ଆମ ଜିଲା ଖବର

ଥାନାରେ ହେଲା ସମାଧାନ: ସ୍ଥାନାନ୍ତର ହେବ ଶିଶୁମନ୍ଦିର

ବନ୍ତଳା,୧୧।୧(ଡି.ଏନ.ଏ.) – ବନ୍ତଳା ଥାନା ପୋକତୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷର ସମାଧାନ ଶୁକ୍ରବାର ବନ୍ତଳା ଥାନାରେ ହୋଇଛି। ଆସନ୍ତା ଜୁନ ୩୦ ମଧ୍ୟରେ ଶିଶୁମନ୍ଦିର ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର ହେବ ବୋଲି ଶିଶୁ ମନ୍ଦିରର…

ଅନୁଗୋଳ ପୌରପାଳିକାରେ ଲାଗୁହେଲା ଏଫଏସ୍ଏମ୍ ନିୟମ: ଘରୋଇ ସଂସ୍ଥା ପଞ୍ଜୀକରଣ ନ କଲେ ଜରିମାନା

ଅନୁଗୋଳ ଅଫିସ, ୧୧।୧ – ଅନୁଗୋଳ ପୌରପାଳିକାରେ ଶୁକ୍ରବାର ଠାରୁ ଏଫ୍‌ଏସ୍‌ଏମ୍‌ ନିୟମ ଲାଗୁ ହୋଇଛି। ଏଥିସହ ଅନୁଗୋଳ ଜିଲାରେ ଥିବା ତାଳଚେର ପୌରପାଳିକା ଓ ଆଠମଲ୍ଲିକ ଏନ୍‌ଏସିରେ ମଧ୍ୟ ଏହା ଲାଗୁ କରାଯାଇଛି। ଏ ନେଇ ଶୁକ୍ରବାର ଅନୁଗୋଳ ପୌରପାଳିକା…

ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି: ପିଆଇସିଟି ବର୍ଥ ଟର୍ମିନାଲ ସମ୍ମୁଖରେ ଧାରଣା

ପାରାଦୀପ,୧୧ା୧(ସ୍ବ.ପ୍ର.): ପାରାଦୀପ ବନ୍ଦରର ପିଆଇସିଟି ବର୍ଥ ଟର୍ମିନାଲ ସମ୍ମୁଖରେ ଶୁକ୍ରବାର ପାରାଦୀପ ପୋର୍ଟ ଆଣ୍ଡ ଡକ୍‌ ମଜଦୁର ୟୁନିୟନ ପକ୍ଷରୁ ଧାରଣା ଦିଆଯାଇଛି। ଉକ୍ତ ପ୍ରକଳ୍ପରେ କାମ କରୁଥିବା ୬ ଜଣ ଶ୍ରମିକଙ୍କୁ ଛଟେଇ କରାଯାଇଛି। ସେମାନଙ୍କୁ ପୁନଃ ନିଯୁକ୍ତି ଓ…

ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଜେଏସ୍‌ଡବ୍ଲ୍ୟୁର ପ୍ରୟାସ

ପାରାଦୀପ, ୧୧ା୧ (ସ୍ବ.ପ୍ର.): ପାରାଦୀପଠାରେ ହେବାକୁ ଥିବା ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ କମ୍ପାନୀ ପକ୍ଷରୁ ଶୁକ୍ରବାର ଶିଳ୍ପ ପ୍ରଭାବିତ ଗ୍ରାମର ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ପାଇଁ ରୋଜଗାର ଯୋଗାଇବା ବ୍ୟବସ୍ଥା କରାଯାଇଛି। କମ୍ପାନୀ ପକ୍ଷରୁ ଢିଙ୍କିଆ, ଗଡ଼କୁଜଙ୍ଗ, ନୂଆଗଁ। ପଞ୍ଚାୟତର…

ଉନ୍ନତି, ଉପକୃତଙ୍କ ସମ୍ପର୍କରେ ମାଗିଲେ ରିପୋର୍ଟ

ଅନୁଗୋଳ ଅଫିସ/କଣିହଁ।, ୧୧।୧ – ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଅନୁଗୋଳ ଗସ୍ତର ଦ୍ୱିତୀୟ ଦିନରେ ନିଜ ବିଭାଗୀୟ କାର୍ଯ୍ୟକ୍ରମ ସମେତ ସରକାରଙ୍କ ଅଗ୍ରାଧିକାର ଯୋଜନା ଗୁଡ଼ିକର ସମୀକ୍ଷା କରିଛନ୍ତି। ବିଭିନ୍ନ…

ଜିଲା ସଂସ୍କୃତି ପରିଷଦର ସାଧାରଣ ପରିଷଦ ବୈଠକ: ଫେବୃୟାରୀ ୭ରୁ ଜିଲା ମହୋତ୍ସବ

ଅନୁଗୋଳ ଅଫିସ, ୧୧।୧ – ଅଷ୍ଟମ ଜିଲା ମହୋତ୍ସବ ପାଳନ ପାଇଁ ଜିଲା ସଂସ୍କୃତି ପରିଷଦର ସାଧାରଣ ବୈଠକ ଶୁକ୍ରବାର ଜିଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ମନୋଜ କୁମାର ମହାନ୍ତି ଏଥିରେ ଅଧ୍ୟକ୍ଷତା କରିବା ସହ ପୂର୍ବବର୍ଷ…

ରଣପୁର ଥାନାରେ ଦଲାଲ ସର୍ବେସର୍ବା, ଥାନାକୁ ଯିବାକୁ ଡରୁଛନ୍ତି ଲୋକେ: ଅଧିକାଂଶ ଘଟଣାରେ ରଖାଯାଉନି ଏତଲା

ରଣପୁର,୧୧ା୧ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାରେ ଚାଲିଛି ଦଲାଲଙ୍କ ରାଜ୍‌। ସେମାନଙ୍କ ବିନା ସହଯୋଗରେ ନ୍ୟାୟ ମିଳୁନି। ଏ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅଭିଯୋଗ କଲେ ନ୍ୟାୟ ମିଳିବା ବଦଳରେ ରୋଷର ଶିକାର ହେବାକୁ ପଡୁଛି। ଆମ ପୋଲିସ କାର୍ଯ୍ୟକ୍ରମ…

ଶ୍ରୀ ନୀଳମାଧବ ଜୀଉଙ୍କ ଦେବାଭିଷେକ: ଠାକୁରଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଖଣ୍ଡପଡ଼ା,୧୧ା୧(ସ୍ବ.ପ୍ର.): ପବିତ୍ର ପୌଷ ପୂର୍ଣ୍ଣମୀ ଅବସରରେ ଶୁକ୍ରବାର ଶ୍ରୀ ନୀଳମାଧବ ଜୀଉଙ୍କ ଦେବାଭିଷେକ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି। ଭୋର ୫ଟାରେ ଶ୍ରୀ ଜୀଉଙ୍କ ପହଡ ଭଙ୍ଗ ଓ ମଙ୍ଗଳ ଆଳତି ପରେ ମଇଲମ, ତଡପ ଲାଗି ଓ ଅବକାଶ ବଢିଥିଲା।…

ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ଘଟଣାର ପର୍ଦ୍ଦାଫାଶ: ଅଭିଯୁକ୍ତ ଭୁବନେଶ୍ୱରରୁ ଗିରଫ, କାର ଜବତ

ଯୋଡ଼ା, ୧୧।୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ସହରରେ ଥିବା ଏକ ବ୍ୟାଙ୍କର ଜଣେ ଗ୍ରାହକଙ୍କ ଆକାଉଣ୍ଟରୁ ଫୋନ ପେ ଆପ୍‌ ମାଧ୍ୟମରେ ଟଙ୍କା ଗାଏବ ଘଟଣାର ପୋଲିସ ପର୍ଦ୍ଦାଫାଶ କରଛି। ଏହି ଠକେଇ ଘଟଣାରେ ଅଭିଯୁକ୍ତ ବାବୁଲ ମହାନ୍ତକୁ ଶୁକ୍ରବାର ଭୁବନେଶ୍ୱରରୁ…

ନିଅଁ। ରେ ଚାଲିଲେ ମାନସିକଧାରୀ ଭକ୍ତ

ଯୋଡ଼ା, ୧୧।୧(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ସହରର ଭୂୟାଁ ବସ୍ତର କୋଠି ଶାଳରେ ସବୁବର୍ଷ ପରି ଚଳିତବର୍ଷ ଠାକୁରାଣୀ ମା’ଙ୍କ ଓଷା ମହା ଆଡମ୍ବରରେ ପାଳିତ ହୋଇ ଯାଇଛି । ପୌଷ ମାସରେ ହେଉଥିବା ମା’ ଠାକୁରାଣୀଙ୍କ ଏହି ଓଷାରେ ପାରମ୍ପରିକ…

ପୁରୁଣା ବୃତ୍ତି: ଅଲୋଡ଼ା ହୋଇ ବି ପୋଷୁଛି ପେଟ

କେନ୍ଦୁଝର, ୧୧ା୧ (ସ୍ବ.ପ୍ର.) ଆଗରୁ ଗ୍ରାମାଞ୍ଚଳରେ ଥିଲା କମାର ଶାଳ । ଲୋକେ ଛୁରି, ପନିକି, କଟୁରି, ଦା, କୋଦାଳ, ଟାଙ୍ଗିଆ ଆଦି କମାର ଶାଳରେ ପ୍ରସ୍ତୁତ କରିବା ସହ ଧାର କରିବା କାମ କରୁଥିଲେ। ଏବେ ଆଧୁନିକ ସଭ୍ୟତାରେ ଏସବୁ…

ମଣ୍ଡିରୁ ଧାନ ଉଠିବାରେ ବିଳମ୍ବ

ବନ୍ତ, ୧୧।୧ (ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ବ୍ଲକର ୧୪ଟି ମଣ୍ଡିରୁ ଧାନ ଉଠିବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ଚିନ୍ତାରେ ପଡ଼ିଯାଇଛନ୍ତି। ଧାନ ଅମଳ ସମୟରେ ବାରମ୍ବାର ଅଦିନିଆ ବର୍ଷା ନୟାନ୍ତ କଲାଣି। ଏପଟେ ମଣ୍ଡିରୁ ଧାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?