୨୧ ନୁହେଁ ୨୫ରେ ନଗଡ଼ା ଆସିବେ ଲୋକାୟୁକ୍ତ ପ୍ରତିନିଧିଦଳ
ଯାଜପୁର ଅଫିସ, ୪।୩: ଯାଜପୁର ଜିଲା ନଗଡ଼ାର ବିକାଶରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏନେଇ ଏଲ୍ଓ୍ବାଇ କେସ୍ ନଂ.୪୫୫/୨୦୧୯ରେ ଏକ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାର ତଦନ୍ତ କରିବା ପାଇଁ ଆସନ୍ତା…
ନଳକୂପ ନିକଟରେ ଅଳିଆ ପକାଇବାକୁ କେନ୍ଦ୍ରକରି ମାରପିଟ: ୩ ଗିରଫ
ଧର୍ମଶାଳା/ଜେନାପୁର,୪ା୩(ଡି.ଏନ୍.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ସୁକୁଟିଝର ଗ୍ରାମରେ ଏକ ନଳକୂପ ନିକଟରେ ଅଳିଆ ପକାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଛି। ଏଥିରେ ୫ଜଣ ଆହତ ହୋଇଛନ୍ତି । ଆହତଙ୍କ ଅଭିଯୋଗ କ୍ରମେ ପୋଲିସ ଏକ…
ଦଳିତ ନେତାଙ୍କୁ ଆକ୍ରମଣ ମାମଲା: ଶ୍ରମିକ ନେତା, ୨ଖଣି ଅଧିକାରୀ ନିର୍ଦ୍ଦୋଷରେ ଖଲାସ
ଯାଜପୁର ଟାଉନ/ ଯାଜପୁରରୋଡ, ୪।୪ (ଡି.ଏନ୍.ଏ.): ୨୦୦୯ ମସିହା ବହୁ ଚର୍ଚ୍ଚିତ ସାମାଜିକ କର୍ମୀ ବା ଦଳିତ ନେତା ବିଶ୍ୱନାଥ ପାତ୍ରଙ୍କୁ ସୁକିନ୍ଦା ଖଣି ଅଞ୍ଚଳର ଶ୍ରମିକ ନେତା ଓ ଖଣି ଅଧିକାରୀଙ୍କ ଆକ୍ରମଣ ମାମଲାର ମଙ୍ଗଳବାର ରାୟ ପ୍ରକାଶ ପାଇଛି।…
ଘରୁ ଲୁଟିନେଲେ ୫ଭରି ସୁନା, ୪ଲକ୍ଷ ଟଙ୍କା
ପୁରୀ ଅଫିସ,୪ା୩: କିଛି ଦିନର ନୀରବତା ପରେ ପୁଣି ପୁରୀ ସହରରେ ଆତଙ୍କ ଖେଳାଇଛନ୍ତି ଲୁଟେରା। ୫ଜଣ ମୁଖାଧାରୀ ଦୁର୍ବୃତ୍ତ ଟାଉନ ଥାନା ଅଧୀନ ରାଧାଗୋବିନ୍ଦ ଲେନସ୍ଥିତ ଏକ ଘରେ ପଶି ପରିବାର ଲୋକଙ୍କୁ ଭୟଭୀତ କରାଇ ସୁନାଗହଣା ଓ ୪ଲକ୍ଷ…
ଆବାସ ଘରେ ବନ୍ଧା ହେଉଛନ୍ତି ଗୋରୁ, ଛେଳି
ଦଶମନ୍ତପୁର,୪ା୩(ଡି.ଏନ୍.ଏ.) – ଗୃହପାଳିତ ପଶୁଙ୍କ ଗୁହାଳ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ। ଦୀର୍ଘ ବର୍ଷ ବିତିଯାଇଥିଲେ ହେଁ ଆବାସ ନିର୍ମାଣ ଶେଷ ନ ହେବାରୁ ବାଧ୍ୟହୋଇ ହିତାଧିକାରୀ ଗୋରୁ, ଛେଳିଙ୍କୁ ସେଠାରେ ବାନ୍ଧୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏ ହେଉଛି ନିଚ୍ଛକ ଚିତ୍ର।…
ଧୂଳିର କଷ୍ଟ ଭୋଗୁଛନ୍ତି ଛାତ୍ରୀଛାତ୍ର
ଜୟପୁର,୪ା୩(ନି.ପ୍ର.) – ଜାତୀୟ ରାଜପଥ ହେଉ କିମ୍ବା ଗ୍ରାମାଞ୍ଚଳ ରାସ୍ତାଘାଟ ନିର୍ମାଣ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି, ତାକୁ ସାଧାରଣ ଲୋକେ ସ୍ବାଗତ କରୁଛନ୍ତି। କିନ୍ତୁ ଜାତୀୟ ରାଜପଥ କାର୍ଯ୍ୟ ସମୟରେ ଯେଉଁ ନିୟମ ରହିଛି, ତାକୁ ଠିକ ଭାବେ ପାଳନ…
ପାଏନ୍ ଲାଗି ଦହଗଁଜ୍ ୩୪ ପଁଚେତ୍ର ୧ ଲାଖ୍ ଲୋକ୍
ଭବାନୀପାଟଣା, ୪।୩ (ଡି.ଏନ୍.ଏ.)- କଳାହାଣ୍ଡି ଜିଲା ମଦନପୁର ରାମପୁର, ଲାଞ୍ଜିଗଡ଼ ଆର ଥୁଆମୂଳ ରାମପୁର ବ୍ଲକର ଅତଡ଼ିଆ ଅଂଚଲମାନକେ ଥିବାର ଗଁାଗଁଡ଼ାର ଲୋକ୍ ଏଭ୍ଠାନୁ ପିଇଲା ପାଏନ୍ ଲାଗି ଦହଗଁଜ୍ ହେଲେନ। ଆଗ୍କେ ଖରାଦିନ ମାଡ଼ି ଆସୁଛେ। ପରଶାସନ ଏଭ୍ଠାନୁ ସମସିଆର…
ବସୁନ୍ଧରା, ଆବାସ ଯୋଜନାରୁ ବଁଚିତ୍ ମୋହନ
ଅତାବିରା, ୪।୩ (ଡି.ଏନ୍.ଏ.)-କେନ୍ଦ୍ର ଆର ରାଏଜ୍ ଉଭଏ ସରକାର ଗରିବ୍ ଦୁଖିକର ଲାଗି ଅନେକ ଯୋଜନା କାଯ୍କାରୀ କରୁଛନ୍। ସରକାରୀ ଯୋଜନା ଭଁଡ଼ାରରେ ଛୁଆ ଜନମ୍ ହେଲାନୁ ମଲା ଲୁକ୍କର ଶୁଧି କାଯ୍ ତକ ସାହାଯ୍ ଦେବାର ବେବସ୍ତା ରହିଛେ। ହେଲେ…
ଫାଣ୍ଡି ହେଲା ଥାନା, ସ୍ଥିତି ଯେମିତିକି ସେମିତି
ମୁରିବାହାଲ, ୪।୩ (ଡି.ଏନ୍.ଏ.) – ରାଜ୍ୟ ସରକାର ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ଆଇନଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପୋଲିସ ସେବାକୁ କ୍ରିୟାଶୀଳ କରୁଛନ୍ତି। ନୂତନ ଥାନା ଓ ଫାଣ୍ଡି ଖୋଲା ଯାଉଛି। ଏହିକ୍ରମରେ ବଲାଙ୍ଗୀର ଜିଲା ମୁରିବାହାଲ ଫାଣ୍ଡିକୁ ୩ବର୍ଷ…
ବିନା ହେଲମେଟ୍ରେ ବାଇକ୍ ଚାଳନା, ପୋଲିସ ଏସ୍ଆଇଙ୍କୁ ହଜାରେ ଟଙ୍କା ଜରିମାନା
ବଲାଙ୍ଗୀର ଅଫିସ, ୪ା୩ – ମଙ୍ଗଳବାର ବିନା ହେଲମେଟ୍ରେ ବାଇକ୍ ଚଳାଉଥିବା ଜଣେ ପୋଲିସ ସବ୍ଇନ୍ସପେକ୍ଟର ୧ହଜାର ଟଙ୍କା ଜରିମାନା ଗଣିଛନ୍ତି ା ଏହି ଜରିମାନା ପୋଲିସ କି ଆରଟିଓ ବିଭାଗ କାଟି ନାହିଁ ା ସମ୍ପୃକ୍ତ ପୋଲିସ ସବ୍ଇନ୍ସପେକ୍ଟର ବିନା…
ଅସାହାକୁଁ ସାହାଯ୍ର ହାତ୍ ବଢ଼ାଲା ପରଶାସନ
ଲାଠୋର, ୪।୩ (ଡି.ଏନ୍.ଏ.)-ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ହଲନଭଟା ପଁଚେତ୍ ଅଧୀନ ଖର୍ଲି ଗଁାର ବୁରୁଧ୍ ଦମ୍ପତି ବସୁ ସାଗର ଆର ତାକର ମାଏକିନା ବଡ଼ ସାଗର। ସେନ୍ତା ଇ ବ୍ଲକ ଅଧୀନ କୁଇବାହାଲ ପଁଚେତ୍ ବାଞ୍ଜିପାଲି ଗଁାର ଦିବ୍ୟାଙ୍ଗ ଯଶୋଦା…
ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ ରାଜଧାନୀ କର: ଭକ୍ତ ଦାସ
ବଲାଙ୍ଗୀର ଅଫିସ, ୪ା୩-ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସହରରେ ରାଜ୍ୟର ଦ୍ୱିତୀୟ ରାଜଧାନୀ କରାଯାଉ ବୋଲି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଦାବି କରିଛନ୍ତି ା ବଲାଙ୍ଗୀର ସାମ୍ବାଦିକ ଭବନଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦାସ…

