ଖଇର କାଠ ଚାଲାଣ କରିବା ପଡ଼ିଲା ମହଙ୍ଗା: ଧରାପଡ଼ିଲେ ଗାଡ଼ି ଡ୍ରାଇଭର
ପଦ୍ମପୁର,୧୧ା୯(ପ୍ରଦୀପ୍ତ ଦାଶ): ପଦ୍ମପୁର ରେଞ୍ଜ ଅନ୍ତର୍ଗତ ଗାଇସିଲେଟ ଥାନା କୁଦୁଲା ଗ୍ରାମରେ ଏକ ଖଇରକାଠ ବୋଝେଇ ପିକଅଫ ଗାଡ଼ି (ଓଆର୍୦୮ଡି୫୨୧୧)କୁ ପଦ୍ମପୁର ବନ ବିଭାଗ ଟିମ୍ ଜବତ କରିଛି। ଏହି ଘଟଣାରେ ଗାଇସିଲେଟ ଥାନା ଅନ୍ତର୍ଗତ କଠଉମାଲ ଗ୍ରାମର ଡ୍ରାଇଭର ବେଲମତି…
ମହାନଦୀ ରିଭରଫ୍ରଣ୍ଟ ଯୋଜନାକୁ ମଞ୍ଜୁରୀ: ତିନି ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା, ଝଟକିବ ଏହି ସହର
ଭୁବନେଶ୍ୱର,୧୧ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବହୁଆକାଂକ୍ଷିତ ମହାନଦୀ ନଦୀତଟ ବିକାଶ((Mahanadi River Front Development) ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ୨୦୨୫-୨୬ରୁ ୨୦୨୭-୨୮ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ଏବଂ ତିନି ବର୍ଷରେ ୨୪୦ କୋଟି ଟଙ୍କା ଖର୍ଚ୍ଚ ହେବ।…
ସାକ୍ଷୀଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୧୧।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଏସ.ଆଇ ଜୟନାଥ ପ୍ରଧାନ ଗୁରୁବାର ଦିଗପହଣ୍ଡି ବ୍ଲକ ବମକେଇ ଗ୍ରାମର ଦୁର୍ଦ୍ଦାନ୍ତ ଯୁବକ ଜୟ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୩୧୬/୨୫ ଅନୁଯାୟୀ ଜାମିନ…
ଚାଷ ଜମିରୁ ଫେରୁଥିଲେ, ହଠାତ୍ ମାରିଲା ବିଜୁଳି, ତା’ପରେ …
ଅମରପାଲି,୧୧/୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଜଟେସିଂହା ଗ୍ରାମରେ ବଜ୍ରାଘାତରେ ଗୁରୁବାର ସନ୍ଧ୍ୟାରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣକ ହେଲେ ଜଟେସିଂହା ଗ୍ରାମର ରସାନନ୍ଦ ସାହୁ(୫୫) ବୋଲି ଜଣାପଡିଛି। ସୂଚନା ଅନୁସାରେ ରସାନନ୍ଦ ବୁଧୁବାର…
ବିଲରେ କାମ କରି ସାଙ୍ଗହୋଇ ଫେରୁଥିଲେ: ଘଟିଲା ବଜ୍ରପାତ, ଆଉ ତା’ପରେ…
ବୋଡ଼େନ,୧୧ା୯(ଟିକେଶ୍ୱର ନାଗ): ନୂଆପଡ଼ା ଜିଲା ବୋଡ଼େନ ବ୍ଲକ ଡୁଡୁକାମୁଣ୍ଡା ଗ୍ରାମରେ ଗୁରୁବାର ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଡୁଡୁକାମୁଣ୍ଡା ଗ୍ରାମର ପରଶୁ ସତ୍ନାମୀ (୪୨)। ସୂଚନା ଅନୁଯାୟୀ ପରଶୁଙ୍କ ସହ ଅନନ୍ତ…
ମରଣଯନ୍ତା ପାଲଟିଛି ରାସ୍ତା, ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ
ଗଞ୍ଜାମ,୧୧।୯ (ବିଦ୍ୟାଧର ସାହୁ ): ବାରଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ । ସହରକୁ ସଂଯୋଗ ବିଭିନ୍ନ ରାସ୍ତା ଏବେ ମରଣଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି । ସାନ ବଜାର ରାଉଳ ସାହି, ଷ୍ଟେଟ ବ୍ୟାଙ୍କ ଗଳି, ଭାରତୀ ବିଦ୍ୟାପୀଠ…
୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ କୋର୍ଟଚାଲାଣ
ଖଇରା,୧୧ା୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଅବକାରୀ ପୋଲିସ ପକ୍ଷରୁ ମାର୍କୋଣା ଷ୍ଟେଶନ ନିକଟରେ ଚଢ଼ାଉ କରାଯାଇ ୨୧୦ ଗ୍ରାମ ବ୍ରାଉନସୁଗାର ଚଢ଼ାଉ କରାଯିବା ସହ ୨ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ଦ୍ବୟ…
ରାସ୍ତା ପାର୍ ହେଉଥିବାବେଳେ ବୃଦ୍ଧାଙ୍କୁ ଧକ୍କା ଦେଲା ବାଇକ, ଚାଳକଙ୍କୁ ଗ୍ରାମବାସୀ ଅଟକ ରଖି…
ଦାରିଙ୍ଗବାଡି, ୧୧।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ବାଇକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଉକ୍ତ ଥାନା ଗ୍ରୀନବାଡି ପଞ୍ଚାୟତ ଦାସିକେତା ଗ୍ରାମର ସୁରଙ୍ଗୀ ପ୍ରଧାନ ବୋଲି ଜଣାପଡିଛି । ଦୁର୍ଘଟଣା…
ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ପୋଷାକ ବଣ୍ଟନ କଲେ ପାଟଣା ବିଧାୟକ
ପାଟଣା, ୧୧।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ସରକାରୀ ଦଧିବାମନ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ଗୁରୁବାର ପୋଷାକ ବଣ୍ଟନ କରାଯାଇଛି। ପୋଷାକ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇ…
‘ଉତ୍କଳ ପ୍ରଦେଶ ଗଠନର ପ୍ରଥମ ସ୍ବର ଘୁମୁସରରୁ ଆରମ୍ଭ ହୋଇଥିଲା’
ଭଞ୍ଜନଗର,୧୧ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଗୁରୁବାର ଘୁମୁସର ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ବକ୍ତାମାନେ ଯୋଗଦେଇ ସତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରଥମ ସ୍ବର ଭଞ୍ଜଭୂମି ଘୁମୁସରରୁ ଆରମ୍ଭ ହୋଇଥିଲା ବୋଲି…
ନୂଆଖାଇ ଭେଟଘାଟ: ଏକାଠି ହେଲେ କୈବର୍ତ୍ତ ସମାଜ
ରିଷିଡା, ୧୧।୯(ସୁଶାନ୍ତ ମଲ୍ଲିକ) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ (କୁନ୍ଦେଇପାଲି ତେଳ ନଦୀ ଛତିଘାଟଠାରେ ନୂଆଖାଇ ଭେଟଘାଟ ଗୁରୁବାର ଅନୁଷ୍ଠିତ ହୋଇଥିଲା। କର୍ଲାମୁଣ୍ଡା ବ୍ଲକ ସ୍ଥରିୟ ଦୁଇ ଆଞ୍ଚଳିକ କମିଟି ସାନ ଡୁଙ୍ଗୁରୀ ଗୁଡା ଅଞ୍ଚଳ ଏବଂ ତେରେ ସିଂହା ଆଞ୍ଚଳିକ…
ଚିଲିକା ମଝିରୁ ବେଆଇନ ଫାର୍ମ ହାଉସ ଉଚ୍ଛେଦ: ୫ ବର୍ଷ ଧରି ୩୦ ଡିସିମିଲ ଜାଗା ଉପରେ ଠିଆ ହୋଇଥିଲା ୨ ମହଲା କୋଠା
କୃଷ୍ଣପ୍ରସାଦ୧୧।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଳକ ବିରିପଦର ମଜାର ଚିଲିକା ମଝିରେ ଥିବା ବେଆଇନ ଫାର୍ମ ହାଉସକୁ ଆଜି ଉଚ୍ଛେଦ କରାଯାଇଛି । ଏହି ଫାର୍ମ ହାଉସ ଦୀର୍ଘ ୫ ବର୍ଷ ଧରି ୩୦ ଡିସିମିଲ ଜାଗା…
Archives


