ଆମ ଜିଲା ଖବର

ତହସିଲ କାର୍ଯ୍ୟାଳୟରେ ପୂର୍ବତନ ଏମ୍‌ପିଙ୍କ ଧାରଣା: କାଠ ବୋଝେଇ ଟ୍ରାକ୍ଟର ଜବତକୁ ବିରୋଧ

କୁଜଙ୍ଗ,୫ା୨(ଡି.ଏନ.ଏ.): ଏକ କାଠ ବୋଝେଇ ଟ୍ରାକ୍ଟରକୁ କୁଜଙ୍ଗ ପୋଲିସ ଜାନୁୟାରୀ ୨୬ରେ ଜବତ କରିଥିଲା। ତେବେ ଏହାକୁ ବେଆଇନ ଦର୍ଶାଇ ପୂର୍ବତନ ଏମ୍‌ପି ତଥା ଭାଜପା ନେତା ବିଭୂପ୍ରସାଦ ତରାଇ ଓ ତାଙ୍କ ସମର୍ଥକ ମଙ୍ଗଳବାର କୁଜଙ୍ଗ ତହସିଲ କାର୍ଯ୍ୟାଳୟରେ ଧାରଣା…

ପୁନରୁଦ୍ଧାର ହେବ କମାରଯୋଡା ପୋଖରୀ

ଯୋଡ଼ା, ୫।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ପୌରପାଳିକା ଅନ୍ତର୍ଗତ ୧୧ ନଂ ଓ୍ବାର୍ଡ କମାରଯୋଡା ବାଂଶପାଣିଠାରେ ଠାରେ ଥିବା କମାରଯୋଡା ପୋଖରୀର ପୁନରୁଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରବିବାର କମାରଯୋଡାଠାରେ ଯୋଡା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ…

ହାର ମାନିନାହାନ୍ତି କ୍ୟାନସର ପୀଡ଼ିତା ଦମ୍ପତି

କେନ୍ଦୁଝର, ୫ା୨ (ସ୍ବ.ପ୍ର.)-କେନ୍ଦୁଝର ସହରର ପବିତ୍ରଡିହା ସାହିରେ ରହୁଛନ୍ତି ଗୋପାଲ ଶର୍ମା(୬୪) ଙ୍କ ପରିବାର ା ବେଶ ଖୁସିରେ ତିନି ଝିଅ, ଜଣେ ପୁଅ ଓ ସ୍ତ୍ରୀ ସହିତ ଚଳିଆସୁଥିଲେ। ଗୋପାଳ ସ୍ଥାନୀୟ ଗାନ୍ଧୀ ଛକ ନିକଟରେ ଏକ ଛୋଟ ମୋବାଇଲ…

ଅତିରିକ୍ତ ତହସିଲଦାର, ଆର୍‌ଆଇଙ୍କୁ ଆକ୍ରମଣ ଘଟଣା: ୨୧ ଜଣଙ୍କ ନାମରେ ମାମଲା ରୁଜୁ

ଭଣ୍ଡାରିପୋଖରୀ, ୫ା୨(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବନ୍ଦାଳୋ ମଢ଼ିଆଳୀ ପଞ୍ଚାୟତ ବିରିଡ଼ିସ୍ଥିତ ବୈତରଣୀ ନଦୀପଠାରୁ ବେଆଇନ ବାଲି ଚୋରାଚାଲାଣ ରୋକିବାକୁ ଉଦ୍ୟମ କରି ମଞ୍ଜୁରିରୋଡ଼ ଅତିରିକ୍ତ ତହସିଲଦାର ଶରତ କୁମାର ସ୍ବାଇଁ ଓ ଆର୍‌ଆଇ ରାମନାରାୟଣ ସାମଲ ବାଲିମାଫିଆଙ୍କ ଆକ୍ରମଣର…

ଶୁଖିଲା ପଡିଛି ନଦୀ ଗର୍ଭ

ଧାମନଗର, ୫ା୨(ଡି.ଏନ.ଏ.)-ଧାମନଗର ବ୍ଲକରେ ନଦୀସଂସ୍କାର ଯୋଜନାରେ ସରକାର କୋଟିକୋଟି ଟଙ୍କା ବ୍ୟୟକରି ପୋତି ହୋଇ ପଡିଥିବା ବିଭିନ୍ନ ନଦୀର ସଂସ୍କାର କାର୍ଯ୍ୟ ହୋଇ ଚାଷୀମାନଙ୍କ ମନରେ ହସ ଫୁଟାଇଥିଲା। ପ୍ରଥମରୁ ଏହାକୁ ଚାଷୀକୂଳ ସ୍ବାଗତ କରିଥିବାବେଳେ ବର୍ତ୍ତମାନ ବର୍ଷା ଏବଂ ବନ୍ୟା…

ଦନ୍ତା ଆକ୍ରମଣରେ ଦୁଇ ଆହତ

ବଡ଼ସାହି,୫ା୨(ସ୍ବ.ପ୍ର)- ବଡ଼ସାହି ଥାନା ଅଧୀନ ଦେଉଳିଆ ପଞ୍ଚାୟତ ଗଦଗଦି ଗ୍ରାମର ଦୁଇ ମହିଳା ଦନ୍ତା ଆକ୍ରମଣରେ ଆହତ ହୋଇଛନ୍ତି ା ମହିଳା ଦ୍ୱୟ ହେଲେ ସେହି ଗ୍ରାମର ଲକ୍ଷ୍ମୀ ଟୁଡୁ ଓ କାପୁରା ହେମ୍ବ୍ରମ ା ବନବିଭାଗ ପକ୍ଷରୁ ଆହତମାନଙ୍କୁ ବାରିପଦା…

ବିଦ୍ୟୁତ୍‌ ଖୁଣ୍ଟ , ଗଛ ନ ଉଠିବାରୁ ଧାରଣା

ବେତନଟୀ, ୫ା୨(ଡି.ଏନ୍‌.ଏ.)- ବେତନଟୀ ବଜାରରେ ନୂତନ ରାସ୍ତା ନିର୍ମାଣ ଚାଲିଥିବା ବେଳେ ବିଦ୍ୟୁତ୍‌ ଖୁଣ୍ଟ ଓ ଗଛ ନ ଉଠିବାରୁ ବେତନଟୀ ସିଭିଲ୍‌ ସୋସାଇଟି ସଂଗଠନ ପକ୍ଷରୁ ବଙ୍ଗଳାଛକ ନିକଟ ପୂର୍ତ୍ତ ବିଭାଗ ଫାଟକ ସମ୍ମୁଖରେ ମଙ୍ଗଳବାର ଧାରଣା ଦିଆଯାଇଥିଲା। ଖବରପାଇ…

 ୮୦ ବର୍ଷୀୟା ମହିଳାଙ୍କୁୁ ମିଳୁନି ଭତ୍ତା 

ବଡ଼ସାହି,୫ା୨(ସ୍ବ.ପ୍ର)-୩୦ ବର୍ଷ ତଳେ ସ୍ବାମୀ ଆର ପାରିକୁ ଚାଲି ଗଲେଣି। ବୟସ ୮୦ ଛୁଇଁଲାଣି ା ଅଣ୍ଟାରେ ବଳ ନ ଥିବା ବେଳେ ଚାଲିବାକୁ ଅକ୍ଷମ ା ଏପରି ସ୍ଥଳେ ଆତ୍ମୀୟ ମୁହଁ ଫେରାଇ ନେଇ ଥିବାରୁ କେବଳ ନାତି ଆଶ୍ରାରେ…

କୃଷି ଯନ୍ତ୍ରପାତି ଉଦ୍ଭାବକ କୁନି ବୈଜ୍ଞାନିକଙ୍କୁ ସମ୍ବର୍ଦ୍ଧନା

ରୂପ୍‌ସା, ୫।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ବ୍ଲକର ୭ମ ଶ୍ରେଣୀ ଅଧ୍ୟୟନରତ କୁନି ବୈଜ୍ଞାନିକ ବିପ୍ଳବ କୁମାର ଘୋଷଙ୍କୁ ବେଣାପୁରା ‘ଜୀବନ ସାଥି’ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ସଙ୍ଗଠନର ପ୍ରତିଷ୍ଠାତା ସମ୍ପାଦକ ଇଂ. ଦୀପ୍ତିମାନ ପତିଙ୍କ ସମେତ କର୍ମକର୍ତ୍ତାଙ୍କ…

ବାଲେଶ୍ୱରରେ ପୋଲିସ ମହାନିର୍ଦ୍ଦେଶକ: ‘ଆପରାଧିକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖ’

ବାଲେଶ୍ୱର ଅଫିସ, ୫।୨-ଓଡ଼ିଶା ପୋଲିସ ବିଭାଗର ମହାନିର୍ଦ୍ଦେଶକ (ଡିଜିପି) ଅଭୟ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ବାଲେଶ୍ୱରରେ ପହଞ୍ଚତ୍ ପୂର୍ବାଞ୍ଚଳ ଆଇଜିଙ୍କ ଅଫିସ୍‌୍‌ରେ ୫-ଟି ଓ ମୋ ସରକାର ସହିତ ବିଭିନ୍ନ ଆପରାଧିକ ମାମଲାର ସମୀକ୍ଷା କରିଛନ୍ତି। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଜିଲାରେ…

ଧାନର ଅଭାବୀ ବିକ୍ରି ଅଭିଯୋଗ: ଜିଲା ଯୋଗାଣ ଅଧିକାରୀଙ୍କଠାରେ ଅଭିଯୋଗ କଲେ ଚାଷୀ

ବାଲେଶ୍ୱର ଅଫିସ, ୫।୨-ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ରୂପ୍‌ସା ଅଞ୍ଚଳର କସିପଦା ସେବା ସମବାୟ ଅଧୀନରେ ଥିବା ଚାଷୀମାନେ ଧାନ ବିକ୍ରି କରି ନ ପାରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଏହାର ପ୍ରତିବାଦ କରି ମଙ୍ଗଳବାର ଚାଷୀମାନେ ଜିଲା…

ଶେଷ ହେଲା ତିହିଡ଼ି ମହୋତ୍ସବ: ମନ ମୋହିଲେ ଶ୍ରବଣ କୁମାର ଓ ଗାନ୍ଧୀ, ଜବାହାର

ତିହିଡ଼ି,୪ା୨(ଡି.ଏନ୍‌.ଏ.)- ଭଦ୍ରକ ଜିଲା ତିହିଡ଼ି କାଳୀପଡ଼ିଆରେ ଶ୍ୟାମା କ୍ଲବ ପକ୍ଷରୁ ୫ଦିନ ଧରି ଚାଲିଥିବା ୩ୟ ତିହିଡ଼ି ମହୋତ୍ସବ ସୋମବାର ଉଦ୍‌ଯାପିତ ହୋଇଯାଇଛି । ମହୋତ୍ସବର ଫାଟକ ପାର୍ଶ୍ୱରେ ଶ୍ରବଣ କୁମାର ଓ ମହାତ୍ମାଗାନ୍ଧୀ ଏବଂ ଜବାହରଲାଲ ନେହେରୁଙ୍କ ଜୀବନ୍ତ ମୂର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?