ମହୁଲୀ ମଦ ବିକ୍ରି ବେଳେ ଜଣେ ଗିରଫ
କେନ୍ଦୁଝର,୨୬ା୪ (ସ୍ବ.ପ୍ର.)-ସଦର ଥାନା ଅନ୍ତର୍ଗତ କଣ୍ଡରାପଶି ଗ୍ରାମରେ ଚୋରା ଦେଶୀ ମହୁଲି ମଦ କାରବାର ବେଧଡ଼କ ଭାବେ ଚାଲିଥିଲା। ପୋଲିସ ଖବର ପାଇ ଉକ୍ତ ସ୍ଥାନରେ ଚଢ଼ାଉ କରି ମୁନା ନାମକ ଜଣେ ବେପାରୀକୁ ଗିରଫ କରିିଛି। ଏଥିରେ ସମ୍ପୃକ୍ତ...
ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ
ହାଟଡିହୀ,୨୬।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶଙ୍ଖୁଅ ଗ୍ରାମରେ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗ୍ରାମର ନରହରି ସାମଲଙ୍କୁ ସେହି ଗ୍ରାମର କେତେକ ବ୍ୟକ୍ତି ଗାଁ ମୁଣ୍ଡ ପୋଖରୀ ନିକଟରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ...
ସୁନ୍ଦରଗଡ଼ର ନାଲାରୋଡ୍ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା: ଅନ୍ୟାଦେଶ ପର୍ଯ୍ୟନ୍ତ କଟକଣା ବଳବତ୍ତର
ସୁନ୍ଦରଗଡ଼(ଡି.ଏନ୍.ଏ.) /ରାଉରକେଲା ଅଫିସ, ୨୬।୪: ସୁନ୍ଦରଗଡ଼ ଜିଲାରେ ପୂର୍ବ ତିନି ଆକ୍ରାନ୍ତ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ରବିବାର ଆଉ ତିନିଗୋଟି କୋଭିଡ -୧୯ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ତିନି ଆକ୍ରାନ୍ତଙ୍କ...
ଯାଜପୁରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଦଶରଥପୁର ବ୍ଲକର ୫ ଗାଁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା, ମେ’ ୧୦ ଯାଏ ବଳବତ୍ତର
ଯାଜପୁର ଅଫିସ, ୨୬।୪- ଯାଜପୁର ଜିଲା ଦଶରଥପୁର ବ୍ଲକର ୩ଟି ପଞ୍ଚାୟତର ୫ ଗ୍ରାମକୁ ରବିବାର କଣ୍ଟେନମେଣ୍ଟ ଜୋନ୍ ଭାବେ ଜିଲାପାଳ ରଞ୍ଜନ କୁମାର ଦାସ ଘୋଷଣା କରିଛନ୍ତି। ପୂର୍ବରୁ ବିରଜାପୁର ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା ହୋଇଥିବାରୁ ଏହାକୁ ମେ’...
କରୋନା ସଂକ୍ରମଣ ଭୟ: ଭଦ୍ରକର ସବୁ ଫେରିଘାଟକୁ ସଟ୍ଡାଉନ୍ ଘୋଷଣା କଲେ ଜିଲାପାଳ
ଭଦ୍ରକ ଅଫିସ,୨୬।୪: କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଜିଲାର ସମସ୍ତ ଫେରିଘାଟକୁ ଜିଲାପାଳ ଜ୍ଞାନ ରଞ୍ଜନ ଦାସ ସଟ୍ଡାଉନ୍ ଘୋଷଣା କରିଛନ୍ତି। ପଡୋଶୀ ଜିଲା ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା କାରଣରୁ ସବୁ ଫେରିଘାଟରେ ଯାତାୟାତକୁ ଜିଲା ପ୍ରଶାସନ...
ସ୍କୁଲ କ୍ୱାର୍ଟର ଆଟୁ ଖସିଲା, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ
ଓଡ଼ଗାଁ,୨୬ା୪(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକ ରଘୁନାଥ ବିଦ୍ୟପୀଠ ପରିସରରେ ଥିବା ଏକ ଷ୍ଟାଫ୍ କ୍ୱାର୍ଟର ଆଟୁ ଖସି ଯିବାରୁ ସଂପୃକ୍ତ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ୪ ନମ୍ବର କ୍ୱାର୍ଟରରେ ସ୍କୁଲ ପିଅନ କୈଳାସ ସାହୁ ରହୁଥିବା...
କରୋନା ପାଇଁ ସଂଘର୍ଷ ଜାରି ରଖିଛି ଗଞ୍ଜାମ ପୋଲିସ
ଗଞ୍ଜାମ,୨୬ା୪(ଡି.ଏନ୍.ଏ.) : କରୋନା ଭୂତାଣୁ ସାରା ବିଶ୍ୱରେ କାୟାବିସ୍ତାର କରି ଚାଲିଛି। ଓଡ଼ିଶାରେ ମଧ୍ୟ ଏହି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଗଞ୍ଜାମ ଜିଲାରେ ଏଯାବତ୍ କୌଣସି ବ୍ୟକ୍ତି ଆକ୍ରାନ୍ତ ହୋଇ ନ...
ଲକ୍ଡାଉନ୍ ଅବଧି ଶେଷ ହେବାକୁ ୭ ଦିନ ବାକି: ବିଜେପୁରକୁ ଫେରିବେ ୧୪୭୦ଜଣ, କ୍ୱାରାଣ୍ଟାଇନ୍ କଡ଼ାକଡ଼ି କରିବାକୁ ଦାବି
ବିଜେପୁର, ୨୬।୪(ଡି.ଏନ୍.ଏ.): କରୋନା ପ୍ରତିହତ ପାଇଁ କରାଯାଇଥିବା ଦ୍ବିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଖୋଲିବାକୁ ଆଉ ମାତ୍ର ସାତଦିନ ବାକି ରହିଛି। ଏହା ଖୋଲିବା ମାତ୍ରକେ ରାଜ୍ୟ ବାହାରେ ରହୁଥିବା ଲୋକଙ୍କ ଘରବାହୁଡା ହେବାର ସମ୍ଭାବନା ରହିଛି। ତେଣୁ ରାପିଡ୍ ରେସ୍ପନ୍ସ...
ବିଜେପୁର ଅଞ୍ଚଳ ଚାଷୀଙ୍କ ଦାବି ରହିଲା: ଏଣିକି ପାଞ୍ଚ ଦିନ ବସିବ ପରିବା ମାର୍କେଟ୍
ବିଜେପୁର,୨୬।୪(ଡି.ଏନ୍.ଏ.): କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ବିଜେପୁର ଏନ୍ଏସିର ହାଇସ୍କୁଲ ପଡିଆରେ ଅସ୍ଥାୟୀ ଭାବେ ବସୁଥିବା ପରିବା ମାର୍କେଟକୁ ସପ୍ତାହକୁ ତିନିଦିନ ବସାଇବାକୁ ନିର୍ଦ୍ଦେଶ ଜାରି କରିଥିଲା। ଏଣୁ ସପ୍ତାହର ବୁଧବାର, ଶୁକ୍ରବାର, ରବିବାର...
ଲକ୍ଡାଉନ୍ ନିୟମ ସାମାନ୍ୟ କୋହଳ କଲେ ଜିଲାପାଳ: ସକାଳ ୭ରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବା ବଳବତ୍ତର
ଛତ୍ରପୁର,୨୬ା୪(ଡି.ଏନ୍.ଏ.) : ଗଞ୍ଜାମ ଜିଲାରେ ରବିବାରଠାରୁ ଲକ୍ଡାଉନ୍ ନିୟମରେ ସାମାନ୍ୟ କୋହଳ କରିଛନ୍ତି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ। ମହାନଗର ନିଗମରେ ଥିବା ମାର୍କେଟ କମ୍ପ୍ଲେକ୍ସ ଓ ଆବାସିକ ମାର୍କେଟ କମ୍ପ୍ଲେକ୍ସ ଖୋଲାରହିବ। ଏନେଇ ଜିଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି।...
ରାଜ୍ୟ କଣ୍ଟ୍ରୋଲ ରୁମ୍କୁ ଫୋନ୍ କଲେ ଅସହାୟ ମହିଳା: ରାଶନ ଯୋଗାଇଲା ଖଲିକୋଟ ପୋଲିସ
ଛତ୍ରପୁର,୨୬ା୪(ଡି.ଏନ୍.ଏ.) : ଓଡ଼ିଶା ରାଜ୍ୟ କଣ୍ଟ୍ରୋଲ ରୁମ୍କୁ ଗଞ୍ଜାମ ଜିଲା ଖଲିକୋଟ ବ୍ଲକ କେଶପୁରର ଜଣେ ଅସହାୟ ମହିଳା ସୁନୀତା ସୁବୁଦ୍ଧି ଫୋନ୍ କରିବାରୁ ତାଙ୍କ ଘରେ ରାଶନ ସାମଗ୍ରୀ ପହଞ୍ଚାଇଛି ପୋଲିସ। ସେ ଫୋନ୍ କରି କହିଥିଲେ, ଘରେ...
ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ପଞ୍ଚାୟତରେ ନାମ ପଞ୍ଜୀକରଣ
ହାଟଡିହୀ,୨୬ା୪(ଡି.ଏନ୍.ଏ.) : କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନରେ ୩୧ଟି ପଞ୍ଚାୟତ ରହିଛି। ଏ ଅଞ୍ଚଳରୁ ହଜାର ହଜାର ଲୋକ ବାହାର ରାଜ୍ୟରେ ରହୁଛନ୍ତି। ନିଜ ଘରକୁ ଫେରିବା ପାଇଁ ସରକାରଙ୍କ ନିୟମ ଅନୁସାରେ ପଞ୍ଚାୟତଗୁଡ଼ିକରେ ବାହାର ରାଜ୍ୟ ଫେରନ୍ତାଙ୍କ...
Archives


