ବସୁନ୍ଧରା ଯୋଜନାରେ ଦୁର୍ନୀତି
ବିଞ୍ଝରପୁର,୮ା୫(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟରେ ବସୁନ୍ଧରା ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତିର ତଦନ୍ତକରି ଅଯୋଗ୍ୟ ହିତାଧିକାରୀଙ୍କ ଜମି ପଟ୍ଟା ବାତିଲ କରିବାସହ ସେମାନଙ୍କଠାରୁ ଦଖଲ ଉଚ୍ଛେଦ କରିବାକୁ ଉପଜିଲାପାଳ ବିଞ୍ଝାରପୁର ତହସିଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ…
ଜେସିବିରେ ଏମ୍ଜିଏନ୍ଆର୍ଇଜିଏସ୍ କାମ
କେନ୍ଦ୍ରାପଡ଼ା ଅଫିସ,୮ା୫: କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ନଡ଼ିଆବରେଇ ପଞ୍ଚାୟତ ଡାହାଳପୁର ଗ୍ରାମର ଗୋଚର ଜମିରେ ଜେସିବି ଲଗାଇ ପୋଖରୀ ଖୋଳା ଯାଉଛି। ଏହି କାର୍ଯ୍ୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ରେ ବୋଲି ଗ୍ରାମବାସୀ…
ଚାଷ ଜମିରେ ବେଣାବୁଦା
କେନ୍ଦ୍ରାପଡ଼ା ଅଫିସ, ୮ା୫: କେନ୍ଦ୍ରାପଡ଼ା ଜିଲାର ୭ ନଦୀ, ୨୭ ନାଳରେ ଜଳ ପ୍ରବାହିତ ହେଉଛି। ଧାନ ସହ ମାଛ ଚାଷ ଜିଲାର ଅର୍ଥନୀତିକୁ ବଞ୍ଚାଇ ରଖିଛି। ଏହାସତ୍ତ୍ୱେ ଜିଲାର ଉପାନ୍ତ ଅଞ୍ଚଳରେ ଥିବା ୫ଟି ବ୍ଲକର ୫୧ ପ୍ରତିଶତ ପରିବାରର…
ବୃଦ୍ଧାଙ୍କୁ ଗଣବଳାତ୍କାର
ଢେଙ୍କିକୋଟ,୮ା୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ସାପ୍ତାହିକ ହାଟରୁ ଫେରୁଥିବା ଜଣେ ୬୦ ବର୍ଷୀୟା ଆଦିବାସୀ ବୃଦ୍ଧାଙ୍କୁ ଗଣବଳାତ୍କାର ହୋଇଛି। ଏ ନେଇ ହରିଚନ୍ଦନପୁର ଥାନାରେ ବୃଦ୍ଧା ଜଣଙ୍କ ଶନିବାର ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା…
ଭତ୍ତା ହିତାଧିକାରୀଙ୍କ ଦୁଃଖ ବଢୁଛି
ରସୁଲପୁର,୮ା୫(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ୨୮ ପଞ୍ଚାୟତରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଯୋଜନା ବାଟବଣା ହୋଇପଡ଼ିଛି। ଏଠାରେ ବୟସାଧିକ ଭତ୍ତା ହିତାଧିକାରୀ ସେମାନଙ୍କ ଭତ୍ତା ରାଶି ପାଇବାରେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ସେମାନଙ୍କ ଦୁଃଖ ବଢ଼ିବାରେ…
ତାଲିକାରେ ୫ ନାମ: ସମୁଦ୍ରକୁ ଶଙ୍ଖେ
ଯାଜପୁର ଅଫିସ,୮ା୫: ସମଗ୍ର ଶିକ୍ଷା, ଯାଜପୁର ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଜାଲ୍ ପ୍ରମାଣପତ୍ର ଆଧାରରେ ଚାକିରି କରିଥିବା ୫ଜଣ ନକଲି ଶିକ୍ଷକଙ୍କ ତାଲିକା ପ୍ରକାଶ ହୋଇଛି। ଏଥିରେ ୩ ଜଣ ଓଟିଇଟି ଏବଂ ଜଣେ ଲେଖାଏ ମାଟ୍ରିକ ଓ ବିଏଡ୍…
ହିଡ୍ମାଙ୍କ ସହଯୋଗୀଙ୍କୁ ଏନ୍କାଉଣ୍ଟର
ମାଲକାନଗିରି, ୭ା୫(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଭଦ୍ରାଦ୍ରି କୋଥାଗୁଡେମ୍ ଜିଲାରେ ରବିବାର ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ସେମାନେ ହେଲେ କମାଣ୍ଡର ଏରାୟା ଓରଫ ରାଜେଶ ଏବଂ ଅନ୍ୟ ଜଣେ ମିଲେସିଆ…
ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ: ୭ରେ ପହଞ୍ଚିଲା ଗିରଫ ସଂଖ୍ୟା
ମାଲକାନଗିରି, ୭ା୫(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଅରଣପୁରରେ ଏପ୍ରିଲ୍ ୨୬ରେ ମାଓବାଦୀଙ୍କ ଆଇଇଡି ବୋମା ବିସ୍ଫୋରଣରେ ୧୧ ଜଣ ଯବାନ ଶହୀଦ ହୋଇଥିଲେ। ଏହି ଘଟଣାରେ ଆଉ ୪ଜଣ ମାଓବାଦୀଙ୍କୁ ଦାନ୍ତେୱାଡା ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ…
ରାଜପଥରେ ଓଲଟିଲା ଥଣ୍ଡା ବୋଝେଇ ଟ୍ରକ୍
ନିରାକାରପୁର,୭।୫(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ଥଣ୍ଡା ବୋଝେଇ ଟ୍ରକ୍ ଓଲଟି ପଡିଥିଲା। ସୂଚନାଯୋଗ୍ୟ, ଥଣ୍ଡା ବୋଝେଇ ଟ୍ରକ୍ଟି ଖୋର୍ଦ୍ଧାରୁ ଟାଙ୍ଗୀ ଯାଉଥିବା ବେଳେ ବାଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା।…
୨ଜଣଙ୍କୁ ଉଠାଇନେଲା ପୋଲିସ: ପ୍ରତିବାଦରେ ବଜାର ବନ୍ଦ
ଟିକିରି,୭ା୫(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ରେଲଓ୍ବେ ଷ୍ଟେଶନରେ ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ୍ ରହଣୀ ଦାବି ନେଇ ଆନ୍ଦୋଳନ ତେଜୁଛି। ରବିବାରଠାରୁ ଟିକିରି ରେଲଓ୍ବେ ଷ୍ଟେଶନରେ ଅଞ୍ଚଳବାସୀ ଧାରଣା ଦେବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହା ପୂର୍ବରୁ ଗୁରୁବାର ରାତିରେ…
ଦୀପାଳିଙ୍କୁ ସେବା କରିବାକୁ ସୁଯୋଗ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୭।୫(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି। ଦଳୀୟ ପ୍ରାର୍ଥତ୍ନୀ ଦୀପାଳି ଦାସଙ୍କୁ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ପଦ୍ମପୁରରେ ବାପାଙ୍କୁ ହରାଇଥିବା ଜଣେ ଝିଅଙ୍କୁ ବିରୋଧୀ ଦଳ ଯେମିତି ବ୍ୟବହାର କରିଛନ୍ତି,…
ଓଡ଼ିଶାରେ ଶାସନ ବ୍ୟବସ୍ଥା ନାହିଁ: ଧର୍ମେନ୍ଦ୍ର
ସମ୍ବଲପୁର,୭।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯେତିକି ପାଖରୁ ଜାଣିଛି, ଲମ୍ବା ସମୟ ଦେଖିବା ପରେ ଯାହା ଲାଗୁଛି ମୁଖ୍ୟମନ୍ତ୍ରୀଙ୍କ ହାତରେ ଓଡ଼ିଶାର ଶାସନ ବ୍ୟବସ୍ଥା ନାହିଁ। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀମାନେ ଭେଟିବାର ସୁଯୋଗ ପାଉନାହାନ୍ତି। ଦଳର ବିଧାୟକ, ମୁଖ୍ୟ ଶାସନ ସଚିବ,…

