ଆମ ଜିଲା ଖବର

୨ କଲରାପତରିଆ ବାଘଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍‌, ଡାଇରେକ୍ଟର ଅଫ୍‌ ରେଭିନ୍ୟୁ ବିଭାଗ ଟ୍ରାକ୍‌ କରି…

ରାୟଗଡ଼ା,୧ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କୋଲନରା ଅଞ୍ଚଳରୁ ୨ଟି କଲରାପତରିଆ ବାଘ ଚମଡ଼ା ଜବତ ସହ ୪ ଜଣଙ୍କୁ ରାୟଗଡ଼ା ବନ ବିଭାଗ ସହାୟତାରେ ମୁମ୍ବାଇସ୍ଥିତ ଡାଇରେକ୍ଟର ଅଫ ରେଭିନ୍ୟୁ ଇଣ୍ଟେଲିଜେନ୍ସ ବିଭାଗ ଗିରଫ କରିଥିବା ଜଣାପଡ଼ିଛି । ଗିରଫ…

ଦିଗପହଣ୍ଡିରେ ସ୍ବାୟତ୍ତ ଶାସନ ଦିବସ ପାଳିତ, ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ୫୨ ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ଉତ୍ସବ ରବିବାର ସାରେ ଉଦ୍‌ଯାପିତ ହୋଇଯାଇଛି।ବଜାର ଗାନ୍ଧୀ ଛକଠାରେ ଏନ ଏ ସି କାର୍ଯ୍ୟ ର୍ନିବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ…

ଅନ୍‌ କରିବା ମାତ୍ରେ ହୁତୁହୁତୁ ହୋଇ ଜଳି ବ୍ଲାଷ୍ଟ ହେଲା ଗ୍ୟାସ୍‌ ଟାଙ୍କି, ପୋଡ଼ିଯାଇ ମହିଳା…

ଛତ୍ରପୁର, ୩୧।୮(ଦିଲୀପ ସାମଲ): ରୋଷେଇ କରିବାକୁ ଯାଇଥିବା ବେଳେ ଫାଟିଲା ଗ୍ୟାସ ଟାଙ୍କି। ପୋଡ଼ି ହୋଇ ଜଣେ ମହିଳା ଗୁରୁତର। ଏଭଳି ଏକ ଦୁର୍ଘଟଣା ରବିବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ହଂସପୁର ଗ୍ରାମରେ ଘଟିଛି ।  ଗୁରୁତର ମହିଳା ଜଣଙ୍କ ହେଲେ…

ଭଞ୍ଜନଗର ଏନ୍‌ଏସି ପାଳିଲା ସ୍ବାୟତ୍ତ ଶାସନ ଦିବସ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସି ପକ୍ଷରୁ ରବିବାର ସଂଧ୍ୟାରେ ସ୍ଥାନୀୟ ଟାଉନ ହଲ୍‌ରେ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏଥିରେ ଉପାଧକ୍ଷା ଶୁଭଶ୍ରୀ ଦାସ ଅଧ୍ୟକ୍ଷତା କରିଥିଲେ। ନିର୍ବାହୀ ଅଧିକାରୀ ମୁରଲୀ କ୍ରିଷ୍ଠା ପଣ୍ଡା ବାର୍ଷିକ…

ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟି ଘୋଷଣା କଲେ ସରକାର, ଖୁସିବ୍ୟକ୍ତ କରିବା ସହ…

ଛତ୍ରପୁର,୩୧।୮(ଦିଲୀପ ସାମଲ/ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁରବାସୀଙ୍କ ବହୁ ପ୍ରତିକ୍ଷୀତ ଆଶା ଆଜି ସଫଳ ହୋଇଛି। ଜିଲାର ସଦର ମହକୁମା ଛତ୍ରପୁର ଏନ୍‌ଏସିକୁ ରବିବାର ମୋହନ ସରକାର ମୁନିସିପାଲଟି ଭାବେ ଘୋଷଣା କରିଛନ୍ତି । ଏଥିପାଇଁ ଛତ୍ରପୁରବାସୀ ବହୁତ ଖୁସି ଥିବା…

ଦେଶ ସ୍ବାଧୀନତାରେ କୁର୍ମି କ୍ଷତ୍ରିୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା, ଡିସେମ୍ବରରେ… 

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଜିଲୁଣ୍ଡି ଅଞ୍ଚଳ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ସମ୍ମିଳନୀ ରବିବାର ବାଉଁଶଲୁଣ୍ଡିଠାରେ ଅନୁଷ୍ଟିତ ହୋଇଯାଇଛି। ଏଥିରେ ସଭାପତି ସରୋଜ କୁମାର ରାଉଳ ଅଧ୍ୟକ୍ଷତା କରିଥିଲେ । ଭଞ୍ଜନଗର ବିଧାୟକ  ପ୍ରଦ୍ୟୁମ୍ନ କୁମାର ନାୟକ…

ମାଁ ଫୁଲସୁନ୍ଦରୀଙ୍କ ବାର୍ଷିକ ଯାତ୍ରା ଆରମ୍ଭ, ସୁପରିଚାଳନା ପାଇଁ ବ୍ୟାପକ ବନ୍ଦୋବସ୍ତ

ଦିଗପହଣ୍ଡି,୩୧|୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି  ନୂଆସାହି  ଆରାଧ୍ଯ ଦେବୀ ମାଁ ଫୁଲସୁନ୍ଦରୀଙ୍କ ବାର୍ଷିକ ଯାତ୍ରା ଶୁଭାରମ୍ଭ ହୋଇଛି । ପ୍ରତିବର୍ଷ ଭଳି ଚଳିତ  ବର୍ଷ ମାଁ ଙ୍କ ଯାତ୍ରା ଭାଦ୍ରବ ଶୁକ୍ଳ ଏକାଦଶୀ ତିଥି ଠାରୁ ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବ।…

ମାଛମୁଣ୍ଡ ପାଇଁ ଗଡିଥିଲା ମୁଣ୍ଡ, ପଶ୍ଚିମବଙ୍ଗରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ଓଡିଶା ପୋଲିସ

ପୁରୁଷୋତ୍ତମପୁର,୩୧।୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଉପକଣ୍ଠ ପାଣ୍ଡିଆ ଛକ ନିକଟ ରୁଷିକୁଲ୍ୟା ନଦୀ ବ୍ରିଜ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଲୋକମାନ ସେଖ (୪୫)ଙ୍କ ହତ୍ୟା ମାମଲାରେ ପୁରୁଷୋତ୍ତମପୁର ପୋଲିସ ପଶ୍ଚିମବଙ୍ଗରୁ ଦୁଇ ଅଭିଯୁକ୍ତ ସୁନ୍ଦର ସେଖ (୨୮) ଓ…

ଜଗନ୍ନାଥପ୍ରସାଦକୁ ମିଳିଲା ଏନ୍‌ଏସି ମାନ୍ୟତା, ପରସ୍ପରକୁ ମିଠା ଖୁଆଇ କଲେ ଆଲିଙ୍ଗନ

ଜଗନ୍ନାଥପ୍ରସାଦ,୩୧ା୮(ବିଭୁପ୍ରସାଦ ପଟ୍ଟନାୟକ): ବହୁଦିନର ସ୍ବପ୍ନ ଆଜି ପୂରଣ ହୋଇଛି। କିଏ ବାଣ ଫୁଟାଇ ଉତ୍ସବ ପାଳନ କରୁଛନ୍ତି ତ କିଏ ପରସ୍ପରକୁ ମିଠା ଖୁଆଇ ଆଲିଙ୍ଗନ କରୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦରେ। ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି…

ପୂଜାପାଠ ପରେ ବିକିଥାନ୍ତେ ବାଘଛାଲ, ପୂର୍ବରୁ ଧରାପଡ଼ିଗଲେ ଅବସରପ୍ରାପ୍ତ ପୋଲିସ ଏଏସ୍‌ଆଇଙ୍କ ସହ…

ଭଞ୍ଜନଗର,୩୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କର୍ମଚାରୀ ରବିବାର ସକାଳେ ଏକ କଲରାପତରିଆ ବାଘଛାଲକୁ ଜବତ କରିଛନ୍ତି। ଏହି ମାମଲାରେ ଜଣେ ଅବସରପ୍ରାପ୍ତ ପୋଲିସ ଏଏସ୍‌ଆଇ, ଜଣେ ବାବାଜୀଙ୍କ ସମେତ ୭ ଜଣକୁ ଗିରଫ କରାଯାଇଛି। ଏହି…

ଲୋକଙ୍କ ପାଖରେ ସମସ୍ତ ଯୋଜନା ପହଞ୍ଚିବା ନେଇ ଆହ୍ବାନ ଦେଲେ ମନ୍ତ୍ରୀ

ଗୋପାଳପୁର,୩୧ା୮(ନବୀନ ରାଜ ଆଚାରୀ): ରବିବାର ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି l ସକାଳେ କାର୍ଯ୍ୟାଳୟରେ ପରିଷଦ ଅଧ୍ୟକ୍ଷ ଏ.ଜାନକୀ ରାମ ପତାକା ଉତ୍ତୋଳନ କରିଥିଲେ। ପରେ ନୂଆବସ୍‌ ଷ୍ଟାଣ୍ଡ ପରିସରରେ ଏକ…

ଦୀର୍ଘ ୫୨ ବର୍ଷପରେ ପୁରୁଷୋତ୍ତମପୁର ଏନଏସି ପାଳିଲା ସ୍ବାୟତ୍ତ ଶାସନ ଦିବସ

ପୁରୁଷୋତ୍ତମପୁର,୩୧।୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମଜିଲା ପୁରୁଷୋତ୍ତମପୁର ଏନଏସିରେ ସ୍ବାୟତ୍ତ ଶାସନ ଦିବସ ନିର୍ବାହୀଅଧିକାରୀ ଗୋବିନ୍ଦ ଡନସେନାଙ୍କ ସଂଯୋଜନାରେ ଓ  ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ରବିବାର ଇନଡୋର ଷ୍ଟାଡିୟମ ପରସରରେ ଅନୁଷ୍ଠିତ ହୋଇଯାଇଛି। ୧୯୭୩ରେ ଏନଏସି ପ୍ରତିଷ୍ଠାର ଦୀର୍ଘ ୫୨ ବର୍ଷପରେ ପ୍ରଥମକରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri