ଆମ ଜିଲା ଖବର

ମାମୁଙ୍କ ବରଯାତ୍ରୀରେ ନାଚୁଥିବା ବେଳେ ୬ ବର୍ଷର ଝିଅକୁ ନେଇ କରିଥିଲେ ବଳାତ୍କାର, ଆସିଲା ବଡ଼ ରାୟ

ସମ୍ବଲପୁର,୩୦ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳରେ ୨୦୨୪ରେ ସଂଘଟିତ ଏକ ଶିଶୁକନ୍ୟା ବଳାତ୍କାର ମାମଲାରେ ସମ୍ବଲପୁର ଅତିରିକ୍ତ ଜିଲାଜଜ୍‌ ତଥା ପୋକ୍‌ସୋ ଅଦାଲତ ସ୍ବତନ୍ତ୍ର ବିଚାରପତି ଅଭିଳାଷ ସେନାପତି ଶନିବାର ଅଭିଯୁକ୍ତଙ୍କୁ ୩୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…

ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଟଙ୍କା କାରବାର! ମାଗୁଛନ୍ତି…

ପୁରୀ,୩୧ା୮(ଅଜିତ୍‌ କୁମାର ମହାନ୍ତି): ଅନ୍‌ଲାଇନରେ ମହାପ୍ରଭୁଙ୍କ ପୂଜା ହେବା ନେଇ ଏକ ଆପ୍‌ରେ ଦର୍ଶାଯାଇଛି। ଏହା ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ‘ପୂଜା ପରିସେବା ଡଟ୍‌ କମ’ ନାମକ ଏକ ଅନଲାଇନ ଆପ୍ଲିକେସନ ମାଧ୍ୟମରେ ଅନ୍‌ଲାଇନରେ ମହାପ୍ରଭୁଙ୍କ ସେବାକରିବା ନେଇ…

ଉଗ୍ରରୂପ ନେଲା ଦୁଇଜଣଙ୍କ ଝଗଡ଼ା, ଧସ୍ତାଧସ୍ତି ସମୟରେ…

ବୈଶିଙ୍ଗା,୩୦ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅନ୍ତର୍ଗତ ବାମଡ଼ା ଗ୍ରାମରେ ଶୁକ୍ରବାର ଦୁଇ ଜଣଙ୍କ ଝଗଡ଼ା ଶନିବାର ସନ୍ଧ୍ୟାରେ ପ୍ରତିଆକ୍ରମଣର ରୂପ ନେଇଥିଲା। ଏଥିରେ ଦୁଇ ଜଣ ଆହତ ହୋଇ ଜଣେ ବୈଶିଙ୍ଗା ଡାକ୍ତରଖାନାରେ ଆଉ ଜଣେ ରୂପ୍‌ସା ଡାକ୍ତରଖାନାରେ…

ଗାଡ଼ି ଭିତରେ ଯୁବତୀଙ୍କୁ ବଳାତ୍କାର କଲେ ୬ ଯୁବକ,  ଚିତ୍କାର କରିବାରୁ…

ଉଦଳା,୩୦ା୮(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଚାକିରି କରାଇଦେବା ବାହାନାରେ ଜଣେ ଯୁବତୀଙ୍କୁ ଡାକି ନେଇ ରାସ୍ତାକଡରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଶନିବାର ଉଦଳା ଥାନାରେ ଅଭିଯୋଗ…

ରାଜ୍ୟର ଶ୍ରେଷ୍ଠ ପୁରସ୍କାର ପାଇବ କୋରାପୁଟ ପୌରାଞ୍ଚଳ

କୋରାପୁଟ,୩୦ା୮(ଅମିତାଭ ବେହେରା): ସ୍ବାୟତ୍ତ ଶାସନ ଦିବସରେ ଉଲେଖନୀୟ କାର୍ଯ୍ୟ ପାଇଁ କୋରାପୁଟ ମ୍ୟୁନିସିପାଲିଟିକୁ ରାଜ୍ୟର ଶ୍ରେଷ୍ଠ ପୌରାଞ୍ଚଳ ଭାବେ ପୁରସ୍କୃତ କରାଯିବ ବୋଲି କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପ୍ରକାଶ କରିଛନ୍ତି। ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ…

୭ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ହଡ଼ପ: ବନ୍ଧା ହେଲେ ପୂର୍ବତନ ପିଇଓ

କଳିଙ୍ଗନଗର,୩୦ା୮(ଶୁଭାଶିଷ ରାଉତ): ୭ ଲକ୍ଷ ୩୫୦୦୦ ହଜାର ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଯାଜପୁର ଜିଲା ସୁକିନ୍ଦା ବ୍ଲକର ପୂର୍ବତନ ପିଇଓ ସନ୍ତୋଷ କୁମାର ଜେନାଙ୍କୁ ଦାନଗଦୀ ବ୍ଲକରୁ ଗିରଫ କରିଛି କଟକ ଭିଜିଲାନ୍ସ ବିଭାଗ। କେସ୍‌ ନମ୍ବର ୨୬/୨୫ରେ ଏକ…

ସେପ୍ଟେମ୍ବର ୨ ତାରିଖ ଭବାନୀପାଟଣା ନୂଆଁଖାଇ ଛୁଟି: ଘୋଷଣା କଲେ ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଆସନ୍ତା ସେପ୍ଟେମ୍ବର ୨ ତାରିଖ ମଙ୍ଗଳବାର କଳାହାଣ୍ଡି ଜିଲାର ଭବାନୀପାଟଣା ସମେତ ଗଡ଼ ଜାତ ଅଞ୍ଚଳରେ ନୂଆଁଖାଇ ପାଳନ ହେବ। ତେବେ ଏହି ଦିନକୁ ଛୁଟି ଘୋଷଣା କରିବା ପାଇଁ କଳାହାଣ୍ଡି ଜିଲାପାଳ ଗତ ୨୬ ତାରିଖ…

ଗୋଟିଏ ଜୁଇରେ ଜଳିଲେ ନାତୁଣୀ, ଜେଜେ: ନାତୁଣୀ ମୃତ୍ୟୁ ଖବର ଶୁଣୁଶୁଣୁ…

ଯାଜପୁର,୩୦।୮: ଗୋଟିଏ ଜୁଇରେ ଜଳିଲେ ନାତୁଣୀ, ଜେଜେ। ନାତୁଣୀଙ୍କ ମୃତ୍ୟୁ ଖବର ଶୁଣି ଜେଜେବାପାଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲିଚନ୍ଦ୍ରପୁର ଥାନା ଗୋବଣ୍ଟିଆ ଗାଁରେ। ସାପ କାମୁଡ଼ାରେ ୧୫ ବର୍ଷୀୟା ନାତୁଣୀଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ଶୁଣୁଶୁଣୁ…

କିଏ ହେଲେ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା କମିଟି ସଭାପତି

ଦିଗପହଣ୍ଡି,୩୦।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରର ଆରାଧ୍ୟା ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ପରିଚାଳନା ପାଇଁ ଏକ କମିଟି ଗଠିତ ହୋଇଯାଇଛି। ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଶିବ ଶଙ୍କର ମହାଙ୍କୁଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଇନଜୀବି…

ସାଙ୍ଗଠନିକ ଏକତା ବଜାୟ ରଖିବାକୁ….

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବଡ଼ଖେମୁଣ୍ଡି ତାଲୁକା ମଧୁବୈଶ୍ୟ ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସଭାପତି ଗଣେଶ୍ବର ସାହୁଙ୍କ ସଭାପତିତ୍ୱପରେ ସମ୍ପାଦକ ସୁଧାକର ସାହୁ ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ। ଏହାପରେ ମଧୁବୈଶ୍ୟ ସମାଜର…

ଖବର ପ୍ରକାଶ ପରେ ରଥ ସାହି ଛକରେ ଲାଗିଲା ହାଇମାଷ୍ଟ ଲାଇଟ୍‌

ପୁରୁଷୋତ୍ତମପୁର,୩୦ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ମୁଖ୍ୟ ରଥସାହି ଛକଟି ୪ ମାସରୁ ଊର୍ଦ୍ଧ୍ୱ ହେଲା ଅନ୍ଧକାର ରହିଥିବା ବେଳେ ଧରିତ୍ରୀ ପ୍ରଭାବରେ ଶନିବାର ଆଲୋକିତ ହୋଇଛି। ସହରର ଏହି ମୁଖ୍ୟ ଅନ୍ଧାରରେ ରହିଥିଲେ ସୁଦ୍ଧା ଏଥିପ୍ରତି ଏନ୍‌ଏସି ନିର୍ବାହୀ…

ଡଙ୍ଗାଘାଟ ଗାଁରେ ଗୋଷ୍ଠୀ ସଂଘର୍ଷ : ୫ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର,୩୦ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ତୁଷୁରା ବାହାଲ ପଞ୍ଚାୟତ ଡଙ୍ଗାଘାଟ ଗାଁରେ ଚାଷଜମିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହୋଇଥଲା। ଏଥିରେ ୩ ଜଣ ଗୁରୁତର ହୋଇଥିବା ବେଳେ ୪ ଜଣ ଆହତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri