ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନର ବନ୍ଦ ଡାକରା: କଳାହାଣ୍ଡି ଜିଲାର ସମସ୍ତ ବ୍ୟାଙ୍କ ବନ୍ଦ
ଭବାନୀପାଟଣା,୩୧।୧(ଡି.ଏନ୍.ଏ.): ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ ପକ୍ଷରୁ ଜାନୁୟାରୀ ୩୧ ଶୁକ୍ରବାର ଓ ଫେବୃୟାରୀ ୧ ଶନିବାର ସମସ୍ତ ବ୍ୟାଙ୍କ ବନ୍ଦ ଡାକରା ଦିଆଯାଇଛି। ସପ୍ତାହକୁ ୫ ଦିନ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ପ୍ରଚଳନ, ଦରମାର ପୁନଃ ନିର୍ଦ୍ଧାରଣ, ସମାନ କାମକୁ…
୫-ଟି ସଚିବଙ୍କ ହିଞ୍ଜଳି ଗସ୍ତ: ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ, ଶିକ୍ଷା ବ୍ୟବସ୍ଥା ସୁଧାର ଉପରେ ଗୁରୁତ୍ୱ
ଶେରଗଡ଼, ୩୧।୧(ଡି.ଏନ୍.ଏ.): ରାଜ୍ୟର ୫-ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଶୁକ୍ରବାର ଗଞ୍ଜାମ ଜିଲା ହିଞ୍ଜଳି ବ୍ଲକ ଗସ୍ତରେ ଆସି ବିଭିନ୍ନ ବିଦ୍ୟାଳୟ ଏବଂ ପ୍ରକଳ୍ପ ବୁଲି ଦେଖିଛନ୍ତି। ସକାଳ ୮ଟାରେ ସେ ନନ୍ଦିକ ଗ୍ରାମରେ ଥିବା ଉନ୍ନତ ଉଚ୍ଚ ବିଦ୍ୟାଳୟ ପହଞ୍ଚି…
ଅଜଣା ଗାଡ଼ି ଧକ୍କାରେ ୨ ମୃତ, ଜଣେ ଗୁରୁତର
ସୋର,୩୧।୧(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ଶପୁଲିଆଠାରେ ଶୁକ୍ରବାର ଏକ ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ଭଦ୍ରକ ଅସୁରାଳି ହଂସପୁର ଅଞ୍ଚଳର…
ଟ୍ରକ୍ ଧକ୍କାରେ ହାତୀ ମୃତ୍ୟୁ ଘଟଣା: ଘଟଣାସ୍ଥଳ ପରିଦର୍ଶନ କଲେ ଅତିରିକ୍ତ ପିସିସିଏଫ୍
ଢେଙ୍କାନାଳ ଅଫିସ,୩୧।୧: ଢେଙ୍କାନାଳ ଜିଲା ଓଡ଼ପଡ଼ା ବ୍ଲକ ପୋଡ଼ପଡ଼ା ଛକ ୫୫ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଘଟି ଗୋଟିଏ ହାତୀର ମୃତ୍ୟୁ ଘଟିଥିଲା। ଶୁକ୍ରବାର ଅତିରିକ୍ତ ପିସିସିଏଫ୍ ଶଶି ପଲ ଦୁର୍ଘଟଣାସ୍ଥଳରେ ପରିଦର୍ଶନ କରିଛନ୍ତି। ରେଞ୍ଜର, ବନ କର୍ମଚାରୀଙ୍କଠାରୁ ସେ ବିଭିନ୍ନ…
ଉଫୁଲା ମଣ୍ଡିରେ ପଡ଼ି ରହିଛି ଧାନ: ପ୍ରତିବାଦରେ ବୀରମହାରାଜପୁର-ସୋନପୁର ରାସ୍ତା ଅବରୋଧ କଲେ ଚାଷୀ
ଅମରପାଲି,୩୧।୧(ଡି.ଏନ୍.ଏ.): ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ମଣ୍ଡିରୁ ଧାନ ଉଠୁ ନ ଥିବା ପ୍ରତିବାଦରେ ଚାଷୀମାନେ ଶୁକ୍ରବାର ଧାରଣାକୁ ଓହ୍ଲାଇଛନ୍ତି। ସେମାନେ ବୀରମହାରାଜପୁର-ସୋନପୁର ମୁଖ୍ୟରାସ୍ତାର ଉଫୁଲାଠାରେ ଧାନବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି। ଖବରପାଇ ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ…
ମହାକାଳପଡ଼ାରେ ପକ୍ଷୀ ମଡ଼କ
ମହାକାଳପଡ଼ା,୩୧।୧(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରେ ପକ୍ଷୀ ମଡ଼କ ଦେଖାଦେଇଛି। କାଉ, କୋଇଲି, କୁକୁଡ଼ା, ବଗ ଆଦି ପକ୍ଷୀଙ୍କ ମୁଣ୍ଡ ବୁଲାଇବା ସହ ଥରିଥରି ପଡ଼ି ଯାଉଥିବା ଲକ୍ଷ୍ୟ କରାଯାଇଛି। ଏହି ବ୍ଲକର ବଉଳକଣି ପଞ୍ଚାୟତର ଛପାଲି, ବଡ଼ତୋଟା, ରାମନଗର,ବତୀଘର ଅଞ୍ଚଳରେ ପକ୍ଷୀ…
ତାରାତାରିଣୀଙ୍କୁ ଦର୍ଶନ କଲେ ଭି.କେ. ପାଣ୍ଡିଆନ: ମନ୍ଦିର ଉନ୍ନୟନ କାର୍ଯ୍ୟ ସମୀକ୍ଷା
ପୁରୁଷୋତ୍ତମପୁର,୩୧।୧(ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟିର ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ ଅଚାନକ ଗଞ୍ଜାମ ଜିଲାର ମା’ତାରା ତାରିଣୀଙ୍କ ଦର୍ଶନ ଲାଗି ଶୁକ୍ରବାର ସକାଳେ ଆସି ପହଞ୍ଚିଛନ୍ତି। ସେ ମା’ଙ୍କ ଦର୍ଶନ କରିବା ସହ ମନ୍ଦିରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର…
ସମସ୍ୟା ଘେରରେ ପ୍ୟାରୀମୋହନ ଏକାଡେମୀ
କଟକ ଅଫିସ,୩୧।୧: ପ୍ରାଚୀନ ସହର କଟକରେ ରହିଛି ଅନେକ ପୁରାତନ ଶିକ୍ଷାନୁଷ୍ଠାନ। ଏପରି କି ୧୦୦ବର୍ଷରୁ ଊର୍ଦ୍ଧ୍ୱ ସ୍କୁଲ ଏଠାରେ ସ୍ଥାପିତ ହୋଇଛି। ଭାରତର ସ୍ବାଧୀନତା ସଂଗ୍ରାମରେ ଏହି ଶିକ୍ଷାନୁଷ୍ଠାନଗୁଡିକର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଅନେକ ସଂଗ୍ରାମୀ ଏଠାରେ ଶିକ୍ଷାଲାଭ…
ନିର୍ଯାତନା ଅଭିଯୋଗ: ଉଦ୍ଧାର ହେଲେ ୭ ଫେରାର ଯୁବତୀ
ଖୋର୍ଦ୍ଧା ଅଫିସ,୩୧।୧: ଖୋର୍ଦ୍ଧା ପୌର ପରିଷଦର ସାମନ୍ତରାପୁରସ୍ଥିତ ସ୍ବେଚ୍ଛାସେବୀ ଅନୁଷ୍ଠାନର ଉଜାଲା ଗୃହରେ ରହୁଥିବା ୭ ଜଣ ଅସହାୟ ଯୁବତୀ ଗୁରୁବାର ସନ୍ଧ୍ୟାରେ ଫେରାର ହୋଇଯାଇଥିଲେ। ଖବରପାଇ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଚଢାଉ କରି ଉଦ୍ଧାର…
ଏମ୍ପି ଅନୁଭବଙ୍କ ବିରୋଧରେ ଅଭିଯୋଗ
କେନ୍ଦ୍ରାପଡା ଅଫିସ,୩୧।୧: ବିବାଦ କେନ୍ଦ୍ରାପଡା ଏମପି ଅନୁଭବ ମହାନ୍ତିଙ୍କ ପିଛା ଛାଡୁନାହିଁ। ପୂର୍ବରୁ ତାଙ୍କ ନାମରେ କଟକର ପୁରୀଘାଟ ଥାନା ଓ କେନ୍ଦ୍ରାପଡ଼ା ଟାଉନ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ଗୁରୁବାର ସନ୍ଧ୍ୟାରେ ପ୍ରଚାରପତ୍ର ବାବଦରେ ବାକି ଟଙ୍କା…
ଆଜି ମାଘ ଷଷ୍ଠୀ : ସ୍ନାନମଣ୍ଡପକୁ ବିଜେ ହେବେ ୩ ମହାଦେବ
କୋଣାର୍କ,୩୧।୧(ଡି.ଏନ୍.ଏ.): ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ନିମନ୍ତେ ପୁରୀ ଜିଲା ପ୍ରଶାସନ ଓ କୋଣାର୍କ ଏନ୍ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଶ୍ରଦ୍ଧାଳୁଙ୍କ ସ୍ନାନ ନିମନ୍ତେ ଡ୍ରେନେଜ ବିଭାଗ ପକ୍ଷରୁ ତୀର୍ଥ ପୁଷ୍କରିଣୀ ଖନନ କରାଯିବା ସହ ବ୍ଲିଚିଂ ପକାଯାଇ…
ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ
ପୁରୀ ଅଫିସ,୩୧।୧: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ଗୁରୁବାର ରଥକାଠ ଅନୁକୂଳ ହୋଇଛି। ଠିକ୍ ଏହିଦିନ ଇସ୍କନ ପକ୍ଷରୁ ମୁମ୍ବାଇରେ ଅନୁଷ୍ଠିତ ହୋଇଛି ରଥଯାତ୍ରା। ଏହି ଅଦିନିଆ ରଥଯାତ୍ରାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସମସ୍ତେ ଇସ୍କନକୁ…

