ସାର କଳାବଜାରି ରୋକିବା ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ, ଗୋଦାମ ସିଲ
ସମ୍ବଲପୁର,୨୧।୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବିଶେଷକରି ୟୁରିଆ ସାର କଳାବଜାରି ରୋକିବାକୁ ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଜିଲା କୃଷକ ସୁରକ୍ଷା ସଂଗଠନର ଅଭିଯୋଗ ମିଳିବା ପରେ ସାର କଳାବଜାରିରେ ଲିପ୍ତ ୩ ଅସାଧୁ…
ମୂଲ୍ୟବାନ ଗଛ ଚାରି କରିବାକୁ ପ୍ରୟାସ: ବନପାଳଙ୍କ ତଦନ୍ତ ଆରମ୍ଭ, କାର୍ଯ୍ୟାନୁଷ୍ଠାନ ଦାବି
ଦାରିଙ୍ଗବାଡି, ୨୧।୮ (ଅରୁଣ ସାହୁ)- ଜଙ୍ଗଲର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ କେବଳ ଜଙ୍ଗଲ ଓ ପରିବେଶ ବିଭାଗ ଉପରେ ନିର୍ଭର ନକରି ଅଞ୍ଚଳବାସୀ ମଧ୍ୟ ଏହାର ସୁରକ୍ଷା ପ୍ରତି ଗୁରୁତ୍ୱ ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି…
୭୪ବର୍ଷ ପରେ ବି କାର୍ଯ୍ୟାଳୟର ନିଜସ୍ବ କୋଠା ନାହିଁ
ଭବାନୀପାଟଣା,୨୧ା୮(ଉତ୍ତମ କୁମାର ଦାଶ):ବର୍ଷେ କି ଦୁଇବର୍ଷ ନୁହଁ। ଦୀର୍ଘ ୭୪ ବର୍ଷର ପୌରପାଳିକା କାର୍ଯ୍ୟାଳୟର ନିଜସ୍ବ ଗୃହ ନାହିଁ। ରାଜାରାଜୁଡା ଅମଳରୁ ନର୍ମିତ ଏକ କୋଠାରେ ଚାଲିଛି ଏହି କାର୍ଯ୍ୟାଳୟ। ହେଲେ ଏହି କୋଠା ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଭଳି…
ଚାଷୀ ପଞ୍ଜୀକରଣରେ ଚଞ୍ଚକତା ଅଭିଯୋଗ
ବରଗଡ଼,୨୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଝାରବନ୍ଧ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ କେତେକ ଲୋକ ଚାଷୀ ପଞ୍ଜୀକରଣରେ ଚଞ୍ଚକତା ଅବଳମ୍ବନ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଝାରବନ୍ଧ ବ୍ଲକ ଚଣ୍ଡୀଭଟା ଗ୍ରାମର ଅନେକ ଚାଷୀ ବୁଧବାର ବରଗଡ଼ ସମବାୟ ଉପନିବନ୍ଧକ (ଡିଆରସିଏସ୍)ଙ୍କ…
କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ ଦାବି କଲା ସଂଯୁକ୍ତ କୃଷକ ସଙ୍ଗଠନ
ବରଗଡ଼,୨୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ କୃଷି ବିଶ୍ବବିଦ୍ୟାଳୟ ସ୍ଥାପନ ଦାବି ହୋଇଛି। ଏହି ଦାବି ନେଇ ବୁଧବାର ବରଗଡ଼ ଜିଲା ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାପାଳ ଆଦିତ୍ୟ ଗୋୟଲଙ୍କ ଅନୁପସ୍ଥିତିରେ…
ଦେବଗଡରେ ୧୨ ଘଣ୍ଟିଆ ବନ୍ଦ: ଜିଲା ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଦାବି
ଦେବଗଡ,୨୧।୮: (ଶଶାଙ୍କ ଶେଖର ଝାଙ୍କର): ଜିଲା ଯୁବ ଏକତା ମଞ୍ଚର ଡାକରାରେ ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେବଗଡ ସହରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଏହି ବନ୍ଦକୁ ସମସ୍ତ ରାଜନୈତିକ ଦଳ ଏବଂ ବିଭିନ୍ନ ଅନୁଷ୍ଠାନ…
ଭାରସାମ୍ୟ ହରାଇ ତଳକୁ ଖସିଲା ବସ୍, ଭୁବନେଶ୍ବର ଯାଉଥିବା ବେଳେ ଘଟିଲା ଦୁର୍ଘଟଣା
ସୁନ୍ଦରଗଡ଼,୨୧।୮: ଗୁରୁବାର ସକାଳୁ ସକାଳୁ ବଣାଇ ନିକଟସ୍ଥ ବାଲିଘାଟ ପାହାଡ଼ ନିକଟରେ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ବସ୍ର ଡ୍ରାଇଭର ଏବଂ ଜଣେ ମହିଳା ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ବସ୍ଟି…
ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମାତୃ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା, ଯୋଗଦେଲେ…
ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ରଙ୍କ ମା’ ଡଃ. କନକ ମହାପାତ୍ରଙ୍କ ବିୟୋଗରେ ବୁଧବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା ’ ମହୁରୀ କାଳୁଆ ଶକ୍ତିପୀଠ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ…
ଯୁବତୀଙ୍କୁ ଅପହରଣ କରି ବଳାତ୍କାର, ବ୍ଲକ ପଛପଟ ଏକ ଘରୁ ଉଦ୍ଧାର ପରେ…
ଦିଗପହଣ୍ଡି, ୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଯୁବତୀଙ୍କୁ ସୋମବାର ଅପହରଣ ପରେ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ବାପା ଏନେଇ ପାଟପୁର ଥାନାରେ ଏତଲା ଦେବା ପରେ ଏତଲାକୁ ଭିତ୍ତିକରି…
ଧାର୍ଯ୍ୟ ହେଲା ମାଁ ମାଣିକେଶ୍ୱରୀଙ୍କଠାରେ ନବାନ୍ନ ଲାଗି ଲଗ୍ନ
ଭବାନୀପାଟଣା,୨୦।୮(ଉତ୍ତମ କୁମାର ଦାଶ)- କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ବୁଧବାର ଲଗ୍ନ ଧାର୍ଯ୍ୟ ହୋଇଛି । ଆସନ୍ତା ସେପ୍ଟେମ୍ବର ମାସ ୨ ତାରିଖ ଭାଦ୍ରବ ମାସ ଶୁକ୍ଳପକ୍ଷ ଦଶମୀ ତିଥି ମଙ୍ଗଳବାର ସକାଳ…
ଜୟନ୍ତ କୁମାର ପାଇଲେ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ସମ୍ମାନ, ଛୁଟିଛି ଶୁଭେଚ୍ଛାର…
ଭବାନୀପାଟଣା,୨୦।୮(ଉତ୍ତମ କୁମାର ଦାଶ)- ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଜୀଙ୍କ ୮୧ତମ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ…
ପାଟଣାରେ ମାଫିଆ ବେଲଗାମ, ବେଆଇନ ଗଛକଟାକୁ ନେଇ ଡିଏଫ୍ଓଙ୍କ ଚଢ଼ାଉ, ଜବତ କଲେ…
ପାଟଣା,୨୦।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବନ ବିଭାଗର ନିଷ୍କ୍ରିୟତାକୁ ନେଇ ରେଞ୍ଜ ଅଞ୍ଚଳରେ ଏବେ କାଠ ମାଫିଆ ସକ୍ରିୟ ହୋଇପଡିଛନ୍ତି। ଦିନ ଦ୍ୱିପହରରେ ମାଫିଆମାନେ ମେସିନ ଲଗାଇ ଗଛ କାଟି ନେଇ ଚାଲାଣ କରୁଛନ୍ତି। ବନ ବିଭାଗର କିଛି…
Archives


