ଏସ୍ଏଚ୍ଜି ମହିଳାଙ୍କୁ ଦିଆଯିବ ବିପର୍ଯ୍ୟୟ ମୁକାବିଲା ତାଲିମ
ବ୍ରହ୍ମପୁର ଅଫିସ୍,୧୧ା୫-ବଙ୍ଗୋପସାଗର ଉପକୂଳରେ ଥିବା ଗଞ୍ଜାମ ଜିଲାକୁ ପ୍ରତି ବର୍ଷ ବାତ୍ୟା ଏବଂ ବନ୍ୟାର ଭୟ ଦେଖାଦେଇଥାଏ । ୨୦୧୩ରେ ଫାଇଲିନ୍, ୨୦୧୪ରେ ହୁଡ୍ହୁଡ୍ ହେଉ ଅବା ୨୦୧୮ରେ ତିତ୍ଲି ଏବଂ ପୁଣି ୨୦୧୯ରେ ଫନୀ ବାତ୍ୟାରେ ପ୍ରବଳ ଧନଜୀବନ ହାନୀ…
ଫନୀ ଉଜାଡ଼ିଦେଲା କଦଳୀ କ୍ଷେତ
ପଦ୍ମପୁର, ୧୧।୫ (ଡି.ଏନ.ଏ.) – ବାତ୍ୟା ‘ଫନୀ’ ପ୍ରଭାବରେ ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପଦ୍ମପୁର ଗ୍ରାମର ଶଶିଭୂଷଣ ଦାଶଙ୍କର କଦଳୀ କ୍ଷେତ ଉଜୁଡ଼ି ଯାଇଛି। ହଜାର ହଜାର ଗଛ ଧରାଶାୟୀ ହୋଇଛି। ଗଛରେ କଦଳୀ କାନ୍ଦୀ ବାହାରିଥିବା ବେଳେ ବାତ୍ୟାରେ…
ଫନୀ ପରେ ତାତି ଭୟ
ଆରଡ଼ି, ୧୧।୫ (ଡି.ଏନ.ଏ.) – ଫନୀ ପରେ ଏବେ ଖରା ତାତି ଭୟ। ଅସହ୍ୟ ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ। ଗରମରେ ସିଝୁଛନ୍ତି ଲୋକେ। କେହି ଘରୁ ବାହାରୁ ନାହାନ୍ତି। ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ଓ ଏହାର…
‘ଫନୀ’ର ପ୍ରଭାବ : ଉପୁଡିଲା ଗଛ, ଆଶ୍ରୟ ସ୍ଥଳରେ ଲୋକଙ୍କ ଥଇଥାନ
ଓଡଗାଁ, ୩।୫(ସ୍ବ.ପ୍ର.): ଗୁରୁବାର ଅପରାହ୍ନରୁ ‘ଫନୀ’ର ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ହାଲୁକା ପବନ ସାଙ୍ଗକୁ ଲଗାତର ବର୍ଷା ଲାଗିରହିଛି । ଶୁକ୍ରବାର ଭୋରରୁ ବର୍ଷାର ପରିମାଣ ବୃଦ୍ଧି ପାଇଛି । ସେହିପରି ପବନର ଗତିରେ ମଧ୍ୟ ପରିବର୍ତ୍ତନ ହୋଇଛି । ହାଡାଝୋଲା…
ବଦଳିଲା ଷ୍ଟ୍ରଙ୍ଗରୁମ୍
ପାରଳାଖେମୁଣ୍ଡି, ୧।୫(ସ୍ବ.ପ୍ର.): ବାତ୍ୟା ଫନୀକୁ ନଜରରେ ରଖି ପାରଳାଖେମୁଣ୍ଡି ସହରର ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟରେ ଥିବା ଇଭିଏମ୍ଗୁଡିକୁ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ନୂତନ କୋଠାକୁ ସ୍ଥାନାନ୍ତର କରାଯାଇଛି। ଏହି ସମୟରେ ଜିଲାପାଳ ଅନୁପମ ଶାହଙ୍କ ସମେତଙ୍କ ବିଭନ୍ନ ଦଳର…
ବିବାହ କାର୍ଯ୍ୟରୁ ଫେରୁଥିବା କାର୍ ଦୁର୍ଘଟଣାଗସ୍ତ
ପାପଡାହାଣ୍ଡି,୧।୫(ଡି.ଏନ୍.ଏ.): ବିବାହ କାର୍ଯ୍ୟରେ ଯୋଗ ଦେଇ ଫେରୁଥିବା ଏକ କାର୍ ନବରଙ୍ଗପୁର ଜଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ଫାଣ୍ଡି ନିକଟରେ ବୁଧବାର ଦୁର୍ଘଟଣାଗସ୍ତ ହୋଇଛି। ଏଥିରେ ଡ୍ରାଇଭର ବିଦ୍ୟା ହରିଜନ ଗୁରୁତର ହୋଇଛନ୍ତି। ତାଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି…
ବିଷଖାଇ ଯୁବକଙ୍କ ଆତ୍ମହତ୍ୟା
ଡାବୁଗାଁ, ୧।୫(ଡି.ଏନ୍.ଏ.): ଡାବୁଗାଁ ଜୟନ୍ତ ନଗରର ସୁରେନ୍ଦ୍ର ଖୁଣ୍ଟିଆ(୩୬) ବୁଧବାର ବିଷଖାଇ ଆତ୍ମହତ୍ୟା କରିଛନ୍ତି। ଏ ନେଇ ତାଙ୍କ ବଡ଼ଭାଇ ପ୍ରମୋଦ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ପ୍ରକାଶ ଯେ, ସୁରେନ୍ଦ୍ର ମଙ୍ଗଳବାର ରାତିରେ ନୂଆ ବସ୍ଷ୍ଟାଣ୍ଡସ୍ଥିତ ତାଙ୍କ ଦୋକନରୁ ଘରକୁ…
ଶ୍ରମିକଙ୍କ ସ୍ବାର୍ଥ ଦୃଷ୍ଟିରୁ ନୂତନ ଆଇନ୍ ଅଣାଯାଉ
ଜୟପୁର ୧।୫(ନି.ପ୍ର.): ବୁଧବାର ଜୟପୁରରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଛି। ନିର୍ମାଣ ଶ୍ରମିକ ମିଳିତ ସଂଘର ପକ୍ଷରୁ ଏହି ଅବସରରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ସଂଘ କାର୍ଯ୍ୟାଳୟରୁ ବାହାିଥିବା ଏହି ଶୋଭାଯାତ୍ରାରେ ମହିଳା ଓ ପୁରଷ …
ଗୁଣପୁରରେ ବିଶ୍ୱ ଶ୍ରମିକ ଦିବସ
ଗୁଣପୁର, ୧।୫(ଡି.ଏନ୍.ଏ.)-ରାୟଗଡା ଜିଲା ଗୁଣପୁରରେ ବୁଧବାର ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଛି। ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଛି। ଗୁଣପୁର ବେସରକାରୀ ମୋଟର କର୍ମଚାରୀ ସଂଘ ଏବଂ ଏଆଇସିସିଟିୟୁ ପକ୍ଷରୁ ଏହି ଅବସରରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା…
ଅପରକୋଲାବ ଯୋଜନା ଶ୍ରମିକ ସଂଘ ପକ୍ଷରୁ ଶ୍ରମିକ ଦିବସ
କୋଲାବନଗର, ୧।୫(ଡି.ଏନ୍.ଏ.)-ଅପରକୋଲାବ ଯୋଜନା ଶ୍ରମିକ ସଂଘ ପକ୍ଷରୁ ବୁଧବାର ଶ୍ରମିକ ଦିବସ ପାଳନ ହୋଇଯାଇଛି। ସଂଘର ସଂଘ କାର୍ଯ୍ୟାଳୟରେ ସ୍ଥାୟୀ ସଭାପତି ଦିନେଶ କୁମାର ମହାନ୍ତି ବୁଦବାର ସକାଳେ ସଂଘୀୟ ପତାକା ଉତ୍ତୋଳନ କରିଥିଲେ। ପରେ ସଂଘ ସଭାଗୃହରେ ଏକ ବୈଠକ…
ବାତ୍ୟା ଆଶ୍ରୟସ୍ଥଳୀରେ ଅସାମାଜିକଙ୍କ ଆଡ୍ଡା
ରାୟଗଡ଼(ଗଜପତି) ୧।୫(ଡି.ଏନ୍.ଏ.): ଗଜପତି ଜିଲା ରାୟଗଡ ବ୍ଲକ କାର୍ଯ୍ୟାଳୟକୁ ଲାଗି ରହିଥିବା ବାତ୍ୟା ଆଶ୍ରୟସ୍ଥଳି। ଯାହା ଏବେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ଆଶ୍ରୟସ୍ଥଳୀଟି କାମରେ ଲାଗୁ…
ପ୍ରକଳ୍ପ ଅଛି, ପାନୀୟ ଜଳ ମିଳୁନି
ତେନ୍ତୁଳିଖୁଣ୍ଟି,୧।୫(ଡି.ଏନ.ଏ.): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ଗ୍ରାମପଞ୍ଚାୟତ ଖାତିଗୁଡାଠାରେ ଜଳଯୋଗାଣ ପ୍ରକଳ୍ପ ରହିଛି। କିନ୍ତୁ ଏହା ଲୋକଙ୍କ ଆବଶ୍ୟକତା ପୂରଣ କରି ପାରୁ ନାହିଁ। ପ୍ରକଳ୍ପ ଥାଇ ମଧ୍ୟ ବହୁ ସାହିବାସିନ୍ଦା ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି। ଏହି ପ୍ରକଳ୍ପ…
Archives


