ଆମ ଜିଲା ଖବର

ପିପିଲିରେ ଦନ୍ତା ଆତଙ୍କ: ୩ଜଣଙ୍କ ଜୀବନ ନେଲା, ୧୦ରୁ ଊର୍ଦ୍ଧ୍ୱ ଆହତ

ପିପିଲି,୨୩।୨(ଡି.ଏନ୍‌.ଏ.): ପୁରୀ ଜିଲା ବଳଙ୍ଗା ଓ ପିପିଲି ଥାନା ଅଧୀନ ଅଞ୍ଚଳରେ ରବିବାର ଦନ୍ତା ଉପଦ୍ରବ ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ମୃତକମାନେ ହେଲେ ଗୋପୀନାଥପୁର ଗ୍ରାମର ଯୁଗଳ କିଶୋର…

ଶାରୀଶୁଆ ଖଣିରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌: ୫ ଖଣି ମାଫିଆଙ୍କୁ ବାନ୍ଧିଲା; ଟ୍ରକ୍‌, ଟ୍ରାକ୍ଟର ଜବତ

ଖଇରା,୨୩।୨(ଡି.ଏନ୍‌.ଏ.): କଟକ କ୍ରାଇମ ବ୍ରାଞ୍ଚର ଏକ ଟିମ୍‌ ରବିବାର ବାଲେଶ୍ବର ଜିଲା ଖଇରା ତହସିଲର ଶାରୀଶୁଆ ପାହାଡରେ ୧୪୪ ଧାରା ଥିବା ବିଭିନ୍ନ ଖଣିରେ ଚଢାଉ କରି ୫ ଖଣି ମାଫିଆଙ୍କୁ ଗିରଫ କରିଛିି ା ଏଥିସହ ଗୋଟିଏ ଟ୍ରକ୍‌ ସମେତ…

ବଅଁରପାଳରେ ଭାରତ ବନ୍ଦ ପ୍ରଭାବ: ୫୫ନଂ. ଏନ୍‌ଏଚ୍‌ ଅବରୋଧ

ବଅଁରପାଳ,୨୩।୨(ଡି.ଏନ୍‌.ଏ.): ଭୀମ ଆର୍ମି ପକ୍ଷରୁ ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ବିରୋଧୀ ରାୟ ଓ କେନ୍ଦ୍ର ସରକାରଙ୍କ ଏନ୍‌ପିଆର, ଏନ୍‌ଆର୍‌ସି, ସିଏଏ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି। ଅନୁଗୋଳ ଜିଲା ବଅଁରପାଳଠାରେ ରବିବାର…

ବରଗଡ଼ରେ ଭାରତ ବନ୍ଦ ପ୍ରଭାବ: ଦୋକାନ ବଜାର ବନ୍ଦ, ଯାତାୟାତ ଠପ୍‌

ବରଗଡ଼ ଅଫିସ, ୨୩।୨- ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ରାୟକୁ କେନ୍ଦ୍ର କରି ରବିବାର ଭୀମ ଆର୍ମି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ବରଗଡ଼ରେ ଅନୁଭୂତ ହୋଇଛି। ସ୍ଥାନୀୟ ପରିବା ବଜାର ବ୍ୟତୀତ ଅନ୍ୟ ଦୋକାନ ବଜାର ବନ୍ଦ ଥିବାବେଳେ…

ବଲାଙ୍ଗୀରରେ ବନ୍ଦ ପାଳନ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା, ବିଭିନ୍ନ ସ୍ଥାନରେ ବିକ୍ଷୋଭ

ବଲାଙ୍ଗୀର ଅଫିସ, ୨୩।୨- ଏସ୍‌ସି, ଏସ୍‌ଟି, ଓବିସିମାନଙ୍କୁ ପଦୋନ୍ନତି ଆରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଦିଆଯାଇଥିବା ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ ବଲାଙ୍ଗୀରରେ ବନ୍ଦ ପାଳନ ପ୍ରଭାବ ଦେଖିବାକୁ ମିଳିଛି। ଏହାକୁ ନେଇ ସହରର ସମସ୍ତ ଦୋକାନ ବଜାର, ଗାଡ଼ି…

ବଡ଼ଦାଣ୍ଡରେ ନାବାଳକଙ୍କ ଭିକ୍ଷାବୃତ୍ତି: ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁର ବାସ୍ତବତାକୁ ନେଇ ପ୍ରଶ୍ନ

ପୁରୀ ଅଫିସ, ୨୩ା୨: ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ। ୬ରୁ ୧୪ ବର୍ଷ ବୟସର ପିଲାଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରି ସାମାଜିକ, ଆଞ୍ଚଳିକ ତଥା ଲିଙ୍ଗଗତ ବୈଷମ୍ୟ ଦୂର କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। କିନ୍ତୁ ଅନେକ ସମୟରେ…

୩ ପ୍ରତିଭାଙ୍କୁ ରେଭେନ୍‌ଶା ରତ୍ନ ସମ୍ମାନ

କଟକ ଅଫିସ,୨୩ା୨: ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ସେଭେନ ପିଲାର ଅଫ ୱିଜଡମ ଠାରେ ଟି.ଇ. ରେଭେନ୍‌ଶାଙ୍କ ୧୦୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଫାଇଟ ଫର ଦି ଫାଉଣ୍ଡେଶନ ଅଫ ରେଭେନ୍‌ଶା ଇନଷ୍ଟିଚ୍ୟୁସନ୍ସ ଟ୍ରଷ୍ଟ(ଏଫଏଫଆରଆଇ)ପକ୍ଷରୁ ରେଭେନ୍‌ଶା ରତ୍ନ ସମ୍ମାନ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା…

ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାରେ ଖପୁରି

ପୁରୀ ଅଫିସ,୨୩ା୨: ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ରାସ୍ତାରେ ମଣିଷ ଖପୁରି। ଟାଉନ ହଲ୍‌ ପଟୁ ସାଇ ମନ୍ଦିର ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ରାସ୍ତାରେ ଶନିବାର ୨ଟି ମଣିଷ ଖପୁରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଗୋଟିଏ ଖପୁରି ଜିଲାପାଳଙ୍କ କାର୍ଯ୍ୟାଳୟ…

ସୁନ୍ଦରଗଡ଼ ଜିଲା ଚିଠି: ସ୍ଥାନୀୟ ନିଯୁକ୍ତି

ଶିଳ୍ପ ଓ ଖଣି ଖାଦାନ ବହୁଳ ସୁନ୍ଦରଗଡ଼ ଜିଲାରେ ନିଯୁକ୍ତି ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। କାମଧନ୍ଦା ଅଭାବରୁ ଜିଲାର ବହୁ ବେକାର ଯୁବକଯୁବତୀ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲି ଯାଉଛନ୍ତି। ଯେଉଁ କେତେକ ପ୍ରକଳ୍ପର କାମ ଚାଲୁ…

ବରଗଡ଼ରେ ଭାରତ ବନ୍ଦର ପ୍ରଭାବ: ଦୋକାନ ବଜାର ବନ୍ଦ, ଯାତାୟାତ ଠପ୍‌

ବରଗଡ଼ ଅଫିସ, ୨୩।୨- ସୁପ୍ରିମକୋର୍ଟଙ୍କ ସଂରକ୍ଷଣ ରାୟକୁ କେନ୍ଦ୍ର କରି ରବିବାର ଭୀମ ଆର୍ମି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ବରଗଡ଼ରେ ଅନୁଭୂତ ହୋଇଛି। ସ୍ଥାନୀୟ ପରିବା ବଜାର ବ୍ୟତୀତ ଅନ୍ୟ ଦୋକାନ ବଜାର ବନ୍ଦ ଥିବାବେଳେ…

ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ୨ବର୍ଷ:‘ଜୀବନରେ ଲୁହ ଛଡ଼ା କିଛି ନାହିଁ’

ବଲାଙ୍ଗୀର ଅଫିସ/ପାଟଣାଗଡ଼ (ଡି.ଏନ.ଏ.), ୨୩ା୨: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ରବିବାର ୨ ବର୍ଷ ପୂରିବ। ଏହି ୨ ବର୍ଷ ଭିତରେ ନ୍ୟାୟ ତ ମିଳି ପାରିନାହିଁ କେବଳ ଲୁହ, କୋହ ଓ ଲାଞ୍ଛନା ମିଳିଛି ବୋଲି ପାର୍ସଲ…

ମୁହଁ ଖୋଲିଲେ ଅନୁପଙ୍କ ପରିବାରବର୍ଗ, ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ସୁରକ୍ଷା ମାଗିଲେ

ଝାରସୁଗୁଡା ଅଫିସ, ୨୩ା୨: ଝାରସୁଗୁଡା ଜିଲା ବ୍ରଜରାଜନଗରର କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲିଙ୍କୁ ହତ୍ୟାକାଣ୍ଡ ଘଟଣା ଦିନକୁ ଦିନ ଭିନ୍ନ ମୋଡ ନେଉଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ପୋଲିସ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?