ଆମ ଜିଲା ଖବର

ଝିଅ ଜନ୍ମଦିନରେ ବାପାର ମୃତ୍ୟୁ! କେକ୍‌ ଆଣିବାକୁ ଯିବା ବେଳେ ଚଢ଼ିଗଲା ଟ୍ରକ୍‌

ସୋର,୧।୯: ଝିଅର ଜନ୍ମଦିନରେ କେକ୍ ଆଣିବାକୁ ଯାଇ ବାପାଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଗୋପିନାଥପୁର ପଞ୍ଚାୟତ ମଙ୍ଗଳପୁରର ଜଣେ ଯୁବକ କେକ୍ କିଣିବାକୁ ବାଗୁଡ଼ି ବଜାରକୁ ଯାଉଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଚଢ଼ାଇ ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର…

ଭଞ୍ଜନଗର ମ୍ୟୁନିସିପାଲିଟିରେ ୧୫ ଗ୍ରାମ ମିଶିବ: ବିଧାୟକ ମିଠା ବାଣ୍ଟିଲେ, ବାଣ ଫୁଟାଇଲେ ଲୋକେ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ରାଜ୍ୟ ସରକାର ଭଞ୍ଜନଗର ଏନଏସିକୁ ମ୍ୟୁନିସିପାଲିଟି ଘୋଷଣା କରିଛନ୍ତି। ଏଥିସହ ଜଗନ୍ନାଥପ୍ରସାଦକୁ ଏନଏସି ଘୋଷଣା କରିଛନ୍ତି। ଏହି ଖବର ଜଣାପଡିବା ପରେ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇବାକୁ ତାଙ୍କ ବାସଭବନରେ ଲୋକଙ୍କୁ ଭିଡ ଜମିଛି। ଏହାପରେ ଲୋକଙ୍କୁ ବିଧାୟକ ମିଠା…

ଅବ୍ୟବସ୍ଥା ଘେରରେ ଆଖଡ଼ା ବନ୍ଧ ସାହି: ସଫା ହେଉନି ଡ୍ରେନ, ଅଳିଆ ଆବର୍ଜନା ସ୍କୁଲ ପରିସର

ଗଞ୍ଜାମ,୧।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନମ୍ବର ୩ ଆଖଡ଼ା ବନ୍ଧ ସାହି l ଉକ୍ତ ସାହିରେ ୩୫ରୁ ୪୦ ପରିବାରର ପ୍ରାୟ ତିନିଶହରୁ ଉର୍ଦ୍ଧ୍ୱ ଲୋକ ବାସ କରନ୍ତି। ୧୯୬୫ରେ ସ୍ଥାପିତ ବହୁ ପୁରାତନ ଏକ୍ସ ବୋର୍ଡ ପ୍ରାଥମିକ…

ଲଟେରି ଜରିଆରେ ହେବ ବରମୁଣ୍ଡା ଦୋକାନ ବଣ୍ଟନ

ଭୁବନେଶ୍ୱର,୧।୯: ବିଡିଏ ଭାଇସ୍‌ ଚେୟାରମ୍ୟାନ ଡ.ଏନ୍‌ ତିରୁମାଲା ନାଏକ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ଦୋକାନ ବଣ୍ଟନ ହେବ ବୋଲି ସେ ସୂଚନା ଦେଇଛନ୍ତି। ୧୦ ଦିନ ଭିତରେ ୧୨୦ ଦୋକାନୀଙ୍କୁ ଲଟେରୀ…

ଗଞ୍ଜେଇ କାରବାର: ୩ ଜଣଙ୍କୁ ମାଡ଼ିବସିଲା ପୋଲିସ

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ):ପୋଲିସର ମାଦକଦ୍ରବ୍ୟ ବିରୋଧୀ ଅଭିଯାନରେ ଏକ ବଡ଼ ସଫଳତା ମିଳିଛି। ଗଞ୍ଜେଇ କାରବାର ଘଟଣାରେ ଟାଉନ ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୩ ତାରିଖ ଦିନ ଏକ ବିଶ୍ୱସନୀୟ ସୂଚନା…

କୀଟନାଶକ ଔଷଧ ଖାଇଦେଲେ ଯୁବକ, ତା’ପରେ ଘଟିଲା…

ବଲାଙ୍ଗୀର,୧।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଆଗଲପୁର ବ୍ଲକ ଅନ୍ତର୍ଗତ ରୋତ ଗାଁରେ ଜଣେ ଯୁବକ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆଗଲପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ…

ବିରଳ କୃତିତ୍ୱ ପାଇଁ ସରପଞ୍ଚଙ୍କୁ ସମ୍ବର୍ଦ୍ଧନା

ପାଟଣା,୧।୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ସରପଞ୍ଚ ବିନତି ବାନରା ନୂଆ ଦିଲ୍ଲୀର ୭୯ତମ ସାଧୀନତା ଦିବସ ପରେଡ଼ରେ ପଞ୍ଚାୟତ ରାଜ ସଦସ୍ୟ ଭାବେ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ଫେରିଛନ୍ତି। ଏଥିସହ ସେ ସାଧୀନତା…

ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ବଡ଼ ନିଷ୍ପତ୍ତି: ଭସାଣିରେ ଆଉ ବାଜିବନି…

ଭୁବନେଶ୍ବର,୧।୯: ଆଗକୁ ଦୁର୍ଗାପୂଜା। ଏନେଇ ବିଭିନ୍ନ କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମିଶନରେଟ୍‌ ପୋଲିସ ଏବଂ ଦୁର୍ଗା ପୂଜା କମିଟି ପକ୍ଷରୁ ସୋମବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।…

ନଦୀରେ ଭାସିଗଲେ ଗାଈ ଚରାଳି

ଉଦଳା,୧।୯: ମୟୂରଭଞ୍ଜ ଜିଲା ଦେଓ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ନଦୀପାର୍‌ ବେଳେ ଭାସିଯାଇ ଜଣେ ନିଖୋଜ ହୋଇଯାଇଛନ୍ତି। ବ୍ୟକ୍ତିଜଣକ କାଳିମେଘା ଗ୍ରାମର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତବକ, ବ୍ୟକ୍ତିଜଣକ ଗାଈ ଚରାଇବାକୁ ନଦୀ ପାର୍‌ ହେଉଥିଲେ। ହେଲେ…

ଶେଷରେ ସୁଇଟିଙ୍କୁ ମିଳିଲା ପୁରସ୍କାର: ଖୁସିବ୍ୟକ୍ତ କରି କହିଲେ…

ଗଞ୍ଜାମ,୧।୯(ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ଧନ୍ଦା ମୂଳକ ଶିକ୍ଷା (ଭୋକେଶନାଲ)ରେ ଟପ୍ପର ଛାତ୍ରୀ ସୁଇଟି ନାୟକ ଫାଷ୍ଟ ପ୍ରାଇଜ ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧନା ଦିଆଯାଇଥିଲା l ସ୍ବାୟତ୍ତ ଶାସନ ଦିବସ ଉପଲକ୍ଷେ ଏନଏସି ପ୍ରଶାସନ ପକ୍ଷରୁ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ…

ଉମରକୋଟ ହାତୀ ଉପଦ୍ରବ: ଚାଷୀଙ୍କ ହଜିଲା ନିଦ

ଉମରକୋଟ,୧।୯: ନବରଙ୍ଗପୁର ଜିଲାର ଉମରକୋଟ ବ୍ଲକରେ ଆତଙ୍କ ଖେଳାଉଛନ୍ତି ଛତିଶଗଡର ହାତୀ। ମକା ଫସଲ ନଷ୍ଟ କରି ଚାଷୀଙ୍କ ନିଦ ହଜାଇ ଦେଇଛନ୍ତି ହାତୀ ପଲ। ପୂର୍ବରୁ ଛତିଶଗଡ଼ ଓ ନବରଙ୍ଗପୁର ସୀମାନ୍ତ ରାଇଘର ବ୍ଲକ ରେ ଆତଙ୍କ ଖେଳାଉଥିବା ହାତୀଙ୍କ…

ଟମକା-ମଙ୍ଗଳପୁର ରାସ୍ତା ଅବରୋଧ କଲେ ବସ୍ତିବାସିନ୍ଦା

କାଳିଆପାଣି,୧ା୯(ଅସିତ ମହାନ୍ତ): ଯାଜପୁର ଜିଲାର ସୁକିନ୍ଦା ତହସିଲ ଅନ୍ତର୍ଗତ ରାସୋଳ ପଞ୍ଚାୟତ ମଲ୍ଲାରସାହି ବସ୍ତିରେ ଟ୍ରକ୍‌ ପାର୍କିଂକୁ ବିରୋଧ କରି ସୋମବାର ବସ୍ତି ବାସିନ୍ଦା ଟମକା-ମଙ୍ଗଳପୁର ରାସ୍ତାରେ ଧାରଣା ବସିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରବିବାର କ୍ରୋମାଇଟ ଲୋଡ଼ିଂ କରିବାକୁ ଆସିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri