ଆମ ଜିଲା ଖବର

ରେଳ ଧାରଣାରୁ ଯୁବତୀଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

ବଲାଙ୍ଗୀର ଅଫିସ, ୨।୧- ବଲାଙ୍ଗୀର ନିକଟ ମାଧିଆପାଲି-ରିନବଚନ ରେଳ ଧାରଣାରେ ଗୁରୁବାର ସକାଳେ ଦୁଇଜଣ ଯୁବତୀ ଓ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବରପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତ ଯୁବତୀଯୁବକଙ୍କ ପରିଚୟ…

ନୂଆବର୍ଷରେ ଘରେ ତରକାରୀ ହୋଇ ନ ଥିବାରୁ ନାବାଳିକାଙ୍କ ଆତ୍ମହତ୍ୟା

ପାଟଣା,୨।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଖମୁଆଁ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା ନୂଆବର୍ଷ ରାତିିରେ ଖାଇବାରେ ତରକାରୀ ହୋଇ ନ ଥିବାରୁ ରୁଷି ବାପାଙ୍କ ବ୍ଲଡ଼ପ୍ରେସର ମେଡିସିନ ଖାଇ ଗୁରୁତର ହୋଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।…

ପୁଣି ଚର୍ଚ୍ଚାରେ ମଙ୍ଗୁ ମଠ

ପୁରୀ ଅଫିସ,୨।୧: ଶ୍ରୀମନ୍ଦିର ସୁରକ୍ଷା ଜୋନ ମଧ୍ୟରେ ଥିବା ମଙ୍ଗୁମଠ ଉଚ୍ଛେଦକୁ ନେଇ ଆରମ୍ଭରୁ ବହୁ ବିବାଦ ଉପୁଜିଥିଲା। ମଠର ବ୍ୟବସାୟିକ କୋଠା ଉଚ୍ଛେଦ ପରେ ପୁଣି ଏବେ ଚର୍ଚ୍ଚାକୁ ଆସିଛି ମଙ୍ଗୁ ମଠ। ଗୁରୁବାର ମଠର ଗାଦି ଘର ଛାତ…

ମା’ ତାରା ତାରିଣୀ ମନ୍ଦିରର ବିକାଶମୂଳକ କାର୍ଯ୍ୟ ବୁଲି ଦେଖିଲେ ଜିଲାପାଳ, ତୁରନ୍ତ ଶେଷ କରିବାକୁ ଦେଲେ ନିର୍ଦ୍ଦେଶ

ପୁରୁଷୋତ୍ତମପୁର,୨।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ତଥା ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ମନ୍ଦିରର ବିକାଶ ଲାଗି ଚାଲିଥିବା ଉନ୍ନୟନ କାର୍ଯ୍ୟକୁ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି । ଜିଲାପାଳ ମନ୍ଦିର ପରିସର…

ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା

ଓଡ଼ଗାଁ,୨।୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ତହସିଲ ଅନ୍ତର୍ଗତ ରାବେରା କୋଠସାହିରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟି ତିନି ପରିବାରଙ୍କ ୬ ବଖରା ଜଳିଯାଇଛି। ବିପନ୍ନ ପରିବାର ହେଲେ ସନ୍ତୋଷ ବେହେରା, ରଘୁନାଥ ଭୂୟାଁ ଓ ଶ୍ରୀଧର ବେହେରା। ସମସ୍ତଙ୍କ ଘରେ ଥିବା…

ବାଇକ୍‌ରୁ ଖସି ଯୁବକଙ୍କ ଜୀବନ ଗଲା

ଅନୁଗୋଳ ଅଫିସ,୨।୧: ସହରର ଗାନ୍ଧୀମାର୍ଗରେ ବାଇକ୍‌ରୁ ଖସିପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ରାହ୍ମଣୀଦେଇପଡ଼ାର ସୁବାସ ଅଗ୍ରଓ୍ବାଲଙ୍କ ପୁଅ ବିକାଶ ଅଗ୍ରଓ୍ବାଲ(୩୭)। ମୃତ ବିକାଶ ସହରରେ ଥିବା ଏକ ଘରୋଇ ବ୍ୟାଙ୍କରୁ ଗୁରୁବାର ମଧ୍ୟାହ୍ନରେ ଫେରୁଥିବା ସମୟରେ ହମ୍ପସ୍‌…

ମୃତଦେହକୁ ଝୁଣି ଖାଉଛନ୍ତି ବୁଲା କୁକୁର, କାହାରି ନିଘା ନାହିଁ

ନବରଙ୍ଗପୁର,୨।୧(ବି.ପ୍ର.): ନବରଙ୍ଗପୁର ଜିଲା ସଦର ମହକୁମା ଗାବ୍ରିଆଲଗୁଡ଼ା ନିକଟରେ ଥିବା କୁସୁମଝର ଡ୍ୟାମ୍‌ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦିନେ କି ଦୁଇଦିନ ନୁହେଁ, ବରଂ ଦୀର୍ଘ ଦିନ ଧରି ଡ୍ୟାମ୍‌ରେ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ପଡ଼ି ରହିଛି।…

ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତି ଅନାବରଣ କଲେ କେନ୍ଦ୍ରମନ୍ତ୍ରୀ

ବନ୍ତ,୨।୧(ସ୍ବ.ପ୍ର.) : ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁରେ ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଗୁରୁବାର ଅନାବରଣ କରିଛନ୍ତି । ବାତ୍ୟା ଆଶ୍ରୟସ୍ଥଳ ନିକଟରେ ଏହି ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲା ଭାଜପା ସଭାପତି…

ଓଭରବ୍ରିଜ ତଳକୁ ଖସିଲା ଟ୍ରକ: ଡ଼୍ରାଇଭରଙ୍କ ଜୀବନ ଗଲା

କେନ୍ଦୁଝର,୨।୧(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ହରିଚନ୍ଦନପୁର- ବ୍ରାହ୍ମଣିପାଳ ରାସ୍ତାର ନରଣପୁର ନିକଟସ୍ଥ ରାମଚନ୍ଦ୍ରପୁର ରେଲୱେ ଓଭରବ୍ରିଜ ତଳକୁ ଏକ ୧୪ ଚକିଆ ଟ୍ରକ ତଳକୁ ଖସିପଡ଼ିଛି। ଘଟଣାସ୍ଥଳରେ ଡ୍ରାଇଭର ମୃତ୍ୟୁ ଘଟିଛି। ଡ୍ରାଇଭରଙ୍କ ଏପର୍ଯ୍ୟନ୍ତ ପରିଚୟ ମିଳିନାହିଁ। ଟ୍ରକଟି ପ୍ରାୟ…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ସ୍ତ୍ରୀ, ସ୍ବାମୀ ମୃତ

ପଟାଙ୍ଗୀ, ୨।୧(ଡି.ଏନ.ଏ.): ସୁନାବେଡା ଥାନା ଅନ୍ତର୍ଗତ ଡିପି କ୍ୟାମ୍ପ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ସ୍ତ୍ରୀ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ସୁଧାକର ବିଶ୍ୱାଳ ନିଜ ଘରେ ଲୁଗା ଶୁଖାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଚିତ୍କାର କରିଥିଲେ। ଏହି…

ଦୁହୁରିଆରେ ସଡ଼କ ଦୁର୍ଘଟଣା: ୨ମୃତ, ୩ଗୁରୁତର

କେନ୍ଦ୍ରାପଡା ଅଫିସ,୨।୧: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାଜ୍ୟ ରାଜପଥର ଦୁହୁରିଆ ଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌କୁ କାର୍‌ ଧକ୍କାଦେବାରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଆହତ…

ସୁଗୁନା ଫୁଡ୍‌ ସୁପରଭାଇଜରଙ୍କ ସନ୍ଦେହଜନକ ମୃତ୍ୟୁ: ଗେଷ୍ଟ ହାଉସ୍‌ରୁ ମିଳିଲା ମୃତଦେହ

ଭଦ୍ରକଅଫିସ,୨।୧: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆରଡି ଛକ ନିକଟରେ ଥିବା ସୁଗୁନା ଫୁଡ୍‌ର ଗେଷ୍ଟ ହାଉସ୍‌ରୁ କମ୍ପାନୀର ସୁପରଭାଇଜରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଖୋର୍ଦ୍ଧା ଅଞ୍ଚଳର ଦେବୀପ୍ରସାଦ ଚମ୍ପତିରାୟ। ଦୀର୍ଘଦିନ ଧରି ସେ ସୁଗୁନା କମ୍ପାନୀରେ ସୁପରଭାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?