ଚୋରି କରିବାକୁ ଯାଇ ମାଡ଼ରେ ଗଲା ପ୍ରାଣ: ପରେ…
ଉଦଳା,୧୯।୧୧(ସନ୍ତୋଷ କୁମାର ବାଚ୍ଛିନୀ): ଗାଁ କୁ ଚୋରି କରିବାକୁ ପଶିଥିଲେ, ଆଉ ଗାଁ ଲୋକଙ୍କ ହାବୁଡ଼ରେ ଧରା ପଡିଯିବା ପରେ ଖାଇଲେ ନିର୍ଘାତ ମାଡ଼। ମାଡ଼ରେ ଚାଲିଗଲା ଚୋରଙ୍କ ଜୀବନ। ଅନ୍ୟ ଜଣେ ଗୁରୁତର। ଏଭଳି ଘଟଣା ଘଟିଛି ଉଦଳା ଥାନା…
ସଫଳ ମତ୍ସ୍ୟ ଚାଷୀମାନଙ୍କୁ ପୁରସ୍କୃତ
ପାରଳାଖେମୁଣ୍ଡି,୧୯।୧୧(ଗିରିଧାରୀ ପରିଚ୍ଛା): ଗୁମ୍ମାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମେଳା ପଞ୍ଚାୟତ ସମିତି ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ମେଳାରେ ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଅନ୍ୟାନ୍ୟ ବିଭାଗର ପ୍ରଦର୍ଶନୀ ସହ ଚାଷୀ ବିଶେଷଜ୍ଞମାନଙ୍କୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ…
ଭୁବନେଶ୍ବର ଏଜି ଛକରେ ଲାଗିବ ସଡ଼କ ଦୁର୍ଘଟଣା ଘଣ୍ଟା
ଭୁବନେଶ୍ୱର,୧୯।୧୧: ଭୁବନେଶ୍ବର ଏଜି ଛକରେ ସ୍ଥାପନ ହେବ ସଡ଼କ ଦୁର୍ଘଟଣା ଘଣ୍ଟା। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ମହାପ୍ରବନ୍ଧକଙ୍କୁ ପରିବହନ ଯୁଗ୍ମ ନିର୍ଦ୍ଦେଶକଙ୍କ ଚିଠି କରିଛନ୍ତି। ସଡ଼କ ଦୁର୍ଘଟଣା ବାବଦରେ ସଚେତନ କରିବ ସଡ଼କ ଦୁର୍ଘଟଣା ଘଣ୍ଟା। ସଚେତନ ସହ ସକରାତ୍ମକ…
ବାଇକ୍ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଗାଡ଼ି ଚକ: ଆଉ ତା’ପରେ ଘଟିଲା…
ପାଟଣା,୧୯।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାର ପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ପରମେଶ୍ବର ଶିବ ମନ୍ଦିର ନିକଟରେ ବୁଧବାର ଭୋରରୁ ଅଜଣା ସକାଳୁ ଗାଡି ଧକ୍କାରେ ଜଣେ ୨୯ ବର୍ଷୀୟ ବାଇକ ଆରୋହୀ ମୃତ୍ୟୁ…
ରେଳ ଟ୍ରାକ ନିକଟରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
କେନ୍ଦୁଝର,୧୯।୧୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ବସନ୍ତପୁର ଏବଂ ସୀତାବିଞ୍ଜ ରେଳ ଷ୍ଟେଶନ ମଧ୍ୟରେ ଟ୍ରେନ୍ ଟ୍ରାକ ବାହାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ରବିବାର ରାତିରେ ଟାଟା ବିଶାଖାପାଟଣା ସାପ୍ତାହିକ ଏକ୍ସପ୍ରେସରୁ ଖସି…
ନୂଆପଡ଼ାରୁ ଚାଞ୍ଚଲ୍ୟକର ଖବର: ସପ୍ଲାଇ ପାଣିରେ ଜିଆ
ନୂଆପଡ଼ା,୧୯ା୧୧ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ ସୁନ୍ଦର ଜଳସେଚନ ପ୍ରକଳ୍ପ ଜଡାମୁଣ୍ଡାଠାରେ ଗଭୀର କୂପ ଜରିଆରେ ପାଣି ଉଠାଇ ଗାଁ ଗାଁକୁ ପାଇପ୍ ବିଛାଯାଇ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେଉଛି। ହେଲେ ସୋମବାର କୋମନା…
ଜେସିବି ଧକ୍କାରେ ମ୍ୟାନେଜରଙ୍କ ମୃତ୍ୟୁ ଘଟଣା: ସାରା ରାତି ପଡ଼ି ରହିଲା ମୃତଦେହ, ୧୬ ଘଣ୍ଟା ପରେ ଉଦ୍ଧାର
ଅମରପାଲି,୧୯।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୌଡଗାଡ ଗ୍ରାମରେ ଗତ ସୋମବାର ରାତିରେ ଜେସିବି ଧକ୍କାରେ ଏକ କନଷ୍ଟ୍ରକସନ କମ୍ପାନୀର ମ୍ୟାନେଜରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲ। ମୃତଦେହ ଉଦ୍ଧାର ପାଇଁ ପୋଲିସ ଘଟଣାସ୍ଥଳକୁ ଆସିଥିଲେ ମଧ୍ୟ…
ହ୍ୟୁମାନ ସାଗରଙ୍କୁ ମନେପକାଇଲେ ଯୁବପିଢ଼ି
ଦାରିଙ୍ଗବାଡି, ୧୯।୧୧ (ଅରୁଣ ସାହୁ): ଓଡିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ସାରା ରାଜ୍ୟ ଭାଙ୍ଗିପଡ଼ିଥିବାବେଳେ ଦାରିଙ୍ଗବାଡି ଅଞ୍ଚଳରେ ମଧ୍ୟ ଯୁବପିଢ଼ି ତାଙ୍କୁ ବହୁତ ମନେ ପକାଉଛନ୍ତି। ଏହି ଅବସରରେ ଦାରିଙ୍ଗବାଡି ସୁବିଧାକେନ୍ଦ୍ରଠାରେ ଅଞ୍ଚଳର ଲୋକମାନେ ଯୁବପିଢ଼ି ଏକାଠି…
ହାରିବା ପରେ ଘାସିରାମ କହିଦେଲେ ଏମିତି: ପୁରା ରାଜନୀତିିରେ ହଲଚଲ
ନୂଆପଡ଼ା,୧୯ା୧୧ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ଅର୍ଥବଳ ନ ହେବାରୁ ଦ୍ୱିତୀୟ ସ୍ଥାନରେ ରହିଲୁ ବୋଲି କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଘାସିରାମ ମାଝୀ କହିଛନ୍ତି। ମଙ୍ଗଳବାର ଜିଲା କଂଗ୍ରେସ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଘାସିରାମ କହିଛନ୍ତି, ମୁଁ ହାରିଥିଲେ ମଧ୍ୟ…
ଜଗାଦର୍ଶନ ସାରି ଫେରୁଥିଲେ ହଠାତ୍ ଟ୍ରେନ୍ଭିତରେ ଛାତିରେ ହେଲା ଯନ୍ତ୍ରଣା , ଟଳିପଡିଲେ…
ଗଞ୍ଜାମ,୧୯।୨୫: ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର ମାଳି ଜଗନ୍ନାଥପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ହରିବନ୍ଧୁ ରାଓ (୫୫) ମଙ୍ଗଳବାର ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ଟ୍ରେନ ଯୋଗେ ଫେରୁଥିବା ବେଳେ ଅଧା ରାସ୍ତାରେ ତାଙ୍କର ମୃତ୍ୟୁ…
ଆଜିଠୁ ଶ୍ରୀମନ୍ଦିରରେ ଦେବ ଦୀପାବଳି: ପିତୃଗଣଙ୍କୁ ଦୀପଦାନ କରିବେ ମହାପ୍ରଭୁ
ପୁରୀ,୧୯ା୧୧(ଅଜିତ୍ କୁମାର ମହାନ୍ତି):ମାର୍ଗଶିର ମାସ ଚତୁର୍ଦ୍ଦଶୀ ତିଥି ବୁଧବାରଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପୀ ଦେବ ଦୀପାବଳି ଉତ୍ସବ ଅନୁଷ୍ଠିତ ହେବ। ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଏହିଦିନ ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନପୂର୍ବକ ଦୀପଦାନ କରିବେ। ଏଥିପାଇଁ ଶ୍ରୀମନ୍ଦିରରେ ବିଶେଷ ନୀତି ସମ୍ପନ୍ନ…
ନୂଆପଡ଼ା ଉପନିର୍ବାଚନ ଜନାଦେଶ ନୁହେଁ, ଯନ୍ତ୍ରାଦେଶ: ସ୍ନେହାଙ୍ଗିନୀ
ନୂଆପଡ଼ା,୧୯ା୧୧ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ଅର୍ଥବଳ, ବାହୁବଳ, ସରକାରୀ କଳ ପ୍ରୟୋଗ କରି ଜନାଦେଶରେ ନୁହେଁ ଯନ୍ତ୍ରାଦେଶରେ ବିଜୟୀ ହୋଇଛି ବୋଲି ମଙ୍ଗଳବାର ସ୍ଥାନୀୟ ଖୁଣ୍ଟିଆ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ…
Archives


