ମା’ଙ୍କୁ ପିଠିରେ ୮ କି.ମି. ବୋହି ଡାକ୍ତରଖାନା ନେଲେ ଝିଅ: ବଞ୍ଚାଇପାରିଲେନି ଜୀବନ
ତୁମୁଡ଼ିବନ୍ଧ/ବାଲିଗୁଡ଼ା,୨ା୮(ଦୀପକ କୁମାର ପରାସେଠ/ସଞ୍ଜୟ ପାଣିଗ୍ରାହୀ): ସାପ କାମୁଡ଼ାରେ ଗୁରୁତର ହୋଇପଡ଼ିଥିବା ମା’ଙ୍କ ଜୀବନ ବଞ୍ଚାଇବାକୁ ତାଙ୍କୁ ପିଠିରେ ୮ କି.ମି. ଜଙ୍ଗଲ ରାସ୍ତାରେ ବୋହି ଆମ୍ବୁଲାନ୍ସ ଯାଏ ନେଇଥିଲେ ଝିଅ। ପରେ ମା’ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର…
ଏବେଠୁ ଆଶଙ୍କାରେ ମିଲର୍ସ; ମିଲ୍ରୁ ଉଠୁନି ଚାଉଳ, ଆଗକୁ ଧାନକିଣାକୁ ନେଇ…
ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ)- ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉମାତ୍ର ୨ ମାସ ବାକି ରହିଛି। ଆସନ୍ତା ନଭେମ୍ବର ମାସରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ତେବେ ଏପର୍ଯ୍ୟନ୍ତ ମିଲର୍ସମାନଙ୍କଠାରୁ ଗତ କେଏମଏସ୍ ୨୦୨୪-୨୫ବର୍ଷର ଅର୍ଦ୍ଧାଧିକ କଷ୍ଟମ ମିଲଡ୍ ଚାଉଳ ସଂଗୃହୀତ ହୋଇପାରି…
ଗ୍ରାମବାସୀଙ୍କ ପାଇଁ କାଡିପାନି ନାଳ ବାଧକ
ନୂଆପଡ଼ା,୧ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୋସେଙ୍ଗ ପଞ୍ଚାୟତ ଭାଓସିଲ ଗ୍ରାମବାସୀଙ୍କ ପାଇଁ କାଡିପାନି ନାଳ ବାଧକ ସାଜିଛି। ସୂଚନା ଅନୁଯାୟୀ ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଭାଓସିଲ ଗାଁ ନୂଆପଡା ବ୍ଲକ ଓ ଛତିଶଗଡ ସୀମାନ୍ତରେ…
ମଦ ଜବତ, ମହିଳା ସମେତ ୩ ଗିରଫ
ଥୁଆମୂଳ ରାମପୁର,୧ା୮(ଦୁର୍ଗା କୀର୍ତ୍ତି)- ଥୁଆମୂଳ ରାମପୁର ଅବକାରୀ ବିଭାଗ ଶୁକ୍ରବାର କର୍ଲାପାଟ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀ ଓ ବିଦେଶୀ ମଦ ଜବତ ସହ ଜଣେ ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ କାଣିଗୁମା…
ନୂତନ ଭାରତର ଉନତ ଆଇନ : ନୂତନ ଅପରାଧିକ ଆଇନର ଏକ ସଚେତନତା କାର୍ଯ୍ୟକ୍ରମ
ଥୁଆମୂଳ ରାମପୁର,୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ବୈଠକ ଗୃହଠାରେ ଶୁକ୍ରବାର ଥାନା ଅଧିକାରୀ କେବଲ୍ୟ ସେଠଙ୍କ ତତ୍ୱାବଧାନରେ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଏବଂ ସୁରକ୍ଷାକୁ ଆଖିଆଗରେ ରଖି ନୂତନ ଭାରତର ନୂତନ ଆଇନର ଭାରତୀୟ ନ୍ୟାୟ ସଂହିତା…
ଏବେଠୁ ପ୍ରସ୍ତୁତି: ମାଟ୍ରିକ ପରୀକ୍ଷାରେ ଏ୧ ଗ୍ରେଡ୍ ପାସ ହାର ବୃଦ୍ଧି ପାଇଁ ଯୋଜନା, ଭଞ୍ଜନଗରରେ…
ଭଞ୍ଜନଗର,୧।୮(ବାବୁଲା ପ୍ରଧାନ)-୨୦୨୬ ମସିହାରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ ଭଞ୍ଜନଗର ଏବଂ ବେଲଗୁଣ୍ଠା ବ୍ଲକର ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରୀଛାତ୍ର କିଭଳି ଏ୧ ଗ୍ରେଡ ପାସ କରିବେ ସେଥିପାଇଁ ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ…
ଶିବ ମନ୍ଦିର ସାହିରୁ ବାଇକ୍ ଚୋରି, ଖୋଜି ଖୋଜି ନୟାନ୍ତ ହେବା ପରେ…
ଦାରିଙ୍ଗବାଡି, ୧।୮ (ଅରୁଣ ସାହୁ)- କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶିବ ମନ୍ଦିର ସାହିରୁ ଗୋଟିଏ ବାଇକ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଗତ ୨୮ରେ ଉକ୍ତ ସାହିରେ ମଧ୍ୟପ୍ରଦେଶର ସଲିମ ଶେଖଙ୍କ ଭଡା ଘର ସମ୍ମୁଖରୁ ଚୋରି ହୋଇଥିବା…
ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା: ଜଙ୍ଗଲ ମଝିରେ ପ୍ରସବ କଲେ ଗର୍ଭବତୀ, ଗୁରୁତର ଅଛନ୍ତି…
କୋକସରା,୧ା୮ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। କୋକସରା ବ୍ଲକ ଆମପାଣି ପଞ୍ଚାୟତ ସର୍ଗିପାନି ଗାଁର ଜାଗର ସାନ୍ତାଙ୍କ ସ୍ତ୍ରୀ ହୀରାମଣି ସାନ୍ତାଙ୍କ ଶୁକ୍ରବାର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏ…
‘ଆମ ପରି ଦୁଃଖ ଆଉ କିଏ ନ ଭୋଗୁ’; ବିଡେକାରେ ଆରମ୍ଭ ହେଲା…
ଭଞ୍ଜନଗର,୧।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଜଳ ସେଚନ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ (ବିଡେକା)ରେ ଶୁକ୍ରବାର ମୃତଦେହ ସଂରକ୍ଷଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ଅଙ୍ଗନଓ୍ବାଡି କର୍ମୀଙ୍କ ଘର ଆଗରେ ଉଲଗ୍ନ ହୋଇ ଅସଦାଚରଣ ସହ ହତ୍ୟା ଧମକ, ଦିଗପହଣ୍ଡି ଥାନାରେ…
ଦିଗପହଣ୍ଡି,୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରେ ସ୍ବାମୀଙ୍କ ଅନୁପସ୍ଥିତିରେ ଜଣେ ଅଙ୍ଗନୱାଡ଼ି କର୍ମୀଙ୍କୁ ଗ୍ରାମର ସନ୍ତୋଷ କୁମାର ବିଷୋୟୀ ଅସଦାଚରଣ କରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଙ୍ଗନୱାଡ଼ି କର୍ମୀଙ୍କ ଏତଲା…
ଚିଲିକାରୁ ବେଆଇନ ଘେରି ଉଚ୍ଛେଦ
କୃଷ୍ଣପ୍ରସାଦ,୧।୮(କୈଳାଶ ଚନ୍ଦ୍ର ପଟନାୟକ ): ପୁରୀ ଜିଲାପାଳଙ୍କ ନିର୍ଦ୍ଧେଶ କ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକାରୁ ଘେରି ଉଚ୍ଛେଦ ଆରମ୍ଭ ହୋଇଛି। ଜିଲା ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବେଆଇନ ଘେରି ଉଚ୍ଛେଦ ଆରମ୍ଭ ହୋଇଛି ।…
ୟୁଏଏସ୍ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ଦାରିଙ୍ଗବାଡ଼ି, ୧ା୮ (ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଦାରିଙ୍ଗବାଡି ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କ ୟୁଏଏସ (ୟୁନିଫାଏଡ ଅଟୋମେଶନ ସିଷ୍ଟମ) ଲାଗୁ ପ୍ରତ୍ୟାହାର କରାଯିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରକାଶ ଯେ, ଫେଡେରେସନର…
Archives


