ଆମ ଜିଲା ଖବର

ଦେବଗଡ଼ରେ ୟୁରିଆ ସାର ଅଭାବ: ରାସ୍ତା ଅବରୋଧ କଲେ ଚାଷୀ

ଦେବଗଡ଼,୭ା୯(ଶଶାଙ୍କ ଶେଖର ଝାଙ୍କର): ୟୁରିଆ ସାର ଅଭାବ ନେଇ ଦେବଗଡ଼ରେ ଉତ୍ତେଜନା। ଦେବଗଡ଼-ରିଆମାଳ ରାସ୍ତା ଝାଡ଼େଶ୍ବର ମନ୍ଦିର ନିକଟରେ ରାସ୍ତା ଅବରୋଧ ହୋଇଛି। ସାର ଗଚ୍ଛିତ ସତ୍ତ୍ୱେ ଦେଉ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। କଳାବଜାର ଉଦ୍ଦେଶ୍ୟ ନେଇ…

ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ ନିର୍ବାଚନ: ସଭାପତି-ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ଭବାନୀପାଟଣା,୭ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଏମ୍‌ସିଏଚ୍‌ କୋଠାର ସଭାଗୃହରେ ରବିବାର ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ କଳାହାଣ୍ଡି ଜିଲା ଶାଖାର ଚଳିତ ୨୦୨୫-୨୭ବର୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି…

ଗଣେଶ ଭସାଣି ଦେଖିବାକୁ ଭଉଣୀ ଘରକୁ ଆସିଥିଲେ ନାବାଳିକା, ଉଠାଇ ନେଇ କାର୍‌ ଭିତରେ ବଳାତ୍କାର କଲେ ଯୁବକ, ଚିତ୍କାର କରିବାରୁ…

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ଦାରିଙ୍ଗବାଡ଼ି ପୋଲିସ ଘଟଣାକୁ ଗୁରୁତର ନେଇ ପୋକ୍ସୋ ଆଇନରେ ଏକ ମାମଲା ରୁଜୁ କରି…

ହଠାତ୍‌ ବଢ଼ିଲା ମହାନଦୀର ଜଳସ୍ତର, ଚରିବାକୁ ଯାଇ ଫସିଗଲେ ଊର୍ଦ୍ଧ୍ୱ ଗୋରୁ, ଉଦ୍ଧାର ପାଇଁ ଚାଲିଛି…

ବାଙ୍କୀ,୭ା୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ମହାନଦୀରେ ଅଚାନକ ଜଳସ୍ତର ବୃଦ୍ଧି ଯୋଗୁ ଖାଦ୍ୟ ଅନ୍ବେଷଣରେ ମହାନଦୀର ବାଲି ପଠାକୁ ଯାଇ ଫସି ରହିଛନ୍ତି ଗୋରୁପଲ। ଏ ଚିତ୍ର ବାଙ୍କୀ କୁଶୁପଙ୍ଗୀର ମହାନଦୀ ବାଲିପଠାର। ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁ ଗୋରୁପଲ ଆଉ…

 ପୋଲିସ ମାଓବାଦୀ  ମଧ୍ୟରେ ଗୁଳିବିନିମୟ: ଜଣେ ନିହତ  

ରାଉରକେଲା,୭।୯(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ସଂଲଗ୍ନ ଝାଡ଼ଖଣ୍ଡର ଗୋଇଲକେରା ଥାନା ଅଞ୍ଚଳର ଆରାହାସା ପଞ୍ଚାୟତର ରେଲା ଗାଁରେ ଅବସ୍ଥିତ ବୁର୍ଜୁୱା ପାହାଡ଼ ନିକଟରେ ରବିବାର ସକାଳେ ପୋଲିସ ଏବଂ ସିପିଆଇ ମାଓବାଦୀ  ମଧ୍ୟରେ ଗୁଳିବିନିମୟ  ଜାରି ରହିଥିଛି। ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ …

ପର୍ଯ୍ୟଟନକ୍ଷେତ୍ର ଲଭର୍ସ ପଏଣ୍ଟକୁ ଯାଇ ଅଧାବାଟରୁ ଫେରୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ବର୍ଷା ଦିନରେ ମଧ୍ୟ ଦୈନିକ ଶହଶହ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି। ତେବେ କିଛି ପର୍ଯ୍ୟଟନକ୍ଷେତ୍ରକୁ ଯାତାୟାତ ରାସ୍ତାର ଦୁରବସ୍ଥା ଯୋଗୁ ପର୍ଯ୍ୟଟକ ନାନା ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି। ଏଭଳି ଏକ ପ୍ରମୁଖ…

ସରକାରୀ ବସ୍‌ରେ  ପଇସା ନେଇ ଦେଉନାହାନ୍ତି ଟିକେଟ: କି ଫେରେଉନାହାନ୍ତି ଖୁଚୁରା 

ଦାରିଙ୍ଗବାଡି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତକୁ ଜିଲା ହେଡକ୍ୱାଟର ଫୁଲବାଣୀରୁ ସରକାରୀ ବସ୍‌ ଚଳାଚଳ କରୁଛି ତେବେ ଉକ୍ତ ଯାତ୍ରୀବାହୀ ବସ୍‌ରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ଦାୟିତ୍ୱରେ ଥିବା କଣ୍ଡକ୍ଟର ସବ୍ୟସାଚୀ ବେହେରା ଟିଜେଟ ଅର୍ଥ ଆଦାୟ…

ଭବାନୀ ଏଣ୍ଟର ପ୍ରାଇଜେସ ବିସ୍ପୋରକ ଗୋଦାମ ସିଲ, ଗୋଦାମରେ ଗଛିତ ରହିଛି ହଜାର ହଜାର କ୍ୱିଣ୍ଟାଲ ବିସ୍ପୋରକ ସାମଗ୍ରୀ

କେସିଙ୍ଗା,୭।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଶିରୋଳ ଗ୍ରାମ ପଞ୍ଚାୟତ ଅଧିନସ୍ଥ ପୋଡ଼ଖମ ଗ୍ରାମର ସୁରୁଜୋର୍‌ ଜଙ୍ଗଲ ଭିତରେ ଥିବା ଭବାନୀ ଏଣ୍ଟର ପ୍ରାଇଜେସ ଗୋଦାମରେ ବିସ୍ପୋରକ ସାମଗ୍ରୀକୁ କେସିଙ୍ଗା ପୋଲିସ ପକ୍ଷରୁ ଶନିବାର ସିଲ କରାଯାଇଛି। ଅର୍ନିଦ୍ଦିଷ୍ଟ କାଳ…

କଡ଼ା ସୁରକ୍ଷା ମଧ୍ୟରେ ହୋମଗାର୍ଡ ପରୀକ୍ଷା; ଏମବିଏ, ବି ଟେକ ଆବେଦନକାରୀ ପରୀକ୍ଷା ଦେଉଛନ୍ତି

ଭଞ୍ଜନଗର,୭।୯(ବାବୁଲା ପ୍ରଧାନ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ରବିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ଲିଖିତ ପରୀକ୍ଷା ଆରମ୍ଭ ହୋଇଛି। ସକାଳ ୧୦ ଟା ରୁ ୧୨ ଟା ମଧ୍ୟରେ ପରୀକ୍ଷା ହେଉଛି।…

ୟୁରିଆ ସାର ସଙ୍କଟ ପଛରେ ବଡ଼ କେଳେଙ୍କାରୀ

ବରଗଡ଼,୭।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଧିକ ଧାନ ଉପତ୍ାଦନ ପାଇଁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏହି ଜିଲାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ରହିଛି। କେତେବେଳେ ଧାନ ବିକ୍ରିବଟା ତ ଆଉକେବେ ଧାନବିକ୍ରି ପାଇଁ ପଞ୍ଜୀକରଣ ନୀତିକୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବିଭିନ୍ନ ଜିଲାରେ ହେବ…

ସମ୍ବଲପୁର,୭ା୯(ପ୍ରମୋଦ ବହିଦାର): ରାଜ୍ୟ ସରକାର ଜନସାଧାରଣଙ୍କ ଅଭିଯୋଗଗୁଡ଼ିକର ପ୍ରତ୍ୟକ୍ଷ ଶୁଣାଣି କରୁଛନ୍ତି। ଏହିକ୍ରମେ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଆବଶ୍ୟକ ହେଲେ ବିଭିନ୍ନ ଜିଲାରେ କ୍ୟାବିନେଟ୍‌ ବୈଠକ କରାଯିବ ବୋଲି ଶନିବାର ସମ୍ବଲପୁରରେ ରାଜ୍ୟସ୍ତରୀୟ ନୂଅଁାଖାଇ ଭେଟ୍‌ଘାଟ୍‌ ଅବସରରେ ମୁଖ୍ୟମନ୍ତ୍ରୀ…

ଆଜି ଚନ୍ଦ୍ର ଗ୍ରହଣ: ଏହି ସମୟରୁ ପାକ ନିଷେଧ

ପୁରୀ,୭ା୯(ଅଜିତ୍‌ କୁମାର ମହାନ୍ତି): ୨୦୨୫ର ଦ୍ୱିତୀୟ ତଥା ଅନ୍ତିମ ଚନ୍ଦ୍ର ଗ୍ରହଣ ରବିବାର ହେବାକୁ ଯାଉଛି। ଆଜି ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି ହେବ। ମଧ୍ୟାହ୍ନ ୧୨ଟା ୫୭ମିନିଟ ୨୨ ସେକେଣ୍ଡ ପରେ ପାକ ତ୍ୟାଗ ଓ ଦେବ ନୀତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri