ଆମ ଜିଲା ଖବର

କଟକର ସଂକ୍ରମିତ ଅଞ୍ଚଳରେ ଚାଲିଛି ପରୀକ୍ଷଣ

କଟକ ଅଫିସ,୬ା୪: କଟକ ସହରର ପଟାପୋଲ ଅଞ୍ଚଳରୁ ପ୍ରଥମ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଏହି ଅଞ୍ଚଳକୁ କଟକ ମହାନଗର ନିଗମ(ସିଏମ୍‌ସି)ପକ୍ଷରୁ ସିଲ୍‌ କରିଦିଆଯାଇଛି। ଏବେ ଘରକୁ ଘର ଯାଇ ସକ୍ରିୟ ନିରୀକ୍ଷଣ କରାଯାଉଛି। ଆଶା ଏବଂ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ନିଉଟନ୍‌ କଲେଜ ଦେଲା ୨ଲକ୍ଷ ଟଙ୍କା

ସମ୍ବଲପୁର, ୬।୪ (ବ୍ୟୁରୋ)- କରୋନା ଭୂତାଣୁ ମୁକାବିଲା କରିବାକୁ ରାଜ୍ୟ ଓ ଦେଶରେ ତତ୍ପରତା ପ୍ରକାଶ ପାଇଛି । ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ରାଜ୍ୟ ସରକାରଙ୍କୁ କରୋନା ମୁକାବିଲା ପାଇଁ ଅର୍ଥ ପ୍ରଦାନ କରୁଛନ୍ତି । ଏହିକ୍ରମରେ ସମ୍ବଲପୁର...

କରୋନା ମୁକାବିଲା: ସଙ୍ଗରୋଧ ଗୃହ ଲାଗି ଉନ୍ନତିକରଣ ହେଉଛି ବିଦ୍ୟାଳୟ

ପାପଡ଼ାହାଣ୍ଡି,୬ା୪(ଡି.ଏନ୍‌.ଏ.) : କରୋନା ମୁକାବିଲା ଲାଗି ସରକାର ପ୍ରତ୍ୟେକ ବ୍ଲକର ପଞ୍ଚାୟତରେ ଖୋଲିଛନ୍ତି ଗୋଟିଏ ଗୋଟିଏ ସଙ୍ଗରୋଧ ଗୃହ। ପଞ୍ଚାୟତର ପ୍ରାୟ ବିଦ୍ୟାଳୟକୁ ହିଁ ଏଥିପାଇଁ ଚି଼ହ୍ନଟ କରାଯାଇଛି। ୫୦ ଶଯ୍ୟା ସହ ପଞ୍ଚାୟତ ପକ୍ଷରୁ ୫ ଲକ୍ଷ ବ୍ୟୟରେ...

ଗୁଡଭେଲା, ତୁଷୁରାରେ ପୋଲିସ ଫ୍ଲାଗ୍‌ ମାର୍ଚ୍ଚ

ଗୁଡଭେଲା,୬।୪(ଡିଏନଏ): କଳାହାଣ୍ଡି ଜିଲାରେ କରୋନା ପଜିଟିଭ ବାହରିବା ପରେ ବଲାଙ୍ଗୀର ଜିଲା ଗୁଡ଼ଭେଲା ବ୍ଲକ ଓ ତୁଷୁରା ସହରରେ ସୋମବାର ପୋଲିସ ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ ସହ ଲୋକଙ୍କୁ ସଚେତନ କରାଯାଇଛି। ତୁଷୁରା ତହସିଲଦାର ଚନ୍ଦ୍ରମଣୀ ନାଗଙ୍କ ନେତୃତ୍ୱରେ ତୁଷୁରା...

ମାନିଲେନି ସାମାଜିକ ଦୂରତ୍ୱ: ୫ ଦୋକାନ ସିଲ୍‌, ୨୯ ଗିରଫ

ଭଦ୍ରକ ଅଫିସ,୬ା୪ : ସାମାଜିକ ଦୂରତ୍ୱ କଟକଣା ନିୟମ ନ ମାନିବାରୁ ଭଦ୍ରକ ସହରର ବିଭିନ୍ନ ଦୋକାନକୁ ସିଲ୍‌ କରିଛି ଟାଉନ୍‌ ପୋଲିସ। ସହରରେ ସଟ୍‌ଡାଉନ୍‌ କଟକଣା ନିୟମ ରବିବାର ରାତି ୮ଟାରେ ଉଠିଥିଲା। ପୂର୍ବ ପରି ସହରରେ ଲକ୍‌ଡାଉନ୍‌...

୫୦୮ ଦୀପ ପ୍ରଜ୍ଜ୍ୱୋଳନ କଲେ ଯୁବଗୋଷ୍ଠୀ

ବନ୍ତ,୬ା୪(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁରୋଧ କ୍ରମେ ସାରା ଦେଶରେ ରବିବାର ରାତି ୯ଟାରେ ୯ ମିନିଟ୍‌ ପାଇଁ ଦୀପ ପ୍ରଜ୍ଜ୍ୱୋଳନ କରାଯାଇଥିଲା। ଏହି ଅବସରରେ ଭଦ୍ରକ ଜିଲା ବନ୍ତ ବ୍ଲକ ଓଡ଼ଙ୍ଗ ପଞ୍ଚାୟତରେ ସରପଞ୍ଚ କିଶୋର କିଙ୍କର ପଢିଆରୀଙ୍କ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କଲେ ସରପଞ୍ଚ

ଭଦ୍ରକ ଅଫିସ,୬ା୪: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଦୋସିଙ୍ଗା ସରପଞ୍ଚ ମୁଜିବୁର ରହେମାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଏକ ଚେକ୍‌ ପ୍ରଦାନ କରିଛନ୍ତି। ସେହିଭଳି ଚାନ୍ଦବାଲି ବ୍ଲକ...

ବିଶୋଧିତ ହେଲା ପାଟଣା ସରକାରୀ କାର୍ଯ୍ୟାଳୟ, ଜନ ଗହଳି ସ୍ଥାନ

ପାଟଣା,୬।୫(ସ୍ବ. ପ୍ର.): ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଥାନା, ବ୍ଲକ, ଗୋଷ୍ଠୀ ଶିକ୍ଷାକେନ୍ଦ୍ର ପରିସର, ତହସିଲ,...

କରୋନା କଟକଣାକୁ ଫୁ: ସଟ୍‌ଡାଉନ୍‌ ଉଠିବା ପରେ ଛତ୍ରବଜାରରେ ଅସମ୍ଭାଳ ଭିଡ଼

କଟକ ଅଫିସ,୬ା୪: କଟକ ସହରରେ ପ୍ରଥମ କରୋନା ଭୂତାଣୁ ଶୁକ୍ରବାର ଚିହ୍ନଟ ହୋଇଥିଲା। ଫଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାର ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ହେଲେ ପରିବା ଏବଂ ଅତ୍ୟାବଶ୍ୟକ ସାମଗ୍ରୀ...

ଅଗ୍ନିକାଣ୍ଡରେ ୭ ବଖରା ଜଳିଗଲା, ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ଭଣ୍ଡାରିପୋଖରୀ,୬।୪ (ଡି.ଏନ୍‌.ଏ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଅଲାଉତି ଗ୍ରାମରେ ରବିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୭ ବଖରା ସମେତ ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଗ୍ରାମର ସୁରେଶ ଜେନାଙ୍କ ୨ ବଖରା, କ୍ଷୀରୋଦ...

ବିଶୋଧିତ ହେଲା ଏରେଇଁ ଅଞ୍ଚଳ

ଭଦ୍ରକ ଅଫିସ,୬ା୪: ଭଦ୍ରକ ଉପକଣ୍ଠ ଏରେଇଁ ଅଞ୍ଚଳକୁ ସୋମବାର ସକାଳୁ ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧିତ କରାଯାଇଛି। ଜିଲା ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏହି ଅଞ୍ଚଳରେ ବିଶୋଧକ ସିଞ୍ଚନ କରାଯାଇଛି। ସୂଚନାଯୋଗ୍ୟ, ଭଦ୍ରକ ଅଞ୍ଚଳରେ କରୋନା...

ମହିଳାଙ୍କ ଫଟୋ ଭାଇରଲକରି ବ୍ଲାକ୍‌ମେଲ୍‌: ଯୁବକ ଗିରଫ

ଓଡ଼ଗାଁ, ୫।୪(ସ୍ବ.ପ୍ର.): ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରଲକରି ବ୍ଲାକ୍‌ମେଲ କରିବା ଅଭିଯୋଗରେ ନୟାଗଡ଼ା ଜିଲା ଆଦର୍ଶ ଥାନା ପୋଲିସ ଅଭିଯୁକ୍ତ ଯୁବକଙ୍କୁ ରବିବାର ଗିରଫକରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସୋମବାର ତାଙ୍କୁ ଜେଲକୁ ପଠାଯାଇଛି। ଅଭିଯୁକ୍ତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri