ଆମ ଜିଲା ଖବର

ଲକ୍‌ଡାଉନ୍‌: କେନ୍ଦ୍ରାପଡାରେ ପ୍ରସ୍ତୁତ ହେଉଛି ୬ ହଜାର ଶଯ୍ୟା

କେନ୍ଦ୍ରାପଡା ଅଫିସ, ୨୮।୩- କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ସକାଶେ ଲକ୍‌ଡାଉନ୍‌ କରାଯାଇଥିବା ବେଳେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଏ ଦିଗରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା ଦେଖାଯାଇଛି। ତାଲାବନ୍ଦ ସମୟରେ କୌଣସି ଲୋକ ଘରୁ ନ ବାହାରିବା...

କରୋନା ପ୍ରତିହତ ପାଇଁ ଗାଁର ପ୍ରବେଶ ପଥକୁ ବନ୍ଦ କଲେ ଯୁବଗୋଷ୍ଠୀ

ବିଜେପୁର, ୨୮।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣ ପ୍ରତିହତ କରିବାକୁ ସାମାଜିକ ଦୂରତା ନିହାତି ଆବଶ୍ୟକ। ଏହାକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ସମଗ୍ର ଦେଶରେ ୨୧ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। ଫଳରେ ଗାଁଠୁ ସହର ସବୁଠି ଖାଁ ଖାଁ। ଜରୁରୀ କାମ...

କ୍ୱାରାଣ୍ଟାଇନ, ଲକଡାଉନ ନିୟମ ଉଲ୍ଲଂଘନ: ୧୪ ମାମଲା

ଅନୁଗୋଳ ଅଫିସ୍, ୨୮ା୩- ବାହାରୁ ଆସିଥିବା ଲୋକଙ୍କୁ ହୋମ କ୍ୱାରାଣ୍ଟାଇନ ବା ସଙ୍ଗରୋଧରେ ରହିବାକୁ ବାରମ୍ବାର ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ମଧ୍ୟ ଏହାକୁ ଅନେକେ ମାନୁ ନ ଥିବା ଦେଖାଦେଇଛି । ଅନୁଗୋଳ ଜିଲାକୁ ରାଜ୍ୟ ତଥା ରାଜ୍ୟ...

ତେଲେଙ୍ଗାନାରେ ଫସିଛନ୍ତି ୩ ଓଡ଼ିଆ ଶ୍ରମିକ

ବନ୍ତ,୨୮ା୩(ଡି.ଏନ୍‌.ଏ.)-କରୋନା ପାଇଁ ସମଗ୍ର ଦେଶ ଲକ୍‌ ଡାଉନ୍‌ ହୋଇଥିବା ବେଳେ ବିମାନ, ରେଳ ଓ ବସ ସେବା ବନ୍ଦ ରହିଛି ା ଫଳରେ ଦେଶ ଓ ରାଜ୍ୟ ବାହାରେ ଥିବା ଲୋକେ ଘରକୁ ଫେରିବାରେ ସମସ୍ୟା ଦେଖାଯାଇଛି ା ଏପରିପ୍ରେକ୍ଷୀରେ...

ସାନଭାଇ ନେଲା ବଡ଼ଭାଇ ଜୀବନ

ପଦ୍ମପୁର, ୨୮।୩(ଡି.ଏନ.ଏ.)-ଭଦ୍ରକ ଜିଲା ନାୟକାଣୀଡିହି ଥାନା ଅଞ୍ଚଳରେ ଶନିବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଡ଼ ଭାଇ ବାହାରକୁ ଆସିବା ବେଳେ ତାଙ୍କ ସାନଭାଇ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ସମ୍ପୃକ୍ତ ବଡ଼ଭାଇ...

ବାହାର ରାଜ୍ୟର ଶ୍ରମିକଙ୍କୁ ବଣ୍ଟାଗଲା ରନ୍ଧାଖାଦ୍ୟ

ରାଇକିଆ,୨୮।୩(ଡି.ଏନ୍‌.ଏ.)- କରୋନା ସାଧାରଣ ଦିନ ମଜୁରିଆଙ୍କ ଚିନ୍ତା ବଢ଼ାଇଛି। ବିଶେଷକରି ବାହାର ରାଜ୍ୟରୁ ଆସି ଦିନମଜୁରିଆ ଭାବେ କାମ କରୁଥିବା ଶ୍ରମିକ ପରିବାର ଲକ୍‌ଡାଉନ କଟକଣା ପରେ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଏହା ନଜରକୁ ଆସିବା ପରେ ସେମାନଙ୍କ ପାଇଁ...

କାମ କରିବାକୁ ଯାଇ ପଶ୍ଚିମବଙ୍ଗରେ ଫସି ରହିଛନ୍ତି ଶ୍ରମିକ: ଘରକୁ ଫେରାଇ ନେବାକୁ ଜିଲାପାଳଙ୍କୁ ଅନୁରୋଧ

ଆରଡ଼ି,୨୮।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଓ ଧୁଷୁରୀ ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ୫ ଶ୍ରମିକ ଓ ଜଣେ ନାବାଳକ ପଶ୍ଚିମବଙ୍ଗ କାମ କରିବାକୁ ଯାଇ ସେଠାରେ ଫସି ରହିଛନ୍ତି। ସେମାନେ ହେଲେ ସତ୍ୟରଞ୍ଜନ ବେହେରା, ମାନସ ମଲ୍ଲିକ,...

କରୋନା ପ୍ରଭାବ: ଖାଦ୍ୟ ସଙ୍କଟରେ ଯାଯାବର ପରିବାର

କେନ୍ଦୁଝର, ୨୮ା୩ (ସ୍ବ.ପ୍ର.)-କରୋନା ସଂକ୍ରମଣ ରୋକିବା ପାଇଁ ଲକ ଡାଉନ ଘୋଷଣା, ଅନେକ ଜନଜୀବନକୁ ବ୍ୟତିବ୍ୟସ୍ତ କରିପକାଇଛି। ଲକ ଡାଉନ୍‌ ଘୋଷଣା ହେବା ପରେ ପ୍ଲାଷ୍ଟର ଅଫ ପ୍ୟାରିଶରେ ମୂର୍ତ୍ତି ଗଢି ଏବଂ ବଜାରରେ ବିକି ପେଟପୋଷୁଥିବା ରାଜସ୍ଥାନରୁ ଆସି...

ଚୋରାଚାଲାଣ ବେଳେ ଆଳୁ ଟ୍ରକ୍‌ ଜବତ: ୨ ଗିରଫ

ମାଲକାନଗିରି,୨୮ା୩(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ର ସୁଯୋଗ ନେଇ ଆଳୁ କଳାବଜାର କରାଯାଉଥିବାବେଳେ ଖାଉଟି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିିତିରେ ନ୍ୟସ୍ତସ୍ବାର୍ଥ ବ୍ୟବସାୟୀ ଆଳୁ ଅନ୍ୟତ୍ର ଚାଲାଣ କରିବା ସମୟରେ ପୋଲିସ ଓ ପ୍ରଶାସନ ଦ୍ୱାରା ଧରାପଡ଼ିଛନ୍ତି। ଶୁକବ୍ରାର ମଧ୍ୟରାତ୍ରରେ ଉପଜିଲାପାଳ...

ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଲେଖାଏ ସହାୟତା ଦେଲେ ଦେବଗଡ଼ ବିଧାୟକ

ଦେବଗଡ଼,୨୮।୩(ଡି.ଏନ୍‌.ଏ): କରୋନା ମୁକାବିଲା ଲାଗି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିଛନ୍ତି। ବିଧାୟକ ପାଣିଗ୍ରାହୀ ଏହି ଅର୍ଥ ତାଙ୍କର ପ୍ରାପ୍ୟ...

ଗାଁକୁ ବାହାର ଲୋକଙ୍କ ପ୍ରବେଶ ନିଷେଧ

ଧମା, ୨୮।୩ (ଡି.ଏନ.ଏ.):କରୋନା ମୁକାବିଲା ପାଇଁ ଦେଶ ଓ ରାଜ୍ୟରେ ଲକ୍‌ ଡାଉନ ସାଙ୍ଗକୁ ସଚେତନତା ଆରମ୍ଭ କରାଯାଇଛି। ଏହିକ୍ରମରେ ମାନେଶ୍ୱର ବ୍ଲକ୍‌ ଡକରା ପଞ୍ଚାୟତର ଭୃଙ୍ଗାପାଲି ଗ୍ରାମବାସୀ ନିଜେ ସଚେତନ ହୋଇ ଗ୍ରାମରେ ବାହାର ଲୋକଙ୍କ ପ୍ରବେଶ ନିଷେଧ...

କଳାବଜାର ରୋକିବାକୁ ଦୋକାନ ଆଗରେ ଲାଗିଲା ଦର ତାଲିକା

ରାଇକିଆ,୨୮।୩(ଡି.ଏନ୍‌.ଏ.)- କରୋନା ମୁକାବିଲା ପାଇଁ ସବୁଠି ଲାଗିଛି କଟକଣା। ୨୧ ଦିନ ପାଇଁ ଲକ୍‌ଡାଉନ ଘୋଷଣା ପରେ ଜରୁରୀ ଖାଦ୍ୟ ସାମଗ୍ରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଶନ ଦୋକାନ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି। ଏହିସବୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri