ଆମ ଜିଲା ଖବର

ଓମ୍‌ଫେଡ୍‌ ପାର୍ଲରରୁ ୪୦ ହଜାର ଚୋରି

ଭଦ୍ରକ ଅଫିସ, ୨୩।୧୦: ଭଦ୍ରକ ଟାଉନ ଥାନା ରାଜଘାଟ ଛକ ନିକଟସ୍ଥ ସୀତାରାମ କମ୍ପ୍ଲେକ୍ସଠାରେ ଥିବା ଓମ୍‌ଫେଡ୍‌ ପାର୍ଲରରୁ ୪୦ ହଜାର ଟଙ୍କା ଚୋରି ହୋଇଛି। ଏ ନେଇ ପାର୍ଲର ମାଲିକ କମଳା ସାହୁ ଟାଉନ ଥାନାରେ ଏତଲା ଦାଏର କରିବା…

ଜଳେଶ୍ୱରରେ ‘କଳାବତୀ’

ଜଳେଶ୍ୱର,୨୩।୧୦: ଜୈବିକ ପଦ୍ଧତିରେ କୃଷି କାର୍ଯ୍ୟ ଲାଗି ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପୋ ପଞ୍ଚାୟତର ଆମ୍ବପଞ୍ଜା ଗ୍ରାମର ଚାଷୀ ଶିବନାରାୟଣ ଜେନା ଓ ପୂର୍ଣ୍ଣଚନ୍ଦ୍ର ସାମଲ ଆଗଭର ହୋଇ ଏଥର ପରୀକ୍ଷାମୂଳକ ‘କଳାବତୀ’ଧାନ ଚାଷ ଆରମ୍ଭ କରିଛନ୍ତି। ଏହି…

ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଚୋରି : ଥାନାରେ ଅଭିଯୋଗ

ଯୋଡ଼ା,୨୩।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡ଼ି କଳିଙ୍ଗ ମାଇନିଂ କର୍ପୋରେଶନ ଖଣିର ପରିବହନ ଗେଟ୍‌ ସମୁଖରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ବାମେବାରୀ ଥାନାଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭାକୁରଗୁଡ଼ା ବିଦ୍ୟାଳୟ ବୁଲି ଦେଖିଲେ ପର୍ଯ୍ୟଟନ ମନ୍ତ୍ରୀ

ରାୟଗଡ଼ା,୨୩।୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଚାନକ ମନ୍ତ୍ରୀମାନେ ବିଦ୍ୟାଳୟ ଗସ୍ତକରି ଖାଦ୍ୟର ମାନ ପରଖିବାକୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ବୁଧବାର ରାୟଗଡ଼ା ଜିଲା ଗସ୍ତରେ ଥିବା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଅଚାନକ ଭାକୁରଗୁଡ଼ା ବିଦ୍ୟାଳୟ ପରିଦର୍ଶନ…

ମାଲକାନଗିରି ସୀମାନ୍ତରେ ମାଓବାଦୀ ହିଂସା: ଯୁବକଙ୍କୁ ୩ ରାଉଣ୍ଡ ଗୁଳି

ମାଲକାନଗିରି,୨୩।୧୦(ସ୍ବ.ପ୍ର.): ମାଲକାନଗିରି ଜିଲା ସୀମାନ୍ତରେ ପୁଣି ମାଓବାଦୀ ହିଂସା ଦେଖିବାକୁ ମିଳିଛି । ବିଚ୍ଛିନ୍ନାଞ୍ଚଳ ନିକଟ ଆନ୍ଧ୍ରପ୍ରଦେଶ ବିଶାଖା ଜିଲାର ଗୁଡ଼େମ ଥାନା ଅନ୍ତର୍ଗତ କୁମକୁମପୋଡ଼ି ଗ୍ରାମର ଲମ୍ବାୟା ପିଲାଲୁ ନାମକ ଜଣେ ଯୁବକଙ୍କୁ ମାଓବାଦୀମାନେ ୩ ରାଉଣ୍ଡ ଗୁଳି କରି…

ଶ୍ରମିକଙ୍କ ଛଟେଇକୁ ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ସୁନ୍ଦରଗଡ଼,୨୩।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁରସ୍ଥିତ ଡାଲ୍‌ମିଆ ସିମେଣ୍ଟରେ କେତେକ ଶ୍ରମିକଙ୍କ ଛଟେଇକୁ ନେଇ ଅଶାନ୍ତ ଦେଖାଦେଇଛି। ଏ ନେଇ ବୁଧବାର ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରି ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି। ତେବେ ମଧ୍ୟାହ୍ନରେ କାରଖାନା କର୍ତ୍ତୃପକ୍ଷଙ୍କ ସହିତ ଶ୍ରମିକ…

ଥାନାଧିକାରୀ ୧୦ ହଜାର ଲାଞ୍ଚ ନେବା ମାମଲା: ଅଭିଯୁକ୍ତଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ

ଜୟପୁର,୨୩।୧୦(ଡି.ଏନ୍‌.ଏ): କୋରାପୁଟ ଜିଲା ଜୟପୁରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଥାନାଧିକାରୀ ୧୦ ହଜାର ଲାଞ୍ଚ ନେଉଥିବା ମାମଲାରେ ବୁଧବାର ରାୟ ପ୍ରକାଶ ପାଇଛି । ଏଥିରେ ରାୟଗଡ଼ା ଜିଲା ବିଷମକଟକ ପୂର୍ବତନ ଥାନାଧିକାରୀ ନୀଳକଣ୍ଠ ମହାପାତ୍ରଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ…

ଓଏମ୍‌ସି ଷ୍ଟାଫ୍‌ ବସ ଉପରକୁ ତୀରମାଡ଼, ଜଣେ ଗୁରୁତର

କେନ୍ଦୁଝର,୨୩।୧୦(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଦୈତାରୀ ମାଇନ୍ସରୁ କାମ ସାରି କର୍ମଚାରୀଙ୍କୁ ଧରି ଫେରୁଥିବା କମ୍ପାନୀ ବସ ଉପରେ ଦୁର୍ବୃତ୍ତଙ୍କ ଧନୁତୀରରେ ଆକ୍ରମଣ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତୀରମାଡ଼ରେ ଜଣେ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଥିବା…

୫ ହଜାର ଲାଞ୍ଚ ନେବା ବେଳେ ଦର୍ପନାରାୟଣପୁର ଫରେଷ୍ଟର, ଓ୍ବାଚ୍‌ର୍‌ ଭିଜିଲାନ୍ସ ଦ୍ୱାରା ଗିରଫ

ରଣପୁର,୨୩ ।୧୦(ସ୍ବ.ପ୍ର.)-ଜଙ୍ଗଲରୁ ଜାଳେଣି କାଠ ବିକ୍ରି ପାଇଁ ଲାଞ୍ଚ ନେଉଥିବାବେଳେ ନୟାଗଡ ବନଖଣ୍ଡ ପଞ୍ଚରିଡା ରେଞ୍ଜ ଦର୍ପନାରାୟଣପୁର ଫରେଷ୍ଟର ଆଲୋକ କୁମାର ଗୁରୁ ଓ ୱାଚର ଜିତୁ ମଣ୍ଡଳ ଭୁବନେଶ୍ୱର ଭିଜିଲାନ୍ସ ଦ୍ୱାରା ବୁଧବାର ଗିରଫ ହୋଇଛନ୍ତି। ଉଭୟଙ୍କ ଠାରୁ ୫…

ଦୁଇ ମାସ ଧରି ହଷ୍ଟେଲରେ ନାହିଁ ବିଦ୍ୟୁତ୍‌: ଲଣ୍ଠନକୁ ଭରସା କରି ପାଠ ପଢ଼ୁଛନ୍ତି ଛାତ୍ର

ମୁନିଗୁଡା,୨୩।୧୦(ଡି.ଏନ୍‌.ଏ.): ସରକାର ଆଦିବାସୀ ଛାତ୍ରୀଛାତ୍ର ମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଅନେକ ଯୋଜନା କରୁଛନ୍ତି। ଛାତ୍ରୀଛାତ୍ର ମାନଙ୍କୁ ରହିବା ଓ ଖାଇବା ସହ ସମସ୍ତ ପ୍ରକାରର ସୁବିଧା ଦେଇ ପାଠ ପଢ଼ିବା ନିମନ୍ତେ ବିଭିନ୍ନ ହଷ୍ଟେଲ ଖୋଲାଯାଇଛି। ହେଲେ…

ବଞ୍ଚିବା ପାଇଁ ସଂଘର୍ଷ : ପେଟ ଲାଗି ୮୦ ବର୍ଷର ବୃଦ୍ଧ ସଂଗ୍ରହ କରୁଛନ୍ତି ବର୍ଜ୍ୟବସ୍ତୁ

ମାଲକାନଗିରି,୨୩।୧୦(ଡି.ଏନ୍‌.ଏ.): ପରିଣତ ବୟସରେ ମାତାପିତା ଭଲରେ ଗଣ୍ଡେ ଖାଇବା, ରହିବା ପାଇଁ ପରିବାରରେ ପୁଅ ବୋହୂ, ନାତି ନାତୁଣୀଙ୍କ ହାତକୁ ଚାହିଁଥାନ୍ତି। କିନ୍ତୁ ଜଣେ ୮୦ ବର୍ଷର ବୃଦ୍ଧ ନିଜେ ବଞ୍ଚିବା ପାଇଁ କିପରି ସଂଘର୍ଷ କରି ପରିବାରର ଭରଣପୋଷଣ କରୁଛନ୍ତି…

ବ୍ୟବସାୟୀଙ୍କ ବାଇକ୍‌ ଡିକି ଭାଙ୍ଗି ଲୁଟ୍‌: ସୁନାରୂପା ଗହଣା ସହ ୧୮ ହଜାର ନେଇଗଲେ ଲୁଟେରା, ପୋଲିସର ତଦନ୍ତ ଆରମ୍ଭ

ଭଣ୍ଡାରିପୋଖରୀ,୨୩।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅଞ୍ଚଳରେ ଦିନକୁ ଦିନ ଲୁଟେରାଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱ ବାରିକପୁର ବଜାର ରାସ୍ତାରେ ଜଣେ ବ୍ୟବସାୟୀଙ୍କଠାରୁ ସୋମବାର ରାତିରେ ଲୁଟ ହୋଇଛି। ବ୍ୟବସାୟୀ ପ୍ରଫୁଲ୍ଲ ସାହୁ ନିଜର ସୁନା ଦୋକାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri