ମନ୍ତ୍ରୀଙ୍କ ଘୋଷଣା: ପାଣି ଛାଡୁ ଛାଡୁ ମିଳିବ କ୍ଷତିପୂରଣ
ଭୁବନେଶ୍ୱର,୨୫।୮: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ପ୍ରତିକ୍ରିୟା ରଖିଛନ୍ତି। ବ୍ରାହ୍ମଣୀ ସତର୍କ ସଂକେତ ଉପରେ ରହିଥିବା ବେଳେ ଆଖୁଆପଦାରେ ବୈତରଣୀ ସ୍ଥିର ରହିଛି। ରାଜଘାଟ, ମଥାନିରେ ସୁବର୍ଣ୍ଣରେଖା…
ରେଳମନ୍ତ୍ରୀ ଅଶ୍ୱିନୀଙ୍କୁ ଚିଠି ଲେଖିଲେ ବିଧାୟକ କାଡ଼ାମ
କୋରାପୁଟ,୨୫।୮(ଅମିତାଭ ବେହେରା) କୋରାପୁଟ ରେଳ ଷ୍ଟେଶନରୁ ସେମିଲିଗୁଡ଼ା, ଦୁଧାରୀ, କୋଟିଆ, ଦାଣ୍ଡିଗାଁ, ସାଲୁର ଦେଇ ବୋବିଲି ରେଳ ଷ୍ଟେଶନ ଏବଂ କୋରାପୁଟ ରେଳ ଷ୍ଟେସନରୁ ସେମିଲିଗୁଡ଼ା, କୁନ୍ଦୁଲି, ସଦାମ ଏବଂ ଚୌଗାଁ ଦେଇ ଆରକୁ ରେଳ ଷ୍ଟେଶନ ପର୍ଯ୍ୟନ୍ତ ନୂତନ ରେଳ…
ରକ୍ତ ଦେବୁ ପଛେ ଭିଟା ମାଟି ଛାଡ଼ିବୁ ନାହିଁ: ଗର୍ଜିଲେ ଗ୍ରାମବାସୀ
ପାଟଣା ,୨୫।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ଜିନ୍ଦଲ ପ୍ରତିରୋଧ ମଞ୍ଚର ସୋମବାର ଏକ ଜରୁରୀ ବୈଠକ ଯମୁନା ପଶି ହାଟ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଗଠନର ସଭାପତି ଘନ ଶ୍ୟାମ ମହାନ୍ତ ଅଧ୍ୟକ୍ଷତା କରିଥିଲେ।…
ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ପୁତ୍ର ସନ୍ତାନ ପ୍ରସବ କଲେ ମହିଳା
ଲାଞ୍ଜିଗଡ଼,୨୪।୮(ରମେଶ ଚନ୍ଦ୍ର ନାୟକ): କଳହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ଆଦିବାସୀ ଦୁର୍ଗମ ଅଞ୍ଚଳରେ ୬ଦିନ ପରେ ପୁଣି ଜନନୀ ଯନ୍ତ୍ରଣାର ଦୃଶ୍ୟ ଦେଖିବାକୁ ମିଳୁଛି I ଆମ୍ବୁଲାନ୍ସ ପାଖକୁ ପହଞ୍ଚିବା ପୂର୍ବରୁ ଅଧାବାଟରେ ଶିଶୁପୁତ୍ର ପ୍ରସବ କଲେ ମହିଳା । ସୂଚନା…
କୃଷି ବିଶ୍ୱବିଦ୍ୟାଳୟ ଦାବି ନେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ବଲାଙ୍ଗୀର,୨୫।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବିଜୁ ଜନତା ଦଳ ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷି ବିଶ୍ୱ ବିଦ୍ୟାଳୟ ଦାବି ନେଇ ଗଣଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଜିଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି।…
ପାର୍ବଣ ଆରମ୍ଭ: ପାଟ୍ନାରୁ ପୁରୀ ଚାଲିବ ସ୍ବତନ୍ତ୍ର ଟ୍ରେନ
ଭୁବନେଶ୍ୱର,୨୫।୮: ପାଟ୍ନାରୁ ପୁରୀ ଚାଲିବ ସାପ୍ତାହିକ ପୂଜା ସ୍ବତନ୍ତ୍ର ଟ୍ରେନ। ପାର୍ବଣରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପାଟ୍ନାରୁ ଅଗଷ୍ଟ୨୮ରୁ ଡିସେମ୍ବର ୨୫ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଏହି ଟ୍ରେନ୍ ଚଳାଚଳ କରିବ…
୫ ବର୍ଷର ଝିଅକୁ କରିଥିଲେ ବଳାତ୍କାର: ମିଳିଲା ଏମିତି ଦଣ୍ଡ
ବ୍ରହ୍ମପୁର, ୨୫।୮(ସୁବାସ ଚନ୍ଦ୍ର ପାଢ଼ୀ): ଜନୈକା ଶିଶୁଙ୍କୁ ବଳାତ୍କାର ପରେ ହତ୍ୟା ମମାଲର ତ୍ୱରିତ ରାୟ ୪ ମାସ ଭିତରେ ସ୍ବତନ୍ତ୍ର ପୋକସ ଜଜ ପ୍ରଣତି ପଟ୍ଟନାୟକ ପ୍ରକାଶ କରିଛନ୍ତି। ଅଭିଯୁକ୍ତ କାଳିଆ ନାହାକଙ୍କୁ ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…
ରାସ୍ତାରେ ଫସିଲା ସ୍କୁଲ ଭ୍ୟାନ୍
କେନ୍ଦୁଝର,୨୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ନୂଆଗାଁ ପଞ୍ଚାୟତ କାଦଗଡ଼ ରେଳବାଇ ପୋଲ ନିକଟ କାଦୁଅ ରାସ୍ତାରେ ସୋମବାର ବନାଯୋଡି ସାଇଆନନ୍ଦ ସ୍କୁଲକୁ ଛାତ୍ରୀଛାତ୍ରଙ୍କୁ ନେବା ଆଣିବା କରୁଥିବା ଏକ ସ୍କୁଲ ଭ୍ୟାନ ଫସି ଯାଇଥିଲା। ଫଳରେ ଘଣ୍ଟା ଘଣ୍ଟା…
ମାଥମେଟିକାଲ ନୋଟସନ ପ୍ରଦର୍ଶନୀରେ କୃତିତ୍ୱ ହାସଲ କଲେ ଆନନ୍ଦିନୀ
ଗଞ୍ଜାମ,୨୫।୮(ବିଦ୍ୟାଧର ସାହୁ):ଫୁଲବାଣୀଠାରେ ଅନୁଷ୍ଠିତ ଆନ୍ତଃଜିଲା ଜ୍ଞାନ-ବିଜ୍ଞାନ ମେଳାରେ ଗଞ୍ଜାମ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଅଷ୍ଟମ ଶ୍ରେଣୀର ଛାତ୍ରୀ ଆନନ୍ଦିନୀ ପଣ୍ଡା (ଲୁସି)ତୃତୀୟ ସ୍ଥାନ ପାଇ କୃତିତ୍ୱ ଅର୍ଜନ କରିଛନ୍ତି। ମାଥମେଟିକାଲ ନୋଟସନ ଉପରେ ଆଧାରିତ ପ୍ରଦର୍ଶନୀରେ ସେ ଗାଣିତିକ ଅଙ୍କ,…
ଛାତ୍ରଙ୍କୁ ମାଡ଼ ମାରି ଶିକ୍ଷକ ନିଲମ୍ବିତ
ଟିଟିଲାଗଡ଼,୨୫।୮: ବଳାଙ୍ଗୀର ଜିଲା ସଇଁତଳା ବ୍ଲକ ବୁଦ୍ରାମୁଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରି ଜଣେ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ଶିକ୍ଷକ ପ୍ରତାପ ନନ୍ଦଙ୍କୁ ବ୍ଲକ…
ସାଲେପୁରକୁ ଏନ୍ଏସି ଘୋଷଣା ବାଦ୍ ପ୍ରତିବାଦରେ ତାତିଲା କଂଗ୍ରେସ, ତହସିଲ କାର୍ଯ୍ୟାଳୟ ସମ୍ମୁଖରେ…
ସାଲେପୁର,୨୫ା୮(ଅରବିନ୍ଦ ଭୂୟାଁ): ସାଲେପୁରକୁ ଏନ୍ଏସି ଘୋଷଣାରୁ ବାଦ୍ ଦେବା ପ୍ରତିବାଦରେ ସୋମବାର ତାତିଛି କଂଗ୍ରେସ। ଦଳ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସ ନେତା ଆକ୍ୟୁବ୍ ଖାଁଙ୍କ ନେତୃତ୍ୱରେ ମଧୁମଣ୍ଡପ ପାଖରୁ ଏକ ରାଲି ବାହାରି ସାଲେପୁର…
ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା, ବୈତରଣୀ
ବାଲେଶ୍ୱର (ବାଞ୍ଛାନିଧି ଦେ)/ ଭଣ୍ଡାରିପୋଖରୀ (ରାଜେନ୍ଦ୍ର ଶତପଥୀ), ୨୫।୮: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ ନଦୀଜଳ ପ୍ରବାହିତ ହେଉଥିବାବେଳେ ଜଳକା ଜଳସ୍ତର ବଢ଼ୁଛି। ଏଭଳିସ୍ଥଳେ…
Archives


