ଆମ ଜିଲା ଖବର

ବିଡିଓ ହେବ ତ ଏମିତି: ଡ୍ରେନରୁ ନିଜେ ଅଳିଆ ସଫା କରିବା ସହ ଲୋକଙ୍କୁ କଲେ ସଚେତନ

ଖଡ଼ିଆଳ,୨।୯(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ସିନାପାଲି ବିଡିଓ କାର୍ମି ଓରାମ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ସିନାପାଲି ଗ୍ରାମ ପଞ୍ଚାୟତରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବିଡିଓ। ତାଙ୍କ ସାଙ୍ଗରେ ଅଲଗା ପ୍ରଶାସନିକ ଅଧିକାରୀ, ରାଜନୈତିକ ବ୍ୟକ୍ତିମାନେ ମଧ୍ୟ ଆସିଥିଲେ। ବିଭିନ୍ନ…

ପଞ୍ଚାୟତ ସ୍ତରରେ ଲୋକଙ୍କ ସହ କରୁଛନ୍ତି ଆଲୋଚନା, ବିଭିନ୍ନ ଯୋଜନାକୁ ନେଇ…

ଗଞ୍ଜାମ,୨/୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ କାର୍ଯ୍ୟାଳୟଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇ ଲୋକ ମାନଙ୍କ ବିଭିନ୍ନ ସମସ୍ୟା ନେଇ…

ବାଘ ଛାଲ ଜବତ ଘଟଣା: ୨ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ, ୨ ବାଘ ଦାନ୍ତ ଜବତ

ମୋହନା,୨।୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଛାଗୁଡାରେ ଚଢ଼ାଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ l ଗିରଫମାନେ ହେଲେ ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ଗୋଛାଗୁଡା ଗାଁର ଲୁଲୁ ମଲିକ, ସହଦେ ମଲିକ l ସେମାନଙ୍କ…

ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ

ଭୁବନେଶ୍ୱର,୨।୯: ଶିକ୍ଷକ ନିଯୁକ୍ତି ପାଇବାକୁ ଚାହୁଁଥିବା ଏବଂ ଚାକିରିରେ ଥିବା ଶିକ୍ଷକ ପଦୋନ୍ନତି ପାଇଁ ଆଶାୟୀ ଥିଲେ ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET)ରେ କୃତକାର୍ଯ୍ୟ ହେବା ବାଧ୍ୟତାମୂଳକ ବୋଲି ସୁପ୍ରିମକୋର୍ଟ ସୋମବାର ରାୟ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ TET ରାୟକୁ ନେଇ ମଙ୍ଗଳବାର…

ଲଘୁଚାପ ବର୍ଷାରେ ବେହାଲ କାଲିମେଳା ଅଞ୍ଚଳ: ଯୋଗାଯୋଗ ବିଚ୍ଛିନ୍ନ

କାଲିମେଳା, ୨/୯(ଜୀବନ କୃଷ୍ଣ ଦାସ): ମାଲାକାନଗିରି ଜିଲାରେ ଲଘୁଚାପ ବର୍ଷା ପାଇଁ ଅରେଞ୍ଜ ୱାର୍ନିିଂ ପାଣିପାଗ ବିଭାଗ ଘୋଷାଣା କରିଥିବା ବେଳେ ତେବେ ରାତି ତମାମ ଲଗାଣ ବର୍ଷା ଜାରି ରହିଛି। ଫଳରେ ୩୨୬ ଜାତୀୟ ରାଜପଥ ଉପରେ ଥିବା କାଙ୍ଗରକୋଣ୍ଡା…

ବିଏସଏନଏଲ ସେବା ଅଚଳ: ରାଜରାସ୍ତାକୁ ଓହ୍ଲାଇଲେ ଦାସିଙ୍ଗବାଡି ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାସିଙ୍ଗବାଡି ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ଦିନ ହେଲା ବିଏସଏନଏଲ ମୋବାଇଲ ସେବା ଅଚଳ ହୋଇପଡିଛି। ଏନେଇ ଅଞ୍ଚଳବାସୀ ବାରମ୍ବାର ବିଏସଏନଏଲ ବିଭାଗକୁ ଅବଗତ କରାଇଲେ ମଧ୍ୟ ଫଳ ଶୂନ।…

ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବି

ଖଡ଼ିଆଳ,୨।୯(ସୁଜିତ କୁମାର ପ୍ରଧାନ):ନୂଆପଡ଼ା ଜିଲା ସିନାପାଲି ସଦର ଗାଁରୁ ଗୋଡାଲ ଗାଁ ଯିବା ରାସ୍ତାରେ ଶ୍ରଦ୍ଧାଞ୍ଜଳି କିରାନା ଦୋକାନରେ କାମ କରୁଥିବା ଜଣେ ନାବାଳକ ଶ୍ରମିକର ବିଦ୍ୟୁତ ଆଘାତରେ ମୃତ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନାନୁସାରେ, ସିନାପାଲିସ୍ଥିତ ଗୋଡାଲ…

ରାତିରେ ଚାଲୁଥିଲା ଜୁଆ ଖେଳ, ଅଚାନକ ପହଞ୍ଚିଗଲା ପୋଲିସ, ଆଉ ତା’ପରେ…

ଛତ୍ରପୁର, ୨।୯ (ଦିଲ୍ଲୀପ ସାମଲ) : ଚମାଖଣ୍ଡି ଥାନା ପୋଲିସ କୌଣସି ପ୍ରକାରେ ସୂଚନା ପାଇଁ ସୋମବାର ରାତିରେ ମାଟିଖାଲ ଅଂଚଳରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଏଥଥିରେ ୪ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ଏହା ସହ…

ଜାତୀୟ କିକବକ୍ସିଂ ପ୍ରତିଯୋଗିତାରେ କମାଲ କଲେ ଶିଶୁ ପ୍ରତିଯୋଗୀ, ରୌପ୍ୟ ପଦକ ଜିତି ଆଣିଲେ ଗୌରବ

ଗଞ୍ଜାମ , ୨।୯(ବିଦ୍ୟାଧର ସାହୁ ): ତାମିଲନାଡୁର ଚେନ୍ନାଇସ୍ଥିତ ନେହୁର ଇନଡୋର ଷ୍ଟାଡିୟମରେ ୱାକୋ ଇଣ୍ଡିଆ କିକବକ୍ସିଂ ଫେଡେରେଶନ ଦ୍ୱାରା ଆୟୋଜିତ କିକ ବକ୍ସିଂ ପ୍ରତିଯୋଗିତା ସାରି ଓଡ଼ିଶା ଫେରିଛନ୍ତି ଗଞ୍ଜାମ ଜିଲାର ଚାରି ଜଣ ଶିଶୁ ପ୍ରତିଯୋଗୀ। ଚିଲ୍ଡରେନ ଓ…

ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଗୁଣି ଗାରେଡି ସନ୍ଦେହରେ ହତ୍ୟା କରି ମୃତଦେହକୁ…

ଲାଞ୍ଜିଗଡ, ୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ଅନ୍ତର୍ଗତ ବେଡାଗାଁ ପଞ୍ଚାୟତ ମନସ୍ତରା ଗାଁର ବୃଦ୍ଧ ଏକୁନା ମାଝୀ(୭୪)ଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଥିରେ ପୋଲିସ ତିନି ଅଭିଯୁକ୍ତ ମନସ୍ତରା…

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା କାର୍‌: ବିଦ୍ୟୁତ ସେବା ପ୍ରଭାବିତ

ଭଞ୍ଜନଗର,୨/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ସାଲୁଆପଲ୍ଲୀ ନିକଟରେ ମଙ୍ଗଳବାର ସକାଳେ ଏକ କାର ଗାଡ଼ି ଧକ୍କାରେ ୩୩ କେଭି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଛି। ଫଳରେ କଣ୍ଟେଇପଲ୍ଲୀ ଗ୍ରିଡ ସବ ଷ୍ଟେଶନରୁ ଭଞ୍ଜନଗର ବିଦ୍ୟୁତ ସେବା ବନ୍ଦ ହୋଇଯାଇଛି।…

ଚଳନ୍ତା କାର୍‌ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ: ଆଉ ତା’ପରେ…

କଟକ ସଦର,୨।୯(ସୁଶାନ୍ତ କୁମାର ଜେନା): କଟକ ସଦର ଅଞ୍ଚଳରେ ମଙ୍ଗଳବାର ସକାଳୁ ଝିପିଝିପି ବର୍ଷା ଲାଗିରହିଛି। ଆଜି ଦିନ ୧୦ଟାରେ କଟକ-ପାରାଦୀପ ଏନଏଚ ୫୫ର ନାହାଭଙ୍ଗା ନିକଟରେ ଏକ ବଡ ଆକାଶି ଗଛ ଭାଙ୍ଗି ପଡିଥିଲା। ଫଳରେ ଗଛର ମୋଟା ଡାଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri