ଆମ ଜିଲା ଖବର

ଦିଗପହଣ୍ଡିରେ ଧୂମ୍‌ଧାମ୍‌ରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ଆରମ୍ଭ: ଅଞ୍ଚଳ କଲୋନୀ ଚଳଚଞ୍ଚଳ

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ନିଳାଦ୍ରୀ ବିହାର ପ୍ରଥମ ଲେନ୍‌ରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଧର୍ମୀୟ ଭାବନା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ଶନିବାରଠାରୁ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। କଳାହାଣ୍ଡି ଜିଲା କୋକସରା ବ୍ଲକ ଚିକିଲି ଗ୍ରାମର ଯବାନ ସରୋଜ କୁମାର…

କଳପଡ଼ା ପୂଜା ବିବାଦର ହେଲା ଅନ୍ତ: ଏକତ୍ରିତ ଗଜଲକ୍ଷ୍ମୀ ପୂଜା କରିବା ପାଇଁ ସହମତି

କଟକ ସଦର, ୨୪।୧୦ (ସୁଶାନ୍ତ କୁମାର ଜେନା): ୪୨ମୌଜା ଥାନା ଅନ୍ତର୍ଗତ କଳପଡ଼ା ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଆୟୋଜନକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ଶନିବାର ଥାନାରେ ସଫଳତାର ସହ ହୋଇଯାଇଛି। ଥାନା ଅଧିକାରୀ ହେମନ୍ତ କୁମାର ସେଠୀଙ୍କ ଉପସ୍ଥିତିରେ ଉଭୟ…

ସୋମବାର ଖୋଲିପାରେ କଳିଙ୍ଗା ଘାଟି ରାସ୍ତା: ସ୍ଥିତି ଅନୁଧ୍ୟାନ କଲା ଆଇଆଇଟି ଦିଲ୍ଲୀ ବିଶେଷଜ୍ଞ ଟିମ୍‌

ଭଞ୍ଜନଗର, ୨୪।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ବନ୍ଦ ରହିବା ଯୋଗୁ ଲୋକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ୁଥିବା ବେଳେ ଶନିବାର ଏକ ଆଶାଜନକ ଖବର ସାମ୍ନାକୁ ଆସିଛି। ଆଇଆଇଟି…

ଆସୁଛି ବାତ୍ୟା: ଇନ୍ଦ୍ରାବତୀର ୨ ଗେଟ୍‌ ଖୋଲିଲା

ନବରଙ୍ଗପୁର,୨୪।୧୦: ସମ୍ଭାବ୍ୟ ବାତ୍ୟା ଏବଂ ବର୍ଷାକୁ ଦୃଷ୍ଟିରେ ରଖି ଶନିବାର ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ୍‌ ଖୋଲାଯାଇଛି। ଡ୍ୟାମ୍‌ର ୩ ଓ ୬ ନମ୍ବର ଗେଟ୍‌ରୁ ୧୩୩ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ଅନ୍ୟପକ୍ଷେ ଡ୍ୟାମ୍‌ରୁ ପାଣି ନିଷ୍କାସନ ହେଉଥିବା ନେଇ…

୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୯ ମୋବାଇଲ ଜବତ, ୭ ଜୁଆଡ଼ିଙ୍କୁ ଗିରଫ କରି…

ଗଞ୍ଜାମ,୨୪ା୧୦(ବିଦ୍ୟାଧର ସାହୁ): ରମ୍ଭା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପୋଇରାଶି ପଞ୍ଚାୟତ ବରପଲ୍ଲୀ ଓ ଭୁଆଁଭୂଇଁ ଗ୍ରାମ ନିକଟସ୍ଥ ଠାକୁରାଣୀ ମନ୍ଦିରଠାରେ ଜୁଆଆଡ୍ଡା ଚାଲିଥିବାବେଳେ ରମ୍ଭା ଥାନା ଆଇଆଇସି କୁମାର ମୁଦୁଲିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଅତର୍କିତ ଚଢ଼ାଉ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର, ୨୪ା୧୦ (ସବିତା ମିଶ୍ର): ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ମନୁଷ୍ୟଙ୍କ ଧନଜୀବନ ସହ ଗୃହପାଳିତ ପଶୁ ଓ ଅନ୍ୟାନ୍ୟ…

ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ପାଇଁ ପ୍ରଶାସନର ପ୍ରସ୍ତୁତି: ୩୦ ତାରିଖ ପର୍ଯ୍ୟନ୍ତ ଲକ୍ଷ୍ମୀପୂଜା ତୋରଣ ଖୋଲା ରହିବ

କେନ୍ଦ୍ରାପଡ଼ା, ୨୪ା୧୦ (ଜଗନ୍ନାଥ ଧଳ): ଅକ୍ଟୋବର ମାସରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼କୁ ନେଇ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଆସନ୍ତା ୨୬ରୁ ୨୯ ତାରିଖ ମଧ୍ୟରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ର ପ୍ରଭାବ…

ବଟେଶ୍ୱର ପୀଠକୁ ମୁଖ୍ୟମନ୍ତ୍ରୀ ବସ୍‌ ସେବା ବନ୍ଦ, ବଢୁଛି ଅସନ୍ତୋଷ

ଗଞ୍ଜାମ,୨୪ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବଟେଶ୍ୱର ପୀଠକୁ ଦୀର୍ଘ ଦଶ ମାସରୁ ଊର୍ଦ୍ଧ୍ୱ ହେବ ମୁଖ୍ୟମନ୍ତ୍ରୀ ବସ୍‌ ସେବା ବନ୍ଦ ହୋଇଯାଇଛି। ଯାହାଫଳରେ ପୂର୍ବରୁ ଯାଉଥିବା ପର୍ଯ୍ୟଟକ, ସାଧାରଣ…

କୋଟିଆରେ ଭଙ୍ଗା ଯାଇଥିବା ବୋର୍ଡ ପୁନଃସ୍ଥାପନ କଲା ଆନ୍ଧ୍ର: ନିର୍ବାଚନ ପାଇଁ ତତ୍ପରତା ପ୍ରକାଶ କରି…

ପଟ୍ଟାଙ୍ଗି,୨୪ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ବିବାଦ ପୁଣି ଥରେ ଘନୀଭୂତ ହୋଇଛି। ବିଜେଡି ପ୍ରତିନିଧି ଦଳ ଦ୍ୱାରା ଭଙ୍ଗାଯାଇଥିବା ଆନ୍ଧ୍ରର ତେଲୁଗୁ ବୋର୍ଡ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି: ଅଧିକାରୀଙ୍କ ଛୁଟି ବାତିଲ, ୨୯ ତାରିଖ ପର୍ଯ୍ୟନ୍ତ…

ଛତ୍ରପୁର,୨୪ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ଓସଓ୍ବାନ ହଲ୍‌ରେ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ…

କଟକରେ ଚାଞ୍ଚଲ୍ୟ: ରେଳଧାରଣାରେ ଏଏସ୍‌ଆଇଙ୍କ ମୃତଦେହ, ଦଶହରା ଡ୍ୟୁଟିକୁ ଆସିଥିଲେ, ମୃତ୍ୟୁକୁ ନେଇ ବଢ଼ିଲା ସନ୍ଦେହ

କଟକ,୨୪ା୧୦: ସିଲଭର ସିଟି କଟକରେ ଦଶହରା ଭସାଣି ଓ ସୁରକ୍ଷା ବ୍ୟବସ୍ଥା ଚାଲିଥିବା ସମୟରେ ଘଟିଯାଇଛି ଏକ ଅତ୍ୟନ୍ତ ଦୁଃଖଦ ଓ ଚାଞ୍ଚଲ୍ୟକର ଘଟଣା। ରେଳ ଧାରଣାରୁ ଜଣେ ପୋଲିସ ସହକାରୀ ଉପ-ନିରୀକ୍ଷକ (ASI)ଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି। ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?