ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଉଠିଲା ଶିଡ଼ି, ଜାତୀୟ ରାଜପଥରୁ…
ଦାରିଙ୍ଗବାଡ଼ି,୨୫ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବଜାର ଉପରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ ଘଟଣାରେ ଦାରିଙ୍ଗବାଡ଼ି ତହସିଲଦାର ଧୀରଜ ପାତ୍ର ନେଇଛନ୍ତି ବଡ଼ ପଦକ୍ଷେପ। ଜଣେ ଅମାନିଆ ବ୍ୟବସାୟୀ ଜାତୀୟରାଜପଥର ଡ୍ରେନ୍ ଉପରେ ଦୀର୍ଘଦିନ ଧରି ଜବରଦଖଲ କରି ନିଜ ଉପର ଘରକୁ…
ଭୋଟର ଦିବସରେ ପ୍ରଥମଥର ପୁରସ୍କୃତ ହେଲା ଦାରିଙ୍ଗବାଡ଼ି ବ୍ଲକ, ବିଡିଓ କହିଲେ…
ଦାରିଙ୍ଗବାଡ଼ି,୨୫ା୧(ଅରୁଣ ସାହୁ): ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ ମତଦାନ ପାଇଁ ଆବଶ୍ୟକ ଭୋଟ୍ ପରିଚୟ ପତ୍ରର ସଂଶୋଧନ ଓ ଯୋଡ଼ିବା କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଛି। ଗାଁ ଗାଁରେ ବିଏଲଓ (ବୁଥ ଲେବଲ ଅଧିକାରୀଙ୍କୁ )ନିୟୋଜିତ କରାଯାଇଛି ସରକାରଙ୍କ…
ପୁଣି ଥରେ କଂଗ୍ରେସ ବ୍ଲକ ସଭାପତି ହେଲେ ଉତ୍ତମ
କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କଂଗ୍ରେସ ଦଳର କେନ୍ଦୁଝର ଜିଲା ସଦର ବ୍ଲକ ସଭାପତି ଭାବେ ଉତ୍ତମ କୁମାର ସାହୁଙ୍କ ନାମ ଘୋଷଣା ହୋଇଛି। ତାଙ୍କ ଘର ପଦ୍ମପୁର ଗ୍ରାମରେ ଏବଂ କ୍ରମାଗତ ଭାବେ ତୃତୀୟ ଥର ବ୍ଲକ ସଭାପତି ମନୋନୟନ ହୋଇଛନ୍ତି।…
‘ଦେଶର ଗଣତନ୍ତ୍ରରେ ନାଗରିକଙ୍କ ଭୂମିକାକୁ ଏହିଦିନ ଉଜାଗର କରେ’
ଗୁଣପୁର,୨୫ା୧(ସଂକେତ ପାତ୍ର): ଆଜି ଅର୍ଥାତ୍ ରବିବାର ସାରା ଦେଶରେ ୧୬ତମ ଜାତୀୟ ଭୋଟର ଦିବସ ପାଳନ କରାଯାଉଛି। ଏହି ବର୍ଷର ଥିମ୍ ରହିଛି ‘ମୋ ଭାରତ, ମୋ’ ଭୋଟ୍’। ଦେଶର ଗଣତନ୍ତ୍ରରେ ନାଗରିକଙ୍କ ଭୂମିକାକୁ ଏହି ଦିନ ଉଜାଗର କରେ ବୋଲି…
ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୁର୍ବରୁ ଭାଙ୍ଗିଲେ ନାମଫଳକ
ପଟ୍ଟାଙ୍ଗି୨୫।୦୧,(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମକୁ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଗସ୍ତ ରହିଥିଲା। ଏହା ପୂର୍ବରୁ ପଞ୍ଚାୟତର ସୀମାନ୍ତ ସେମ୍ବି ଗ୍ରାମରେ ଓଡିଶାର ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜିତ…
ସରସ୍ବତୀ ପୂଜା-ସାଧାରଣତନ୍ତ୍ର ଦିବସ ମଧ୍ୟାହ୍ନ ଭୋଜନରେ ପରିବର୍ତ୍ତନ ତାଲିକା ନାହିଁ, ଛାତ୍ରୀଛାତ୍ର ଅଣ୍ଡା ଖାଇବାରୁ ବଞ୍ଚିତ
ଦାରିଙ୍ଗବାଡି, ୨୫।୧ (ଅରୁଣ ସାହୁ ): ଏବେ ଯାଇଛି ସରସ୍ବତୀ ପୂଜା ଉତ୍ସବ ଆଉ ସୋମବାର ଦେଶ ପାଳିବ ସାଧାରଣତନ୍ତ୍ର ଦିବସ। ଏହାକୁ ନେଇ ସାରା ରାଜ୍ୟ ଉତ୍ସବ ମୁଖର ଥିବା ବେଳେ ଏବେ ଚର୍ଚ୍ଚା ଧରିଛି ଆମିଷ ଭୋଜନ କୁ…
ଭୟଙ୍କର ଦୁର୍ଘଟଣା: ଟ୍ରକ ଭିତରେ ଚାପି ହୋଇଗଲେ ଡ୍ରାଇଭର
ବାଲେଶ୍ୱର,୨୫।୧(ବାଞ୍ଛାନିଧି ଦେ): ଅଜଣା ଗାଡି ଧକ୍କାରେ ଭାଙ୍ଗିରୁଜି ଚୁରମାର ହୋଇଗଲା ସୂପାରୀ (ଗୁଆ ) ବୋଝେଇ ଟ୍ରକ୍ । ଟ୍ରକ ଭିତରେ ଚାପି ହୋଇଗଲେ ଡ୍ରାଇଭର । ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଶନିବାର ବିଳମ୍ବିତ ରାତିରେ ଏଭଳି ଭୟଙ୍କର…
ନୂଆପଡ଼ାରେ ପୁଣି ବାଘ ଆତଙ୍କ: ୪ ଛେଳି ମାରିଖାଇଲା
ନୂଆପଡ଼ା,୨୫।୧ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ଶୁକ୍ରବାର ରାତିରେ ଏକ କଲରାପତରିଆ ବାଘ ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ସେକ୍ସନ ଚୂଳାଭାଟ ପଞ୍ଚାୟତ ଭାଲୁପାଣି ଗାଁର ପିତ ମାଝିଙ୍କ ଗୁହାଳରେ ପଶି ୪ ଛେଳିକୁ ମାରି…
ଆଜି ପବିତ୍ର ମାଘ ସପ୍ତମୀ: ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
ପୁରୀ,୨୫।୧:ଆଜି ପବିତ୍ର ମାଘ ସପ୍ତମୀ। ଚଳଚଞ୍ଚଳ ଅର୍କ କ୍ଷେତ୍ର। ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମହୋଦଧିରେ ବୁଡ଼ ପକାଇ ସୂର୍ଯ୍ୟଦେବଙ୍କ ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ବୁଡ଼…
ଜନଗଣନାବେଳେ ମାତୃଭାଷା ସମ୍ବଲପୁରୀ ଲେଖିବାକୁ ଆହ୍ବାନ
ବରଗଡ଼,୨୫।୧(ପ୍ରେମାନନ୍ଦ ଖମାରୀ): ଚଳିତବର୍ଷ ଜନଗଣନା ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡିଶା ତଥା ନିକଟବର୍ତ୍ତୀ ଅଞ୍ଚଳର ଅଧିବାସୀ ଜନଗଣନା ସମୟରେ ଉଦ୍ଦିଷ୍ଟ କାଗଜପତ୍ରରେ ନିଜ ମାତୃଭାଷା ସମ୍ବଲପୁରୀ ବୋଲି ଉଲ୍ଲେଖ କରିବାକୁ ହେବ। ଏହାଦ୍ୱାରା ସରକାରଙ୍କ ନିକଟରେ ନିର୍ଭୁଲ ଓ ନିର୍ଦ୍ଧିଷ୍ଟ…
ପ୍ଲାଷ୍ଟିକ୍ମୁକ୍ତ ବଣଭୋଜିକୁ ଗୁରୁତ୍ୱ
ବରଗଡ଼,୨୫।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ବୈଷ୍ଣୋଦେବୀ ମନ୍ଦିର ପୀଠ ତୁରୁଙ୍ଗାରେ ଶନିବାର ପ୍ଲାଷ୍ଟିକମୁକ୍ତ ବଣଭୋଜି ଆୟୋଜନ ଉପରେ ଏକ ସଭା ହୋଇଥିଲା। ବନାଞ୍ଚଳ ଅଧିକାରୀ ରଞ୍ଜିତ ସିଂହ ବାବୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରଗଡ଼ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା…
କଚରାଗଦା ଉପରେ କଂକ୍ରିଟ ରାସ୍ତା
ଭବାନୀପାଟଣା, ୨୫ା୧ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଉପକଣ୍ଠ ଭଙ୍ଗାବାରି ରାସ୍ତା ନିର୍ମାଣ ହେଉଥିବାବେଳେ କଚରାଗଦାରେ ନିମ୍ନମାନର ରାସ୍ତା ଯୋଗୁ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସହର ନିକଟ…
Archives


