ସମାଲୋଚନାକୁ ଭୟ କଲେ ପରିବର୍ତ୍ତନ ଅସମ୍ଭବ: ତଥାଗତ
ଘସିପୁରା/ଆନନ୍ଦପୁର,୮ା୯(ନିରଞ୍ଜନ ସାହୁ/ସୁଶାନ୍ତ କୁମାର ସାହୁ): ସମାଲୋଚନାକୁ ଭୟ କରି ପଦକ୍ଷେପ ଗ୍ରହଣ କରା ନ ଗଲେ ପରିବର୍ତ୍ତନ ଅସମ୍ଭବ। ଏହା ସବୁ କ୍ଷେତ୍ରରେ ପ୍ରଯୁଜ୍ୟ। ଜଣେ ଗଛଟିଏ ଲଗାଉଛି, ଅନ୍ୟ ଜଣେ କହୁଛି କାହିଁକି ଲଗାଉଛୁ, ତାହାକୁ ଅଣଦେଖା କରି ଆଗକୁ…
ଚାଷୀଙ୍କ ଦୁଃଖ ବଢ଼ାଇଛି ସାର, ଲାଭବାନ୍ ହେଉଛନ୍ତି ଅସାଧୁ ବ୍ୟବସାୟୀ
ଖୋର୍ଦ୍ଧା,୮ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଜର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳାବଜାର ଏବଂ ବଜାରରେ ୟୁରିଆ ମିଳୁ ନ ଥିବାରୁ ଚାଷୀ ହଇରାଣ ହେଉଛନ୍ତି। ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ)ରେ ସାର ନ ଥିବା ବେଳେ ଲାଭବାନ୍ ହେଉଛନ୍ତି କେତେଜଣ…
ରାଜପଥରେ ଖୋଲାଖୋଲି ବୁଲୁଛନ୍ତି ଗୋରୁ: ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ
ସାକ୍ଷୀଗୋପାଳ, ୭।୯(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର କାଦୁଆ ଛକ ନିକଟରେ ରବିବାର ରାତି ୧୦ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ବାଇକ୍ ଆରୋହୀ ନିର୍ମଳ ଦାସ (୩୫), ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାହାଜାହାନପୁର ଗ୍ରାମର ବାସିନ୍ଦାଙ୍କର ମୃତ୍ୟୁ ଘଟିଛି।…
ପାହାଡ଼ ଉପରେ ଚାଲିଥିଲା ଜୁଆଖେଳ, ମାଡ଼ି ବସିଲା ପୋଲିସ
ଭେଡେନ,୭।୯(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ପପଙ୍ଗା ପାହାଡ଼ରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ ରବିବାର ଚଢାଉ କରିଛି। ଚଢାଉ ବେଲେ ପୋଲିସ ୨୨ରୁ ଊଦ୍ଧର୍ବ ବାଇକ୍, ୨ଟି କାର, ବ୍ୟବହୃତ ଜୁଆଖେଳ…
ପୂର୍ବତନ ସରପଞ୍ଚଙ୍କୁ ଆକ୍ରମଣ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
ଦାରିଙ୍ଗବାଡ଼ି,୭।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ପୂର୍ବତନ ସରପଞ୍ଚ ଙ୍କୁ କେହି ଜଣେ ଦୁର୍ବୁତ୍ତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ପ୍ରକାଶ ଯେ, କିରିକୁଟି…
ଅପ୍ରାକୃତ ଯୌନ ସମ୍ପର୍କ ପରେ ତଣ୍ଟି ଚିପି ନାବାଳକ ଛାତ୍ରଙ୍କୁ ହତ୍ୟା: ଧରାପଡ଼ିଲେ ହତ୍ୟାକାରୀ ଛାତ୍ର
ନୟାଗଡ଼,୭।୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ରଣପୁର ଥାନା ସୁନାଖଳା ଫାଣ୍ଡି କୁଳାସର ପଞ୍ଚାୟତ ନୀଳପଲ୍ଲୀ ଗଁାରେ ଥିବା ମଦ୍ରାସାର ପାଇଖାନା ଟାଙ୍କିରୁ ନାବାଳକ ଛାତ୍ର (୧୨)ଙ୍କ ମୃତଦେହ ଜବତ ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଛାତ୍ର ଜଣକ ସେହି ମଦ୍ରାସାର…
ଅପମିଶ୍ରିତ ମଦ ଜବତ: ଜେଲ ଗଲେ ୨ ଅଭିଯୁକ୍ତ
ଦିଗପହଣ୍ଡି,୭।୯(ଅଶେଷ ନାଥ ମିଶ୍ର): ବେଆଇନ ମଦ କାରବାର ଅଭିଯୋଗରେ ଅବକାରୀ ପୋଲିସ ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମର ରମେଶ ଗୌଡ଼ ଏବଂ ଶ୍ୟାମସୁନ୍ଦରପଲ୍ଲୀ ଗ୍ରାମ ମଝି ସାହିର ରାଜୁ ମଲ୍ଲିକଙ୍କୁ ଗିରଫ କରିଛି। ଦିଗପହଣ୍ଡି ଅବକାରୀ ଥାନା ଓଆଇସି…
ନୂଆଁଖାଇ ଭେଟ୍ଘାଟ୍ରେ ଶ୍ରମିକ ସୁରକ୍ଷା ଚିନ୍ତା
ବଲାଙ୍ଗୀର,୭।୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ମଙ୍ଗଳ ଭବନଠାରେ ଶ୍ରମିକ ଅଧିକାର ମଞ୍ଚ ପକ୍ଷରୁ ରବିବାର ଜଳ, ଜମି, ଜଙ୍ଗଲ ଏବଂ ଦାଦନ ସମସ୍ୟା ସମ୍ପର୍କିତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂଆଁଖାଇ ଜୁହାର ଭେଟ୍ କାର୍ଯ୍ୟକ୍ରମ ହୋଇଥିଲା।…
ବିଜେଡି ଛାଡ଼ି ଭାଜପାରେ ମିଶିଲେ
ବୁଗୁଡ଼ା,୭।୯(କାଳିଚରଣ ଦାଶ): ଗଞ୍ଜାମ ଜିଲା ପୋଲସରା ନିର୍ବାଚନ ମଣ୍ଡଳୀ ବୁଗୁଡ଼ା ବ୍ଳକ ଅଧୀନ ମୋଟାବାଡି ପଞ୍ଚାୟତ ଡାକରାବାଡ଼ି ଗ୍ରାମରେ ରବିବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମିଶ୍ରଣ ପର୍ବରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ…
ଭୁଶୁଡ଼ିଲା ପଠାଣୀ ସାମନ୍ତ ପ୍ଲାନେଟୋରିୟମ ପାଚେରି: ଚାପି ହୋଇଗଲା ୫ ଗାଡ଼ି
ଭୁବନେଶ୍ବର,୭।୯: ଭୁବନେଶ୍ୱର ଆଚାର୍ଯ୍ୟ ବିହାର ସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ ପାଚେରି ରବିବାର ଭୁଶୁଡ଼ି ପଡିଛି। ପାଚେରୀ ଭୁଶୁଡ଼ି ୪ଟି ବାଇକ୍ ସହ ଗୋଟିଏ ସ୍କୁଟି ଭାଙ୍ଗି ଯାଇଥିବା ସୂଚନା ମିଳିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଚାପି…
ରାତି ଅଧରେ ଗାଁରେ ଫୁଟିଲା ଗୁଳି
ମୋରଡା,୭।୯(ସ୍ମାରକ ମାଜୀ ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ତଥା ବଡାମପୁର ବିଟ ଅଧୀନ ମାଣିକପୁର ଗ୍ରାମରେ ଗୁଳି ମାଡ଼ ହୋଇଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ଦିଲୀପ କୁମାର ଗିରି(କାଳିଆ) ଶନିବାର ରାତିରେ ଦିଲୀପ କୁମାର ଗିରି…
ଗଞ୍ଜାମ ପାଇଁ ଗୌରବ ଆଣିଲେ କ୍ଷୀରାବ୍ଧୀ
ଗଞ୍ଜାମ,୭।୯(ବିଦ୍ୟାଧର ସାହୁ): ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଚେୟାରମ୍ୟାନ କପ୍୨୦୨୪/୨୫ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ନାଳନ୍ଦା ଶ୍ରୀ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ରୀ କ୍ଷୀରାବ୍ଧୀ ମିଶ୍ର ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ଜିଲା…
Archives


