ଇ-ଗେଜେଟ୍ ନୋଟିଫିକେଶନରେ ଦୁର୍ନୀତି
ଯାଜପୁର,୨୭ା୧୦(ହର୍ଷବର୍ଦ୍ଧନ ବେହେରା): ମାନବ ହସ୍ତକ୍ଷେପକୁ ଦୂର କରିବା ସହ ସ୍ବଚ୍ଛତା ଓ ସାଧାରଣ ଲୋକଙ୍କୁ ତୁରନ୍ତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଇ-ଗେଜେଟ୍ ନୋଟିଫିକେଶନ ବ୍ୟବସ୍ଥା କରାଯାଇଛି। ଏଥିରେ ଆଧାର କାର୍ଡ ଓ ଅନ୍ୟାନ୍ୟ ଅଫିସିଆଲ କାର୍ଯ୍ୟରେ ନାମ ସଂଶୋଧନ ବ୍ୟବସ୍ଥା…
କଲବଲ କଲାଣି ଉପନିର୍ବାଚନ: ନେତାଙ୍କ ଦଖଲରେ ହୋଟେଲ-ଲଜ୍, ୩ ଗୁଣା ବଢିଛି ଘରଭଡ଼ା
ନୂଆପଡ଼ା,୨୭।୧୦(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଆସନ ଲାଗି ଉପନିର୍ବାଚନକୁ ନେଇ ରାଜନୀତି ଜୋର ଧରିଛି। ଏହା ଭିତରେ ନୂଆପଡ଼ାରେ ଘରଭଡ଼ା ମିଳିବା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଯାହାର ସମାଧାନ ପାଇଁ ପୂର୍ବରୁ ଚିନ୍ତା କରାଯାଇନାହିଁ। ରାଜ୍ୟସ୍ତରରୁ ଆସିଥିବା…
ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ
ଗଞ୍ଜାମ,(ବିଦ୍ୟାଧର ସାହୁ): ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ମୁକାବିଲା କରିବା ପାଇଁ ଜିଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ବ୍ଲକ ପ୍ରଶାସନର ନେତୃତ୍ୱରେ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀଙ୍କ ତତ୍ତ୍ୱାବଧାନରେ ବ୍ଲକ ଟିମ ବିଭିନ୍ନ ସାଇକ୍ଲୋନ ସେଣ୍ଟରରେ ବୈଠକ କରି ଲୋକଙ୍କ ଜୀବନ…
ବାତ୍ୟା ପ୍ରଭାବ: ଏହି ଜିଲାରେ ୨ଦିନ ସ୍କୁଲ ଛୁଟି
ଛତ୍ରପୁର,୨୬।୧୦(ଦିଲ୍ଲୀପ ସାମଲ): ସାମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପ୍ରସ୍ତୁତ ରହିଛି। ସେ ନେଇ ରବିବାର ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତିଭାସନଙ୍କ ନେତୃତ୍ୱରେ ଏକ ଜରୁରୀ ବୈଠକ ବସିଥିଲା। ଭିସି ମାଧ୍ୟମରେ ଜିଲାର ସମସ୍ତ ଏସ୍ପି, ଉପଜିଲାପାଳ,…
ଧାନ ସଂଗ୍ରହ ଆରମ୍ଭ ନ ହେଉଣୁ ବଢ଼ିଲା ଅଡୁଆ
ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଆସନ୍ତା ନଭେମ୍ବର ମାସରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ମଧ୍ୟ ବସି ନାହିଁ। ଅନ୍ୟପକ୍ଷେ ରବିବାର ବରଗଡ଼ରେ ଅଲ୍ ଓଡ଼ିଶା ମିଲର୍ସ ଆସୋସିଏଶନର ବୈଠକ…
ବାତ୍ୟାକୁ ନେଇ ଆକ୍ସନରେ ଜିଲାପାଳ: ୩ ଦିନ ବନ୍ଦ ରହିବ କଳିଙ୍ଗା ଘାଟି କାର୍ଯ୍ୟ
ଫୁଲବାଣୀ,୨୬ା୧୦(ରାକେଶ କୁମାର ରାଉତ): ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ନଜରରେ ରଖି କଳିଙ୍ଗା ଘାଟିରେ ଚାଲିଥିବା କାର୍ଯ୍ୟ ୩ ଦିନ ବନ୍ଦ ରଖିବାକୁ କନ୍ଧମାଳ ଜିଲାପାଳ ବେଦଭୂଷଣ ନିର୍ଦ୍ଦେଶ ଦେଇଛନ୍ତି। ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ। ସୂଚନାଯୋଗ୍ୟ,…
ପ୍ରଶାସନର ବଡ଼ ପଦକ୍ଷେପ: ବିବାଦୀୟ ଜମିରେ ଲାଗିଲା କଟକଣା
ଦିଗପହଣ୍ଡି/ପାଟପୁର,୨୬ା୧୦(ଅଶେଷ ନାଥ ମିଶ୍ର/ ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡ଼ାମାରିରେ ଜମି ବିବାଦ ଦେଖା ଦେଇଛି। ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ମୌଜାର ଖାତା ନଂ.୧୫୪ ରେ ଥିବା ୩୬ ପ୍ଲଟର ୨୪ ଏକର ୪୬୦ ଡିସିମିଲ ସରକାରୀ…
ବ୍ୟାତ୍ୟା ଆଲର୍ଟ: ଯେକୌଣସି ସମୟରେ ଡ୍ୟାମ ଛାଡ଼ିପାରେ ପାଣି
ବୁଗୁଡା,୨୬ା୧୦(କାଳିଚରଣ ଦାଶ): ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ବାଘୁଆ ଜଳସେଚନ ଉପ-ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀ କୃଷ୍ଣଚନ୍ଦ୍ର ପାଳଙ୍କ ପକ୍ଷରୁ ବାଘୁଆ ନଦୀକୂଳସ୍ଥ ଜନସାଧାରଣଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ବାଘୁଆ ଜଳଭଣ୍ଡାରର ପୂର୍ଣ୍ଣ ଜଳଧାରଣ କ୍ଷମତା ୧୧୩.୮୫ ମିଟର (୩୧୦୦…
ବାତ୍ୟା ପାଇଁ ବଡ଼ ପଦକ୍ଷେପ: ଘୋଡାହାଡ ଡ୍ୟାମରୁ ଛଡାଯିବ ପାଣି
ଦିଗପହଣ୍ଡି,୨୬।୧୦(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ରବିବାର ବାତ୍ୟା ’ମୋନ୍ଥା’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ମଙ୍ଗଳବାରଠାରୁ ଗୁରୁବାର ଯାଏ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରବଳରୁ ଅତିପ୍ରବଳ…
ବିଶ୍ୱବିଦ୍ୟାଳୟ ଟପ୍ପରଙ୍କୁ ସମ୍ବର୍ଦ୍ଧନା
ପାଟଣା,୨୬।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିଲଦା ଗ୍ରାମର ମେଧାବୀ ଛାତ୍ରୀ ଚନ୍ଦ୍ରିକା ମହାନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଚଳିତ ବର୍ଷ ଭୂତତ୍ୱବିଜ୍ଞାନରେ ଟପର ହୋଇଥିବାରୁ ତାଙ୍କୁ ରବିବାର ଚିଲିଦାରେ ସମ୍ବର୍ଦ୍ଧିତ କରାଯାଇଛି। ସେ ଏରେଣ୍ଡେଇ ପଞ୍ଚାୟତ ହାଇସ୍କୁଲ ବେଗୁନା…
ଜାତୀୟ ଜୁଡୋରେ ସଫଳତା ଆଣିଲେ କେନ୍ଦୁଝର ଝିଅ ବୈଷ୍ଣବୀ
କେନ୍ଦୁଝର,୨୬।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ମାସ ୨୪ ତାରିଖରୁ ଗୁଜୁରାଟର ସୁରଟରେ ଆରମ୍ଭ ହୋଇଛି ଜାତୀୟ ଜୁଡୋ ପ୍ରତିଯୋଗିତା। ଏଥିରେ ଓଡିଶା ଦଳରେ ସାମିଲ ଥିବା କେନ୍ଦୁଝର ଜିଲାର ବୈଷ୍ଣବୀ ଗୁପ୍ତା ଭାଗନେଇ ରବିବାର କନିଷ୍ଠ ବିଭାଗରେ ସ୍ବର୍ଣ୍ଣ ପଦକ ହାସଲ…
ଉଦ୍ଧାର ନବଜାତ ଶିଶୁ ଏମ୍କେସିଜିରେ ଭର୍ତ୍ତି
ବ୍ରହ୍ମପୁର,୨୬।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବ୍ରହ୍ମପୁର-ଗୋପାଳପୁର ରାସ୍ତା ରାମଚନ୍ଦ୍ରପୁର ପେଟ୍ରୋଲ ପମ୍ପ ନିକଟ ଏକ ଗଛମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଜିଲା ପ୍ରସାଶନ ପକ୍ଷରୁ ଶିଶୁଙ୍କୁ ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷେ ଶିଶୁର ସ୍ବାସ୍ଥ୍ୟଅବସ୍ଥା ସ୍ଥିର ଥିବା…
Archives


