୟରେ ଖୋଲିବ ମଡେଲ ମଣ୍ଡି: ଜାଣନ୍ତୁ ଚାଷୀଙ୍କ ପାଇଁ ମଣ୍ଡିରେ କ’ଣ ରହିବ ସୁବିଧା…
ଭୁବନେଶ୍ୱର,୧।୮: ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ମଡେଲ ମଣ୍ଡି ଖୋଲିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ୩୦ଟି ଜିଲାରେ ୩୮ଟି ମଡେଲ ମଣ୍ଡି ଖୋଲିବ। ଆବଶ୍ୟକତା ଦେଖି…
ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ
କଳିଙ୍ଗନଗର,୧ା୮(ଶୁଭାଶିଷ ରାଉତ): ଭିଜିଲାନ୍ସ ଜାଲରେ ଏବେ ଆଉ ଜଣେ ସରକାରୀ ବାବୁ ପଡ଼ିଛନ୍ତି। ଯାଜପୁର ଜିଲା ବ୍ୟାସନଗର ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ବ ସହାୟକ କିରାଣି ହେମନ୍ତ କୁମାର ପେରେଇ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଛି ଭିଜିଲାନ୍ସ…
ଭକ୍ତ ଦାସଙ୍କ ବଡ଼ ଚେତାବନୀ: ବିଧାନସଭା ଘେରିବେ ୨୦ ହଜାର ମହିଳା
ଭୁବନେଶ୍ୱର,୧।୮: ପିସିସି ସଭାପତି ଭକ୍ତ ଚରଣ ଦାସ ଶୁକ୍ରବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ମୌସୁମୀ ଅଧିବେଶନ ଦିନ ୨୦ ହଜାର ମହିଳା ବିଧାନସଭା ଘେରାଉ କରିବେ ବୋଲି ପିସିସି ସଭାପତି ଦାସ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି। ନାରୀ ନିର୍ଯାତନା ମାମଲାରେ…
ପାରମ୍ପରିକ ସମ୍ବଲପୁରୀ ପୋଷାକ ପିନ୍ଧି ନିଆରା ଢଙ୍ଗରେ ପାଳନ କଲେ ସମ୍ବଲପୁରୀ ଦିବସ
ବରଗଡ଼,୧ା୮(ପ୍ରେମାନନ୍ଦ ଖମାରୀ): ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସକୁ ଶୁକ୍ରବାର ସ୍ଥାନୀୟ ରାଣା ପ୍ରତାପ ସ୍କୁଲରେ ସମ୍ବଲପୁରୀ ଦିନଭାବେ ପାଳନ କରାଯାଇଛି। ସ୍କୁଲର ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ପାଦିକା ଛାତ୍ରୀ ଶାଳିନୀ…
ପାଳନ ହେବ ସ୍ବାଧୀନତା ଦିବସ: ପରେଡ୍ ପଡ଼ିଆ ପରିଦର୍ଶନ କଲେ ବିଡିଓ, ଯନ୍ତ୍ରୀ
ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): ଆଉ ମାତ୍ର ୧୫ ଦିନର ସମୟ ରହିଲା। ସାରା ଦେଶ ପାଳନ କରିବ ସ୍ବାଧୀନତା ଦିବସ। ସବୁଠି ଶୁଭିବ ଜାତୀୟ ସଙ୍ଗୀତ। ନାଚି ଉଠିବେ ସମସ୍ତେ। ଜାତୀୟ ପତାକାକୁ ନେଇ ସବୁଠି ଉତ୍ସବମୁଖର ଆଉ ଏହି ଦିବସ ପାଳନ…
ରତ୍ନଭଣ୍ଡାର ଗଣତିମଣତି କରିବେ RBI ଏକ୍ସପର୍ଟ, କମିଟି ଗଠନ କରାଯାଇ…
ଭୁବନେଶ୍ୱର/ପୁରୀ,୧ା୮: ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି,୨ ଜଣ ଏକ୍ସପର୍ଟ ଦେବା ପାଇଁ RBIକୁ ସରକାର ଚିଠି ଲେଖିଛନ୍ତି। ଏହା ପରେ RBI ମଧ୍ୟ ୨ ଜଣ ଏକ୍ସପର୍ଟଙ୍କ…
ବିଲମାଳରେ ଆଉ ଦେଖବାକୁ ମିଳୁନି ସାଧବ ବୋହୂ
ବୁଗୁଡ଼ା,୧ା୮(କାଳୀଚରଣ ଦାଶ): ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଆମ ଧରଣୀ ରାଣୀ। ଏହି ଧରଣୀ ରାଣୀର କୋଳ ସବୁଜ ବନାନୀ ସହ ବିଭିନ୍ନ ବୃକ୍ଷଲତା, ରଙ୍ଗ ବେରଙ୍ଗର ପଶୁ ପକ୍ଷୀ, କୀଟ ପତଙ୍ଗରେ ପରିପୂର୍ଣ୍ଣ। ତନ୍ମଧ୍ୟରୁ ଏହି ବର୍ଷା ଋତୁରେ ପ୍ରତ୍ୟେକ ପୁରପଲ୍ଲୀରେ…
Archives


