ଭଞ୍ଜନଗରରେ ହେବ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ
ଭଞ୍ଜନଗର,୫।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ହେବ। ସେଥିରେ ୧୦ ଆଇସିୟୁ ବେଡ୍ ରହିବ। ରାଜ୍ୟ ସରକାର ଏବଂ କଳିଙ୍ଗ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (କିମ୍ସ)ର ମିଳିତ...
ଦାରିଙ୍ଗବାଡ଼ି ବିଡିଓଙ୍କୁ କରୋନା
ଦାରିଙ୍ଗବାଡ଼ି,୫।୮(ଡି.ଏନ୍.ଏ): କନ୍ଧମାଳ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲାର ବିଭିନ୍ନ ବ୍ଲକରେ ଏହି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦାରିଙ୍ଗବାଡ଼ି ବିଡିଓ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ସହ ବୁଧବାର ଜିଲାରୁ...
ଏହି ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଟପିଲା ହଜାରେ: ପୁଣି ଜଣେ ରିପିଟ୍ ପଜିଟିଭ୍ ଚିହ୍ନଟ
କୋରାପୁଟ,୫।୮(ସ୍ବ.ପ୍ର.): କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର ହଜାରେ ଟପିଯାଇଛି । ବୁଧବାର ଜିଲାରେ ପୁଣି ୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଜଣେ ପୁନର୍ବାର ପଜିଟିଭ୍ ଚିହ୍ନଟ ହୋଇଥିବା ଜିଲାପାଳ ମଧୂସୁଦନ ମିଶ୍ର...
ମୁନିଗୁଡ଼ା ବ୍ଲକ ଅମ୍ଲାଭଟ୍ଟା ପଞ୍ଚାୟତ ୩ ଦିନ ଶଟ୍ଡାଉନ: ଜିଲାର ଏହି ବ୍ଲକକୁ ଛୁଇଁ ପାରିନି କରୋନା
ମୁନିଗୁଡ଼ା,୫।୮(ଡି.ଏନ୍.ଏ.): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏ ନେଇ ଲକ୍ଡାଉନ ଓ ଶଟ୍ଡାଉନ ଲାଗୁ ହେଉଛି। ଯାହାଫଳରେ ସଂକ୍ରମଣକୁ ରୋକାଯାଇ ପାରିବ। ତେବେ ରାୟଗଡା ଜିଲରେ ଗତ କିଛି ଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି...
କୋରାପୁଟ ଜିଲାରେ ୬୦୦.୬ ମିଲିମିଟର ବର୍ଷା ରେକର୍ଡ
କୋରାପୁଟ,୫ା୮(ସ୍ବ.ପ୍ର.) : କୋରାପୁଟ ଜିଲାରେ ଦିନକରେ ୬୦୦.୬ ମିଲିମିଟର ବର୍ଷା ହୋଇଥିବା ଜିଲା ଜରୁରୀ ବିଭରାଗ ପକ୍ଷରୁ ଜଣାଯାଇଛି। ବୁଧବାର ଜିଲାରେ ୬୦୦.୬ ମିମି ବର୍ଷା ହୋଇଥିବାବେଳେ ଦଶମନ୍ତପୁର ବ୍ଲକରେ ସର୍ବାଧିକ ୮୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି...
ପ୍ରଥମ ଥର ପାଇଁ ଘରକୁ ଆଣିଥିଲେ ଗ୍ୟାସ ଟାଙ୍କି : ସଂଯୋଗ ସମୟରେ ହେଲା ବିସ୍ଫୋରଣ
ବାଲେଶ୍ୱର ଅଫିସ,୫।୮: ବାଲେଶ୍ବର ଜିଲା ରେମୁଣା ବ୍ଲକ ରସାଳପୁର ପଞ୍ଚାୟତ ଛେଳିଆପଦା ଗାଁରେ ଗ୍ୟାସ ଟାଙ୍କି ଫାଟି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ସୌଦାମିନ ବେଜ୍। ଏଥିରେ ମଧ୍ୟ ଅନ୍ୟ ୨ଜଣ ଅଜୟ ଦାସ ଓ ସୁରେନ୍ଦ୍ର...
ପୁରୀ ସହକାରୀ ବନ ସଂରକ୍ଷକଙ୍କ ଅଫିସ୍ ସମେତ ଏସବୁ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ପୁରୀ ଅଫିସ,୫।୮: ପୁରୀ ସହକାରୀ ବନ ସଂରକ୍ଷକ ପ୍ରଶାନ୍ତ ସ୍ବାଇଁଙ୍କ ଘରେ ବୁଧବାର ବେଆଇନ୍ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି। ଏକ କାଳୀନ ଭିଜିଲାନ୍ସର ୫ଟି ଟିମ୍ ଏହି ଚଢ଼ାଉ କରୁଛନ୍ତି। ପୁରୀରେ ଥିବା ଅଫିସ୍,...
ଗଜପତି ନଗରରେ ଗୋଷ୍ଠୀ ସଂଘର୍ଷ
ବ୍ରହ୍ମପୁର ଅଫିସ,୫।୮: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଗଜପତି ନଗରରେ ମଙ୍ଗଳବାର ବିଳମ୍ବିତ ରାତିରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ଗୋଟିଏ ଗୋଷ୍ଠୀର ବିକାଶ ପ୍ରଧାନ(୨୦) ଓ ତାଙ୍କ ୨ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି...
ବିଏସ୍ଏଫ୍ ଯବାନଙ୍କ ଆତ୍ମହତ୍ୟା
ଚିତ୍ରକୋଣ୍ଡା, ୫।୮(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ନିକଟ ବିଏସ୍ଏଫ କ୍ୟାମ୍ପରେ ଜଣେ ଯବାନ ନିଜ ସର୍ଭିସ ରିଭଲବଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ଏହି ଅଘଟଣ ଘଟିଛି ମଙ୍ଗଳବାର ବିଳମ୍ବିତ ରାତିରେ। ଯବାନଜଣଙ୍କ ରାଜସ୍ଥାନର ଶେଷ କର୍ଣ୍ଣ ବୋଲି...
ଭଦ୍ରକ କଟସାହି ପଞ୍ଚାୟତର ୩ ୱାର୍ଡ ଆଜିଠାରୁ ଶଟ୍ଡାଉନ
ଧାମନଗର,୫।୮(ଡି.ଏନ୍.ଏ.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ଧାମନଗର ବ୍ଲକ କଟସାହି ପଞ୍ଚାୟତର ସରପଞ୍ଚ ଅଞ୍ଜନା ଲେଙ୍କା ପଞ୍ଚାୟତର ୩ଟି ଓ୍ବାର୍ଡ ୧,୨,୩ କୁ ବୁଧବାରଠାରୁ ଶଟ୍ଡାଉନ ଘୋଷଣା କରିଛନ୍ତି। ଧାମନଗର କୋଅପରେଟିଭ ବ୍ୟାଙ୍କର ଜଣେ କର୍ମଚାରୀ ପଜିଟିଭ...
କେନ୍ଦୁଜିଆଣି ପଞ୍ଚାୟତକୁ ୭୨ ଘଣ୍ଟା ଶଟ୍ଡାଉନ୍ ଘୋଷଣା କଲେ ସରପଞ୍ଚ
ଠାକୁରମୁଣ୍ଡା,୫ା୮(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ କେନ୍ଦୁଜିଆଣି ପଞ୍ଚାୟତରେ କରୋନା ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ୭୨ ଘଣ୍ଟା ପାଇଁ ଶଟ୍ଡାଉନ୍ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ ଦୁର୍ଗୀ ମାରାଣ୍ଡି। ମଙ୍ଗଳବାରଠାରୁ ଶୁକ୍ରବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ଶଟ୍ଡାଉନ୍...
ଗଞ୍ଜାମ ଏନ୍ଏସିରେ କରୋନା ଆକ୍ରାନ୍ତ ସଂଖ୍ୟା ଛୁଇଁଲା ୩୦, ୧ ମୃତ
ଗଞ୍ଜାମ,୫।୮(ଡି.ଏନ୍.ଏ.): ଗଞ୍ଜାମ ଏନ୍ଏସି ଅଞ୍ଚଳରେ ମହାମାରୀ କରୋନା ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଥିବା ଜଣାପଡିଛି l ଏହି ଏନ୍ଏସିରେ ଗତ ଜୁନ୍ ମାସରେ ପ୍ରଥମ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିଲେ l ବର୍ତ୍ତମାନ ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦...
Archives


