ପିସିସି ସଭାପତି ମିଛରେ କରାଯାଉଛି ବଦନାମ: କଂଗ୍ରେସ ପକ୍ଷରୁ ବିକ୍ଷୋଭ
କେନ୍ଦୁଝର,୨୪।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ):ଏବେ ନୂଆପଡାରେ ଘମାଘୋଟ ନିର୍ବାଚନ ପ୍ରଚାର ଚାଲିଛି କଂଗ୍ରେସ ଦଳ ଭଲ ଲଢେଇ କରୁଛି। ପ୍ରଦେଶ କଂଗ୍ରେସର ସଭାପତି ଭକ୍ତ ଚରଣ ଦାସ ଦଳବଳ ଧରି ଜୋରଦାର କସରତ କରୁଛନ୍ତି। ତେବେ ଏହି ମଉକାରେ କିଛି ଟାଉଟର ତାଙ୍କୁ…
‘ଗେମ୍ ଅଫ୍ ଥ୍ରୋନ୍ସ’ ଅଭିନେତାଙ୍କ ଡକ୍ୟୁମେଣ୍ଟାରୀରେ ଓଡ଼ିଶାର ମାଙ୍ଗ୍ରୋଭ ପୁନରୁଦ୍ଧାର ଉଦ୍ୟମକୁ ମିଳିଲା ଆନ୍ତର୍ଜାତୀୟ ସ୍ୱୀକୃତି
ଭୁବନେଶ୍ୱର,୨୪।୧୦: ‘ଗେମ୍ ଅଫ୍ ଥ୍ରୋନ୍ସ’ରେ ‘ଜାମି ଲାନିଷ୍ଟର’ ଚରିତ୍ର ପାଇଁ ଲୋକପ୍ରିୟ ଅଭିନେତା ତଥା ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (UNDP) ସଦ୍ଭାବନା ରାଷ୍ଟ୍ରଦୂତ ନିକୋଲାଜ୍ କୋଷ୍ଟର-ୱାଲଡାଉଙ୍କ ଦ୍ୱାରା ପରିଚାଳିତ ଏକ ନୂଆ ଡକ୍ୟୁମେଣ୍ଟାରୀ ଶୃଙ୍ଖଳାରେ ଓଡ଼ିଶାର ସମ୍ପ୍ରଦାୟ-ପରିଚାଳିତ ମାଙ୍ଗ୍ରୋଭ ପୁନରୁଦ୍ଧାର…
ସମ୍ଭାବ୍ୟ ବାତ୍ୟା ଆଶଙ୍କା: ଯେକୌଣସି ମୂହୁର୍ତ୍ତରେ ଜଳଭଣ୍ଡାରରୁ ଛଡାଯିବ ପାଣି
ଭଞ୍ଜନଗର,୨୪।୧୦(ବାବୁଲା ପ୍ରଧାନ): ଲଘୁଚାପଜନିତ ବର୍ଷା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଛି। ବର୍ଷା ଯଦି ହେବ ତେବେ ଭଞ୍ଜନଗର, ଡହ ଏବଂ ସୋରଡ଼ା ଜଳଭଣ୍ଡାରରୁ ଯେକୌଣସି ମୂହୁର୍ତ୍ତରେ ପାଣି ଛଡାଯିବ। ଏଥିପାଇଁ ଭଞ୍ଜନଗର ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀଙ୍କ…
କାଳୀପୂଜା ଦେଖିବାକୁ ଯାଇଥିଲେ ଯୁବକ: ଟାଣିଆଣି ପିଟିପିଟି ମାରିଦେଲେ
ବରଗଡ଼,୨୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼-ସୋହେଲା ରାସ୍ତାର ଦଶମାଇଲ ଛକ ନିକଟରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ଯୁବକ ଜଣକ ସ୍ଥାନୀୟ ଛୁରିଆପାଲି ନିକଟ ଗୋବିନ୍ଦପୁର ଗ୍ରାମର ଅଜିତ ବାଗ(୨୩) ବୋଲି ଜଣାପଡ଼ିଛି। ବରଗଡ଼ ସଦର…
ମଦଦୋକାନ ସବୁ ବନ୍ଦ: ନୂଆପଡ଼ା ଉପନିର୍ବଚନ ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି
ନୂଆପଡ଼ା,୨୪ା୧୦(ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଓ ଭୋଟ ଗଣତି ସମୟରେ ଜିଲାର ସମସ୍ତ ମଦଦୋକାନ ବନ୍ଦ ରହିବ। ଅବକାରୀ କମିଶନର, ଓଡ଼ିଶା କଟକଙ୍କ ଚିଠି ସଂଖ୍ୟା- ୮୫୦୬/ତା୨୦ା୧୦ା୨୦୨୫ ଅନୁଯାୟୀ ଜିଲାପାଳଙ୍କୁ ପ୍ରାପ୍ତ କ୍ଷମତା ଅନୁସାରେ ଏହା ନିର୍ଦ୍ଦେଶିତ ହୋଇଛି। ଉପନିର୍ବାଚନ…
ପୀତବାସ ପଣ୍ଡା ହତ୍ୟାକାଣ୍ଡ: ବିକ୍ରମ ପଣ୍ଡାଙ୍କ ପାଇଁ ଲଢ଼ିବେ ୪୪ ଓକିଲ
ଗଞ୍ଜାମ,୨୪।୧୦: ବରିଷ୍ଠ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯିବା ପରେ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ରାଜନୈତିକ ଉଦ୍ଦେଶ୍ୟ ରଖି ବିକ୍ରମଙ୍କୁ ଗିରଫ କରାଯାଇଛି ବୋଲି…
ରକ୍ତଦାନ କରି ଲୋକଙ୍କ ଜୀବନ ବଞ୍ଚାଉଛନ୍ତି ପୂର୍ଣ୍ଣଚନ୍ଦ୍ର
ଗଞ୍ଜାମ,୨୪।୧୦(ବିଦ୍ୟାଧର ସାହୁ):ଜାତୀୟ ସ୍ବଇଚ୍ଛୁକ ରକ୍ତଦାନ ଦିବସ ଅବସରରେ ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗ ଓ ଓଡିଶା ବ୍ଲଡ ସେଣ୍ଟର, ଏମକେସିଜି ମେଡିକାଲ କଲେଜ ତରଫରୁ ଏକ ଭବ୍ୟ ସମ୍ମାନ ସଭାର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ…
ପନିପରିବା ଦର ଆକାଶଛୁଆଁ: ଗ୍ରାହକ ଅସନ୍ତୁଷ୍ଟ
ଦାରିଙ୍ଗବାଡି, ୨୪/୧୦(ଅରୁଣ ସାହୁ ): ପନିପରିବା ଦର ଆକାଶଛୁଆଁ। ବଜାରରେ ସମସ୍ତ ଦର ବୃଦ୍ଧି ଗ୍ରାହକଙ୍କୁ ଯେତିକି କଷ୍ଟ ଦେଇଛି ତା’ଠାରୁ ଅଧିକା କଷ୍ଟ ଦେଉଛି ପନିପରିବା ଦର। ଖାଉଟିଙ୍କୁ ଚଳିବା ମୁସ୍କିଲ ହୋଇପଡିଛି। ସ୍ବଳ୍ପ ରୋଜଗାର କରୁଥିବା ଗରିବ ସୀମାରେଖା…
ବିକାଶରେ ବାଧକ ସାଜିଛି ଗୁଡ଼ାଙ୍ଗଘାଟି: ପ୍ରାଥମିକ ଶିକ୍ଷାରୁ ପିଲାଙ୍କ ପାଠପଢା ଠପ୍
ଭବାନୀପାଟଣା,୨୪ା୧୦(ଉତ୍ତମ କୁମାର ଦାଶ):ସରକାର ବଦଳିଛି, ମାତ୍ର କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳର ବାସ୍ତବ ଚିତ୍ରରେ କୌଣସି ପରିବର୍ତ୍ତନ ଆସିଲା ନାହିଁ। ରାସ୍ତା ନ ଥିବାରୁ ବିକାଶ ଅପହଞ୍ଚ ହୋଇରହିଛି। ପୂର୍ବରୁ ଯେଉଁ ସମସ୍ୟା ଥିଲା ଆଜି ମଧ୍ୟ ସମାନ ଅବସ୍ଥା। ଲୋକଙ୍କ…
‘ବରିଷ୍ଠ ଖବରଦାତା ସନ୍ତୋଷ ପାଢ଼ୀଙ୍କ ଅକାଳ ବିୟୋଗ କରିଛି ମର୍ମାହତ’
ଛତ୍ରପୁର,୨୩ା୧୦(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ସ୍ଥାନୀୟ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ୍ ପରିସରରେ ଛତ୍ରପୁର ପ୍ରେସ୍ କ୍ଳବର ପୂର୍ବତନ ସାଧାରଣ ସମ୍ପାଦକ ତଥା ବରିଷ୍ଠ ଖବରଦାତା ସନ୍ତୋଷ କୁମାର ପାଢ଼ୀଙ୍କ ଅକାଳ ବିୟୋଗରେ ଏକ ଶୋକ ସଭା ଛତ୍ରପୁର ନାଗରିକ କମିଟି ପକ୍ଷରୁ…
ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର
ଛତ୍ରପୁର,୨୩ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ରାଜପୁର ଗ୍ରାମର କୃତ୍ତିବାସ ମୁଦୁଲି (ରାଜା)।…
ନଦୀ ତଟରେ ପଡ଼ିଛି ଅଜଣା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତି ଦେଖି…
ଗଞ୍ଜାମ,୨୩ା୧୦(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ): ଗଞ୍ଜାମ ଋଷିକୂଲ୍ୟା ନଦୀ ତଟରେ ପଙ୍କାଳ ନିକଟରେ ଗୁରୁବାର ସନ୍ଧ୍ୟାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଛି। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ହତ୍ୟାକରି ଫିଙ୍ଗି ଦିଆଯାଇଥିବାର ସନ୍ଦେହ କରାଯାଉଛି। ଖବର…
Archives


