ଧରିତ୍ରୀ ପ୍ରଭାବ: ଗରିବ ପାଇଲେ ଖାଦ୍ୟ ସାମଗ୍ରୀ
ବଲାଙ୍ଗୀର ଅଫିସ, ୪ା୪- କରୋନା ଲକ୍ଡାଉନ୍କୁ ନେଇ ଗରିବ ଲୋକେ ବଡ ଅସୁବିଧାରେ ପଡିଛନ୍ତି । ଦିନମଜୁରିଆ ଭାବେ କାମ କରି ପରିବାର ପୋଷୁଥିବା ଲୋକେ ରୋଜଗାର ବନ୍ଦ ହୋଇଯିବା ପରେ ଖାଦ୍ୟ ଚିନ୍ତାରେ ପଡିଛନ୍ତି । ବିଶେଷକରି ମହିଳା...
ବଲାଙ୍ଗୀରରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ସ୍ୱାକ୍ଷରିତ ହେଲା ତ୍ରିପାକ୍ଷିକ ବୁଝାମଣାପତ୍ର
ବଲାଙ୍ଗୀର ଅଫିସ,୪ା୪- ବଲାଙ୍ଗୀରରେ ହେବ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ । ଏନେଇ ଶୁକ୍ରବାର ବଲାଙ୍ଗୀର (କଳିଙ୍ଗ ଇଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍) କିସ୍ କ୍ୟାମ୍ପସ ପରିସରରେ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । କଳିଙ୍ଗ ଇଷ୍ଟିଚ୍ୟୁଟ...
ପୁରୀ ଜିଲାରେ ପ୍ରଥମ କରୋନା ଚିହ୍ନଟ : ଦାନଗହିର ୧୧ ଦିନ ସଟ୍ ଡାଉନ
ପୁରୀ ଅଫିସ,୪-୪_ପୁରୀ ଜିଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପିପିଲି ବ୍ଲକ ଦାନଗହିର ଗ୍ରାମର ଜଣେ ବ୍ୟକ୍ତି ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ୧୨ ଦିନ ସଟ୍ ଡାଉନ ଘୋଷଣା କରାଯାଇଛି। ୪ ତାରିଖ ସକାଳ ୭ଟାରୁ...
ରାତିରେ ଲାଠିମାଡ଼ ପରେ ସକାଳୁ ଶୂନସାନ କଟକ ସହର
କଟକ ଅଫିସ, ୪।୪- କଟକ ସହରରୁ ପ୍ରଥମ କରୋନା ଆକ୍ରାନ୍ତ ଶୁକ୍ରବାର ଚିନ୍ହଟ ହୋଇଥିଲେ। ଫଳରେ ସହରରେ ୪୮ ଘଣ୍ଟା ପାଇଁ ଘୋଷଣା କରାଯାଇଥିଲା। ଶୁକ୍ରବାର ରାତି ୮ଟା ରୁ ରବିବାର ରାତି 8ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଚାଲିବ।...
ଡାକ୍ତରଙ୍କୁ ମାଡ ମାରି ଯୁବକ ଗିରଫ
ତାଳଚେର, ୪ା୪(ନି.ପ୍ର.)- ତାଳଚେର ଉପଖଣ୍ଡ ଡାକ୍ତରଖାନାର କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ମାଡ ମାରିବା ଅଭିଯୋଗରେ ତାଳଚେର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ହେଲେ ବାସୁଦେବ ସିଂହ । ତାଳଚେର ୪ ନମ୍ବର ୱାର୍ଡର ପତିତପାବନ ସିଂଙ୍କ...
ତୃଷାର୍ତ୍ତ ପକ୍ଷୀଙ୍କ ସେବାରେ କିନ୍ନର ଚିନ୍ମୟୀ
ଛେଣ୍ଡିପଦା, ୪।୪(ସ୍ବ.ପ୍ର.)- ଆତଙ୍କର ଅନ୍ୟନାମ ପାଲଟିଛି କରୋନା। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାରା ଦେଶ ଏବେ ଲକଡ଼ାଉନରେ। ଏହାପରେ ଅସ୍ୱାଭାବିକ ହୋଇପଡିଛି ଜୀବନଯାତ୍ରା। ଗରିବ, ଦିନ ମଜୁରିଆ ମୁଠାଏ ଖାଦ୍ୟ ପାଇଁ ସଂଘର୍ଷ କରୁଥିବାବେଳେ ଏଥିରୁ ବାଦ ପଡିନାହାନ୍ତି...
ବରଗଡ଼ରେ ଫସିଛନ୍ତି ଛତିଶଗଡର ୩୦ ଶ୍ରମିକ
ବରଗଡ଼ ଅଫିସ୍,୪।୪- ଘାତକ କରୋନା(କୋଭିଡ୍-୧୯) ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍ ଡାଉନ କଟକଣା ଲାଗୁ ହୋଇଛି। ଏଭଳି ପରିସ୍ଥିତିରେ ବରଗଡ଼କୁ କର୍ମ ଅନ୍ବେଷଣରେ ଆସିଥିବା ଛତିଶଗଡ଼ର ୩୦ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ୫ଶିଶୁ...
ଜିଲା ମୁଖ୍ୟ ଚିକିତ୍ସାଳୟରେ ହେବ କୋଭିଡ-୧୯ ହସ୍ପିଟାଲ
ସମ୍ବଲପୁର,୪।୪(ବ୍ୟୁରୋ): ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ କୋଭିଡ-୧୯ ହସ୍ପିଟାଲ ଅସ୍ଥାୟୀ ଭାବେ ଖୋଲିବାକୁ ଜିଲାପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ କ୍ରମେ ଜିଲା ପ୍ରଶାସନ ପ୍ରଥମେ ବୁର୍ଲା ଭିସୁଟ, ଶାସନର ସିଲିକନ୍ କଲେଜ ଓ ଅନ୍ୟ ଦୁଇଟି...
ସହର ସାନିଟାଇଜ଼ ଆରମ୍ଭ
ଢେଙ୍କାନାଳ ଅଫିସ, ୪।୪- କରୋନା ସଂକ୍ରମଣରୁ ସହରବାସୀଙ୍କୁ ସୁରକ୍ଷାଦେବା ଲାଗି ଢେଙ୍କାନାଳ ପୌରସଂସ୍ଥାରେ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ଉପସ୍ଥିତିରେ ଗଣେଶବଜ଼ାର ଠାରୁ ସହରର ପ୍ରମୁଖ ରାସ୍ତାରେ ବିଶୋଧନ ସିଞ୍ଚନ...
ଅଶ୍ବିନୀ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ଯାଜପୁର ଜିଲାର ସଂକ୍ରମିତ
ଯାଜପୁର ଟାଉନ, ୪।୪(ଡି.ଏନ. ଏ.)-ଯାଜପୁର ଜିଲା ବ୍ରହ୍ମବରଦା ଗ୍ରାମରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ବ୍ରହ୍ମବରଦାର ୩ କିମି ପରିଧି ଅଞ୍ଚଳକୁ ସିଲ କରି ଦିଆଯାଇଛି। ଶନିବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ଜରୁରୀକାଳୀନ ବୈଠକରେ ଏହି...
ନିଃସହାୟଙ୍କୁ ଖାଦ୍ୟ ବଣ୍ଟନ ରେ ରହୁନି ସାମାଜିକ ଦୂରତ୍ବ
ବିଜେପୁର, ୪।୪(ଡି.ଏନ.ଏ.)ଲକ୍ ଡାଉନ୍ ପାଇଁ ନିଃସହାୟମାନଙ୍କ ଦୁଃଖ ଲାଘବ କରିବାକୁ ସରକାରଙ୍କ ପକ୍ଷରୁ ଖାଦ୍ୟ ବଣ୍ଟନ କରାଯାଉଛି। ହେଲେ କେତେକ ସ୍ଥାନରେ ସାମାଜିକ ଦୂରତ୍ବ ରହୁନଥିବା ଅଭିଯୋଗ ହେଉଛି। ବରଗଡ଼ ଜିଲା ବିଜେପୁର ବ୍ଲକ ବୁଡାପାଲି ପଞ୍ଚାୟତରେ ନିଃସହାୟ ଲୋକଙ୍କୁ...
ହୋମ୍ କ୍ବାରାଣ୍ଟାଇନ୍ ଉଲଙ୍ଘନ ଅଭିଯୋଗ
ବିଜେପୁର, ୪।୪(ଡି.ଏନ.ଏ.) କରୋନା କଟକଣା ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଛି। କଟକ, ଭୁବନେଶ୍ୱରରେ ଗତକାଲିରୁ ଦୁଇ ଦିନ ପାଇଁ ସମ୍ପୂର୍ଣ୍ଣ ଲକଡାଉନ୍ ରହିଛି। ଏହି ଭାଇରସରୁ ରକ୍ଷା ପାଇବା ପାଇଁ ବାହାରୁ ଆସୁଥିବା ବ୍ଯକ୍ତି ହୋମ୍ କ୍ବାରାଣ୍ଟାଇନରେ ରହିବାର...
Archives


