ହାତୀ ନେଲା ୪ଜଣଙ୍କ ଜୀବନ
ପଦ୍ମପୁର, ୬/୪ (ଡି.ଏନ.ଏ.) – ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ରବିବାର ବିଳମ୍ବିତ ରା ତିରେ ହାତୀ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛନ୍ତି। ସେମାନେ ହେଲେ, ପଦ୍ମପୁର ସ୍ବସ୍ତିକନଗର ରଜାପଡାର ଦ୍ବାରିକାନାଥ...
ସୋସିଆଲ୍ ମିଡିଆରେ ଅପପ୍ରଚାର କରି ୪ ଗିରଫ
କେନ୍ଦୁଝର, ୬ା୪(ଡି.ଏନ୍.ଏ.)-କରୋନାକୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରିବା ୪ଜଣ ଯୁବକଙ୍କୁ ମହଙ୍ଗା ପଡିଛି। ଏହି ଘଟଣାରେ କେନ୍ଦୁଝର ଟାଉନ ପୋଲିସ ରବିବାର ସେମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗତ ୩୧ ତାରିଖ ରାତି ୧୦ଟା ୪୧ ମିନିଟ୍ରେ...
ପ୍ରବାସୀ ବାଲେଶ୍ୱରବାସୀଙ୍କୁ ସହାୟତା
ବାଲେଶ୍ୱର ଅଫିସ, ୬।୪-କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍ଡାଉନ ଘୋଷଣା କରାଯାଇଛି। ସମସ୍ତ ପ୍ରକାର ବାଣିଜି୍ୟକ କାରବାର ସହ ଗମନାଗମନ ବ୍ୟବସ୍ଥା ଠପ୍ ହୋଇଯିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ହଜାର ହଜାର କର୍ମଚାରୀ ଓ ଶ୍ରମିକ...
ବ୍ରହ୍ମପୁରରେ ଆଂଶିକ ଶଟ୍ଡାଉନ୍
ବ୍ରହ୍ମପୁର ଅଫିସ,୫ା୪-ରାଜ୍ୟରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସମଗ୍ର ଜିଲାରେ ଆଂଶିକ ଶଟ୍ଡାଉନ୍ ଅର୍ଥାତ୍ ୧୯ ଘଣ୍ଟିଆ ଶଟ୍ଡାଉନ୍ ଘୋଷଣା କରାଯାଇଛି। ରବିବାର ଏହାର ପ୍ରଭାବରେ ସହର...
ଏକତାର ପରିଚୟ ଦେଲେ ବଡ଼ବିଲବାସୀ
ବଡ଼ବିଲ,୫।୪(ସ୍ଵ.ପ୍ର.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ କେନ୍ଦୁଝର ଜିଲା ବଡ଼ବିଲରେ ଲୋକେ ଏକତାର ପରିଚୟ ଦେଇଛନ୍ତି। ରବିବାର ରାତି ୯ ଟାରୁ ୯ ମିନିଟ ପର୍ଯ୍ୟନ୍ତ ସମସ୍ତେ ଦୀପ, କ୍ୟାଣ୍ଡେଲ, ଟର୍ଚ୍ଚ ଲାଇଟ ଜଳାଇ ସାରା ଭାରତ ଏକତା...
ପୋଲିସ ଦେଖି ଦ୍ରୁତ ବାଇକ୍ ଚାଳନା, ସଚେତନ କଲେ ପ୍ରଶାସନ
ଜଟଣୀ,୫ା୪(ଡି.ଏନ୍.ଏ.): କରୋନା ମୁକାବିଲା ଲାଗି ଲକଡାଉନ ଘୋଷଣା ହୋଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିଛି। ଏଥିରେ ମଧ୍ୟ ଭିଡ ଜମିବାରୁ ସହରର ପ୍ରାୟ ହାଟ, ବଜାରକୁ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ରହିଛି। ଏଥିପାଇଁ ଲୋକଙ୍କୁ...
ଶଟ୍ଡାଉନରେ ରୋଗୀ ସେବା କଲେ ପୂର୍ବତନ ବିଧାୟକ
ଚୌଦ୍ୱାର,୫ା୩(ଡି.ଏନ୍.ଏ): କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ କଟକ ସହର ସମେତ ଚୌଦ୍ୱାର ସହର ମଧ୍ୟ ଶଟ୍ଡାଉନ ରହିଛି। ଶୁକ୍ରବାର ସନ୍ଧ୍ୟାରେ ଚୌଦ୍ୱାର ପୋଲିସ ତରଫରୁ ଡାକବାଜୀ ଯନ୍ତ୍ର ଯୋଗେ ଶଟ୍ଡାଉନ ପ୍ରଚାର ହେବାପରେ ଦୋକାନ ବଜାରରେ କିଛିସମୟ ପାଇଁ...
ଚୌଦ୍ୱାର ସାନିଟାଇଜ୍ ହୋଇ ନ ଥିବାରୁ ଜନଅସନ୍ତୋଷ
ଚୌଦ୍ୱାର,୫ା୪(ଡି.ଏନ୍.ଏ.): କରୋନା ଭଳି ଭୁତାଣରୁ ମୁକ୍ତି ପାଇବା ପାଇଁ ସାରା ବିଶ୍ୱ ଏବେ ଚିନ୍ତାରେ। ଏହାକୁ ରୋକିବା ଲାଗି ସଚେତନତା ହିଁ ଏକମାତ୍ର ବିକଳ୍ପ ବୋଲି ସରକାର କହୁଛନ୍ତି। ନିଜେ ସ୍ବଚ୍ଛ ରହିବା ସହ ପରିବେଶକୁ ସ୍ବଚ୍ଛ ରଖିବା ପାଇଁ...
୩ ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ
ଆର.ଉଦୟଗିରି,୫ା୪(ଡି.ଏନ.ଏ.)-ସାରା ରାଜ୍ୟରେ କରୋନା ଭଳି ମହାମାରୀକୁ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୧ ଦିନର ଲକ୍ଡାଉନ ଘୋଷଣା କରାଯାଇଛି। ରବିବାର ଲକ୍ଡାଉନ ୧୨ ଦିନରେ ପହଞ୍ଚିଛି। ଏହାର ପ୍ରଭାବରେ ଅତ୍ୟାବଶ୍ୟକ ଦୋକାନ ଖୋଲା ରହୁଥିବା...
ନିମାପଡ଼ାରେ ୫ ଦିନ ପାଇଁ ହାଟ, ବଜାର ବନ୍ଦ
ନିମାପଡ଼ା,୫।୪(ଡି.ଏନ.ଏ)- ମହାମାରୀ କରୋନା ସଂକ୍ରମଣର ବିଭୀଷିକା ପାଇଁ ସାରା ଦେଶରେ ଲକଡାଉନ ସହ କେତେକ ସହରରେ ଶଟ୍ଡାଉନ ମଧ୍ୟ କରାଯାଇଛି। ଓଡ଼ିଶାରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଲୋକଙ୍କ ସୁରକ୍ଷା ପାଇଁ ନିମାପଡ଼ାରେ ଆସନ୍ତା ସୋମବାରଠାରୁ ଶୁକ୍ରବାର...
ଲିଭିଲା ବିଜୁଳି, ଜଳିଲା ଦୀପ
ବାଲେଶ୍ୱର ଅଫିସ, ୫ା୪- କରୋନା ମହାମାରୀର ମୁକାବିଲା କରି ବିଜୟୀ ହେବା ଉଦ୍ଦେଶ୍ୟରେ ରବିବାର ରାତି ୯ଟାରୁ ୯ ମିନିଟ୍ ଯାଏ ଦେଶବାସୀଙ୍କୁ ବିଜୁଳି ବନ୍ଦ କରି ଦୀପ, ମହମବତୀ, ଟର୍ଚ୍ଚଲାଇଟ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ। ବାଲେଶ୍ୱର...
ହିତାଧିକାରୀଙ୍କୁ ରାଶନ, ୧ ହଜାର ଟଙ୍କା ବଣ୍ଟନ
କାକଟପୁର,୫।୪(ଡି.ଏନ.ଏ)- କାକଟପୁର ବ୍ଲକ ଅଧୀନସ୍ଥ କାକଟପୁର ପଞ୍ଚାୟତର ନଂ୧, ୨, ୩, ୪, ୫, ୬, ୧୨, ୧୩ ଆଦିି ଓାର୍ଡରେ ୩ ମାସର ଅଗ୍ରୀମ ରାଶନ ସାମଗ୍ରୀ ସହ ପ୍ରତି କାର୍ଡ ପିଛା ହିତାଧିକାରୀମାନଙ୍କୁ ୧ ହଜାର ଟଙ୍କା...
Archives


