ଆମ ଜିଲା ଖବର

ହାଇଓ୍ବା ଧକ୍କା: ଜଣେ ମୃତ, ଜଣେ ଗୁରୁତର; ସ୍ଥାନୀୟ ଲୋକଙ୍କ ରାସ୍ତାରୋକୋ

ବଅଁରପାଳ,୯।୧(ଡି.ଏନ୍‌.ଏ.): ୫୫ ନଂ. ଜାତୀୟ ରାଜପଥର ବଅଁରପାଳ ଥାନା ସନ୍ତ୍ରୀ ଛକ ନିକଟରେ ଗୁରୁବାର ସକାଳେ ଏକ ହାଇଓ୍ବା ଧକ୍କାରେ ପୁରୁଣାଗଡ଼ ଅଞ୍ଚଳର ମନୁ ବାରିକ(୨୫) ନାମକ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଦାଦା ଗୁରୁତର ହୋଇଛନ୍ତି। ଦାଦା…

ଭୟରେ ଓଲଟିଲା ମାଛ ଗାଡ଼ି

ରାଉରକେଲା ଅଫିସ,୯ା୧: ବୁଧବାର ବନ୍ଦ ପାଳନ ସମୟରେ ଏକ ମାଛ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଷ୍ଟିଲ ସିଟିର ବିର୍ସା ଛକରେ ଓଲଟି ପଡ଼ିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଜିଅନ୍ତା ମାଛ ଭର୍ତ୍ତି ଥିଲା। ମାଛସବୁ ରାସ୍ତାରେ ପଡ଼ି ଛଟପଟ…

ସୁରେଖାକୁଁ ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

ଗଣ୍ଡତୁରୁମ, ୯ା୧(ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଅଧୀନ ବ୍ରାହ୍ମଣତୁରୁମ ଗଁାର ସୁରେଖା ମେହେର(୪୫)। ସେ ଦୁଇ ବଛର ହେଲା ମେରୁହାଡ଼ ସମସିଆରେ ଖଟେ ପଡ଼ିରହିଛନ୍‌। ଇ ବାବ୍‌ଦେ ଗଲା ଡିସେମ୍ବର ୩୦ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ…

ସୁବର୍ଣ୍ଣ ଲୋକ ମହୋତ୍ସବ: ଲୋକନୃତ୍ୟର ତାଳରେ ଝୁମିଲେ ଦର୍ଶକ

ସୋନପୁର, ୯।୧(ନି.ପ୍ର.) ସୁବର୍ଣ୍ଣପୁର ଜିଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଚାଲିଥିବା ସୁବର୍ଣ୍ଣ ଲୋକ ମହୋତ୍ସବର ବୁଧବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଗାନ୍ଧୀ ପଡିଆସ୍ଥିତ ଫକୀର ପଟ୍ଟନାୟକ ମୁକ୍ତମଞ୍ଚରେ ଏହି ମହୋତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ସୁବର୍ଣ୍ଣପୁର ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀଙ୍କ ଓଡିଶୀ…

ସାଫ୍‌ସଫେଇ ଲାଗି ଅଁଟା ଭିଡ଼ଲେ ମହିଲା

ଗଣ୍ଡତୁରୁମ, ୯ା୧(ଡି.ଏନ୍‌.ଏ.)- ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଅଧୀନ ଟିହିକିପାଲି ଗଁାର ସମ୍ପୂର୍ଣ୍ଣା ସ୍ବୟଂ ସହାୟକ ଦଲର ମହିଲାମାନେ ନିରୁଜ୍‌ ଆର ସାଫ୍‌ସୁତର ପରିବେଶ ଲାଗି ଅଁଟା ଭିଡ଼ିଛନ୍‌। ଦଲର ସଭାନେତ୍‌ରୀ ଇତିଶ୍ରୀ ଛୁରିଆ, ସମ୍ପାଦିକା ସୁବର୍ଣ୍ଣ ଛୁରିଆକଁର ମଂଗୁଆଲତିରେ ବୁଧବାର…

ଲୋକ ଉତ୍ସବ

ବଲାଙ୍ଗୀର ଲୋକଉତ୍ସବକୁ ଇତିମଧ୍ୟରେ ୨୦ ବର୍ଷ ପୂରିଛି। ଜାନୁୟାରୀ ୩ରୁ ୬ ତାରିଖ ପର୍ଯ୍ୟନ୍ତ ବିଂଶତିତମ ଜିଲାସ୍ତରୀୟ ବଲାଙ୍ଗୀର ଲୋକ ଉତ୍ସବ ଶେଷ ହୋଇଛି। ଏହି ଉତ୍ସବରେ ଜିଲାର ବିଭିନ୍ନ ବ୍ଳକ୍‌ ଏବଂ ରାଜ୍ୟ ତଥା ଦେଶର ବହୁ ସ୍ଥାନରୁ ଆସିଥିତ୍ବା…

ବାରବାର ଆବେଦନ କରି ନିରାଶ: ଭତାରୁ ବଁଚିତ୍‌ ଲକ୍ଷ୍ମୀଧର, ସୁଶୀଲା

କଣ୍ଟାମାଳ, ୯ା୧(ଡି.ଏନ୍‌.ଏ.)- ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ପଁଚେତ୍‌ ଅଧୀନ ମାଣ୍ଡିଆଯୋର ଗଁାର ଲକ୍ଷ୍ମୀଧର ବେହେରା(୫୪) ଆର ବିଧବା ସୁଶୀଲା ଭୋଇ(୪୭) ଭତାରୁ ବଁଚିତ୍‌ ହେଇ ବଡ଼ା ଦୁଖେ ଦିନ୍‌ ବିତଉଛନ୍‌। ଉଭଏ ଅନେକଥର ଭତାର ଲାଗି କାଗଜପତର ଦେଇଛନ୍‌।…

ଅଙ୍ଗନଓ୍ବାଡିରୁ ମିଲୁଛେ ପ୍ଲାଷ୍ଟିକ୍‌ ଅଁଡା: ହିତାଧିକାରୀ ଆନ୍‌ଲେ ଅଭିଯୋଗ

ବିନିକା, ୯ା୧(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଁଚେତ୍‌ ଅଧୀନ ବଲାରଙ୍ଗା ଗାଁ ନୂଆଁପଡ଼ାରେ ଥିବାର ଅଙ୍ଗନଓ୍ବାଡି ଉପକେନ୍ଦ୍ର ନଂ.୩ରେ ପ୍ଲାଷ୍ଟିକ୍‌ ଅଁଡା ବଁଟା ଯାଇଥିବାର କେତେ ହିତାଧିକାରୀ ମଙ୍ଗଲବାର କରମୀକୁଁ ଅଭିଯୋଗ କରିଛନ୍‌। ହେଲେ ଅଙ୍ଗନଓ୍ବାଡି କରମୀ ଆର…

ମଧ୍ୟସ୍ଥ ଗିରଫ, ୧୦୦ ଗ୍ରାମ ସୁନା ଜବତ

ରାୟଗଡ଼ା ଅଫିସ,୯ା୧: ବିବାହ ପ୍ରସ୍ତାବ ବେଳେ ପୁଅଘର ଦେଇଥିବା ସୁନା ବିସ୍କୁଟକୁ ଫେରାଉ ନ ଥିଲେ ମଧ୍ୟସ୍ଥ। ଥାନାରେ ଏତଲା ପରେ ପୋଲିସ ତଦନ୍ତ କରି ମଧ୍ୟସ୍ଥଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୧୦୦ ଗ୍ରାମ୍‌ର ସୁନା ବିସ୍କୁଟ ଜବତ କରିଛି।…

ଅନିୟମିତତା: କୂଅ ଖୋଳା ନାଁରେ ଲକ୍ଷାଧିକ ଟଙ୍କା ଚଳୁ

କୋଟପାଡ଼,୯ା୧(ଡି.ଏନ୍‌.ଏ.) କୋରାପୁଟ ଜିଲା କୋଟପାଡ଼ ବ୍ଲକ ଚିତ୍ରା ପଞ୍ଚାୟତ ମକାପୁଟ ଗ୍ରାମରେ ଗଭୀର କୂପ ଖୋଳା ନ ଯାଇ ହିତାଧିକାରୀଙ୍କ ଟଙ୍କା ଆତ୍ମସାତ୍‌ କରାଯାଇଥିବା ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। ଏପରିକି କେତେକ ହିତାଧିକାରୀଙ୍କ କୂଅ ପାଇଁ ଆବଶ୍ୟକ ଗଭୀରତାର…

୫-ଟି ପ୍ରଭାବ:ମାଲକାନଗିରି ବ୍ଲକ ସମନ୍ବିତ ଶିଶୁ ବିକାଶ ଅଧିକାରୀ ନିଲମ୍ବିତ

ମାଲକାନଗିରି,୯।୧ (ଡି.ଏନ୍‌.ଏ.)- ବୁଧବାର ମାଲକାନଗିରି ଜିଲାରେ ୫-ଟିର ପ୍ରଭାବ ଦେଖିବାକୁ ମିଳିଛି। ମାଲକାନଗିରି ସଦର ବ୍ଲକ ସମନ୍ବିତ ଶିଶୁ ବିକାଶ ଅଧିକାରୀ ବିପୁଳା ସରଦାରଙ୍କୁ ସରକାର କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି। ବିପୁଳାଙ୍କ ବିରୋଧରେ ବିଭିନ୍ନ ଦୁର୍ନୀତି ଏବଂ ଅନିୟମିତତା ଅଭିଯୋଗ ପାଇଲା…

ରାଜ୍ୟରେ ବନ୍ଦ ହେବ ଓଏସ୍‌ଟିଏଫ୍‌

କଟକ ଅଫିସ, ୯ା୧: ଓଡ଼ିଶା ରାଜ୍ୟ ଚିକିତ୍ସା ପାଣ୍ଠି (ଓଏସ୍‌ଟିଏଫ୍‌) ବନ୍ଦ ହେବାକୁ ଯାଉଛି। ଫେବୃୟାରୀ ମାସ ଅଧାରୁ ଏହି ଯୋଜନାକୁ ବନ୍ଦ କରାଯିବ। ଓଏସ୍‌ଟିଏଫ୍‌କୁ ସାର୍ବଜନୀନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ମିଶାଇ ଦେବାକୁ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?