ଆମ ଜିଲା ଖବର

ବିଛୁପାଲିରୁ-ସୋନପୁରକୁ ଗଡିବ ଟ୍ରେନ୍‌, ଟେଣ୍ଡର ଆହ୍ବାନ କଲା ରେଳ ବିଭାଗ

ସୋନପୁର,୨୬।୨(ନି.ପ୍ର) – ୨୮୯ କିଲୋମିଟର ଦୈଘ୍ୟ ବିଶିଷ୍ଟ ଓଡ଼ିଶାର ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ଏବେ ତ୍ୱରାନ୍ବିତ ହୋଇଛି। ବଲାଙ୍ଗୀର ପଟୁ ବିଛୁପାଲିରୁ ସୋନପୁର ପର୍ଯ୍ୟନ୍ତ ୩୫ କିଲୋମିଟର ରେଳପଥ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରିଛି ରେଳ ବିଭାଗ। ସେପ୍ଟେମ୍ବର…

ବିପଦ୍‌ ଅବସ୍‌ତାରେ କେଗାଁ ସ୍ବାସ୍ଥ୍ୟକେନ୍ଦ୍ର କୁଠା

କେଗାଁ, ୨୬।୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଛେ କେଗାଁ ପ୍ରାଥମିକ ସ୍ବାସ୍ଥ୍ୟ ଉପକେନ୍ଦ୍ର। ଉପକେନ୍ଦ୍ରଟା ଭଂଗା ଦଦ୍‌ରା ହେଇ ବିପଦ୍‌ ଅବସ୍‌ତାରେ ରହିଛେ। ଏନ୍‌ତାଥି ଇଠାନେ କାମ୍‌ କରୁଥିବାର ସୁଆସ୍‌ତିଅ କରମୀ ଝନ୍‌କ…

ଦିବ୍ୟାଙ୍ଗ ଭତାରୁ ବଁଚିତ୍‌ ଯଶୋଦା

ଲାଠୋର, ୨୬।୨ (ଡି.ଏନ୍‌.ଏ.)- ସରକାର ଦିବ୍ୟାଙ୍ଗମାନକୁ ସମାଜର ମୁଖିଆ ଧାରରେ ସାମିଲ କରବାର ଲାଗି ଭିନେ ଭିନେ ଯୋଜନାରେ ସାମିଲ କରୁଛନ୍‌। ହେଲେ ଅନେକ୍‌ ଜାଗାରେ ଦିବ୍ୟାଙ୍ଗମାନେ ଇ ସରକାରୀ ସୁବିଧା ପାଏବାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ…

ସବୁ ପରକାର ସରକାରୀ ଯୋଜନାରୁ ବଁଚିତ୍‌: ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌ ବୁରୁଧ୍‌ ଦମ୍ପତି

ଲାଠୋର, ୨୬।୨ (ଡି.ଏନ୍‌.ଏ.)- ସରକାର ଗରିବ୍‌ ଦୁଖିକୁ ଭିନେ ଭିନେ ଯୋଜନାରେ ପକାଘର, ଚାଉଲ, ଭତା ଆଦି ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ ହକ୍‌ଦାର ହିତାଧିକାରୀ କେହେନ୍‌ସି ନାଇଁ କେହେନ୍‌ସି କାରନ୍‌ରୁ ସରକାରୀ ଯୋଜନାରୁ ବାଦ୍‌ ପଡ଼ି ବଡ଼ା ଗୁଲ୍‌ଗୁଲା…

ବଲାଙ୍ଗୀରରେ ବର୍ଷା, ଘୂର୍ଣ୍ଣିଝଡର ତାଣ୍ଡବ

ବଲାଙ୍ଗୀର ଅଫିସ, ୨୬।୨ – ବଲାଙ୍ଗୀରରେ ସୋମବାର ବିଳମ୍ବିତ ରାତିରେ ଘୂର୍ଣ୍ଣିଝଡ ସହ ପ୍ରବଳ ବର୍ଷା ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବଲାଙ୍ଗୀର ସହରରେ ବହୁ ବିଦ୍ୟୁତ୍‌ ଖୁଣ୍ଟ, ଗଛ ଭାଙ୍ଗି ପଡିବାରୁ ସହରର ଅର୍ଦ୍ଧାଧିକ ଅଞ୍ଚଳରେ ବିଦ୍ୟୁତ୍‌…

ଅନୁଗୋଳ ଜିଲାରେ ୧୬୬.୬ ମିମି ବର୍ଷା

ଅନୁଗୋଳ ଅଫିସ, ୨୬।୨ – ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଯୋଗୁ ଜନଜୀବନ ଅସୁବିଧାର ସମ୍ମୁଖୀନ ହୋଇଛି। ରବିବାର ରାତିରେ ଝିପିଝିପି ହୋଇଥିବା ବର୍ଷା ସୋମବାର ପୂର୍ବାହ୍ନରେ ଛାଡ଼ିଥିଲା। ହେଲେ ଦିନ ତମାମ କୋହଲା ପାଗ ରହିଥିବା ବେଳେ…

ନାହାନ୍ତି ବିଶେଷଜ୍ଞ ଡାକ୍ତର

ବଅଁରପାଳ, ୨୬ା୨(ଡି.ଏନ.ଏ.) – ସ୍ବାସ୍ଥ୍ୟକେନ୍ଦ୍ର ଥିଲେ ବି ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଅନୁଗୋଳ ଜିଲା ବଅଁରପାଳ ଅଞ୍ଚଳବାସୀ। ଡାକ୍ତର ଅଭାବ ସହ ବିପର୍ଯ୍ୟସ୍ତ ଭିତ୍ତିଭୂମି ଯୋଗୁ ଏହା ଉପରେ ନିର୍ଭର କରୁଥିବା ଲୋକେ ହଇରାଣ ହେଉଛନ୍ତି। ବିଭାଗ…

ପାଣି ପାଇଁ ଦେଢ଼ କିମି

ପରଜଙ୍ଗ, ୨୬।୨ (ଡି.ଏନ.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ ଅନ୍ତର୍ଗତ କୁଲେଇ ଗ୍ରାମରେ ଖରାଦିନ ପୂର୍ବରୁ ଦେଖାଦେଇଛି ପାନୀୟଜଳ ସଙ୍କଟ। ଏଠାରେ ଥିବା ଏକମାତ୍ର ନଳକୂପ ଅଚଳ ହୋଇପଡ଼ିଥିବାବେଳେ ଗ୍ରାମବାସୀ ପାଣି ପାଇଁ ଦେଢ଼ କିମି ଯାଉଛନ୍ତି।…

ଅନୁଗୋଳ ପୋଲିସର ଜୋରଦାର ଯାଞ୍ଚ

ଅନୁଗୋଳ ଅଫିସ, ୨୬।୨ – ବର୍ଷା ପାଗ ସତ୍ତ୍ୱେ ମଙ୍ଗଳବାର ଅନୁଗୋଳ ପୋଲିସ ପକ୍ଷରୁ ସହରରେ ଜୋରଦାର ଚେକିଂ କରାଯାଇଛି। ସହର ଉପକଣ୍ଠରେ ନାକାବନ୍ଦୀ କରାଯାଇ ସମସ୍ତ ଗାଡ଼ି ଅଟକାଯାଇ ଯାଞ୍ଚ କରାଯାଇଥିଲା। ସକାଳୁ ଆରମ୍ଭ ହୋଇଥିବା ଏହି ତନଖି ଅପରାହ୍ନରେ…

ଘର ଭାଙ୍ଗିଲା, ଧାନ ଖାଇଲା

କଣିହାଁ,୨୬।୨(ଡି.ଏନ.ଏ.) – କଣିହାଁ ବ୍ଲକ ରେଙ୍ଗାଳି ଫରେଷ୍ଟ ସେକ୍ସନ ବଜ୍ରକୋଟ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ହାତୀ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଭୋର ୫ଟାରେ ମାୟାଧର ପ୍ରଧାନଙ୍କ ଚାଳ ଛପର ଭାଙ୍ଗି ୨ କୁଇଣ୍ଟାଲ ଗଚ୍ଛିତ ଧାନ, ଗୋ-ଖାଦ୍ୟ ଖାଇବା…

ବାୟୋମେଟ୍ରିକ୍‌ରେ ହାଜିରା ଦେବେ ସଫେଇ କର୍ମଚାରୀ

ଅନୁଗୋଳ ଅଫିସ, ୨୬।୨ – ଆଉ କାଗଜକଲମରେ ଉପସ୍ଥାନ ଚଳିବ ନାହିଁ। ଅନୁଗୋଳ ପୌରପାଳିକା ଅଧୀନରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀମାନଙ୍କ ଉପସ୍ଥାନ ଏଣିକି ବାୟୋମେଟ୍ରିକ୍‌ ପଦ୍ଧତିରେ ନିଆଯିବ। ଆସନ୍ତା ମାର୍ଚ୍ଚ ୧ ତାରିଖରୁ ପୌର ପ୍ରଶାସନ ଏହି ନିୟମ ଲାଗୁ…

ଗିରଫ ହେଲେ ପ୍ରଧାନଶିକ୍ଷକ, ଆଟେଣ୍ଡାଣ୍ଟ: ରୋଷେୟାଙ୍କୁ ଅସଦାଚରଣ ଘଟଣା

ଦାରିଙ୍ଗବାଡି,୨୬ା୨(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଛଡ଼ାକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ବିଧବା ରୋଷେୟାଙ୍କୁ ଅସଦାଚରଣ କରାଯାଉଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ମଙ୍ଗଳବାର ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ଯିଶାୟ ପ୍ରଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?