ଆମ ଜିଲା ଖବର

ମଦଭାଟି ସ୍ଥାନାନ୍ତର ନେଇ କୃଷକ ନେତାଙ୍କ ଅନଶନ: ପାଣି ପିଆଇ ଅନଶନ ଭାଙ୍ଗିଲେ ଉପଜିଲାପାଳ

ବଡ଼ଗାଁ,୧।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଫିସ ସମ୍ମୁଖରେ ମଦଭାଟି ସ୍ଥାନାନ୍ତର ନେଇ ଗତ ୨୫ ତାରିଖରୁ କୃଷକ ନେତା ରବୀନ୍ଦ୍ର ପଟେଲ ଆମରଣ ଅନଶନରେ ବସିଥିଲେ। ଶନିବାର ପୂର୍ବାହ୍ନରେ ପଟେଲ ଅନଶନରୁ ଓହରିଛନ୍ତି। ମାର୍ଚ୍ଚ ମାସ ପରେ ମଦ ଭାଟି…

ଯାତ୍ରା ଚାଲିଥିବା ବେଳେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ପୋଲିସକୁ ଦୁର୍ବ୍ୟବହାର

ପଦ୍ମପୁର,୧।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିଦେଇପୁର କପିଳମୁନି ପଡ଼ିଆରେ ଶୁକ୍ରବାର ରାତିରେ ଯାତ୍ରା ଚାଲିଥିବା ବେଳେ କିଛି ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ଜଣେ ଯୁବତୀଙ୍କୁ କମେଣ୍ଟ ମାରିବାକୁ କେନ୍ଦ୍ରକରି ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏ ନେଇ ସ୍ଥାନୀୟ…

ଡମ୍ପରକୁ ଧକ୍କାଦେଲା ହାଇଓ୍ବା: ଗାଡ଼ିରେ ଚାପିହେଲେ ଡ୍ରାଇଭର

ଯୋଡ଼ା,୧।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ୨ନଂ. ରାଜ୍ୟ ରାଜପଥ ତଥା ଜୁରୁଡି ଲାଲ୍‌ ଗେଟ୍‌ ଛକ ନିକଟ ରାସ୍ତାରେ ଶନିବାର ମଧ୍ୟାହ୍ନରେ ଡମ୍ପର ପଛକୁ ଏକ ହାଇଓ୍ବା ଧକ୍କା ଦେଇଛି। ଏଥିରେ ହାଇଓ୍ବା ଡ୍ରାଇଭର ଅରୁଣ ପ୍ରସାଦ ଗୁରୁତର…

ଜୟପୁର ସହରରେ ସମ୍ପୂର୍ଣ୍ଣ ସିସି କ୍ୟାମେରା ସଂଯୋଗ

ଜୟପୁର,୧।୨(ଡି.ଏନ୍‌.ଏ): କୋରାପୁଟ ଜିଲାର ଜୟପୁର ସହରରେ ସମ୍ପୂର୍ଣ୍ଣ ସିସି କ୍ୟାମେରା ସଂଯୋଗ କରାଯାଇଛି। କୋରାପୁଟ ଏସ୍‌ପି ମୁକେଶ କୁମାର ଭମୋଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି…

ଡାଲା ଅଟୋକୁ ଧକ୍କା ଦେଲା କ୍ୟାଣ୍ଟର: ଜଣେ ମୃତ, ୧୦ ଆହତ

ନୟାଗଡ଼ ଅଫିସ,୧।୨: ନୟାଗଡ଼ ଜିଲା ନୂଆ ଜଗନ୍ନାଥ ରାସ୍ତାର ଗୋଡ଼ିପଡା ଝରଣପୋଖରୀ ନିକଟରେ ଶନିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଡାଲା ଅଟୋକୁ କ୍ୟାଣ୍ଟର ଧକ୍କା ଦେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଆହତ ହୋଇଛନ୍ତି।…

ରାଇସ୍‌ ମିଲ୍‌ ନିର୍ମାଣକୁ ବିରୋଧ କଲେ ଗ୍ରାମବାସୀ

ପାଟଣା,୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ବଡ଼ପାଟଣା ପଞ୍ଚାୟତ କୁଆପଶି ମୌଜାରେ ୬ ଏକର ପରିମିତ ଜମିରେ ମେସର୍ସ ନାରାୟଣ ରାଇସ ମିଲ୍‌, ହୁଣ୍ଡଳା ତରଫରୁ ଏକ ରାଇସ୍‌ ମିଲ୍‌ ନିର୍ମାଣକୁ ବିରୋଧ କରାଯାଇଛି। ଏ ନେଇ ଶନିବାର କୁଆପଶି ଗ୍ରାମରେ…

ସୁଦର୍ଶନପୁର ପୂର୍ବତନ ସରପଞ୍ଚଙ୍କ ପରଲୋକ

ବାସୁଦେବପୁର,୧।୨: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଭୁବନାନନ୍ଦ ମଲିକଙ୍କ ଶନିବାର ଭୋର ସମୟରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଭୁବନାନନ୍ଦଙ୍କୁ ବାସୁଦେବପୁର ଚିକିତ୍ସାଳୟରେ ଭର୍ତ୍ତି…

ଚନ୍ଦ୍ରଭାଗାରେ ମାଘବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ,୧।୨(ଡି.ଏନ୍‌.ଏ.): ମାଘ ସପ୍ତମୀ ଉପଲକ୍ଷେ ଶନିବାର ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଏଥିସହ ମହୋଦଧି କୂଳରେ ସୂର୍ଯ୍ୟପୂଜା କରିବା ସହ ସୂର୍ଯ୍ୟଦର୍ଶନ କରିଥିଲେ। ପରେ କୋଣାର୍କ ଆସି ନବଗ୍ରହଙ୍କ ପୀଠରେ ପୂଜାର୍ଚ୍ଚନା କରି ହୋମଯଜ୍ଞ କରିଛନ୍ତି।…

ବରଗଡ଼ ସିଟି ହସ୍‌ପିଟାଲ ଦାବି: ସେଲ୍ଫିଜୋନ୍‌ ଆଗରେ ସଚେତନ ନାଗରିକ ମଞ୍ଚର ଧାରଣା

ବରଗଡ଼ ଅଫିସ୍‌,୧।୨- ବରଗଡ଼ ସହରରୁ ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା (ଖେଦାପାଲି) ନିକଟକୁ ଜିଲା ମୁଖ୍ୟ ଡାକ୍ତରଖାନା ଉଠିଯିବା ପରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍‌ପିଟାଲ ଘୋଷଣା ଦାବିରେ ଶନିବାର ବରଗଡ଼…

ସିଟି ହସ୍ପିଟାଲ ଦାବି: ଧାରଣାକୁ ଓହ୍ଲାଇଲା ଭାଜପା

ବରଗଡ଼ ଅଫିସ,୧।୨: ବରଗଡ଼ ସହରରେ ଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଆନ୍ଦୋଳନ ତେଜି ଉଠିଛି। ଏହି ଦାବି ନେଇ ଶନିବାର ଭାଜପା ସ୍ଥାନୀୟ ଥାନାଛକରେ ତିନି ଘଣ୍ଟିଆ ଧାରଣାକୁ ଓହ୍ଲାଇଛି। ଦଳର ଜିଲା ସଭାପତି…

୫ ଶ୍ରେଷ୍ଠ ନାଟକ ପୁରସ୍କୃତ

କଟକ ଅଫିସ, ୧।୨: ଥିଏଟର ମୁଭ୍‌ମେଣ୍ଟ ପକ୍ଷରୁ କଟକ କଳାବିକାଶ କେନ୍ଦ୍ରଠାରେ ଚାଲିଥିବା ଗ୍ଲୋବାଲ ଥିଏଟର ଫେଷ୍ଟିଭାଲ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପୂର୍ବତନ ନିର୍ବାଚନ କମିଶନର ରବିନାରାୟଣ ସେନାପତି ଯୋଗଦେଇଥିଲେ। ଗତ ୨୦ ତାରିଖରୁ ଚାଲିଥିବା…

ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଧାମନଗର,୧।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅସୁରାଳିର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଚରଣ ଦାସଙ୍କର ଶନିବାର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ଗୌରାଙ୍ଗ ଅନେକ ଦିନ ଧରି ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?