ଆମ ଜିଲା ଖବର

ପାଦ ଚାଲିଲା ଦେଢ଼ଶହ କିମି

ଭୁବନ, ୧।୪(ଡି.ଏନ.ଏ.) – କରୋନା ପାଇଁ ଲକ୍‌ଡାଉନ୍‌ରେ ସାରା ଦେଶ। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଗରିବ ଖଟିଖିଆ ଏବଂ ଦିନ ମଜୁରିଆ। ହାତରେ କାମ ନାହିଁ। ପାଖରେ ପଇସା ନାହିଁ। ସକାଳ ହେଲେ ଘାରୁଛି ଖାଇବା ଚିନ୍ତା। ଯାନବାହନ ଚଳଚଳ…

ଉଲ୍ଲଂଘନକାରୀଙ୍କୁ ସାବାଡ୍‌ କର: ଡିଜିପି

ଢେଙ୍କାନାଳ ଅଫିସ୍‌, ୧।୪: ଢେଙ୍କାନାଳ ଜିଲା ପୋଲିସ କାର୍ଯ୍ୟାଳୟରେ ମଙ୍ଗଳବାର ଲକ୍‌ଡାଉନ୍‌ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ। ତାଲାବନ୍ଦ ନେଇ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ନେଇ ଡିଜିପି ସନ୍ତୋଷ ବ୍ୟକ୍ତ କରିଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କୁ…

ସପ୍ତାହରେ ତିଆରି କଲେଣି ୨୦ ହଜାର ମାସ୍କ

ଛେଣ୍ଡିପଦା,୧।୪(ସ୍ବ.ପ୍ର.) – କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଅନେକ ଲୋକ ମାସ୍କ ବ୍ୟବହାର କରୁଛନ୍ତି। ଏଥିଯୋଗୁ ବଜାରରେ ମାସ୍କର ଅଭାବ ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ମାସ୍କ ତିଆରି କରି ଲୋକଙ୍କୁ ଯୋଗାଇବାକୁ ଅଣ୍ଟା ଭିଡ଼ିଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା…

କଷ୍ଟ ଦେଉଛି କଟକଣା

ବଅଁରପାଳ, ୧ା୪(ଉପେନ୍ଦ୍ର ରାଉତ) – ଦୈନିକ କିଛି ରୋଜଗାର କଲେ ଚୁଲି ଜଳୁଥିଲା। ଛୁଆପିଲାଙ୍କ ପେଟକୁ ଦାନା ଯାଉଥିଲା। ହେଲେ ଏବେ କରୋନା କଟକଣା ଜୀବନକୁ କଷ୍ଟକର କରିଦେଇଛି। ଦୁଇ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ ପାଇଁ ସଂଘର୍ଷ କରିବାକୁ…

ପୂର୍ବାହ୍ନରେ ଫେରାଇଦେଲେ, ଅପରାହ୍ନରେ ବାଣ୍ଟିଲେ

ଅନୁଗୋଳ ଅଫିସ, ୧।୪: କରୋନା ମୁକାବିଲା ପାଇଁ ସୋମବାର ଅନୁଗୋଳ ଜିଲାରେ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି କରାଯାଇଥିଲା। ମଙ୍ଗଳବାର ସେମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯିବାର ଥିଲା। ଏଥିପାଇଁ ପୂର୍ବାହ୍ନରେ ମେଡିକାଲ ପରିସରରେ ଷ୍ଟାଫ୍‌ମାନେ ପହଞ୍ଚି ଯାଇଥିଲେ। ହେଲେ ନବନିଯୁକ୍ତ କର୍ମଚାରୀଙ୍କ…

ଲକ୍ଷାଧିକ ଟଙ୍କାର କାଠ ଜବତ

କେନ୍ଦୁଝର, ୧ା୪ (ସ୍ବ.ପ୍ର./ଡି.ଏନ୍‌.ଏ.)- କେନ୍ଦୁଝର ବନ ବିଭାଗ ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜ ଅନ୍ତର୍ଗତ ୨ଟି ସ୍ଥାନରେ ଚଢାଉ କରି ୨ଟି ଟ୍ରାକ୍ଟର ଜବତ ସହ ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି। ସୂଚନା ଅନୁଯାୟୀ, ୨୭ ତାରିଖ ରାତିରେ କତିଲା…

୨୬ ବାଇକ୍‌ ଜବତ

ଯୋଡା, ୧।୪(ଡି.ଏନ.ଏ.)-ଲକଡାଉନ କଟାକଣାକୁ ଉଲ୍ଲଂଘନ କରି ବିନା କାରଣରେ ଯୋଡ଼ା ସହରରେ ବୁଲୁଥିବା ୨୬ଟି ବାଇକ୍‌କୁ ପୋଲିସ ଜବତ କରିଛି। ଗତ ଶନିବାର ମଧ୍ୟ ଯୋଡା ପୋଲିସ ୨୯ ବାଇକ ଜବତ କରିଥିଲା ା ତେବେ ଜବତ ହୋଇଥିବା ବାଇକ୍‌ ଗୁଡିକୁ…

ଗୁଡିପୋଖରୀ ଜଙ୍ଗଲରେ ନିଆଁ

ପାଟଣା, ୧ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଯମୁନାପଶି ବିଟ ଅନ୍ତର୍ଗତ ଗୁଡିପୋଖରୀ ୟୁକାଲିପଟାସ ଜଙ୍ଗଲରେ ମଙ୍ଗଳବାର ଅପରାହ୍ନରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଛନ୍ତି। ଉକ୍ତ ଗ୍ରାମ୍ୟ ଜଙ୍ଗଲରେ ଲଗାଯାଇଥିବା ଚାରାଗୁଡ଼ିକ ଜଳିଯାଇଛି। ଜଙ୍ଗଲରେ ନିଆଁ ଲାଗିବା ଦେଖି ଗ୍ରାମବାସୀ ଅଗ୍ନିଶମ…

ଓଡ଼ିିଶା ସୀମାରୁ ହଟିଲା ଝାଡ଼ଖଣ୍ଡ ପୋଲିସ

ବଡବିଲ, ୧ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଝାଡଖଣ୍ଡ ରାଜ୍ୟ ସୀମାରେଖାକୁ ଲାଗି ରହିଛି। ରାଜ୍ୟର ବଡବିଲ ପୌରାଞ୍ଚଳର ୱାର୍ଡ ନଂ.୧ସ୍ଥିତ ନାଲଦା ଅଞ୍ଚଳ ଭିତରକୁ ସୋମବାର ଝାଡଖଣ୍ଡ ପୋଲିସ ପଶି ଟେଣ୍ଟ ବାନ୍ଧୁଥିବା ବେଳେ ବିରୋଧ ହୋଇଥିଲା। ସ୍ଥାନୀୟ ପ୍ରଶାସନ ପହଞ୍ଚି…

ମଦକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଆନନ୍ଦପୁର, ୧।୪ (ସ୍ବ.ପ୍ର.)-କରୋନା କଟକଣା ବେଳେ କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ କଣ୍ଟିପାଳ ପଞ୍ଚାୟତ ବିରିଡିହା ଗ୍ରାମରେ ଅବାଧ ମଦ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ସ୍ବୟଂ ସହାୟକ ମହିଳା ମଣ୍ଡଳର ସଭ୍ୟାମାନେ ସୋମବାର ରାତିଠାରୁ…

ଶ୍ରମିକଙ୍କୁ ରନ୍ଧାଖାଦ୍ୟ ବାଣ୍ଟିଲେ ମହିଳା ଗୋଷ୍ଠୀ

ବନ୍ତ, ୧ା୪(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତରେ ପଶ୍ଚିମବଙ୍ଗ ରାଜ୍ୟ ତଥା ଅନ୍ୟ ଜିଲାରୁ ଆସି କାମ କରୁଥିବା କେତେକ ଶ୍ରମିକଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି ା କରୋନା ଲକ୍‌ଡାଉନ୍‌ ପାଇଁ ଉକ୍ତ ପଞ୍ଚାୟତରେ ରହୁଥିବା ପ୍ରାୟ ୫୦ଜଣ ଶ୍ରମିକ…

୧୩୧ ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ

ଭଦ୍ରକ ଅଫିସ,୧ା୪- ଭଦ୍ରକ ଜିଲାର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଜିଲାର ୧୩୧ଟି ପଞ୍ଚାୟତରେ ସୋମବାର ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲା ପ୍ରଶାସନ ପକ୍ଷରୁ ଗରିବ, ନିଃସହାୟ, ଦିନ ମଜୁରିଆଙ୍କୁ ମାଗଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?