ମଦ କାରଖାନା ଉପରେ ଚଢ଼ାଉ: ମହିଳା କିଙ୍ଗପିନ୍ ଗିରଫ; ୧୭ଲକ୍ଷ ଟଙ୍କା, ୧୫୦ ଲିଟର ମଦ ଜବତ
ଖୋର୍ଦ୍ଧା ଅଫିସ,୨୪।୪: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାସଲ ଗ୍ରାମରେ ଦୀର୍ଘଦିନ ଧରି ବେଆଇନ ଭାବେ ମଦ କାରଖାନା ଚାଲିଆସୁଥିଲା। ଜେନେରେଟର, ପେକିଂ ମେଶିନ ସାହାଯ୍ୟରେ ଡେଲି ମଦ ଆଣାଯାଇ ବେପାର ହେଉଥିଲା। କୌଣସି ସୂତ୍ରରୁ ଖବରପାଇ ଶୁକ୍ରବାର ସକାଳେ…
ଲକ୍ଡାଉନ୍ ଉଲ୍ଲଂଘନ: ୬ ଗିରଫ, ୧୫୦ ଲିଟର ମଦ ଜବତ
ଭଟଲି,୨୪ା୪(ଡି.ଏନ୍.ଏ.): କାରୋନା (କୋଭିଡ-୧୯) ମୁକାବିଲା ଲାଗି ସମଗ୍ର ଭାରତରେ ଲକ୍ଡାଉନ୍ ଜାରି ରହିଛି। ଏପରି ସ୍ଥଳେ ଲକ୍ଡାଉନକୁ ଉଲ୍ଲଂଘନ କରି କେତେକ ଅସାଧୁ ବ୍ୟବସାୟୀ ଜଙ୍ଗଲ ତଥା ନିଜ ଘରେ ମହୁଲ ପୋଚକୁ ବ୍ୟବହାର କରି ଦେଶୀ ରନ୍ଧା ମଦ ପ୍ରସ୍ତୁତ…
ଭଦ୍ରକରୁ ଆସିଥିବା ଅଧିକାରୀଙ୍କ ସ୍ବାବ୍ ଟେଷ୍ଟ ପାଇଁ ବଲାଙ୍ଗୀର ପଠାଗଲା
ଗୁଡଭେଲା,୨୪ା୪(ଡି.ଏନ୍.ଏ.) : ଲକ୍ଡାଉନ ସତ୍ତ୍ୱେ ଭଦ୍ରକ ଜିଲାରୁ ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଶିକ୍ଷା କାର୍ଯ୍ୟାଳୟକୁ ଆସିଥିବା ଜଣେ ଅଧିକାରୀଙ୍କ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶୁକ୍ରବାର ତୁଷୁରା ତହସିଲଦାର ଚନ୍ଦ୍ରମଣୀ ନାଗଙ୍କ ନେତୃତ୍ୱରେ ଉକ୍ତ ଅଧିକାରୀଙ୍କୁ ଏକ…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ ହଜାର ଟଙ୍କା ପ୍ରଦାନ
ଗୁଡଭେଲା,୨୪ା୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଅନ୍ତର୍ଗତ ଧାନଘରା ଗ୍ରାମର ମା’ଲକ୍ଷ୍ମୀ ନାରାୟଣୀ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ୫ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଗୁଡଭେଲା ସିଡିପିଓ ସୌଦାମିନୀ ପ୍ରଧାନଙ୍କ ଜରିଆରେ ପ୍ରଦାନ କରିଛନ୍ତି। କରୋନା ମୁକାବିଲା…
ପରିବା ମାର୍କେଟ୍କୁ ତିନିପଟରୁ ସିଲ୍ କଲା ପ୍ରଶାସନ
ଗୁଡଭେଲା,୨୪ା୪(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ତୁଷୁରା ସହରରେ ପ୍ରତ୍ୟେକ ଦିନ ସକାଳ ୬ଟାରୁ ୧୧ଟା ପର୍ଯ୍ୟନ୍ତ ହାଟ ବସୁଥିବା ବେଳେ ଲୋକେ ଦୁଇ ଚକିଆରେ ପନିପରିବା କିଣିବା ପାଇଁ ଆସୁଥିଲେ। ଫଳରେ ଲୋକଙ୍କୁ ଅଟକାଇବା ପାଇଁ ପୋଲିସ ନାକେଦମ ହୋଇପଡୁଥିଲା। ଏହାକୁ ଦୃଷ୍ଟିରେ…
ଜୁଆଆଡ୍ଡା ଉପରେ ଚଢ଼ାଉ: ୫ ଗିରଫ, ୮ହଜାର ୨ ଶହ ଜବତ
ବୁଗୁଡ଼ା,୨୪।୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ବିଷ୍ଣୁଚକ୍ର ଗ୍ରାମର ଏକ ଆମ୍ବତୋଟାରେ ଜୁଆଖେଳ ଚାଲିଥିଲା। ଖବର ପାଇ ବାଲିପଦର ଫାଣ୍ଡି ଅଧିକାରୀ ଭଗବାନ ପୂଜାରୀ ସଦଳବଳେ ସେଠାରେ ଚଢ଼ାଉକରି ୫ ଜଣଙ୍କୁ ଗିରଫ କରିଉନ୍ତି। ସେମାନଙ୍କଠାରୁ ୮…
ସ୍ବତନ୍ତ୍ର ସଚିବଙ୍କ ଭଦ୍ରକ ଗସ୍ତ: ଆଇନଶୃଙ୍ଖଳା, ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ କଲେ ଆଲୋଚନା
ଭଦ୍ରକ ଅଫିସ,୨୪ା୪: ଭଦ୍ରକ ଜିଲା ଗସ୍ତରେ ଆସି ସ୍ବତନ୍ତ୍ର ସଚିବ ଏସ୍କେ ଲୋହାନୀ ଶୁକ୍ରବାର ଜିଲାର ସ୍ଥିତି ସମୀକ୍ଷା କରିଛନ୍ତି। ସେହିଭଳି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଜିଲାରେ ଡେରା ପକାଇଛନ୍ତି। ଜିଲାପାଳ ଜ୍ଞାନ ରଞ୍ଜନ ଦାସ, ଏସ୍ପି ରାଜେଶ…
ସ୍କୁଲ ଫି’ ଛାଡ଼ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା
କଟକ ଅଫିସ୍,୨୪।୪: ଲକ୍ଡାଉନ୍ ଚାଲିଥିବା ଯୋଗୁ ଏବେ ଅଭିଭାବକଙ୍କ ରୋଜଗାର ବନ୍ଦ ହୋଇଯାଇଛି। ଏଭଳି ସମୟରେ ସେମାନେ ନିଜ ପିଲାଙ୍କ ସ୍କୁଲ ଫି’ ଦାଖଲ କରିପାରିବେ ନାହିଁ। ତେଣୁ ମାର୍ଚ୍ଚ ଠାରୁ ଜୁନ୍ ପର୍ଯ୍ୟନ୍ତ ସ୍କୁଲ ଫି’ ଛାଡ଼ କରାଯିବା ସମ୍ପର୍କରେ…
ଆନନ୍ଦପୁର ପଞ୍ଚାୟତକୁ କରାଗଲା ବିଶୋଧନ
ଭଣ୍ଡାରିପୋଖରୀ,୨୪।୪ (ଡି.ଏନ୍.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତୟକୁ ଧାମନଗର ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁବାର ବିଶୋଧନ କରାଯାଇଛି। ପଞ୍ଚାୟତର ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଖୋଲିଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର, ଆନନ୍ଦପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଆନନ୍ଦପୁର ବଜ଼ାର, ଶିଶୁ…
ଆରଡ଼ି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଆରଡି,୨୪ା୪( ଡି.ଏନ.ଏ.): ଭଦ୍ରକ ଜିଲାର ଆରଡ଼ି ପୀଠ ସମେତ ଏହାର ଆଖପାଖ ଅଞ୍ଚଳରେ ୬୦ ଘଣ୍ଟିଆ ସଟ୍ଡାଉନ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଗୁରୁବାର ଆରଡ଼ି ଫାଣ୍ଡି ପୋଲିସ ବିଭିନ୍ନ ଛକଜାଗା ଓ ଗାଁକୁ ଯାଇ ସଟ୍ଡାଉନ୍ ନିୟମକୁ ଲୋକମାନେ କେତେ ମାନୁଛନ୍ତି…
ମଲାରପଦାରେ କାଳବୈଶାଖୀ: ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଘର ଭାଙ୍ଗିଲା
ପାଟଣା,୨୪ା୪(ସ୍ବ.ପ୍ର.) : କାଳବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ମଲାରପଦା ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗୁରୁବାର ବର୍ଷା ପବନ ସାଙ୍ଗକୁ ପ୍ରବଳ କୁଆପଥର ମାଡ଼ ହୋଇଛି। ଫଳରେ ଏହି ପଞ୍ଚାୟତ ବାଲିପଶି ଓ ମୟୁରପଙ୍ଖା ଗ୍ରାମରେ ୪୦ରୁ ଉଦ୍ଧର୍ବ ଲୋକଙ୍କ…
ଖବରଦାତାଙ୍କ ଘର ଉପରକୁ ବୋମାମାଡ଼
କୋଣାର୍କ,୨୪ା୪(ଡି.ଏନ୍.ଏ.): ପୁରୀ ଜିଲା କୋଣାର୍କ ଥାନା ଅନ୍ତର୍ଗତ କରମଙ୍ଗା ବାଲିସାହିରେ ରହୁଥିବା ଖବରଦାତା ସଞ୍ଜୟ ପତିଙ୍କ ଘର ଉପରକୁ ଦୁର୍ବୃତ୍ତମାନେ ଗୁରୁବାର ବିଳମ୍ବିତ ରାତିରେ ବୋମାମାଡ଼ କରିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଗତରାତିରେ ଦୁର୍ବୃତ୍ତମାନେ ଏକ ମୋଟରସାଇକେଲରେ ଆସି ଲଗାତାର ୩ଟି…

