‘ନିଜକୁ ଜଳାଞ୍ଜଳି ଦେଇ ସମସ୍ତଙ୍କୁ ଆଲୋକିତ କରୁଥିବା ବ୍ୟକ୍ତି ହେଉଛନ୍ତି ଶିକ୍ଷକ’
ଦାରିଙ୍ଗବାଡି,୫।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ରାଣୀଦୁର୍ଗା ରେସିଡେନ୍ସି କଲ୍ୟାଣ ମଣ୍ଡପଠାରେ ବ୍ଲକ ସ୍ତରୀୟ ଗୁରୁ ଦିବସ ଏବଂ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଦାରିଙ୍ଗବାଡି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଯାମିନୀକାନ୍ତ ପଡ୍ରାଙ୍କ ଅଧ୍ୟକ୍ଷତା…
ଫୁଲୁଛି ହୀରାକୁଦ, ଚଳିତବର୍ଷ ଖୋଲିବ ସର୍ବାଧିକ ୨୪ ଗେଟ୍
ସମ୍ବଲପୁର,୫ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ଅଧିକ ୪ଟି ସ୍ଲୁଇସ୍ ଖୋଲାଯାଇ ମୋଟ ୨୦ଟି ସ୍ଲୁଇସ ଗେଟ୍ରେ ଜଳଭଣ୍ଡାରରୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି। ସୂଚନାଯୋଗ୍ୟ, ଗୁରୁବାର ୩ଟି ପର୍ଯ୍ୟାୟରେ ଅଧିକ ୧୦ଟି…
ଜଙ୍ଗଲରେ ମାଟିତଳେ ପୋତିଥିଲେ ମଦ, ଅବକାରୀ ବିଭାଗ ଚଢାଉ କରି…
ଆଠଗଡ଼,୫।୯: କଟକ ଜିଲା ଖୁଣ୍ଟୁଣି ଥାନା ଡାଳୁଅ ଏବଂ ଖଣ୍ଡୁଆଳି ଜଙ୍ଗଲରେ ଅବକାରୀ ବିଭାଗ ପକ୍ଷରୁ ବୁଧବାର ବଡ଼ ଧରଣର ଚଢାଉ କରାଯାଇଛି। ଚଢାଉ ବେବେ ମାଟି ତଳୁ ବିପୁଳ ପରିମାଣର ଦେଶୀମଦ ଜବତ କରାଯାଇଛି। ମାଟି ତଳୁ ୧୯୯୫ ଲିଟର…
ଗୁରୁଦିବସରେ ଦିଲ୍ଲୀରେ ଓଡ଼ିଶାର ୨ ଶିକ୍ଷକଙ୍କୁ ମିଳିଲା ଜାତୀୟ ଶିକ୍ଷକ ସମ୍ମାନ
ନୂଆଦିଲ୍ଲୀ/ଭୁବନେଶ୍ୱର,୫ା୯: ଆଜି ପବିତ୍ର ଗୁରୁଦିବସ ଅବସରରେ ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଶିକ୍ଷକ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୪୫ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏଥିରେ ଓଡ଼ିଶାର ୨ ଜଣ ଶିକ୍ଷକଙ୍କୁ ମିଳିଛି…
ଗୁରୁ ଦିବସରେ ଅଘଟଣ: ପିଲା ବସିଥିବାବେଳେ ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି…
ବାସୁଦେବପୁର ୫।୯(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ କିଷ୍ମତକୃଷ୍ଣପୁର ପଞ୍ଚାୟତରେ ବହୁମା ଘେରି ପ୍ରାଥମିକ ବିଦ୍ୟାଳୟରେ ଗୁରୁ ଦିବସ ଅବସରରେ ହଠାତ୍ ସ୍କୁଲ ଛାତ ଖସି ପଡିବାରୁ ୩ ଜଣ ଛାତ୍ରୀ ଆହତ ହୋଇଛନ୍ତି। ଆହତ ଛାତ୍ରୀମାନେ ହେଲେ…
ତାତିଲେ ମହିଳା, ଆମ ବସ୍ ଅଟକାଇବାରୁ ଯାତ୍ରୀମାନେ…
ପାଟଣା,୫ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଣମହୁଲଡିହା, ପିଛୁଳାବେଡ଼ା ଓ ରହୁଣି ଦୁମା ଗାଁକୁ ଆମ ବସ୍ ଯାଉ ନ ଥିବାରୁ ଶୁକ୍ରବାର ଶତାଧିକ ମହିଳା ଏକତ୍ରିତ ହୋଇ ଜମୁଳେଇବେଡ଼ା ଛକ ନିକଟରେ ବସ୍କୁ ଦୀର୍ଘ ୪ଘଣ୍ଟା…
ଅତି ଚତୁରତାର ସହ ପିତ୍ତଳକୁ ସୁନା ଇଟା କହି ଏମିତି କରୁଥିଲେ ବେପାର, ଜଣାପଡିବା ପରେ…
ନୀଳଗିରି, ୪।୯(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ବିଭିନ୍ନ ସମୟରେ ହନୁମାନ ପଇସା କାରବାର ହୋଇଆସୁଥିବା ବେଳେ ଗୁରୁବାର ନକଲି ସୁନା ଇଟା କାରବାର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ଅତି ଚତୁରତାର ସହ ପିତ୍ତଳକୁ ତରଳାଇ…
ଗ୍ୟାସ ସିଲିଣ୍ଡର ଲଗାଇବାବେଳେ ଫାଟିଲା, ଉଡିଗଲା ଘର ଛାତ
ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ରୋଷେଇ ଘର ଛାତ ଉଡ଼ିଯାଇଛି। ଏହି ଦୁର୍ଘଟଣାରେ ପ୍ରଫୁଲ୍ଲ ପାତ୍ର ନାମକ ଜଣେ ଯୁବକ ଗୁରୁତର ଆହାତ ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ…
ସାର ନେବାକୁ ଚାଷୀଙ୍କ ପ୍ରବଳ ଭିଡ଼, ସାର ନ ପାଇ…
କର୍ଲାମୁଣ୍ଡା,୫ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଥିବା ତିନି ପ୍ରାଥମିକ କୃଷି ସମବାୟ ସମିତିର ସାର ଗୋଦାମ ଗୃହଗୁଡ଼ିକରେ ୟୁରିଆ ସାର ନେବା ଚାଷୀମାନଙ୍କ ପ୍ରବଳ ଭିଡ଼ ରହିଥିବା ଓ ଚାଷୀମାନେ ସାର ନ ପାଇ ଅସନ୍ତୋଷ ଫେରୁଥିବା…
ପାରାଦୀପ ଘରୋଇ ବର୍ଥରେ ଅଘଟଣ: ଜାହାଜରୁ ଖସି ପଡିଲେ ଚାଇନା ନାଗରିକ ନିଖୋଜ
ପାରାଦୀପ ୫।୯(ଶରତ ରାଉତ): ପାରାଦୀପ ବନ୍ଦର ୫ନଂ ଗେଟ୍ ପାଖରେ ବିଓଟି (ବିଲ୍ଡ ଅପରେଟ ଟ୍ରାନ୍ସପୋର୍ଟ)ବେସିସରେ କ୍ଲିନ କାର୍ଗୋ ବର୍ଥ ପରିଚାଳନା କରୁଥିବା ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ)ବର୍ଥରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି। ପାନାମା ଜାତୀୟ ପତାକା ଲଗାଇ…
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ହେବ ଯବାନଙ୍କ ଶେଷକୃତ୍ୟ
ବରଗଡ଼,୪ା୯(ପ୍ରେମାନନ୍ଦ ଖମାରୀ): ଜନ୍ମମାଟିରେ ପହଞ୍ଚିଲା ବିଏସ୍ଏଫ୍ ଯବାନଙ୍କ ମରଶରୀର। ଅତାବିରା ବ୍ଲକ ଗୋଡ଼ଭଗା ଗାଁର ଯବାନ ଖଗେନ୍ଦ୍ର ମହାପାତ୍ର ମେଘାଳୟରେ କାର୍ଯ୍ୟରତ ଥିବା ବେଳେ ଶହୀଦ ହୋଇଥିଲେ। ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ କରାଯିବ। ମିଳିଥିବା ସୂଚନାରୁ…
ଅନୁପ୍ରବେଶକାରୀଙ୍କୁ ବଳ ଯୋଗାଇଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ, ଦେଶାନ୍ତର ନୋଟିସ ପାଇଥିବା ଲୋକ ଏବେ…
କେନ୍ଦ୍ରାପଡ଼ା, ୫ା୯ (ଜଗନ୍ନାଥ ଧଳ): ୨୦୧୯ ଡିସେମ୍ବର ୧୨ରେ ନାଗରିକତ୍ୱ ସଂଶୋଧନ ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହୋଇଛି। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ସଂଖ୍ୟାଲଘୁ ଭାବେ ପରିଚିତ ହିନ୍ଦୁ, ପାର୍ସୀ, ବୌଦ୍ଧ, ଜୈନ, ଶିଖ ଓ ଖ୍ରୀଷ୍ଟିଆନ…
Archives


