ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
ଖୋର୍ଦ୍ଧା ଅଫିସ,୨୨।୧: ଖୋର୍ଦ୍ଧା ଜିଲା ବାଲୁଗାଁ ଚିଲିକା କୂଳ ଜେଟି ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବାଣପୁର ଥାନା ବିଷ୍ଣୁଡିହ ଗାଁର ନକୁଳ ସାହୁଙ୍କ ପୁଅ ସୁକେଶ। ସୁକେଶ ଦୁଇଦିନ ହେବ ନିଖୋଜ ଥିଲେ। ଏନେଇ…
ରେଳ ଅଣ୍ଡରବ୍ରିଜ ନିର୍ମାଣ ଦାବି: ୧୨ ଘଣ୍ଟା କେସିଙ୍ଗା ବନ୍ଦ
କେସିଙ୍ଗା, ୨୨।୧: କଳାହାଣ୍ଡି ଜିଲାର ମୁଖ୍ୟଦ୍ୱାର ନିକଟରେ ରେଳ ଫାଟକ ରହିଛି। ଏହି ଫାଟକ ଦେଇ ୧୬ ନମ୍ବର ଜାତୀୟ ରାଜପଥ ଯାଇଛି। ଏହି ଫାଟକ ଦେଇ ଦିନରାତି ଟ୍ରେନ ଯିବାବେଳେ ପ୍ରାୟ ୧୬ ଘଣ୍ଟା ଗେଟ ବନ୍ଦ ରହୁଛି। ଫଳରେ…
ମାଓବାଦୀଙ୍କ ହିଂସାକାଣ୍ଡ: ୨ ଶ୍ରମିକଙ୍କୁ ନିସ୍ତୁକ ମାଡ
ରାୟଗଡ଼ା ଅଫିସ,୨୨।୧: କିଛି ଦିନର ନୀରବତା ପରେ ପୁଣି ଲାଲବାହିନୀର ବର୍ବରକାଣ୍ଡ। ଠିକା କ୍ୟାମ୍ପରେ ଲଙ୍କାକଣ୍ଡ ଘଟାଇ ରାୟଗଡ଼ା ଜିଲାରେ ପୁଣିଥରେ ନିଜର ଉପସ୍ଥିତିକୁ ଜାହିର କରିଛି ଲାଲ ବାହିନୀ। ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାୟ ୫୦ରୁ ୬୦ ଜଣ ସଶସ୍ତ୍ର…
ପିପିଲିରେ ଜାଗା କିଣି ରହୁଥିଲେ
ଅଞ୍ଜଳିଙ୍କୁ ଯୁବତୀ ପଠାଇବାରେ ବାଂଲାଦେଶରେ ଥିବା ତା’ର ଭଉଣୀ ସହଯୋଗ କରୁଥିଲେ। ବାଂଲାଦେଶରେ ଅଞ୍ଜଳି ଓ ଭଉଣୀଙ୍କ ନାଁରେ ହତ୍ୟା ମାମଲା ରହିଛି। ସେମାନେ ମଧ୍ୟ ଜେଲ୍ ଯାଇଛନ୍ତି। ଜେଲରୁ ବାହାରିବା ପରେ ଅଞ୍ଜଳି ସେକ୍ସ ର଼୍ୟାକେଟ ଚଳାଉଥିଲା। ଅନ୍ୟପକ୍ଷରେ ବ୍ରାଉନସୁଗାର…
ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର: ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ
ବାସୁଦେବପୁର, ୨୨।୧(ଡି.ଏନ.ଏ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବଳିବିନ୍ଧା ଗ୍ରାମର ଚାରିଘରିଆ ସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ଟି ପରିବାରର ୧୦ ବଖରା ଘର ସମ୍ପୂର୍ଣ୍ଣ ପୋଡିଯାଇଥିବା ଜଣାପଡିଛି। ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ…
ଶେଷରେ କପିଳାସ ଗଲା ନରହନ୍ତା ହାତୀ
ବନ୍ତଳା/ତାଳଚେର,୨୨।୧(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ ଚଳାଇଥିବା ନରହନ୍ତା ଦନ୍ତା ହାତୀକୁ ଶେଷରେ କପିଳାସ ପଠାଯାଇଛି। ସୋମବାର ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ ସଫଳ ହୋଇଥିଲେ ବି ରାତିରେ ସ୍ଥାନାନ୍ତର କରିବାରେ ବିଫଳ ହୋଇଛି। ଢେଙ୍କାନାଳ…
କଟକରେ ୫ଟି ସଚିବ: ବିଭିନ୍ନ ପ୍ରକଳ୍ପର କଲେ ଅନୁଧ୍ୟାନ
କଟକ ଅଫିସ,୨୨।୧: କଟକରେ ପହଞ୍ଚିଛନ୍ତି ୫ଟି ସଚିବ ଭି.ପାଣ୍ଡିଆନ। ବୁଧବାର ସକାଳ ୫ଟାରେ କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ମୁଖ୍ୟତଃ ହାଡ଼ିଆପଡାଠାରେ ପ୍ରସ୍ତାବିତ ବରଫି ପ୍ରକଳ୍ପ କାର୍ଯ୍ୟ ଉପରେ ପାଣ୍ଡିଆନ ସମୀକ୍ଷା କରିବା ସହିତ ଉକ୍ତ…
ଇଙ୍କ୍ଫେଷ୍ଟ ପଞ୍ଚମ ସନ୍ଧ୍ୟାର ଚତୁର୍ଥ କଥାଚକ୍ର: ବୟନ ଶିଳ୍ପ ଦେଇଛି ପରିଚୟ, ରୋଜଗାର
ସୋନପୁର,୨୧।୧(ନି.ପ୍ର.) – ବୟନ ଶିଳ୍ପ ହିଁ ସୁବର୍ଣ୍ଣପୁର ଜିଲାକୁ ଦେଶ ବିଦେଶରେ ପରିଚିତ କରିଛି। ଏଠାକାର କୁଶଳୀ ବୁଣାକାର ହସ୍ତତନ୍ତ ଓ ବୟନ କଳାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ନେଇଛନ୍ତି। ଶତାଧିକ ବର୍ଷ ଧରି ବୟନ, ବାନ୍ଧକଳାରେ ସମର୍ପିତ ହୋଇଛନ୍ତି…
ମୁଢ଼ି ମିକ୍ସଚର ଦେଇଛେ ଜୀବନ୍ଜିବ୍କା
କର୍ଲାମୁଣ୍ଡା, ୨୨।୧ (ଡି.ଏନ୍.ଏ.)-କଥାରେ ଅଛେ କାମ୍କେ ଛୋଟ୍ ବଡ଼ ନାଇଁ ଭାବି କରି କରମ୍ କରୁଥିବାର ଲୋକ୍ର ପେଟ୍ କେଭେ ଖାଲି ନାଇଁ ରହେ। ଏନ୍ତା ଗୁଟେ ଉଦାହରନ୍ ଦେଖ୍ବାକେ ମିଲିଛେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଂଚଲରେ। ସୂଚନା ଅନ୍ସାରେ…
ବଲାଙ୍ଗୀରରେ ହେବ ଫ୍ଲାଏଓଭର, ମିନି ସଚିବାଳୟ
ବଲାଙ୍ଗୀର ଅଫିସ, ୨୨|୧ – ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ମଙ୍ଗଳବାର ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ା ଏହି ବୈଠକରେ ମହିଳା ଓ…
ନାଟକ ମାଧ୍ୟମରେ ଭାଇଚାରା ପ୍ରତିଷ୍ଠା ହେଉଛି
ବଲାଙ୍ଗୀର ଅଫିସ, ୨୨ା୧ – ସର୍ବଭାରତୀୟ ବହୁଭାଷୀ ନାଟକ ଉତ୍ସବ ମଠଖାଇ ମହୋତ୍ସବର ତୃତୀୟ ସନ୍ଧ୍ୟା ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ପୂର୍ତ୍ତ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ନାଟକ ମାଧ୍ୟମରେ ଭାଇଚାରା ପ୍ରତିଷ୍ଠା ସମ୍ଭବ…
ସ୍ବାର୍ଥ ପାଇଁ ଗାନ୍ଧିଜୀଙ୍କୁ ବ୍ୟବହାର କରନାହିଁ
ବଲାଙ୍ଗୀର ଅଫିସ, ୨୨ା୧ – ସର୍ବଭାରତୀୟ ବହୁଭାଷୀ ମଞ୍ଚ ନାଟକ ସମାରୋହ ମଠଖାଇ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଛତିଶଗଡ ପ୍ରଦେଶ ରାୟଗଡର ଇଣ୍ଡିଆନ୍ ପିପୁଲ ଥିଏଟର ଆସୋସିଏଶନ୍ର ବହୁଚର୍ଚ୍ଚିତ ହିନ୍ଦୀ ନାଟକ ଗାନ୍ଧୀଚୌକ ମଞ୍ଚସ୍ଥ ହୋଇଥିଲା ା ଅଶୋକ ମିଶ୍ରଙ୍କ ରଚିତ…

