ଆମ ଜିଲା ଖବର

କରୋନା ଆତଙ୍କ: ମଟନ, ଚିକେନ ମାର୍କେଟ ବନ୍ଦ

ଛତ୍ରପୁର,୧୭।୩,(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଥିବା ସମସ୍ତ ମଟନ ଓ ଚିକେନ ଦୋକାନରେ ମଙ୍ଗଳବାର ତାଲା ଝୁଲୁଥିବା ଦେଖିବାକୁ ମିଳିଛି। କରୋନା ଭୟାବହତା ନେଇ ଜିଲାପାଳଙ୍କ ପକ୍ଷରୁ ସୋମବାର ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଅଣସ୍ବୀକୃତିପ୍ରାପ୍ତ ସ୍ଥାନରେ ମାଛ ମାଂସ…

କରୋନା ଆତଙ୍କ: ଗଞ୍ଜାମର ବିଭିନ୍ନ ବଜାର ବନ୍ଦ

ଗଞ୍ଜାମ,୧୭।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ କରୋନା ଆତଙ୍କ ଖେଳିଯାଇଛି। ଏହାକୁ ନେଇ ସରକାରଙ୍କ ତତ୍ପରତା ବୃଦ୍ଧି ପାଉଛି। ଗଞ୍ଜାମ ଜିଲାପାଳଙ୍କ ୧୪୪ ଧାରା ଜାରି କରିବା ପରେ ତହସିଲ ଓ ଏନ୍‌ଏସି ପ୍ରଶାସନ ପକ୍ଷରୁ ସହରର ଦୋକାନ ବଜାର ବନ୍ଦ କରି ଦିଆଯାଇଛି…

ଇଟାଲୀରୁ ଫେରନ୍ତା ଯୁବତୀଙ୍କ ଘରେ ମେଡିକାଲ ଟିମ୍‌

ଝାରସୁଗୁଡ଼ା ଅଫିସ,୧୭।୩: ସମଗ୍ର ବିଶ୍ୱରେ କରୋନା ଭୂତାଣୁ ବ୍ୟାପି ଚାଲିଥିବା ବେଳେ ଓଡ଼ିଶାରେ ମଧ୍ୟ ରୋଗୀ ଚିହ୍ନଟ ହୋଇ ସାରିଛି। ତେବେ ଜଣେ ବିଦେଶ ଫେରନ୍ତା ଯୁବତୀଙ୍କୁ ନେଇ ଝାରସୁଗୁଡ଼ା ଜିଲାରେ ଚର୍ଚ୍ଚା ଚାଲିଛି। ଏହି ଯୁବତୀ ଜଣକ ନିକଟରେ ଇଟାଲୀରୁ…

କରୋନା ଗୁଜବ ସୋସିଆଲ ମିଡିଆରେ ଭାଇରାଲ: ଗିରଫ ଶିକ୍ଷକ ନିଲମ୍ବିତ

ଧର୍ମଗଡ,୧୭।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଖଳିଆକାନି ଗାଁରେ କରୋନା ଆକ୍ରାନ୍ତ ଜଣେ ଯୁବକ କବାଟ ବନ୍ଦକରି ଘରେ ରହିବା ଓ ଘଟଣା ସ୍ଥଳକୁ ଗୋଲାମୁଣ୍ଡା ଥାନା ଅଧିକାରୀ ବିଡିଓ ଯିବା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଗିରଫ…

ଶ୍ୱଶୁରଘରୁ ଫେରୁଥିବା ବେଳେ ଦୁର୍ଘଟଣା: ଜ୍ୱାଇଁଙ୍କ ଜୀବନଗଲା

ପଦ୍ମପୁର,୧୭।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ମନ୍ଦାରଇ ଧାମରା ରାସ୍ତାରେ ବାଇକ୍‌ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ (ଇଚ୍ଛାପୁର) ବ୍ରହ୍ମପୁର ଶିବ ଆରଖ। ଶିବ ସୋମବାର ବିଳମ୍ବିତ ରାତିରେ ଶ୍ୱଶୁରଘରୁ ଫେରୁଥିବା ବେଳେ କୌଣସି କାରଣବଶତଃ…

ବ୍ୟବସାୟୀଙ୍କୁ ପାଲହାଟରୁ ହଟାଗଲା: ବଅଁରପାଳରେ ୧୪୪ ଧାରା ଜାରି

ବଅଁରପାଳ,୧୭।୩(ଡି.ଏନ୍‌.ଏ): ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସାରା ରାଜ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି। ଏ ନେଇ ସରକାର ତତ୍ପର ହୋଇଉଠିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ବଅଁରପାଳସ୍ଥିତ ପାଲହାଟକୁ ମଙ୍ଗଳବାର ବନ୍ଦ କରାଯାଇଛି। ସକାଳୁ ବ୍ୟବସାୟୀ…

ଦ୍ୱିତୀୟ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ସୁନା ଗହଣା, ଟଙ୍କା ନେଇ ଯୁବକ ଫେରାର

ଦିଗପହଣ୍ଡି,୧୭।୩(ଡି.ଏନ୍‌.ଏ.): ଦିଗପହଣ୍ଡି ଥାନା ଅଞ୍ଚଳର ଜନୈକା ବିବାହିତାଙ୍କୁ ଜଣେ ଯୁବକ ୨ୟ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି। ଏପରି କି ଅଭିଯୁକ୍ତ ତାଙ୍କଠାରୁ ସୁନା ଗହଣା ସମେତ ନଗଦ ଟଙ୍କା ଠକିନେଇ ଫେରାର ହୋଇଯାଇଥିବା ମହିଳା ଜଣକ ମଙ୍ଗଳବାର ଦିଗପହଣ୍ଡି…

ବନ୍ଧୁଙ୍କୁ ଛାଡ଼ିବାକୁ ଯିବାବେଳେ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

ପାଟଣା,୧୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଢେଙ୍କିକୋଟ ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର କାଶିଆ ଜଙ୍ଗଲ ହନୁମାନ ମନ୍ଦିର ନିକଟରେ ସୋମବାର ଅପରାହ୍ନରେ ଏକ ବାଇକ୍‌ ଭାରସାମ୍ୟ ହରାଇ ଏକ ଶାଳ ଗଛରେ ପିଟି ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ…

ରାସ୍ତାର ସ୍ଥାୟିତ୍ୱ ଖାଉଛି ବାଲିବୋଝେଇ ଭାରିଯାନ

କୁନ୍ଦୁରା,୧୭ା୩(ଡି.ଏନ୍‌.ଏ.) ସଡ଼କ ହେଉଛି ବିକାଶର ମାଧ୍ୟମ। ଗମନାଗମନ ସହଜ ସୁଲଭ କରିବା ପାଇଁ ସରକାର ରାସ୍ତା ନିର୍ମାଣ କରିବା ସହ ତାହାର ରକ୍ଷଣାବେକ୍ଷଣ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛନ୍ତି। କିନ୍ତୁ କ୍ଷମତାଠାରୁ ଅଧିକ ବାଲି, ପଥରବୋଝେଇ ଭାରୀଯାନ ଚଳାଚଳ କରିବା…

ପିପି କିଟ୍‌ ଯୋଗାଣ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

କଟକ ଅଫିସ,୧୭।୩:ଏସ୍‌ସିବି ମେଡିକାଲରେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥିସହ ପ୍ରତିଦିନ ଅନ୍ୟ ରୋଗୀମାନଙ୍କ ଭିଡ ମଧ୍ୟ ବୃଦ୍ଧି ପାଉଛି। ଏଣୁ କାର୍ଯ୍ୟରତ ଡାକ୍ତରମାନେ କରୋନା ଭୁତାଣୁକୁ ନେଇ ଭୟରେ ଥିବାବେଳେ ସେମାନଙ୍କୁ ପିପି କିଟ୍‌ ଦିଆଯାଉ ନ ଥିବା…

ମାଟ୍ରିକ୍‌ ଖାତା ମୂଲ୍ୟାୟନବେଳେ ସତର୍କତା ଅବଲମ୍ବନ ନିର୍ଦ୍ଦେଶ

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଆସନ୍ତା ୧୯ ତାରିଖରୁ ମାଟ୍ରିକ୍‌ ଖାତା ଦେଖା ଆରମ୍ଭ ହୋଇ ଏପ୍ରିଲ ୧୦ଯାଏ ଚାଲିବ। ୧୮ ତାରିଖରେ ମୋଟ ୬୧ ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନକାରୀ ପହଞ୍ଚତ୍ବେ। ତେବେ ମୂଲ୍ୟାୟନ ସମୟରେ କରୋନା ସତର୍କତା ଅବଲମ୍ବନ କରାଯିବାକୁ ସୋମବାର ବିଦ୍ୟାଳୟ…

‘କରୋନା’ ଗୀତ ଗାଇ ଟ୍ରୋଲ ହେଲେ ହ୍ୟୁମାନ ସାଗର

ଭୁବନେଶ୍ୱର, ୧୭।୩(ବ୍ୟୁରୋ)/କଟକ ଅଫିସ : ‘ଝିଅ ନୁହେଁ ତୁ କରୋନା ଭାଇରସ୍‌’। ଏହି ଗୀତକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି। ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏହି ଗୀତକୁ ଗାଇ ଟ୍ରୋଲ ହୋଇଛନ୍ତି। ଏହି ଗୀତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?