ମହିଳା ଜନଶୁଣାଣି କାର୍ଯ୍ୟକ୍ରମ: ଶୁଣାଣି କଲେ ରାଷ୍ଟ୍ରୀୟ ମହିଳା ଆୟୋଗ ସଦସ୍ୟା
ବାଲେଶ୍ୱର, ୨୭।୧୧( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାପାଳଙ୍କ ଅଡିଟରିୟମ ହଲରେ ଗୁରୁବାରଏକ ଦିବସୀୟ ମହିଳା ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମହିଳା ଆୟୋଗର ସଦସ୍ୟା ଡ. ଅର୍ଚ୍ଚନା ମଜୁମଦାର ଯୋଗ ଦେଇ ସମସ୍ତ ଅଭିଯୋଗର ଶୁଣାଣି କରୁଛନ୍ତି…
ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକୁ ମିଳିଲା ଗ୍ରେଡ୍ ‘ଏ’ ମାନ୍ୟତା
ସମ୍ବଲପୁର,୨୭ା୧୧: ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟକୁ ନାକ୍ ଗ୍ରେଡ ଏ’ ମାନ୍ୟତା ମିଳିଛି। ଏନେଇ ଡେପୁଟି ରେଜିଷ୍ଟ୍ରାର ସୂଚନା ଦେଇଛନ୍ତି। ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ହେବା ପରେ ପ୍ରଥମଥର ଗ୍ରେଡ୍ ‘ଏ’ ମାନ୍ୟତା ମିଳିଥିବାରୁ ଛାତ୍ରୀଛାତ୍ର ଅଭିଭାବକଙ୍କ ସମେତ ସମ୍ବଲପୁରବାସୀଙ୍କ ମଧ୍ୟରେ ଆନନ୍ଦର…
ଧାନ କାଟୁଥିବାବେଳେ ଚାଷୀଙ୍କୁ କାମୁଡ଼ିଲା ସାପ, ଆଉ ତା’ ପରେ…
ପରଜଙ୍ଗ,୨୭ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣଙ୍କ ପଥରଖମ୍ବ ଗାଁର ଛକଡ଼ି ସାହୁ। ଛକଡ଼ି…
ଜାଲ୍ ଟିପ ଦେଇ ଭତ୍ତା ଟଙ୍କା ହଡ଼ପ କରୁଥିଲେ ପିଇଓ, ଧରିଲେ ଏମପି ପ୍ରତାପ ଷଡ଼ଙ୍ଗୀ, ତା’ପରେ…
ବାଲେଶର, ୨୭।୧୧( ବାଞ୍ଛାନିଧି ଦେ): ଜାଲ୍ ଟିପ ଚିହ୍ନ ଦେଇ ଭତ୍ତା ଟଙ୍କା ହଡ଼ପ କରୁଥିଲେ ପିଇଓ। ଅଭିଯୋଗ ପାଇ ଏମପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଘଟଣାର ସତ୍ୟାସତ୍ୟ ଜାଣିବା ପରେ ପିଇଓ ଜଣଙ୍କ ହିତାଧିକାରୀଙ୍କୁ ଗଣି ଗଣି ସୁଧ ମୂଳ…
ବୈଷ୍ଣୋଦେବୀ ଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ମାଧୋ ସିଂହଙ୍କ ପ୍ରତିଛବି ପ୍ରଦାନ କରି ଏମିତି ଦାବି କଲେ…
ବରଗଡ,୨୭।୧୧(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ବୁଧବାର ସସ୍ତ୍ରୀକ ବରଗଡ଼ ସହର ଉପକଣ୍ଠ ତୁରୁଙ୍ଗାସ୍ଥିତ ମାଁ ବୈଷ୍ଣୋଦେବୀ ମନ୍ଦିରକୁ ଆସିଥିଲେ। ସେ ତାଙ୍କ ଏହି ଗସ୍ତରେ ବୈଷ୍ଣୋଦେବୀଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଥିଲେ। ମୁଖ୍ୟମନ୍ତ୍ରୀ ସାଏଙ୍କୁ ମନ୍ଦିର କମିଟି ଏବଂ…
ସଜେଇ ହେଉଛି ହିଲଭିୟୁ ପାର୍କ: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ମ୍ୟୁଜିକାଲ ଫାଉଣ୍ଟେନ୍,ଦେଖନ୍ତୁ ଭିଡିଓ
ଦାରିଙ୍ଗବାଡି, ୨୭।୧୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ରର ବିକାଶ କରିବା ପାଇଁ ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ଅଣ୍ଟା ଭିଡ଼ିଛନ୍ତି। ସେ ପ୍ରଥମେ କଫି ବଗିଚାକୁ ରୁପାନ୍ତର କାର୍ଯ୍ୟ କରି ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରିଥିବାବେଳେ ଏନେଇ ସେ ଚର୍ଚ୍ଚାରେ…
ରାତିଅଧରେ ପ୍ଲାଣ୍ଟ ବିରୋଧୀ ନେତାଙ୍କୁ ଗିରଫ କରିବାକୁ ଯାଇ ପୋଲିସ ହଟହଟା: ଘେରିଲେ ଗ୍ରାମବାସୀ
ପାଟଣା,୨୭।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ପାଟଣା ବ୍ଲକ ଯମୁନାପଶି ଗ୍ରାମରେବୁଧବାର ଭୋର ୩ଟାରେ ୬ଜଣ ପ୍ଲାଣ୍ଟ ବିରୋଧୀ ନେତାଙ୍କୁ ଉଠାଇ ନେବାକୁ ଉଦ୍ୟମ କରିବାବେଳେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲା। ଗିରଫ ନେତାଙ୍କୁ ଛାଡ଼ିବା ଦାବିରେ…
ବିଦେଶୀ ପକ୍ଷୀ ଗୋଡ଼ରେ ଅଜଣା ଟ୍ୟାଗ: ଋଷିକୂଲ୍ୟା ମୁହାଣରେ ବୁଲୁଥିବାବେେଳେ…
ଛତ୍ରପୁର, ୨୭/୧୧(ଦିଲ୍ଲୀପ ସାମଲ): ସ୍ଥାନୀୟ ପରିବେଶବିତ ରବିନ୍ଦ୍ର ନାଥ ସାହୁଙ୍କ କ୍ୟାମେରାରେ କଏଦ ହୋଇଛି ବିଦେଶରୁ ଆସିଥିବା ପରିବ୍ରାଜକ ପକ୍ଷୀ। ସୁଦୁର ୟୁରୋପ ଓ ଉତର ଆମେରିକାରୁ ଶୀତଦିନେ ଉଡ଼ିଆସନ୍ତି ବିଭିନ୍ନ ପକ୍ଷୀ। କ୍ୟାମେରାରେ କଏଦ ହୋଇଥିବା ଏହି ପକ୍ଷୀଟି ସ୍ୟାଣ୍ଡ…
ବିନା ନିରୀକ୍ଷକରେ ଚାଲିଛି କେସିଙ୍ଗା ଡାକଘର: ୨୦ ବ୍ରାଞ୍ଚ ପୋଷ୍ଟ ଅଫିସରେ ଅବ୍ୟବସ୍ଥା
କେସିଙ୍ଗା,୨୭।୧୧(ତୁମେଶ୍ୱେର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ମୁଖ୍ୟ ପୋଷ୍ଟ ଅଫିସରେ ଆଜିକୁ ୪ ମାସ ହେଲାଣି ଡାକ ନିରୀକ୍ଷକ ପଦବୀ ଖାଲି ଥିବାରୁ ବିଭିନ୍ନ ଉପ ଡାକ ଘରେ ଅନେକ ଦୁର୍ନୀତି ହେଉଥିବା ଜଣାପଡ଼ିଛି। ଏହା…
ଭଞ୍ଜନଗରର ୧୦ ପଞ୍ଚାୟତକୁ ଯକ୍ଷ୍ମା ମୁକ୍ତ ପୁରସ୍କାର, ସରକାରଙ୍କ ପକ୍ଷରୁ ରୋଗୀଙ୍କୁ ମାଗଣାରେ ଦିଆଯାଉଛି…
ଭଞ୍ଜନଗର,୨୭।୧୧(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଯକ୍ଷ୍ମା ରୋଗ ମୁକ୍ତ ଲକ୍ଷ୍ୟ ରଖିଛନ୍ତି। ତେଣୁ ୨୦୨୨ରୁ ଯକ୍ଷ୍ମା ମୁକ୍ତ ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯକ୍ଷ୍ମା ମୁକ୍ତ ପଞ୍ଚାୟତ ଗୁଡ଼ିକୁ ଉତ୍ସାହିତ କରିବା ପାଇଁ ସରକାରଙ୍କ ପକ୍ଷରୁ…
ବିବାହ ପାଇଁ ଜିଦ୍ ଧରିବାରୁ ମହିଳାଙ୍କୁ ମାରିଦେଲେ ହୋମଗାର୍ଡ, ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ
ଦେବଗଡ଼,୨୭ା୧୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଲଇମୁରା ଥାନାଞ୍ଚଳରେ ଗତ ୨୧ ତାରିଖ ରାତିରେ ଜଣେ ମହିଳାଙ୍କୁ ହତ୍ୟା ଘଟଣାରେ ବୁଧବାର ପୋଲିସ ମହିଳାଙ୍କ ପ୍ରେମିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ଲଇମୁରା ଥାନାରେ କାର୍ଯ୍ୟରତ ଥିବା…
କଡ଼ାକଡ଼ି ହେବ ନୋ ହେଲ୍ମେଟ୍ ନୋ ପେଟ୍ରୋଲ ଯାଞ୍ଚ
୨୭ା୧୧ (ମକାରୁ ବେମାଲ):ନୂଆପଡ଼ା ମୁଖ୍ୟାଳୟ ସଭାଗୃହରେ ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତ, ଉପଜିଲାପାଳ ସୁର୍ମି ସୋରେନ, ସିଡିଏମ୍ଓ ଡା. ଧନେଶ୍ୱର ସେଠୀ, ଅତିରିକ୍ତ…
Archives


