ଆମ ଜିଲା ଖବର

ସଂକ୍ରମଣ ରୋକିବାକୁ ଜାଗତିଆର

ଢେଙ୍କାନାଳ ଅଫିସ, ୨୫।୩ – ଢେଙ୍କାନାଳ ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରାଯିବାପରେ କରୋନା ସଂକ୍ରମଣ ରୋକିବାକୁ ଜୋର୍‌ ଦେଉଛି ପ୍ରଶାସନ। ବାଜିଚୌକ୍‌ସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୫୦ ଶଯ୍ୟା ବିଶିଷ୍ଟ ଆଇସୋଲେଶନ ଓ୍ବାର୍ଡ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲାପାଳ…

ଅସାହା ବୁରୁଧ୍‌କୁଁ ମିଲ୍‌ଲା ଚିକିଛା ସେବା: ସହଯୋଗର ହାତ୍‌ ବଢ଼ାଲେ ସାମାଜିକ କରମୀ

ରାଉରକେଲା ଅଫିସ,୨୫ା୩- ଜଂଗଲ ମୂଲକ୍‌ର ମୁନୁଷ୍‌ ଜୀବନମାସୀ ଖାଖା (୮୦)। ଘର ବାଙ୍କି ପଁଚେତ୍‌ ଅଧୀନ ଝାରଜଂଗଲ ଘେରା ବାଂଶକୋନା ଗାଁରେ। ସେ ଗୁଟେ ଝୁପଡ଼ି ଘରେ ପଡ଼ିରହି ଜୀବନ୍‌ ମରନ୍‌ ସଂଗେ ଯୁଝୁଥିଲେ। ଭୁଖମରିକେ ଏକ୍‌ଲାପନ ତାହାକୁ କଲ୍‌ବଲ କରିପକଉଥିଲା।…

ଡକୁଆ ସାଜିଛେ ସୋସିଆଲ୍‌ ମିଡିଆ

ବିଜେପୁର, ୨୫।୩ (ଡି.ଏନ୍‌.ଏ.)- ସମିଆର ଧାରେ ପଡି ରୀତିନୀତି, ରିକ୍‌ମା ବଦ୍‌ଲିବାରଟା ସୁଆଭାବିକ୍‌ ଆଏ। ସେଦିନ୍‌ କେନ୍‌ତା ଥିଲା, ଆଏଜ୍‌ କେନତା ହେଉଛେ ବଲି ବିସ୍‌ମାତ୍‌ ହେବାରଟା ଠିକ୍‌ ନୁହେ। ଆଏଜ୍‌କାଲି ବି କାମ୍‌ବୁତା ଭିତ୍‌ରେ ପୁରାତନ୍‌ କାଲର୍‌ ଛାପ୍‌ କେତେ…

କରୋନା ଆତଙ୍କ : ବଢ଼ିଲା ଖୁଚୁରା ସାମଗ୍ରୀ ଦର

ଖୋର୍ଦ୍ଧା ଅଫିସ,୨୪ା୩ : କରୋନା ଆତଙ୍କ ଯୋଗୁ ଖୋର୍ଦ୍ଧା ସହରରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଚଢା ଦରରେ ବିକ୍ରି ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ପୂର୍ବଦର ଅପେକ୍ଷା, ଦ୍ୱିଗୁଣ ଦରରେ ବିକ୍ରି ହେଉଥିବା ମଙ୍ଗଳବାର ନଜରକୁ ଆସିଛି। କରୋନା ଆତଙ୍କକୁ ନେଇ କେତେଜଣ…

ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ

ପୁରୀ ଅଫିସ,୨୪ା୩: ପୁରୀ ପେଣ୍ଠକଟାର ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି ହେଉଛି ସମୁଦ୍ର। ସମୁଦ୍ରରୁ ମାଛ ମାରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ କରୋନା ଏବେ ସେମାନଙ୍କ ପାଇଁ ଦୁଃଖ ଆଣିଛି। ମାଛ, ମାଂସକୁ ନେଇ ଗୁଜବ, ପୁରୀର ହୋଟେଲ ଶିଳ୍ପରେ ତାଲା ଝୁଲିବା…

ଏଟିଏମ୍‌ରେ ନାହିଁ ସାନିଟାଇଜର ବ୍ୟବସ୍ଥା

ନିଶ୍ଚିନ୍ତକୋଇଲି,୨୪।୩(ସ୍ବ.ପ୍ର)- ଭାରତରେ କରୋନା ଭୂତାଣୁ ସଂକ୍ରମଣ ବଢିବାରେ ଲାଗିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ସାରା ରାଜ୍ୟକୁ ଲକ୍‌ଡାଉନ୍‌ କରିଦିଆଯାଇଛି। ଏହି ସମୟରେ ଜରୁରିକାଳୀନ ସେବା ହିସାବରେ ପରିବା ଦୋକାନ, ଔଷଧ ଦୋକନ, ବ୍ୟାଙ୍କ ଭଳି ଏଟିଏମ୍‌ ସେବା ଚାଲୁ ରଖିବା…

ଚାଇନା ପାର୍ସଲକୁ ନେଇ ଲୋକେ ଆତଙ୍କିତ

ବିନିକା,୨୪।୩(ଡି.ଏନ୍‌.ଏ.)-କରୋନା ଭାଇରସ୍‌ ନେଇ ବିଶ୍ୱବାସୀ ଆତଙ୍କିତ ଥିବା ବେଳେ ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ମଙ୍ଗଳବାର ସୁବର୍ଣ୍ଣପୁର ଜିଲାର ବିନିକା ଉପ ଡାକଘରକୁ ଚାଇନାରୁ ଏକ ପାର୍ସଲ ଆସିଛି। ଏହା ଜଣାପଡିବା ପରେ ଏହାକୁ ନେଇ ଚର୍ଚ୍ଚା…

ବଚସାରୁ ସାଙ୍ଗକୁ ହାଣି ହତ୍ୟା

ପୋଲସରା,୨୪ା୩(ଡି.ଏନ.ଏ.)- ଗଞ୍ଜାମ ଜିଲା ପୋଲସରା ଥାନା ପାଣ୍ଡିରିପଡ଼ା ପଞ୍ଚାୟତସ୍ଥିତ ପାତାଳସିଙ୍ଗି ଗ୍ରାମରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟଛି। ସାମାନ୍ୟ ବଚସାରୁ ସାଙ୍ଗଙ୍କୁ କାତିରେ ହାଣି ହତ୍ୟା କରିଛନ୍ତି ସାଙ୍ଗ। ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ପାତାଳସିଙ୍ଗି ଗ୍ରାମର ଅଭିମନ୍ୟୁ ବିଶୋୟୀ। ପ୍ରକାଶ ଯେ,…

ନିୟମ ନ ମାନି ୩ ଚା ଦୋକାନୀ ଗିରଫ

ବୁଗୁଡ଼ା,୨୪ା୩(ଡି.ଏନ.ଏ.)- ବୁଗୁଡ଼ା ସହରରେ ଲକ୍‌ ଡାଉନ ଯୋଗୁ ଗାଡ଼ି ମଟର ସହ ସମସ୍ତ ଦୋକାନ ବନ୍ଦ ରହିଥିବାବେଳେ କେତେକ ଚା’ ଦୋକାନୀ ନିୟମ ନମାନି ଦୋକାନ ଖୋଲିଥିଲେ। ମଙ୍ଗଳବାର ସକାଳେ ୩ ଚାହା ଦୋକାନୀଙ୍କୁ ପୋଲିସ ଉଠାଇନେବା ସହ ସେମାନଙ୍କ ବିରୋଧରେ…

ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା, ୪ଗିରଫ

ବାଲିଗୁଡା,୨୪ା୩- ବାଲିଗୁଡା ଥାନା ସିନ୍ଦ୍ରିଗଁା ଖଡ୍‌ଗନଦୀ ପାଖ ଏକ ଗାଡିଆରୁ ପୋଲିସ ଅଖା ଭିତରେ ପଶିଥିବା ଏକ ମୁଣ୍ଡବିହୀନ ମୃତଦେହ ଉଦ୍ଧାର କରିଥିଲା। ମୃତକ କିଲୁପଡାର ଯୁଧିଷ୍ଠିର ମଳିକ ବୋଲି ତାଙ୍କ ସ୍ତ୍ରୀ ଚିହ୍ନଟ କରିଥିଲେ। ଏହି ଘଟଣାରେ ୪ ଜଣଙ୍କୁ…

ହୋମ୍‌ କ୍ୱାରାଣ୍ଟାଇନ୍‌ରେ ନ ରହିବାରୁ ଥାନାରେ ମାମଲା

ହିଞ୍ଜିଳିକାଟୁ,୨୪ା୩(ଡି.ଏନ୍‌.ଏ.)- ରାଜ୍ୟ ସରକାର କରୋନାକୁ ନେଇ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହାକୁ ଅବମାନନା କରିବା ଅଭିଯୋଗରେ ଜଣେ ବିଦେଶ ଫେରନ୍ତା ଯୁବକଙ୍କ ବିରୋଧରେ ହିଞ୍ଜିଳିକାଟୁ ତହସିଲଦାର ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। ନଂ.୯୮/୨୦ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।…

କରୋନା ଭୟ: ବିଦେଶୀ ପର୍ଯ୍ୟଟକ ଦେଖି ପାଟିତୁଣ୍ଡ କଲେ ଲୋକେ, ଜଙ୍ଗଲରୁ ଉଦ୍ଧାର

ଠାକୁରମୁଣ୍ଡା,୨୪ା୩(ଡ଼ି.ଏନ୍‌.ଏ.)- ଇସ୍ରାଏଲରୁ ଭ୍ରମଣ ଉଦ୍ଦେଶ୍ୟରେ ଆସିଥିବା ଜଣେ ପର୍ଯ୍ୟଟକଙ୍କୁ ମଙ୍ଗଳବାର ଅପରାହ୍ନରେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଅଞ୍ଚଳରୁ ପୋଲିସ ଉଦ୍ଧାର କରିଛି। ସେ ଏକ ବାଇକ୍‌ରେ କେତେକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବାନ୍ଧି ଠାକୁରମୁଣ୍ଡା-ଉଦଳା ରାସ୍ତା ଦେଇ ଯାଉଥିବା ବେଳେ ପତ୍ରପଡା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?