ଆମ ଜିଲା ଖବର

ଲୁଦୁ ଜଳପ୍ରପାତ: ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବାକୁ ଦାବି

କୋଟଗଡ଼,୩ା୧(ଡି.ଏନ୍‌.ଏ.)- ସରକାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ବହୁ ଟଙ୍କା ଖର୍ଚ୍ଚ କରୁଛନ୍ତି। କନ୍ଧମାଳ ଜିଲାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି। ଏହାର ବିକାଶ ଲାଗି ବହୁ ଟଙ୍କା ପର୍ଯ୍ୟଟନ ବିଭାଗ ପକ୍ଷରୁ ଖର୍ଚ୍ଚ କରାଯାଉଛି। କିନ୍ତୁ ଆହୁରି ଅନେକ ପର୍ଯ୍ୟଟନସ୍ଥଳୀ...

ପୋଲିସ କର୍ମଚାରୀଙ୍କୁ ଠେଲାପେଲା ଘଟଣା: ଚାଳକ ଗିରଫ, କାର୍‌ ଜବତ

ଦାରିଙ୍ଗବାଡ଼ି,୩ା୧(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ କାର୍ଯ୍ୟରତ କନଷ୍ଟେବଳଙ୍କୁ ଠେଲାପେଲା ସହ ଦୁର୍ବ୍ୟବହାର ଅଭିଯୋଗରେ ପର୍ଯ୍ୟଟକଙ୍କୁ ନେଇ ଆସିଥିବା ଗାଡ଼ି ଚାଳକଙ୍କୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଜି.ଉଦୟଗିରି ଥାନା ଗ୍ରେସିଙ୍ଗିଆ ଗ୍ରାମର...

କୋଟଗଡ଼ ବ୍ଲକ: ନୂଆବର୍ଷ ପାଇଁ ପ୍ରତିଷେଧକ ଟକା କାର୍ଯ୍ୟକ୍ରମ ବନ୍ଦ

କୋଟଗଡ,୩ା୧(ଡି.ଏନ.ଏ.) – କନ୍ଧମଳ ଜିଲା କୋଟଗଡ ବ୍ଲକରେ ୧୫ଟି ପଞ୍ଚାୟତ ରହିଛି। ପ୍ରତ୍ୟେକ ପଞ୍ଚାୟତରେ ଏଏନ୍‌ଏମ ଓ ଆଶା କର୍ମୀଙ୍କ ଦ୍ୱାରା ଶିଶୁ ଓ ଗର୍ଭବତୀମାନଙ୍କୁ ମାସର ପ୍ରଥମ ବୁଧବାର ପ୍ରତିଷେଧକ ଟିକା ଦେବା ପାଇଁ ନିୟମ ରହିଛି। ମାତ୍ର...

ମାଲ ବୋଝେଇ ଟ୍ରକ ଜଳିଗଲା

ଭଞ୍ଜନଗର,୩।୧(ଡି.ଏନ.ଏ): ତାରସିଂ ନିକଟ ଜଙ୍ଗଲ ରାସ୍ତାରେ ମାଲ ବୋଝେଇ ଏକ ଟ୍ରକ ଗୁରୁବାର ଭୋରରେ ଶଟ୍‌ ସର୍କିଟ୍‌ ଯୋଗୁ ଜଳିଯାଇଛି। ଭଞ୍ଜନଗର- ଦଶପଲ୍ଲା ମୁଖ୍ୟ ରାସ୍ତାରେ ଏପରି ଘଟିଥିବା ଖବରପାଇ ଦଶପଲ୍ଲା ଦମକଳ ବାହିନୀ ପହଞ୍ଚି ନିଅଁ।କୁ ଆୟତ୍ତ କରିଥିଲେ।...

ପୁଣି ବିଶ୍ୱରେକର୍ଡ ସୃଷ୍ଟି କରିବ ବ୍ରହ୍ମପୁର ଆଇଟିଆଇ : ୨୨ଫୁଟର ବନିଶୀକଣ୍ଟାଯୁକ୍ତ ମାଛ କଳାକୃତି

ବ୍ରହ୍ମପୁର ଅଫିସ,୩ା୧- ବ୍ରହ୍ମପୁର ଆଇଟିଆଇ ପୁଣି ବିଶ୍ୱସ୍ତରରେ ରେକର୍ଡ କରିବାକୁ ଯାଉଛି। ପୂର୍ବରୁ ସ୍କ୍ରାପ୍‌ ତଥା ଆବର୍ଜନାରେ ଏସିଆର ସର୍ବ ବୃହତ୍‌ ଗିଟାର ଏସିଆ ବୁକ ଅଫ ରେକର୍ଡ ଓ ଜିରାଫ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଥିଲା।...

ଟ୍ରକ୍‌ ଧକ୍କାରେ ମହିଳା ମୃତ, ସ୍ବାମୀ ଗୁରୁତର

ବ୍ରହ୍ମପୁର ଅଫିସ,୩ା୧- ମରଣଯନ୍ତା କୁହାଯାଉଥିବା ହଳଦିଆପଦର ଜାତୀୟ ରାଜପଥ ଏଣ୍ଟ୍ରି ପଏଣ୍ଟରେ ଗୁରୁବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣା ଘଟିଛି। ବ୍ରହ୍ମପୁରରୁ ହଳଦିଆପଦର ଓଭରବ୍ରିଜ ଦେଇ ଜାତୀୟ ରାଜପଥକୁ ଯାଉଥିବା ଏକ ବାଇକ୍‌କୁ ଆନ୍ଧ୍ରରୁ କଟକ ଅଭିମୁଖେ ଆସୁଥିବା ଟ୍ରକ...

ବୃତ୍ତି ନୁହେଁ, ବିଶ୍ୱରୂପ ଦର୍ଶନ ବିଦ୍ୟାର୍ଥୀଙ୍କ ଲକ୍ଷ୍ୟ ହେଉ

ବ୍ର୍‌ହ୍ମପୁର ଅଫିସ,୩ା୧- ବୃତ୍ତି ନୁହେଁ, ବିଶ୍ୱଦର୍ଶନ ଓ ବିଶ୍ୱରୂପ ଦର୍ଶନ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଲକ୍ଷ୍ୟ ହେବା ଉଚିତ। କେବଳ ବୃତ୍ତି ଲକ୍ଷ୍ୟରେ ଅଧ୍ୟୟନ ବିଦ୍ୟାର୍ଥୀଙ୍କୁ ଶିକ୍ଷା କ୍ଷେତ୍ରରେ ହତାଶ କରାଇଥାଏ। ତେଣୁ ବୃତ୍ତି ସହ ନିଜସ୍ବ ପ୍ରତିଭାର ବିକାଶ ପାଇଁ...

କଟକଣା ସତ୍ତ୍ୱେ ସାନଘାଗରାରେ ଅସୁରକ୍ଷିତ ଫଟୋ ଉଠା

କେନ୍ଦୁଝର, ୩ା୧ (ସ୍ବ.ପ୍ର.)-ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ଗୁଡ଼ିକରେ ସେଲଫି ଫଟୋ ଉଠା ଉପରେ କଟକଣା କରାଯାଇଛି। ଏହା ଛଡା ବାରିକେଡ ବ୍ୟବସ୍ଥା କରାଯାଇ ସତର୍କତା ସୂଚନା ଫଳକ ମରାଯାଇଛି । ଏହା ସତ୍ତ୍ୱେ ଉପଯୁକ୍ତ ତଦାରଖ...

ପୁଣି ଦବିଲା ଘସିପୁରା ଭିଆଇପି ରୋଡ୍‌

ଘସିପୁରା, ୩।୧(ଡି.ଏନ.ଏ.)-ଆନନ୍ଦପୁର ସହରରେ ପୂର୍ତ୍ତ ବିଭାଗ ପକ୍ଷରୁ ନବନିର୍ମିତ ଖପରାଖାଇ-ଘସିପୁରା ଭିଆଇପି ରୋଡ୍‌ ବୈତରଣୀ ଡଙ୍ଗାଘାଟ ନିକଟରେ ପୁଣି ଥରେ ଦବିଯାଇଛି। ଦବିଯିବା କାରଣରୁ ରାସ୍ତା ମଧ୍ୟଭାଗ ତଳେ ଯାଇଥିବା ଜନସ୍ବାସ୍ଥ୍ୟ ଜଳ ଯୋଗାଣ(ପିଏଚଡି) ବିଭାଗର ବହୁ ପାଇପ ଫାଟିଯାଇଛି।...

ବିଦ୍ୟୁତ ସଂଯୋଗ ନ ହେବାରୁ ଗ୍ରାମବାସୀ ଉପଜିଲାପାଳଙ୍କ ଦ୍ୱାରସ୍ଥ

ଚମ୍ପୁଆ,୩ା୧(ଡି.ଏନ.ଏ)- ଚମ୍ପୁଆ ବ୍ଲକ ଜାମୁଦଲକ ପଞ୍ଚାୟତ ହୁଡି ସାହି ଓ ସମା ସାହି ଖୁଣ୍ଟ, ତାର ଓ ଟ୍ରାନ୍ସଫର୍ମର ଲାଗିଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ଦିଆଯାଉ ନଥିବାରୁ ସରପଞ୍ଚ ସମେତ ଗ୍ରାମବାସୀ ଚମ୍ପୁଆ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁସାରେ...

ରାସ୍ତା ପାଲଟିଛି ମରଣଯନ୍ତା

ଝୁମ୍ପୁରା, ୩।୧ (ଡି.ଏନ.ଏ.)-କେନ୍ଦୁଝର ଜିଲାର ପଳାଶପଙ୍ଗା (ସ୍ପଞ୍ଜ ଆଇରନ ଛକ) ପାଖରୁ ବାମେବାରୀ ପର୍ଯ୍ୟନ୍ତ ରହିଥିବା କିଡ୍‌କୋ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ୨୯କି.ମି. ରାସ୍ତା ଉପରେ ଦୁର୍ଘଟଣା ଘଟିବା ଏବେ ସାଧାରଣ ଘଟଣାରେ ପରିଣତ ହେଲାଣି। ୭କି.ମି....

ବସ-ଟ୍ରକ ମୁହାଁମୁହିଁ ଧକ୍କା: ଦୁଇ ମୃତ, ୨୮ ଗୁରୁତର

ଭଦ୍ରକ ଅଫିସ, ୩।୧: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଏକ ଅଭାବନୀୟ ଘଟଣା ଘଟଛି। ବସ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ୨୮ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri