ବଂଶଧାରାର ଜଳକୁ ନେଇ ତୁଟୁନି ବିବାଦ: ସୁପ୍ରିମ୍କୋର୍ଟରେ ଶୁଣାଣି ଆଜି
କାଶୀନଗର, ୧୦।୧(ଡି.ଏନ୍.ଏ.)-ସୁପ୍ରିମ୍କୋର୍ଟ ଶୁକ୍ରବାର ବଂଶଧାରା ଜଳ ବିବାଦର ଶୁଣାଣି ରହିଛି। ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦୀର୍ଘ ଦିନରୁ ଏହାକୁ ନେଇ ବିବାଦ ଲାଗିରହିଛି। ଟ୍ରିବ୍ୟୁନାଲ୍ରୁ ବିବାଦ ଏବେ ସୁପ୍ରିମ୍କୋର୍ଟରେ ବିଚାରାଧୀନ ରହିଛି। ଶୁକ୍ରବାର ଏହି ବିବାଦର ଶୁଣାଣି ଉପରେ ଗଜପତି ଜିଲା କାଶୀନଗରବାସୀଙ୍କ…
ଛତୁଚାଷ ପାଇଁ ମଡେଲ ସାଜିଛନ୍ତି କୃଷକ ଦମ୍ପତି
ବୈପାରୀଗୁଡ଼ା,୧୦।୧(ଡି.ଏନ୍.ଏ.)- ପାରମ୍ପରିକ ଚାଷ ବଦଳରେ ଛତୁ ଚାଷ ଦ୍ୱାରା ସୀମିତ ଜମିରେ ଖୁବ୍ କମ୍ ଦିନରେ ଲାଭ ମିଳିଥାଏ ା ବଜାରରେ ଛତୁର ଚାହିଦା ଅଧିକ ଥିବାରୁ ବିକ୍ରି ପାଇଁ ମଧ୍ୟ କୌଣସି ସମସ୍ୟା ନ ଥାଏ। ଏଥିପାଇଁ କେବଳ ବୈଷୟିକ…
ମଣ୍ଡି ବନ୍ଦ ଦିନ ୩ଶହ କୁଇଣ୍ଟାଲ ଧାନ କିଣା
ନବରଙ୍ଗପୁର,୧୦।୧(ବି.ପ୍ର.)- ମଣ୍ଡିରେ ଚାଷୀଙ୍କ ସ୍ବାଥର୍ର୍ ପ୍ରତି ଦୃଷ୍ଟି ଦିଆଯିବ। ଠିକ ସମୟରେ ଧାନ ମଣ୍ଡିରୁ ଉଠିବ ଓ ସରକାରୀ ଧାର୍ଯ୍ୟ ମୂଲ୍ୟ ଚାଷୀ ପାଇବେ । ଏହା ସରକାର ଚିନ୍ତା କରୁଛନ୍ତି। ତେବେ କେତେ ଜଣ ଲ୍ୟାମ୍ପ୍ସ କର୍ମଚାରୀ ବ୍ୟବସାୟୀଙ୍କ ସହ…
ମୋବାଇଲ ଅଛି, ନେଟଓ୍ବର୍କ ନାହିଁ: ଅପହଞ୍ଚ ଇଲାକାରେ ମୋବାଇଲ ଫୋନ ସେବା ବିଚ୍ଛିନ୍ନ
ଲେଫ୍ରିପଡା,୧୦।୧(ଡି.ଏନ.ଏ) -ସୁନ୍ଦରଗଡ ଜିଲା ଲେଫ୍ରିପଡା ବ୍ଲକ୍ ଅନ୍ତର୍ଗତ ରାଜବାହାଲ ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ। ଏହା ଦୁର୍ଗମ ପାହାଡି ଅଞ୍ଚଳରେ ରହିଥିବା ବେଳେ ଅଞ୍ଚଳବାସୀ ମୋବାଇଲ ଫୋନ ସେବା ପାଇବାରୁ ବଞ୍ଚିତ ରହିଛନ୍ତି। ରାଜବାହାଲ ପଞ୍ଚାୟତରେ କୁଆଘରା, ବାନିକଛାର,…
କଳା, ସଂସ୍କୃତି ସମସ୍ତଙ୍କୁ ଏକାଠି କରେ
ସୋନପୁର, ୧୦।୧(ନି.ପ୍ର.) – ସୁବର୍ଣ୍ଣପୁର ଜିଲା ସଂସ୍କୃତି ପରିଷଦ, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି ୨୭ ତମ ସୁବର୍ଣ୍ଣ ଲୋକ ମହୋତ୍ସବ । ଗାନ୍ଧୀ ପଡିଆର ଫକୀର ପଟ୍ଟନାୟକ ମୁକ୍ତମଞ୍ଚରେ ଚାଲିଥିବା ମହୋତ୍ସବର…
ଲକ୍ଷ୍ମୀପୂଜା ମଣ୍ଡପ ଉଦ୍ଘାଟିତ
ଦେବଗଡ଼, ୧୦।୧(ଡ଼ି.ଏନ୍.ଏ.)-ତିଲେଇବଣୀ ବ୍ଲକର ବଣିଆଁକିଲିଣ୍ଡା ପଞ୍ଚାୟତ ଅଧିନ ସୁନାମୁଣ୍ଡା ଗ୍ରାମରେ ଲକ୍ଷ୍ମୀପୂଜା ମଣ୍ଡପ ଉଦ୍ଘାଟିତ ହୋଇଯାଇଛି। ସମ୍ବଲପୁର ଏମ୍ପି ରାଜା ନିତେଶ ଗଙ୍ଗଦେବ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉକ୍ତ ପୂଜା ମଣ୍ଡପକୁ ଉଦ୍ଘାଟନ କରିଥିଲେ। ସେହିପରି ସମ୍ମାନିତ ଅତିଥି…
ସର୍ବଭାରତୀୟ ନାଟକ, ନୃତ୍ୟ ପ୍ରତିଯୋଗିତା ଆଜି: ଓଡ଼ିଆ, ହିନ୍ଦି, ମଣିପୁରୀ ନାଟକ ମଞ୍ଚସ୍ଥ ହେବ
ଦେବଗଡ,୧୦।୧(ଡି.ଏନ.ଏ)-ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ ପାଇଁ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲ’ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ସର୍ବଭାରତୀୟ ପ୍ରତିଯୋଗିତା ଜାନୁୟାରୀ ୧୦ରୁ ଆରମ୍ଭ ହେବ। ୧୫ତାରିଖ ପର୍ଯ୍ୟନ୍ତ ଦୀର୍ଘ ୬ଦିନ ଧରି ଏହା ଆୟୋଜନ…
ସର୍ବ ଭାରତୀୟ ପ୍ରଧାନପାଟ୍ କପ୍ ଫୁଟବଲ ଟୁର୍ନାମେଣ୍ଟ: ଦେବଗଡ଼କୁ ହରାଇଲା ହୁଗୁଳି ଫୁଟବଲ ଏକାଡେମୀ
ଦେବଗଡ଼, ୧୦।୧(ଡି.ଏନ.ଏ.)-ପ୍ରଧାନପାଟ ଫୁଟବଲ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ସର୍ବଭାରତୀୟ ପ୍ରଧାନପାଟ କପ ଫୁଟବଲ ଟୁର୍ନାମେଣ୍ଟ ପୁଲ ‘ବି’ର ପ୍ରଥମ ମ୍ୟାଚରେ ଗୁରୁବାର ଦେବଗଡ ଫୁଟବଲ କ୍ଲବକୁ ୧-୦ ଗୋଲରେ ପରସ୍ତ କରି…
ବରଗଡ଼ ଧନୁଯାତ୍ରା: ମଥୁରା ବୁଲିଲେ କୃଷ୍ଣ ବଳରାମ
ମଥୁରାନଗରୀ,୧୦।୧ – ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଦଶମ ଦିବସରେ ଅନ୍ୟ ଦିନ ଭଳି କଂସ ମହାରାଜା ମଥୁରା ନଗରୀ ପରିକ୍ରମା କରିଥିବାବେଳେ ଶ୍ରୀକୃଷ୍ଣ ଓ ବଳରାମଙ୍କ ମଥୁରା ପରିଭ୍ରମଣ ଅନ୍ୟତମ ଆକର୍ଷଣ ଥିଲା। ନିଜ ପାଖରେ ପାଇ ମଥୁରାବାସୀ ଘରେ…
ମନ୍ବଲ ଥିଲେ ସବୁ ସମ୍ଭବ: ପର୍ମାନ କରି ଦେଖେଇଛନ୍ ଦିବ୍ୟାଙ୍ଗ ଦମ୍ପତି
କଣ୍ଟାବାଞ୍ଜି, ୧୦ା୧(ଡି.ଏନ୍.ଏ.)-ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ଚଟୁଅନକା ପଚେଁତ୍ ସଦର ଗଁାର ପବିତ୍ର ପୁଟେଲ(୨୫)ଜନ୍ମୁ ଦିବ୍ୟାଙ୍ଗ ଆନ୍। ଜନମ୍ ବେଲେ ସେ ପୋଲିଓ ରୋଗ୍ରେ ଆକ୍ରଁାତ ହେଲାରୁ ତାକର ଦୁଇଗୋଡ଼ ଅଚଲ ହେଇଯାଇଛେ। ହେଲେ ସେ ଜୀବନ୍ରେ ହାର ନାଇଁ ମାନି।…
‘ସ୍କୁଲ ପିଲାଙ୍କୁ ଯୋଡିଲେ ବହିହାଟ ସଫଳ ହେବ’
ବଲାଙ୍ଗୀର ଅଫିସ, ୧୦ା୧ – ୧୫ତମ ବଲାଙ୍ଗୀର ବହିହାଟ ଗୁରୁବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି ା ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି ବହିହାଟର ଶୁଭ ଉଦ୍ଘାଟନ କରିଛନ୍ତି ା ଜିଲା ଲେଖକ ପରିଷଦ ପକ୍ଷରୁ ଆୟୋଜିତ ଏହି…
ଶିଶୁ ଉଦ୍ୟାନ ହେଲାଣି ନିଶାଡ଼ିଙ୍କ ଆଡ୍ଡା: ଖୋଲାଖୋଲି ଚାଲିଛି ସିରପ୍ ନିଶା କାରବାର
ଅନୁଗୋଳ ଅଫିସ, ୧୦।୧ – ଅନୁଗୋଳ ସହରରେ ସିରପ୍ ନିଶା କାରବାର ବେଶ୍ ବଢ଼ିଯାଇଛି। ସହରରେ ଥିବା ବିଭିନ୍ନ ପାର୍କରେ ଦୈନିକ ପୁଳା ପୁଳା ସିରପ୍ ବୋତଲ ପଡ଼ୁଥିବା ଦେଖିବାକୁ ମିଳୁଛି। ଶସ୍ତା ହେଉଥିବାରୁ ବିଶେଷକରି ଯୁବ ପିଢ଼ି ଏହି ନିଶା…

